Daily Archives

September 7, 2019

ଜୋମାଟୋରୁ ଛଟେଇ ହେବେ ୫୪୧କର୍ମଚାରୀ

ନୂଆଦିଲ୍ଲୀ : ଲୋକପ୍ରିୟ ଫୁଡ୍‌ ଡେଲିଭରୀ ଆପ୍‌ ଜୋମାଟୋ ଶନିବାର ଏକ ବଡ଼ ଘୋଷଣା କରିଛି । ଜୋମାଟୋରେ କାମ କରୁଥିବା ୫୪୧ଜଣ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ପାଇଁ ଜୋମାଟୋ ଘୋଷଣା କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୫୪୧ଜଣଙ୍କ ମଧ୍ୟରେ ଗ୍ରାହକ, ବ୍ୟବସାୟୀ ଏବଂ ଡେଲିଭରୀ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦର ୬ ଗେଟ୍‌ ବନ୍ଦ ହୋଇ ପୁଣି ଖୋଲିଲା

ସମ୍ବଲପୁର: ହୀରାକୁଦ ବନ୍ଧର ୬ଟି ଗେଟ୍‌ ଶନିବାର ସକାଳେ ବନ୍ଦ କରାଯିବା ପରେ ସଂଧ୍ୟାରେ ପୁଣି ଥରେ ୬ଟି ଗେଟ୍‌ ଖୋଲା ଯାଇଛି। ତେଣୁ ଶୁକ୍ରବାର ୧୨ଟି ଗେଟ୍‌ ଖୋଲା ଥିଲାବେଳେ ଶନିବାର ରାତି ୯ଟା ବେଳକୁ ମଧ୍ୟ ୧୨ଟି ଗେଟ୍‌ ଖୋଲା ରହିଛି। ଉଭୟ ହୀରାକୁଦ ଉପର ଓ ତଳ ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ…
ଅଧିକ ଖବର ଦେଖନ୍ତୁ...

ବାଣ କାରଖାନାରେ ନିଆଁ ଲାଗିଥିବା ଶୁଣି ପୁଅର ଟ୍ରେଲର ଲଞ୍ଚ ଛାଡ଼ି ଗୁରୁଦାସପୁରରେ ପହଞ୍ଚିଲେ ସନ୍ନି ଦେଓଲ

ମୁମ୍ବାଇ : ସେପ୍ଟେମ୍ବର ୫ରେ ସନ୍ନି ଦେଓଲଙ୍କ ନିର୍ଦ୍ଦେଶିତ ଫିଲ୍ମ ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌ର ଟ୍ରେଲର ଲଞ୍ଚ ରଖାଯାଇଥିଲା । ଫିଲ୍ମଟି ସନ୍ନିଙ୍କ ପୁଅ କରଣଙ୍କ ବଲିଉଡ୍‌ ଡେବ୍ୟୁ ହୋଇଥିଲେ ମଧ୍ୟ ଟ୍ରେଲର ଲଞ୍ଚରେ ଯୋଗ ଦେଇ ପାରି ନଥିଲେ ସନ୍ନି । କାରଣ ତାଙ୍କୁ ତାଙ୍କର ପ୍ରଥମ କର୍ତ୍ତବ୍ୟ…
ଅଧିକ ଖବର ଦେଖନ୍ତୁ...

ରକ୍ଷକ ସାଜିଲେ ଭକ୍ଷକ ! ମଥୁରାରେ ବିଦେଶିନୀଙ୍କ ସହ ଦୁଷ୍କର୍ମ କଲେ ୨ ପୁଲିସକର୍ମୀ

ମଥୁରା : ରକ୍ଷକ ସାଜିଲା ଭକ୍ଷକ । ନିଜର କର୍ତ୍ତବ୍ୟ ଭୁଲି ଅପରାଧୀ ଭଳି କାମ କରିଛି ପୁଲିସ । ଉତ୍ତରପ୍ରଦେଶର ମଥୁରାରେ ପୁଲିସ ବର୍ଦିରେ କଳଙ୍କ ଲାଗିଛି । ଜଣେ ବିଦେଶିନୀଙ୍କୁ ଦୁଇ ପୁଲିସକର୍ମୀ ଦୁଷ୍କର୍ମ କରିବା ଭଳି ଖବର ଏବେ ଦେଶବାସୀଙ୍କୁ ଲଜ୍ଜିତ କରିଛି । ପୀଡ଼ିତା କିର୍ଗିଜସ୍ତାନର…
ଅଧିକ ଖବର ଦେଖନ୍ତୁ...

ଅନେକ ଜୀବନ ବଞ୍ଚାଇବ ଗୁଗଲର ନୂଆ ଫିଚର !

ନୂଆଦିଲ୍ଲୀ : ଗୁଗଲର ନୂଆ ଅପରେଟିଂ ସିଷ୍ଟମ ଆଣ୍ଡ୍ରୋଏଡ୍‌-୧୦ ଗତ କିଛି ଦିନ ହେଲାଣି ଚର୍ଚ୍ଚାରେ ରହିଛି । ଏହି ନୂଆ ଅପରେଟିଂ ସିଷ୍ଟମ ଜରିଆରେ ଗୁଗଲ ଲୋକମାନଙ୍କୁ ବିଭିନ୍ନ ନୂଆ ଫିଚର ଯୋଗାଇବ ବୋଲି ଜଣାପଡ଼ିଛି । ତେବେ ଆଣ୍ଡ୍ରୋଏଡ୍‌-୧୦ ଜରିଆରେ ଲୋକମାନଙ୍କ ଜୀବନ ସୁରକ୍ଷିତ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ନିର୍ଯାତନା ସହି ନପାରି ଫିନାଇଲ ପିଇଲେ ୩ ଭଉଣୀ!

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ପାତାଲକାଣ୍ଡ ବସ୍ତିର ୩ ଭଉଣୀ ଶନିବାର ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଆଜି ସଂଧ୍ୟାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଧର୍ମକର୍ମରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ଛାତ୍ରଙ୍କୁ କୌଣସି ପରିଯୋଜନାରେ ସଫଳତା ମିଳିବ। ଗୁରୁ, ଶୁକ୍ର ଓ ଶନିବାର: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ରବି ଓ ସୋମବାର: ଅଧିକ ସମୟ ପରିବାର ଲୋକଙ୍କ ସହିତ କଟିବ। ମଙ୍ଗଳ ଓ ବୁଧବାର: ଆର୍ଥିକ ରୂପେ ଆପଣଙ୍କୁ ଲାଭ…
ଅଧିକ ଖବର ଦେଖନ୍ତୁ...

ଧମକକୁ ନଡରିବାରୁ ଗୁଳି ଚଳାଇଲେ ଆତଙ୍କବାଦୀ, ୪ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ସୋପରେ ଜିଲ୍ଲାରେ ଶୁକ୍ରବାର ରାତିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ୪ ବର୍ଷୀୟା ନାବାଳକ ସମେତ ୪ ଜଣ ନିହତ ହୋଇଛନ୍ତି। ଆଙ୍କବାଦୀମାନେ ପୂର୍ବରୁ ଦେଇଥିବା ଧମକକୁ ଅମାନ୍ୟ କରିବାରୁ ସେମାନେ ଏପରି ଘଟାଇଥିବା ସୂଚନା ରହିଛି। ଆତଙ୍କବାଦୀମାନେ ନିକଟ ଅତୀତରେ ଫଳ…
ଅଧିକ ଖବର ଦେଖନ୍ତୁ...

ବେଆଇନ୍ ଚାନ୍ଦା ମାଗିବା ଉପରେ କମିସନରେଟ୍ ପୁଲିସ ଜାରି କଲା କଟକଣା, ସରକାରୀ କର୍ମଚାରୀଙ୍କ ପୂଜା ଚାନ୍ଦା ଆଦାୟ ଉପରେ…

ଭୁବନେଶ୍ବର : ପାର୍ବଣ ଋତୁରେ ବେଆଇନ ଚାନ୍ଦା ମାଗିବା ନେଇ କଟକଣା ଲଗାଇଲା କମିସନରେଟ୍ ପୁଲିସ । ଆଗକୁ ଆସୁଥିବା ପୂଜାଋତୁରେ କୌଣସି ସରକାରୀ ଦପ୍ତରରେ କର୍ମଚାରୀମାନେ କଲୋନୀ, ଦୋକାନୀ କିମ୍ବା ମାର୍କେଟ କମ୍ଲେକ୍ସରେ ଚାନ୍ଦା ମାଗିପାରିବେନି ବୋଲି ସୂଚନା ଜାରି କରିଛନ୍ତି ପୁଲିସ କମିସନର।…
ଅଧିକ ଖବର ଦେଖନ୍ତୁ...

ଉଦନ୍ତୀରେ ବନ୍ୟା: ଟାପୁରେ ୧୧ ଜଣଙ୍କ ସହ ୫ ଶହରୁ ଊର୍ଦ୍ଧ୍ୱ ଗାଈଗୋରୁ ଫସିଲେ

ସିନାପାଲି (ନୂଆଁପଡ଼ା): ଉଦନ୍ତୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଠାତ୍‌ ବନ୍ୟାଜଳ ମାଡି ଆସିବା ଫଳରେ ନଦୀ ମଝିରେ ୧୧ ଜଣ ଲୋକଙ୍କ ସମେତ ପ୍ରାୟ ୫ ଶହରୁ ଊର୍ଦ୍ଧ୍ୱ ଗାଈଗୋରୁ ଫସି ଯାଇଛନ୍ତି । ନୂଆଁପଡ଼ା ଜିଲ୍ଲାର ସିନାପାଲି ଥାନା ଅନ୍ତର୍ଗତ ଫୁରଶୁଣ୍ଡ ଗ୍ରାମର ଏହି ଲୋକମାନେ ନଦୀ…
ଅଧିକ ଖବର ଦେଖନ୍ତୁ...