Daily Archives

November 22, 2019

ଜାନୁଆରି ୧ ନୁହେଁ ୨୦ରେ ଭୁବନେଶ୍ୱର-ସୁରଟ ବିମାନ ସେବା ଆରମ୍ଭ ହେବ, ଟ୍ଵିଟ କରି ଜଣାଇଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : ଆସନ୍ତା ଜାନୁଆରି ୨୦ରୁ ଭୁବନେଶ୍ୱରରୁ ସୁରଟକୁ ବିମାନସେବା ଆରମ୍ଭ ହେବ । ଏ ସଂପର୍କରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ଵିଟ କରି ସୂଚନା ଦେଇଛନ୍ତି । ଗତ ଅକ୍ଟୋବର ମାସରେ କହିଥିଲେ ଯେ ଜାନୁଆରି ୧ରୁ ବିମାନ ଚଳାଚଳ ଆରମ୍ଭ ହେବ । କିନ୍ତୁ ଆଜି ସେ ସୂଚନା ଦେଇଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ସିଆଚେନକୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ଲାଗି ଭାରତର ନିଷ୍ପତ୍ତିକୁ ପାକିସ୍ତାନର ବିରୋଧ

ଇସ୍ଲାମାବାଦ : ସିଆଚେନକୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ଲାଗି ଭାରତ ସରକାରଙ୍କ ନିଷ୍ପତ୍ତିକୁ ପାକିସ୍ତାନ ବିରୋଧ କରିଛି । ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ମହମ୍ମଦ ଫୈଜଲ କହିଛନ୍ତି ଯେ ସିଆଚେନ ଏକ ବିବାଦୀୟ କ୍ଷେତ୍ର ହୋଇଥିବାରୁ ଭାରତ ସରକାରଙ୍କ ଏହି ନିଷ୍ପତ୍ତି ଠିକ…
ଅଧିକ ଖବର ଦେଖନ୍ତୁ...

ପରିତ୍ୟକ୍ତ ଘରେ ଅଘଟଣ, ଚାପି ହୋଇଗଲେ ୫ ଜଣ, ଜଣେ ଉଦ୍ଧାର

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବାରିଣିପୁଟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ବାସଭବନ ଉପରୁ ଛାତ ପଡି ପାଞ୍ଚଜଣ ଗୁରୁତର ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ନିତୁ ଖରା, ରଶ୍ମିତା ଖରା, ନିତୁ ବାଘ, ଆସେର ଖରା, ଦର୍ଜାମଣୀ ବାଘ ଏକ ଭଙ୍ଗା…
ଅଧିକ ଖବର ଦେଖନ୍ତୁ...

ଉତ୍ତରା‌ଖଣ୍ଡରେ ଆରମ୍ଭ ହେଲା ବିଶ୍ବର ପ୍ରଥମ ମୁସ୍‌ଲମାନ ଯୋଗ ଶିବିର

ଡେରାଡୁନ: ଉତ୍ତରଖଣ୍ଡର କୋଟଦ୍ବାର ସହରରେ ବିଶ୍ବର ପ୍ରଥମ ମୁସ୍‌ଲମାନ ଯୋଗ ଶିବିର ଆରମ୍ଭ ହୋଇଯାଇଛି। ଶିବିରର ପ୍ରତିଭାଗୀମାନେ କହିଛନ୍ତି ଯେ ଯୋଗ ହେଉଛି ଏକ ଆଧ୍ୟାତ୍ମିକ ଅଭ୍ୟାସ। ଏହାକୁ କେଉଁ  ବି ଧର୍ମର ଲୋକ କରିପାରିବେ। ଏହା କୌଣସି ନିର୍ଦ୍ଦିଷ୍ଟ ଧର୍ମ ସହ ‌ଜଡ଼ିତ ନୁହେଁ।…
ଅଧିକ ଖବର ଦେଖନ୍ତୁ...

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି : ମହିଳାଙ୍କ ଉପରେ ଅନ୍ୟାୟ ସହ୍ୟ କରାଯିବ ନାହିଁ, ରାଜ୍ୟରେ ନିୟନ୍ତ୍ରଣାଧୀନ…

ଭୁବନେଶ୍ବର: ବିରୋଧୀଙ୍କୁ ଜବାବ ଦେଇଛନ୍ତି ବିଜେଡି ସୁପ୍ରିମୋ।  ‘ଦୁଷ୍କର୍ମ, ହତ୍ୟା ଭଳି ଘଟଣାକୁ ନେଇ ରାଜନୀତି ନ ହେଉ। ସମାଜରେ ମହିଳାଙ୍କ ଉପରେ ଅନ୍ୟାୟ ବରଦାସ୍ତ କରାଯିବ ନାହିଁ। ଏଥିପ୍ରତି ସରକାର ସର୍ବଦା ସଚେତନ ଅଛନ୍ତି। ଯେଉଁମାନେ ଦୋଷୀ ତାଙ୍କୁ ଉଚିତ୍ ଦଣ୍ଡ ଦେବାପାଇଁ ସରକାର…
ଅଧିକ ଖବର ଦେଖନ୍ତୁ...

ପିଙ୍କ ବଲ ଟେଷ୍ଟ: ପୁଣି ଏକ ରେକର୍ଡର ଅଧିକାରୀ ହେଲେ ବିରାଟ କୋହଲି, ଅଧିନାୟକ ଭାବେ ଦ୍ରୁତଗତିରେ ପୂରଣ କଲେ ୫୦୦୦ ରନ୍‌

କୋଲକାତା: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଶୁକ୍ରବାର ପୁଣି ଏକ ରେକର୍ଡ ଅତିକ୍ରମ କରିଛନ୍ତି। କୋଲକାତାର ଇଡେନ ଗାର୍ଡେନରେ ଜାରି ଥିବା ପିଙ୍କ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଅଧିନାୟକ ଭାବେ ୫୦୦୦ ରନ୍‌ ପୂରଣ କରି ସେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। କୋହଲିଙ୍କୁ ୫୦୦୦…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟାରେ ରାମ ମନ୍ଦିର ହେଉ ବୋଲି କଂଗ୍ରେସ ଚାହେଁ : ସଚିନ ପାଇଲଟ୍‌

ଜୟପୁର : ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ହେଉ, ଏହା କଂଗ୍ରେସ ଚାହୁଁଛି ବୋଲି କହିଛନ୍ତି କଂଗ୍ରେସ ନେତା ତଥା ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ସେ କହିଛନ୍ତି ଯେ କୋର୍ଟଙ୍କ ରାୟକୁ ସମସ୍ତେ ଗ୍ରହଣ କରିଛନ୍ତି ଓ ଏବେ ଲୋକମାନେ ବିବାଦ ଶେଷ କରିଦେବା ଉଚିତ । ଆମେ ସମସ୍ତେ…
ଅଧିକ ଖବର ଦେଖନ୍ତୁ...

ପୁଅ ନଥିବା ରାଗରେ ୩ ଝିଅଙ୍କୁ କୂଅରେ ପକାଇ ନିଜେ କୂଅକୁ ଡେଇଁ ଆତ୍ମହତ୍ୟା କଲେ ମହିଳା

ଗାନ୍ଧୀନଗର: ଗୁଜୁରାଟର ମହିସାଗରରେ ଘଟିିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ତାଙ୍କର କନ୍ୟା ସନ୍ତାନମାନଙ୍କୁ ନେଇ ଅସନ୍ତୁ‌ଷ୍ଟ ଥିବା କାରଣରୁ ନିଜ ଜନ୍ମକଲା  ୩ ଝିଅଙ୍କୁ ଏକ କୂଅ ଭିତରକୁ ଫିଙ୍ଗି ଦେଇ ‌ନିଜେ କୂଅକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ହେଉଛନ୍ତି ମଙ୍ଗୁ ଦମୋର।…
ଅଧିକ ଖବର ଦେଖନ୍ତୁ...

ନାଚ ଶିଖାଇବା ଆଳରେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ, ଯାତ୍ରାପାର୍ଟିର ନୃତ୍ୟ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ

ନେମାଳ: ନାଚ ଶିଖାଇବା ଆଳରେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଯାତ୍ରାପାର୍ଟିର ନୃତ୍ୟ ଶିକ୍ଷକକୁ ଅଟକ ରଖିଛି। କଟକ ଜିଲ୍ଲାର ନେମାଳ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ପରିବାର ଲୋକେ ଅଭିଯୁକ୍ତ ରମାକାନ୍ତ ସିଂ (୧୯)ଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ପାକ୍ କରୁଛି ହ୍ୟାକ୍ ! ବଦଳାଅ ହ୍ଵାଟ୍ସଆପ ସେଟିଙ୍ଗ, ଯବାନଙ୍କୁ ଆଡଭାଇଜାରି ଜାରି କଲା ସେନା

ନୂଆଦିଲ୍ଲୀ: ବଦଳାଅ ହ୍ଵାଟ୍ସଆପ ସେଟିଙ୍ଗ, ନିଜ ଯବାନଙ୍କୁ ଆଡ଼ଭାଇଜାରି ଜାରି କରିଛି ଭାରତୀୟ ସେନା | ତୁରନ୍ତ ହ୍ଵାଟ୍ସଆପ ସେଟିଙ୍ଗକୁ ବଦଳାଇବାକୁ ସେନା ନିର୍ଦ୍ଦେଶନାମା ଜାରି କରିଛି | ସେନା ପକ୍ଷରୁ କୁହାଯାଇଛି ଯେ କେବଳ ନିଜେ ସେଟିଙ୍ଗରେ ପରିବର୍ତ୍ତନ କରନ୍ତୁ ନାହିଁ ବରଂ ନିଜ ପରିବାର…
ଅଧିକ ଖବର ଦେଖନ୍ତୁ...