Daily Archives

May 1, 2020

କମିଲା ଅଣସବସିଡି ଏଲପିଜି ସିଲିଣ୍ଡରର ମୂଲ୍ୟ , ଜାଣନ୍ତୁ ଆପଣଙ୍କ ଅଂଚଳରେ ମୂଲ୍ୟ କେତେ ?

ନୂଆଦିଲ୍ଲୀ: ଲକଡାଉନ୍ ମଧ୍ୟରେ ଏଲପିଜି ସିଲିଣ୍ଡରର ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଛି | ଆଜି ଅର୍ଥାତ୍ ମେ ୧ ରୁ ନନସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି। ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ୧୬୨.୫୦ ଟଙ୍କା ଶସ୍ତା ହୋଇଛି। ଆଜିଠାରୁ ଏହା ଦିଲ୍ଲୀରେ ୫୮୧.୫୦ ଟଙ୍କାରେ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ଜିଲ୍ଲାର ତିନି ଗାଁରେ ହାତୀପଲଙ୍କ ଉତ୍ପାତ ଘର ଭାଙ୍ଗି ଖାଇଲେ ବଣ୍ଟନ ଚାଉଳ

ରାଉରକେଲା : କୋଇଡା ରେଞ୍ଜ ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତର ତିନୋଟି ଗାଁରେ ହାତୀପଲଙ୍କ ଉତ୍ପାତ ଅତିଷ୍ଠ ହେବାରେ ଲାଗିଛି । ଗତକାଲି ରାତିରେ ଏକ ହାତୀପଲ ଚକଧର ଗ୍ରାମର ବିରଗା ମୁଣ୍ଡାଙ୍କ ଘର ଭାଙ୍ଗି ଚାଉଳ ଧାନ ଖାଇବା ସହିତ ବିଭିନ୍ନ ଆସବାବପତ୍ର ନଷ୍ଟ କରିଛନ୍ତି । ଠିକ ସେହିପରି ସେହି…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ମାସରେ ଗୋଟିଏ ବି ଗାଡ଼ି ବିକ୍ରି କରିପାରିନାହିଁ ମାରୁତି

ନୂଆଦିଲ୍ଲୀ : ଏପ୍ରିଲ ମାସରେ ଦେଶର ଅଟୋମୋବାଇଲ ଶିଳ୍ପ ପାଇଁ ସବୁଠାରୁ କଷ୍ଟକର ସାବ୍ୟସ୍ତ ହୋଇଛି । ଏହି ମାସରେ ଶୋରୁମ ଗୁଡ଼ିକ ବନ୍ଦ ଥିବାରୁ ବିକ୍ରି ସର୍ବନିମ୍ନ ସ୍ତରକୁ ଖସିଆସଛି । ଦେଶର ବୃହତ୍ତମ କାର କମ୍ପାନି ମାରୁତି ସୁଜୁକୀ ଏପ୍ରିଲ ମାସରେ ଗୋଟିଏ ମାତ୍ର ଗାଡ଼ି ବିକ୍ରି କରିପାରି ନାହିଁ…
ଅଧିକ ଖବର ଦେଖନ୍ତୁ...

ବଡ଼ଖବର: ସୁସ୍ଥ ହେଲେ ୧୪ କରୋନା ଆକ୍ରାନ୍ତ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୫୫

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସୀ ଖବର ଆସିଛି । ରାଜ୍ୟରେ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି। ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାରେ ଆଜି ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି  ଭୁବନେଶ୍ୱର ଓ…
ଅଧିକ ଖବର ଦେଖନ୍ତୁ...

ଆଉ ଦୁଇଦିନ ପରେ ଶେଷ ହେବ ଲକଡାଉନ ଅବଧି, ମୋଦୀଙ୍କୁ ଭେଟିଲେ ଅମିତ ଶାହା, ପିୟୁଷ ଗୋଏଲ

ନୂଆଦିଲ୍ଲୀ : ଆଉ ମାତ୍ର ୨ ଦିନ ପରେ ଅର୍ଥାତ ମେ ୩ରେ ଦେଶରେ ଲକଡାଉନ ଅବଧି ସମାପ୍ତ ହେଉଛି । ଏହା ପରେ ଅବଧି ବଢିବ କିମ୍ବା ଶେଷ ହେବ ସେ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ । ତେବେ ଆଜି ସଂଧ୍ୟାସୁଦ୍ଧା ଏ ସଂପର୍କରେ କୌଣସି ଘୋଷଣା ହେବାର…
ଅଧିକ ଖବର ଦେଖନ୍ତୁ...

କୋଟାରେ ଥିବା ବିଦ୍ୟାର୍ଥୀଙ୍କୁ ଆଣିବାକୁ ବସ୍ ପଠାଯାଇଛି; ପ୍ଲାଜ୍‌ମା ଚିକିତ୍ସାର ଡାକ୍ତରୀ ପରୀକ୍ଷା ଚାଲିବ:…

ନୂଆଦିଲ୍ଲୀ: ରାଜସ୍ଥାନର କୋଟାରୁ ଛାତ୍ରଛାତ୍ରୀମାନଙ୍କୁ ଫେରାଇ ଆଣିବାକୁ ଦିଲ୍ଲୀ ସରକାର ଆଜି ୪୦ଟି ବସ୍ ପଠାଇଛନ୍ତି ବୋଲି ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦି କେଜ୍ରିୱାଲ୍ ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କୋଟାରୁ ଫେରିବା ପରେ ୧୪ ଦିନ ସକାଶ ସେମାନ‌େ ନିଜେ ନିଜେ…
ଅଧିକ ଖବର ଦେଖନ୍ତୁ...

ଶ୍ରମିକ ଶ୍ରେଣୀର ଲୁହଲହୁର ସଂଘର୍ଷର ବର୍ଷ

ୟୁରୋପରେ ଅଷ୍ଟାଦଶ ଶତାଦ୍ଦୀରେ ଶିଳ୍ପବିପ୍ତବର ଯୁଗ ଆରମ୍ଭ ହୋଇଥିଲା। ବହୁ ନୂଆ ନୂଆ ଶିଳ୍ପ ଅନୁଷ୍ଠାନ ଗଢି ଉଠିଥିଲା।ଲକ୍ଷ ଲକ୍ଷ ଶ୍ରମିକ ଲୁହଲହୁ ଢାଳି ଜୀବନକୁ ବିପର୍ଣ୍ଣକରି କାର୍ଯ୍ୟକରୁଥିଲେ। କାର୍ଯ୍ୟକରିବାର ସମୟ ନିର୍ଘଂଟ କିଛିନଥିଲା। ଦିନକୁ ୧୪ ରୁ ୧୬ ଘଂଟା କାମକରୁଥିଲେ। ଆଇନ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍ ପରବର୍ତ୍ତୀ ରଣନୀତି ସୁଦୃଢ଼ କରିବାକୁ ମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ

ନୂଆଦିଲ୍ଲୀ: ରବିବାର ଦିନ ଦେଶବ୍ୟାପୀ ଘୋଷତି ଲକ୍‌ଡାଉନ୍‌ ଶେଷ ହେବାକୁ ଯାଉଥିବାରୁ ପରବର୍ତ୍ତୀ ରଣନୀତି ସୁଦୃଢ଼ କରିବାକୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି। ଏହି ବୈଠକରେ ଯୋଗ ଦେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଥିଲେ…
ଅଧିକ ଖବର ଦେଖନ୍ତୁ...

ଯାଜପୁର ଜିଲ୍ଲାର ପୁଣି ଜଣେ ପଜିଟିଭ୍ ଚିହ୍ନଟ, ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରେ ପୁଣି ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ଏହି ନୂତନ ପଜିଟିଭ୍ ଯାଜପୁର ଜିଲ୍ଲାର ବୋଲି ବି ସୂଚନା ମିଳିଛି। ଏହାସହିତ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବ୍ୟାଙ୍କ ବନ୍ଦ, ଲୋକେ ସରକାରୀ ସହାୟତାରୁ ବଞ୍ଚିତ

ରାଉରକେଲା: ଲକଡାଉନରେ ବ୍ୟାଙ୍କ ସହିତ ଅର୍ଥନୈତିକ ପ୍ରତିଷ୍ଠାନ ଗୁଡ଼ିକୁ ଖୋଲା ରଖାଯିବାକୁ ସରକାରଙ୍କ ସ୍ପଷ୍ଟ ନିର୍ଦେଶ ରହିଛି । ଏପରିକି ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରିବାର ନିର୍ଦେଶ ରହିଛି l ହେଲେ ଏପରି ସ୍ଥିତିରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ…
ଅଧିକ ଖବର ଦେଖନ୍ତୁ...