Daily Archives

January 7, 2020

ଫାଶୀ ପାଇବାକୁ ଯାଉଥିବା ଦୋଷୀଙ୍କୁ ଶେଷ ଇଚ୍ଛା ପଚରା ଯିବାର ପରମ୍ପରା ନାହିଁ; କେବଳ ସିନେମାରେ ଦେଖିବାକୁ ମିିଳେ ଏହି…

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମକାରୀଙ୍କ ମୃତ୍ୟୁର ପରୱାନା ଉପରେ ଲାଗିଲା ମୋହର । ଶେଷରେ ଚଳିତ ମାସ ୨୨ ତାରିଖରେ ତିହାର ଜେଲର ଫାଶୀ ଖୁଂଟରେ ଝୁଲିିବେ ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଦୋଷୀ । ତେବେ କୌଣସି କଏଦୀକୁ ଫାଶୀ ଦେବା ପୂର୍ବରୁ ସାଧାରଣତଃ ତାର ଶେଷ…
ଅଧିକ ଖବର ଦେଖନ୍ତୁ...

ଇନ୍ଦୋର ଟି-୨୦: ଶ୍ରୀଲଙ୍କା ବିପକ୍ଷରେ ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି

ଇନ୍ଦୋର: ନୂଆବର୍ଷରେ ଗୁଆହାଟୀରେ ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ବର୍ଷାରେ ଧୋଇଯିବା ପରେ ଏବେ ଇନ୍ଦୋର ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିଛି। ଇନ୍ଦୋରସ୍ଥିତ ହୋଲ୍‌କର ଷ୍ଟାଡିୟମ୍‌ରେ ଆଜି ଶୃଙ୍ଖଳାର ଦ୍ଵିତୀୟ ଟିି-୨୦ ଖେଳାଯାଉଛି। ମ୍ୟାଚ୍‌ ପୂର୍ବରୁ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ…
ଅଧିକ ଖବର ଦେଖନ୍ତୁ...

୪୦ ହଜାର ଟଙ୍କା ପାଇଁ ୨୦୧୮ ମସିହାରୁ ଜନ୍ମିତ ଶିଶୁ ନର୍ସିଂହୋମ୍‌ରେ ବନ୍ଧା ପଡ଼ିଛି ! ବାପାମାଆ ଟଙ୍କା ଦେଲେ ପିଲାକୁ…

ଲକ୍ଷ୍ନୌ: ଶଶୁଟିଏ ଜନ୍ମଲାଭ କଲେ ଚାରିଆଡ଼େ ଖୁସିର ଲହରୀ ଖେଳି ଯାଇଥାଏ। ମାତ୍ର ଆଜିକାଲି ନବଜାତକ ଜନ୍ମ ପରେ ଯେଉଁ ଭଳି ସବୁ ଅଭାବନୀୟ ଘଟଣା ଘଟୁଛି ତାହା ଚିନ୍ତାର ବିଷୟ ପାଲଟିଛି। କେଉଁଠି ପିଲା ବଦଳ ତ ପୁଣି କେଉଁଠି ନବଜାତକକୁ ଛାଡ଼ି ଫେରାର୍‌ ହେଲାଣି ମାଆ। ଶିଶୁ କନ୍ୟା ଜନ୍ମ ହେବା ପରେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୯ ତାରିଖରେ ସିଆଚେନ ଗସ୍ତରେ ଯିବେ ସେନାମୁଖ୍ୟ ନରଓ୍ଵାଣେ

ନୂଆଦିଲ୍ଲୀ : ନବନିଯୁକ୍ତ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ଵାଣେ ଆସନ୍ତା ୯ ତାରିଖରେ ସିଆଚେନ ଗସ୍ତରେ ଯିବେ । ସେନାମୁଖ୍ୟ ଭାବେ ଏହା ତାଙ୍କର ପ୍ରଥମ ସିଆଚେନ ଗସ୍ତ ହେବ । ସାମରିକ ଦୃଷ୍ଟିକୋଣରୁ ସିଆଚେନର ସୁରକ୍ଷା ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...

ତିହାର ଜେଲରେ ତିଆରି ହୋଇଛି ୪ ସୁଡ଼ଙ୍ଗ, ଏକ ସଙ୍ଗେ ଫାଶୀ ପାଇବେ ପବନ, ଅକ୍ଷୟ, ମୁକେଶ ଓ ବିନୟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ଜଣ ଦୋଷୀଙ୍କୁୁ ଆସନ୍ତା ୨୨ ତାରିଖ ସକାଳ ୭ଟା ସମୟରେ ଫାଶୀ ଖୁଣ୍ଟରେ ଝୁଲାଇଦେବା ପାଇଁ ଆଜି ଦିଲ୍ଲୀର ପତିଆଲା ହାଉସ କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିବା ସହ ଅପରାଧୀମାନଙ୍କର ମୃତ୍ୟୁ ପରଓ୍ଵାନା ମଧ୍ୟ ପଠାଇ…
ଅଧିକ ଖବର ଦେଖନ୍ତୁ...

ମୋ ଝିଅକୁ ନ୍ୟାୟ ମିଳିଲା : ନିର୍ଭୟାର ମା’ ଆଶାଦେବୀ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ପାଇଥିବା ୪ ଜଣଙ୍କୁ ଆସନ୍ତା ୨୨ ତାରିଖ ସକାଳ ୭ଟା ବେଳେ ଫାଶୀ ଦିଆଯିବ । ଦିଲ୍ଲୀର ଅତିରିକ୍ତ ସେସନ୍ସ ଜଜ ସତୀଶ କୁମାର ଆରୋରା ଏହି ରାୟ ଶୁଣାଇଛନ୍ତି । ଏ ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ନିର୍ଭୟାର ମା’…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ନଦୀବନ୍ଧ ‘ଅତିରିକ୍ତ ସ୍ପିଲୱେ’ର ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ନଦୀବନ୍ଧ ସୁରକ୍ଷା ପ୍ୟାନେଲ

ସମ୍ବଲପୁର: ହୀରାକୁଦ ନଦୀବନ୍ଧ ‘ଅତିରିକ୍ତ ସ୍ପିଲୱେ’ର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି ହୀରାକୁଦ ନଦୀବନ୍ଧ ସୁରକ୍ଷା ପ୍ୟାନେଲ। ସିଡବ୍ଲ୍ୟୁସିର ପୂର୍ବତନ ଅଧ୍ୟକ୍ଷ ଏ.ବି ପାଣ୍ଡିଆଙ୍କ ନେତୃତ୍ୱରେ ଗଠିତ ଏହି କମିଟି ପ୍ରଥମେ ଆଜି ସକାଳୁ ‘ସ୍ପିଲୱେ’ର ନିର୍ମାଣସ୍ଥଳ ପରିଦର୍ଶନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦୀର୍ଘ ପ୍ରତୀକ୍ଷାର ଅନ୍ତ: ଜାନୁଆରି ୨୨, ସକାଳ ୭ରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ନିର୍ଭୟା ଦୁଷ୍କର୍ମକାରୀ

ନୂଆଦିଲ୍ଲୀ: ଶେଷରେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ସମଗ୍ର ଦେଶକୁ ଦୋହଲାଇ ରଖି ଦେଇଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ଜଣ ଦୋଷୀଙ୍କୁୁ ଆସନ୍ତା ଜାନୁଆରି ୨୨ ତାରିଖ ସକାଳ ୭ଟା ସମୟରେ ଫାଶୀ ଖୁଣ୍ଟରେ ଝୁଲାଇଦେବା ପାଇଁ ଆଜି ଦିଲ୍ଲୀର ପତିଆଲା ହାଉସ କୋର୍ଟ ତିହାର ଜେଲ…
ଅଧିକ ଖବର ଦେଖନ୍ତୁ...

ପର୍ଯ୍ୟଟନ କ୍ଷେତ୍ରରେ କମାଲ୍‌ କରୁଛି ଓଡ଼ିଆ ପୁଅ ଶିବଦତ୍ତଙ୍କ ଷ୍ଟାର୍ଟଅପ୍‌

ଭୁବନେଶ୍ୱର ( ତପନ ମହାରଣା) : ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ଅଗ୍ରଣୀ ଦେଶଭାବେ ଗଣା ହେଉଛି । ଷ୍ଟାର୍ଟଅପ୍‌ ପାଇଁ ଅନୁକୂଳ ପରିବେଶ ଗଢିବାଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଦେଶର ଯୁବପିଢି ମଧ୍ୟ ଚାକିରି ପଛରେ ଗୋଡ଼ାଇବା ଅପେକ୍ଷା ଷ୍ଟାର୍ଟଅପ ଗଢିବା ପାଇଁ ଆଗଭର…
ଅଧିକ ଖବର ଦେଖନ୍ତୁ...

ତିରୁପତି ବାଲାଜୀ ମନ୍ଦିରକୁ ୧ କୋଟି ଟଙ୍କା ଦାନ କଲେ ବେଙ୍ଗାଲୁରୁର ଭକ୍ତ

ବେଙ୍ଗାଲୁର୍‌: ତିରୁମାଲାରେ ଥିବା ତିରୁପତି ବାଲାଜୀ ମନ୍ଦିରକୁ ବେଙ୍ଗାଲୁରୁର ଜଣେ ଭକ୍ତ ୧ କୋଟି ଟଙ୍କା ଦାନ ଆକାରରେ ଦେଇନ୍ତି। ଭକ୍ତ ଜଣକ ପ୍ରଭୁ ଭେଙ୍କଟେଶ୍ବରଙ୍କ ମନ୍ଦିରର ଗାଈମାନଙ୍କ ରକ୍ଷଣାବେକ୍ଷଣା ନିମନ୍ତେ ଏହି ଅର୍ଥକୁ ବିନିଯୋଗ କରିବାକୁ ମନ୍ଦିର ପ୍ରଶାସନକୁ ନିବେଦନ କରିଛନ୍ତିି।…
ଅଧିକ ଖବର ଦେଖନ୍ତୁ...