Daily Archives

May 5, 2020

ବିଏସଏଫର ୬୯ ଜଣ ଯବାନ ସଂକ୍ରମିତ

ନୂଆଦିଲ୍ଲୀ : ବଢିଚାଲିଥିବା କରୋନା ସଂକ୍ରମଣ ଭାରତୀୟ ସୁରକ୍ଷାବାହିନୀଗୁଡ଼ିକ ପାଇଁ ଚିନ୍ତାର କାରଣ ହୋଇଛି । ସୀମା ସୁରକ୍ଷା ବଳ ବା ବିଏସଏଫର ୬୯ ଜଣ ଯବାନ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଏହା ପରେ ଦିଲ୍ଲୀ ସିଜିଓ କଂପ୍ଲେକ୍ସ ସ୍ଥିତ ବିଏସଏଫ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାମରେ ବାଧା ଆସିପାରେ। ଧୈର୍ଯ୍ୟ ଧରି ସମସ୍ୟାର ମୁକାବିଲା କରନ୍ତୁ, ଲାଭ ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ। ବୃଷ: ଆର୍ଥିକ ଉନ୍ନତିର ଯୋଗ ରହିଛି। ପ୍ରତିଟି କାମରେ ସଫଳତା ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ମିଥୁନ: ଆର୍ଥିକ ସ୍ଥିତିରେ ଉନ୍ନତି…
ଅଧିକ ଖବର ଦେଖନ୍ତୁ...

ଉପସାଗରୀୟ ଦେଶରେ ଥିବା ୧୦ ହଜାର ଭାରତୀୟ କରୋନା ସଂକ୍ରମିତ, ୮୪ ମୃତ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୪୬ ହଜାର ଟପିଯାଇଛି । କିନ୍ତୁ ଏହା କେବଳ ଦେଶ ଭିତରର ସଂଖ୍ୟା । ଦେଶ ବାହାରେ ମଧ୍ୟ ହଜାର ହଜାର ଭାରତୀୟ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ମଧ୍ୟପୂର୍ବରେ ଥିବା ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୧୦ ହଜାର କରୋନା…
ଅଧିକ ଖବର ଦେଖନ୍ତୁ...

୬ ଜଣ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର, ସମସ୍ତଙ୍କ ଘର ରାଉରକେଲା

ଭୁବନେଶ୍ୱର: ରାଜ୍ୟ ସରକାର ଆଜି କରେନା ଭାଇରସରେ ଆକ୍ରାନ୍ତ ୬ ଜଣ ବ୍ୟକ୍ତିଙ୍କର ଗସ୍ତ ବିବରଣୀ ଦେଇଛନ୍ତି । ଏମାନେ ହେଲେ ରାଜ୍ୟର ୧୦୩ତମ, ୧୧୨ତମ, ୧୧୩ତମ, ୧୧୪ତମ, ୧୧୫ତମ ଓ ୧୬୧ତମ କରୋନା ଆକ୍ରାନ୍ତ । ଏମାନଙ୍କ ଘର ରାଉରକେଲା । ରାଜ୍ୟର ୧୦୩ତମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୪ ଜଣ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ଆଉ ୧୨ ଡେଙ୍ଗୁ ପଜିଟିଭ୍: ୬୧ ଛୁଇଁଲା ଆକ୍ରାନ୍ତ ସଂଖ୍ୟା, ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ରାୟଗଡ଼ା: ରାୟଗଡ଼ାରେ ଆଉ ୧୨ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଟିକରପଡ଼ାର ୯ ଜଣ, ବିଷମକଟକର ୨ ଜଣ, ରାୟଗଡ଼ା ବ୍ଲକରେ ଜଣେ ନୂଆ ରୋଗୀଙ୍କ ନିକଟରେ ଡେଙ୍ଗୁ ଭୂତାଣୁ ଥିବା ସ୍ୱାସ୍ଥ୍ୟ ବିଭାଗ ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ ସତ୍ତ୍ବେ ମୁନିଗୁଡ଼ା ବ୍ଲକର…
ଅଧିକ ଖବର ଦେଖନ୍ତୁ...

ଚଳିତ ବର୍ଷ ଦେଶରେ ହେବ ନାହିଁ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା: ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଚଳିତ ବର୍ଷ ସିବିଏସ୍‌ଇ ପକ୍ଷରୁ ଆୟୋଜିତ ହେବାକୁ ଥିବା ୧୦ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବନ୍ଦ ରଖାଯାଇଛି। ଚଳିତ ବର୍ଷ ଦେଶରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବନାହିଁ। ଆଜି ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯିବା ପରେ ଦଶମ ଶ୍ରେଣୀ ବୋର୍ଡ…
ଅଧିକ ଖବର ଦେଖନ୍ତୁ...

ଚଳିତ ମାସ ଶେଷ ସୁଦ୍ଧା ହ୍ୱାଟ୍ସଆପର ଡିଜିଟାଲ ପେମେଣ୍ଟ ସେବା ହ୍ୱାଟ୍ସଆପପେ ଆରମ୍ଭ ହେବ

ନୂଆଦିଲ୍ଲୀ : ଚଳିତ ମାସ ଶେଷ ସୁଦ୍ଧା ହ୍ୱାଟ୍ସଆପ ନିଜର ପେମେଣ୍ଟ ବ୍ୟାଙ୍କିଙ୍ଗ୍ ସେବା ହ୍ୱାଟ୍ସଆପ ପେ ଆରମ୍ଭ କରିବ । ଏଥିପାଇଁ ହ୍ୱାଟ୍ସଆପ ୩ଟି ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ ଏଚଡିଏଫସି ବ୍ୟାଙ୍କସହ ସହବନ୍ଧନ କରିଛି । ଏହିୟୁପିଆଇ ଭିତ୍ତିକ ପେମେଣ୍ଟ ସେବା…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଆଜି ସନ୍ଧ୍ୟାରେ ପୁଣି ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି। ସଂପୃକ୍ତ ବ୍ୟକ୍ତିଙ୍କ ନମୁନା ପରୀକ୍ଷା ରିପୋର୍ଟ ଆଜି ପଜିଟିଭ ଆସିଛି । ନୂଆ ବ୍ୟକ୍ତିଙ୍କୁ ମିଶାଇ…
ଅଧିକ ଖବର ଦେଖନ୍ତୁ...

ପ୍ରବାସୀ ଫେରନ୍ତାଙ୍କ ବିରୋଧରେ ୪ଟି ମାମଲା ରୁଜୁ କଲା ପୁଲିସ

କଟକ: କରୋନା ଭାଇରସ୍ ମୁକାବିଲା ପାଇଁ ବ୍ୟବସ୍ଥିତ ସଂଗରୋଧ ନିୟମକୁ ଅବମାନନା କରୁଥିବା ଏବଂ ସଂଗରୋଧରୁ ଲୁଚି ପଳାଇବା ଅଭିଯୋଗରେ ପ୍ରବାସୀ ଓଡ଼ିଆଙ୍କ ବିରୋଧରେ ବିଭିନ୍ନ ଥାନାରେ ୪ଟି ମାମଲା ରୁଜୁ କରିଛି ପୁଲିସ । ଏହି ମାମଲାଗୁଡ଼ିକ ଭଦ୍ରକ, ଝାରସୁଗୁଡ଼ା ଓ ଗଂଜାମ ଜିଲ୍ଲାରେ ରୁଜୁ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

୨୦୨୦-୨୧ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟ ସ୍ତରରେ ପାଠ୍ୟକ୍ରମକୁ କମାଯାଇ ପ୍ରସ୍ତୁତ ହେବ ନୂତନ ସିଲାବସ୍‌: ମାନବ ସମ୍ବଳ…

ନୂଆଦିଲ୍ଲୀ: ୨୦୨୦- ୨୦୨୧ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟ ସ୍ତରରେ ପଢ଼ାଯିବାକୁ ଥିବା ପାଠ୍ୟକ୍ରମ ବା ସିଲାବସ୍‌କୁ ବଦଳାଯାଇ ତା’ ସ୍ଥାନରେ ଆଉ ଏକ ନୂତନ ସିଲାବସ୍‌ର ପ୍ରଣୟନ କରାଯିବ। ପ୍ରସ୍ତୁତ ହେବାକୁ ଥିବା ନୂତନ ସିଲାବସ୍‌ରେ ୨୦୨୦- ୨୦୨୧ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟ ସ୍ତରରେ ପଢ଼ାଯିବାକୁ…
ଅଧିକ ଖବର ଦେଖନ୍ତୁ...