Monthly Archives

January 2020

ଫେସବୁକ୍‌ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ଜାରି ହେଲା ‘କ୍ଲିୟର ହିଷ୍ଟ୍ରି’ ବଟନ୍‌, ବ୍ୟବହାରକାରୀଙ୍କୁ ମିଳିବ ଅନେକ…

ନୂଆଦିଲ୍ଲୀ: ଫେସବୁକ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର। ବ୍ୟବହାରକାରୀଙ୍କ ଗୋପନୀୟତାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛି ଫେସବୁକ। ଯଦି ଆପଣ ଫେସବୁକ ବ୍ୟବହାର କରୁଛନ୍ତି, ତେବେ ଏଣିକି ଆପଣ ଆପଣଙ୍କ ବ୍ରାଉଜିଙ୍ଗ ହିଷ୍ଟ୍ରି ଡିଲିଟ୍‌ କରିପାରିବେ। ଆଉ ଏଥିପାଇଁ ଆପଣଙ୍କୁ ଏକ ପ୍ରକ୍ରିୟାକୁ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌ ନେଇ ପାରାଦୀପ ବନ୍ଦରରେ କଟକଣା ଲାଗୁ, ବର୍ଥରେ ଅଟକି ରହିଛି ୭ଟି ଜାହାଜ

ପାରାଦୀପ: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌କୁ ନେଇ ପାରାଦୀପ ବନ୍ଦରରେ କଟକଣା ଲାଗୁ ହୋଇଛି। ଫଳରେ ବର୍ଥରେ ଥିବା ୭ଟି ଜାହାଜ ଫସି ରହିଥିବା ଜଣାପଡ଼ିଛି। ଏହି ଜାହାଜଗୁଡ଼ିକୁ ବନ୍ଦର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିନାହିଁ। ସୂଚନା ଅନୁସାରେ ପାରାଦୀପ ବନ୍ଦରରେ ଲାଗିଥିବା ଏହି…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ୨ ଦିନିଆ ବ୍ୟାଙ୍କ ଧର୍ମଘଟ; ନଗଦ ଟଙ୍କାର ଅଭାବ ସୃଷ୍ଟି ହେବା ନେଇ ଆଶଙ୍କା

ନୂଆଦିଲ୍ଲୀ: ଆଜି (ଶୁକ୍ରବାର) ଠାରୁ ବ୍ୟାଙ୍କ୍‌ କର୍ମଚାରୀମାନେ ସେମାନଙ୍କର ଦୁଇ ଦିନିଆ ଧର୍ମଘଟ ଆରମ୍ଭ କରିଥିବା ବେଳେ ଦେଶରେ ବ୍ୟାଙ୍କ୍‌ ସେବା ସଂପୂର୍ଣ୍ଣ ଠପ୍‌ ହୋଇ ପଡ଼ିଛି। ଆଜି ଠାରୁ ବଜେଟ ଅଧିବେଶନ ଆରମ୍ଭ ହୋଇ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଥିଲେ ମଧ୍ୟ ଧର୍ମଘଟ…
ଅଧିକ ଖବର ଦେଖନ୍ତୁ...

ଠାକୁରଙ୍କୁ ଫୁଲ ଦେଇ ପୁଣ୍ୟ ଅର୍ଜନ କରିବାକୁ ଚାହାନ୍ତି କି ? ଜାଣନ୍ତୁ କିପରି ଭାବେ ଫୁଲ ତୋଳିଲେ କେଉଁ ପୁଣ୍ୟ ମିଳେ

ଆମେ ଆମର ଆରାଧ୍ୟ ଦେବତାଙ୍କୁ ଫୁଲ ବା ଫୁଲମାଳ ଦେଇ ପୂଜାର୍ଚ୍ଚନା କରିଥାଉ। ବିଶ୍ବାସ କରୁ ଯେ ଏହା ଦ୍ବାରା ଆମର ପୁଣ୍ୟ ଅର୍ଜନ ହୁଏ। କିନ୍ତୁ ଶାସ୍ତ୍ର ମତରେ ଏହି ପୂଜାଫୁଲ ତିନି ପ୍ରକାରର। ଏଥିରୁ ମିଳୁଥିବା ପୁଣ୍ୟ ବି ତ୍ରିବିଧ। ପ୍ରଥମ ପ୍ରକାରର ଫୁଲ ହେଉଛି ‘ସ୍ବାର୍ଜିତ ପୁଷ୍ପ’। ନିଜର…
ଅଧିକ ଖବର ଦେଖନ୍ତୁ...

ମହାପର୍ବର ଦିନ ମାଘ ସପ୍ତମୀ : କେବଳ ବୁଡ଼ ନୁହେଁ, କୋଣାର୍କରେ ହୁଏ ସୂର୍ଯ୍ୟଦେବଙ୍କ ବାହୁଡ଼ା ଯାତ୍ରା

ମାଘ ସପ୍ତମୀ- ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ଏକ ମହାପର୍ବର ଦିନ। କାରଣ, ଏହି ଦିନ ବିଦଗ୍‌ଧ କବି ଅଭିମନ୍ୟୁ ସାମନ୍ତ ସି˚ହାରଙ୍କର ଆବିର୍ଭାବ ଘଟିଥିଲା। ସେହିପରି, ଏହି ଦିନ ମଧ୍ୟ ଆଦିକବି ସାରଳା ଦାସ, ଭାଗବତକାର ଜଗନ୍ନାଥ ଦାସ ଓ କବିସୂର୍ଯ୍ୟ ବଳଦେବ ରଥଙ୍କର ତିରୋଧାନ ଘଟିଥିଲା।…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ କିଣିବାକୁ ଯାଉଥିବା ବେଳେ ୩ ଯୁବ ବ୍ୟବସାୟୀ ଗିରଫ, ୫,୩୫,୭୦୦ ଟଙ୍କା ଜବତ

ଜୟପୁର: ଗଞ୍ଜେଇ କିଣିବା ଯୋଜନା ବିଫଳ ହୋଇଛି। କେରାପୁଟ ଜିଲ୍ଲାର ଜୟପୁର ସଦର ପୁଲିସ ଗଞ୍ଜେଇ କିଣିବାକୁ ଯାଉଥିବା ୩ ଜଣ ଯୁବ ବ୍ୟବସାୟୀଙ୍କୁ ରାତ୍ରିକାଳନୀ ପେଟ୍ରୋଲିଂ ସମୟରେ ଗିରଫ କରିଛି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୫ ଲକ୍ଷ ୩୫ ହଜାର ୭୦୦ ଟଙ୍କା ସହ ବୋଲେରୋ, ମୋବାଇଲ ଓ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ନ୍ୟାୟ ବିଳମ୍ବିତ! ‘ଅପରାଧୀଙ୍କ ଓକିଲ ମୋତେ ଚାଲେଞ୍ଜ ଦେଇଥିଲେ, ଫାଶୀ ଦଣ୍ଡାଦେଶକୁ କାର୍ଯ୍ୟକାରୀ ହେବାକୁ ଦେବିନି’:…

ନୂଆଦିଲ୍ଲୀ: ଶେଷରେ ନିଜ ଚାଲରେ ସଫଳ ହୋଇଛନ୍ତି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଚାରି ଦୋଷୀ। ଆଇନ୍‌ରେ ରହିଥିବା ଗଳାବାଟର ସୁଯୋଗ ନେଇ ଫାଶୀ ଦଣ୍ଡାଦେଶକୁ ଆଉ କିଛି ଦିନ ପାଇଁ ଟାଳି ଦେଇଛନ୍ତି ସେମାନେ। ହେଲେ, ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଜଘନ୍ୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କିଏ ସେ ଯୁବତୀ, ଯାହାଙ୍କୁ କରୋନାଭାଇରସ୍‌ ସଂକ୍ରମଣ ହେବା ପରେ କ୍ଷମା ମାଗିବାକୁ ପଡ଼ିଛି !

ନୂଆଦିଲ୍ଲୀ: ଚୀନର ଉହାନ୍ ସହରରୁ ଆରମ୍ଭ ହୋଇଥିବା କରୋନାଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବ୍ୟାପୁଥିବା ବେଳେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏ ପର୍ଯ୍ୟନ୍ତ ୧୭୦ଜଣ କରୋନାଭାଇରସର ଶିକାର ହୋଇ ମୃତ୍ୟୁବରଣ କରି ସାରିଥିବା ବେଳେ ୭,୭୦୦ରୁ ଊର୍ଦ୍ଧ୍ଵ  ସଂକ୍ରମିତ ହୋଇ ସାରିଛନ୍ତି। କରୋନା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ମନ୍ତ୍ରୀଙ୍କୁ କେଜ୍ରିୱାଲଙ୍କ ଜବାବ: ମୋଦୀ ମୋର ବି ପ୍ରଧାନମନ୍ତ୍ରୀ, ଏ ଦେଶର ଏକତାକୁ କ୍ଷୁର୍ଣ୍ଣ କରିବା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ଆସି ପାକିସ୍ତାନୀ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନଙ୍କ ଉପରେ କମ୍ପିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌। ପାକିସ୍ତାନୀ ମନ୍ତ୍ରୀ କରିଥିବା ଏକ ଟ୍ବିଟ୍‌କୁ ନେଇ କେଜ୍ରିୱାଲ୍‌ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ‘ଆମ…
ଅଧିକ ଖବର ଦେଖନ୍ତୁ...

ସରିଲା ସମବାୟ ସମିତିର କାର୍ଯ୍ୟକାଳ, ବର୍ତ୍ତମାନ ନିର୍ବାଚନ ସମ୍ଭବ ନୁହେଁ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର: ରାଜ୍ୟର ସମବାୟ ସମିତିଗୁଡ଼ିକର କାର୍ଯ୍ୟକାଳ ଶେଷ ହୋଇଛି। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସମବାୟ ସମିତି ପାଇଁ ନିର୍ବାଚନ ସମ୍ଭବ ହୋଇ ପାରିବ ନାହିଁ ବୋଲି ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ଯେଉଁ ସମବାୟ ସମିତିଗୁଡ଼ିକର କାର୍ଯ୍ୟକାଳ…
ଅଧିକ ଖବର ଦେଖନ୍ତୁ...