Monthly Archives

March 2020

ପଦ୍ମଭୂଷଣ ଜିତିଥିବା ଡାକ୍ତରଙ୍କ ଦାବି: ହାରିବ କରୋନା, ଜିତିବ ଭାରତ

ହାଇଦ୍ରାବାଦ: ଭାରତରେ କରୋନା ଭୂତାଣୁକୁ ନେଇ ଲୋକଙ୍କ ମନରେ ଏକ ଅଦ୍ଭୁତ ଭୟ ଏବଂ ଆତଙ୍କ ଦେଖାଦେଇଛି । ଏହି ଭୂତାଣୁ ଏତେ ଦ୍ରୁତ ଗତିରେ ବ୍ୟାପୁଛି ଯେ, ଏହାକୁ ରୋକିବା ପାଇଁ ସାରା ଦେଶରେ ତିନି ସପ୍ତାହର ତାଲା ପକାଇବାକୁ ସରକାର ଘୋଷଣା କରିଛନ୍ତି। ଏହି ଭୟକୁ ଦୂର କରିବା ପାଇଁ ଅନ୍ତର୍ଜାତୀୟ…
ଅଧିକ ଖବର ଦେଖନ୍ତୁ...

ଏଣିକି ପିପିଏଫ୍‌, ସୁକନ୍ୟା ଯୋଜନାରେ କମ ସୁଧ ମିଳିବ

ଭୁବନେଶ୍ୱର: ବିଭିନ୍ନ କ୍ଷୁଦ୍ର ସଂଚୟ ଯୋଜନାରେ ଏଣିକି  କମ ପରିମାଣରେ ସୁଧ ମିଳିବ । ଆର୍ଥିକ ବର୍ଷ ୨୦୨୦-୨୧ର ପ୍ରଥମ ତ୍ରୟମାସିକରେ (ଏପ୍ରିଲରୁ ଜୁନ) ସୁଧ ଦର ହ୍ରାସ ପାଇଛି । ଫଳରେ ପିପିଏଫ ଓ ସୁକନ୍ୟା ଯୋଜନାରେ ହିତାଧିକାରୀଙ୍କୁ ସୁଧ କମ୍ ମିଳିବ । ପିପିଏଫରେ ସୁଧହାର ୭.୦୧କୁ ହ୍ରାସ…
ଅଧିକ ଖବର ଦେଖନ୍ତୁ...

ଟାଟାନଗରରେ ଫସିଲେ ୧୪ ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ନିବେଦନ

ଖଡିଆଳ: ନୂଆପଡା ଜିଲା ଖଡିଆଳ ବ୍ଲକ ଅନ୍ତର୍ଗତ ଖାସବାହାଲ ପଞ୍ଚାୟତର ନୂଆରାଜପୁର ଗ୍ରାମର ଶ୍ରମିକମାନେ ଝାଡ଼ଖଣ୍ଡର ଟାଟାନଗରରେ ଫସି ରହିଥିବା ଜଣାପଡ଼ିଛି । କରୋନା ଯୋଗୁଁ ଲକଡାଉନ ହେବା ପରେ ସେମାନେ ଘରକୁ ଆସିବାକୁ ଚାହୁଁଥିଲେ ମଧ୍ୟ ଆସିପାରୁ ନାହାନ୍ତି । ତେଣୁ ସେମାନଙ୍କୁ ଉଦ୍ଧାର କରାଯିବା…
ଅଧିକ ଖବର ଦେଖନ୍ତୁ...

ନବୀନଙ୍କ କଥା ମାନିଲେ ସମୀର : ତାଲାବନ୍ଦ ସମୟରେ ଘରଣୀଙ୍କୁ ରୋଷେଇରେ କଲେ ସହଯୋଗ

ଭୁବନେଶ୍ବର: ରୋଷେଇ ଘରେ ମନ୍ତ୍ରୀ । ତାଲାବନ୍ଦ ବେଳେ ଭିନ୍ନ ଭୂମିକାରେ ନଜର ଆସିଲେ ଗଣଶିକ୍ଷା ମନ୍ତ୍ରୀ । ଘରେ ଘରଣୀଙ୍କୁ ରୋଷେଇରେ ସହଯୋଗ କରିଛନ୍ତି ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀ ନିଜେ ରୋଷେଇ କରୁଥିବା ଭିଡିଓକୁ ନିଜ ଟ୍ୱିଟର ଆକାଉଂଟରେ ସେୟାର କରି ଅନ୍ୟମାନେ ମଧ୍ୟ ଘରେ ସହଯୋଗ କରନ୍ତୁ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ରେ ମାଛ କିଣିବାକୁ ଗଲେ ବୋଲି ପୁଲିସ ମାଡ଼ରେ ଯୁବକଙ୍କ ହାତ ଭାଙ୍ଗିଲା

ନୟାଗଡ଼: ଲକ୍‌ଡାଉନ୍‌ ସମୟରେ ମାଛ କିଣିବାକୁ ଯାଇଥିବା ଜଣେ ଯୁବକ ରଣପୁର ପୁଲିସ ରୋଷର ଶିକାର ‌ହୋଇଛନ୍ତି। ରଣପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ମାଡ଼ରେ ଯୁବକଙ୍କ ହାତ ଭାଙ୍ଗିଥିବା ଅଭିଯୋଗ ଆସିଛି। ଉକ୍ତ ଯୁବକଙ୍କ ନାମ ସୁଦର ନାହାକ, ତାଙ୍କ ଘର ରଣପୁର  ହରିଜନ ସାହି। ଶନିବାର ଦିନ ସେ ମାଛ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ରୋଗୀ ବଦଳରେ ଯାତ୍ରୀ ପରିବହନ, ଆମ୍ବୁଲାନସ୍ ଜବତ, ଡ୍ରାଇଭର ଅଟକ 

ରାୟଗଡ଼ା: ରୋଗୀ ବଦଳରେ ଯାତ୍ରୀଙ୍କୁ ନେଇ ଯାଉଥିବା ଅଭିଯୋଗରେ ଟାଉନ୍ ଥାନା ପୁଲିସ୍ ଆମ୍ବୁଲାସନକୁ ଜବତ କରିଛି। ଆମ୍ବୁଲାନସ୍ ଡ୍ରାଇଭର ଅଜିତ୍ ଯାନିଙ୍କ ସମେତ ପୁଲିସ୍ ୧୦ ଜଣଙ୍କୁ ଅଟକ ରଖିବା ପରେ ନୋଟିସ୍ ଦେଇ ଛାଡ଼ିଛି। ଟାଉନ୍ ଥାନା ଏସଆଇ ରିଗାନ୍ କିଣ୍ଡୋ ମାମଲାର ତଦନ୍ତ କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଲକ୍ଷ୍ୟ ପୂରା କରିବା ଲାଗି ଯୋଜନା କରିବେ। କଳାକାରଙ୍କୁ ଲାଭ ମିିଳିପାରେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ବୃଷ: ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ପରିବାରରେ ଲାଗି ରହଥିବା ଅଶାନ୍ତି ଦୂର ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ମିଥୁନ: ନିର୍ଦ୍ଦିଷ୍ଟ ସମୟରେ କାମ…
ଅଧିକ ଖବର ଦେଖନ୍ତୁ...

ଜିଓଫୋନ୍ ଗ୍ରାହକଙ୍କୁ ୧୦୦ମିନିଟ୍ ମାଗଣା ଟକ୍ ଟାଇମ୍ ଏବଂ ୧୦୦ ମାଗଣା ଏସ୍ଏମ୍ଏସ୍

ଭୁବନେଶ୍ୱର: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଜାରି ହୋଇଥିବା ଦେଶବ୍ୟାପୀ ଲକ୍ଡାଉନକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସମସ୍ତ ଜିଓଫୋନ୍ ଗ୍ରାହକଙ୍କୁ ଏପ୍ରିଲ୍ ୧୭ ଯାଏଁ ୧୦୦ ମିନିଟ୍ର ମାଗଣା ଟକଟାଇମ୍  ଏବଂ ୧୦୦ ମାଗଣା ଏସ୍ଏମ୍ଏସ୍ ଦେବାନେଇ ଘୋଷଣା କରାଯାଇଛି । ବର୍ତ୍ତମାନର…
ଅଧିକ ଖବର ଦେଖନ୍ତୁ...

ଭାରତରେ କରୋନାଭାଇରସ୍ ଟୀକା ଉପରେ ଗବେଷଣା ଦ୍ରୁତ ଗତିରେ ଆଗେଇ ଚାଲିଛି : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଙ୍ଗଳବାର ଦିନ କହିଛି ଯେ, ମାରାତ୍ମକ କରୋନାଭାଇରସ୍ ପାଇଁ ଟୀକା ଉପରେ ଭାରତରେ ଗବେଷଣା ଦ୍ରୁତ ଗତିରେ ଚାଲିଛି ଏବଂ ସରକାର ସଠିକ୍ ଦିଗରେ ଗତି କରୁଛନ୍ତି। ଦେଶର କୋଭିଡ-୧୯ ପରିସ୍ଥିତି ଉପରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଦୈନିକ ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

ପରିବହନକୁ କରୋନା ମାଡ: କନ୍ଧମାଳର ୭୫୦ ଅଟୋ ଚାଳକଙ୍କ ମୁଣ୍ଡରେ ଚଡ଼କ

ଫୁଲବାଣୀ: କରୋନା ଲକ୍ ଡାଡନକୁ ଆଜି ସପ୍ତାହ ପୁରିଲା। ଯାନବାହାନ ଚଳାଚଳ ବନ୍ଦ। ଲୋକମାନେ ଘର ବାହାରକୁ ବାହାରୁ ନାହାନ୍ତି। ସବୁ ଆଡେ ଶୂନଶାନ। କରୋନା କଟକଣା ଯୋଗୁଁ ପରିବହନ କ୍ଷେତ୍ରରେ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ଅଟୋ ଚାଳକ। ଏମିତି କନ୍ଧମାଳରେ ୭୫୦ ଅଟୋ ଚାଳକଙ୍କୁ କରୋନା…
ଅଧିକ ଖବର ଦେଖନ୍ତୁ...