Daily Archives

May 17, 2020

ଭଦ୍ରକ ଏସପି ଦେଖେଇଲେ ମହାନତା: ବିପଦରେ ପଡ଼ିଥିବା ଜଣେ ମହିଳାଙ୍କୁ ଘରେ ପହଞ୍ଚାଇବା ଦାୟିତ୍ୱ ନେଲେ

ବାଙ୍ଗିରିପୋଷି/ଭଦ୍ରକ : ସ୍ୱାମୀ ମରିଯିବାର ଖବର ପାଇ କଟକ ବାରଙ୍ଗରେ କୁଲି କାମ କରୁ ଥିବା ଜଣେ ମହିଳାଙ୍କୁ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷିରେ ପହଞ୍ଚାଇବାର ଦାୟିତ୍ୱ ନେଇ ଭଦ୍ରକ ଏସପି  ରାଜେଶ ପଣ୍ଡିତ ଖୁବ୍ ପ୍ରଶଂସିତ ହୋଇଛନ୍ତି।  ଖବର ଅନୁସାରେ ବାଙ୍ଗିରିପୋଷି ଥାନା ବୁଢୀଖମାରୀ ଫଚାୟତ…
ଅଧିକ ଖବର ଦେଖନ୍ତୁ...

କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍କାନରରେ ଚୀନ !

ନୂଆଦିଲ୍ଲୀ: ଚୀନ୍‌ର ଉହାନରେ ଆରମ୍ଭ ହୋଇଥିବା କରୋନା ଏବେ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି | ସମଗ୍ର ବିଶ୍ୱରେ ପ୍ରାୟ 4.5 ନିୟୁତ ଲୋକ କରୋନାର ଶିକାର ହୋଇଥିବାବେଳେ ୩ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଆମେରିକା, ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ ଏବଂ ଜର୍ମାନୀ ଚୀନ୍…
ଅଧିକ ଖବର ଦେଖନ୍ତୁ...

ମାଡି ଆସୁଛି ଅମ୍ଫାନ, ମୁକାବିଲା ପାଇଁ ଧାମରାରେ ପହଞ୍ଚିଲା ଏନଡିଆରଏଫ ଟିମ୍

ଭଦ୍ରକ: ଗୋଟିଏ ପଟେ କରୋନାର ଭୟ। ଅନ୍ୟପେଟ ସମ୍ଭାବ୍ୟ ବାତ୍ୟା ଭୟ ଜିଲ୍ଲାବାସୀଙ୍କୁ ଆହୁରି ଭୟଭୀତ କରି ଦେଇଛି। ଏଇ ଦୁଇଟି ଜାତୀୟ ବିପତ୍ତିରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ପ୍ରଶାସନ ବି ଅଣ୍ଟା ଭିଡିଛି। ସାମୁଦ୍ରୀକ ବାତ୍ୟା ଅମ୍ଫାନ ମାଡି ଆସୁଥିବା ବେଳେ ଏହାର ମୁକାବିଲା…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ଭବନରେ ମୁତୟନ ଥିବା ବରିଷ୍ଠ ପୁଲିସ ଅଧିକାରୀ କରୋନା ଆକ୍ରାନ୍ତ, ସଙ୍ଗରୋଧରେ ରହିଲେ ଅନେକ କର୍ମଚାରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ମୁତୟନ ହୋଇଥିବା ସହକାରୀ ପୁଲିସ କମିଶନର (ଏସିପି) କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ତାଙ୍କର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିବ ପରେ ତାଙ୍କୁ ଦିଲ୍ଲୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରପତିଙ୍କ ବାସଭବନର ଅନେକ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଗୁଳି ବିନିମୟ: ଜଣେ ପିଏଲଏଫଆଇ ସଦସ୍ୟ ନିହତ, ୫ ଗିରଫ

ରାଉରକେଲା/ବୀରମିତ୍ରପୁର: ଓଡିଶା -ଝାରଖଣ୍ଡ ସୀମାନ୍ତ ସିମଡେଗା ଜିଲ୍ଲା ଅନ୍ତର୍ଗତ ଜଲଡେଗା ଥାନାର ବନ୍ଧସେରା ଜଙ୍ଗଲର ପୁଲିସ-ପିଏଲଏଫଆଇ ସଦସ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ପିଏଲଏଫଆଇ ଗିରଫ ହୋଇଛନ୍ତି । ଗିରଫ ପିଏଲଏଫଆଇ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ଫେରନ୍ତା ୨୫ ପ୍ରବାସୀଙ୍କୁ ମୟୂରଭଂଜ ଓ ପଶ୍ଚିମବଙ୍ଗ ପଠାଇଲା ରାଉରକେଲା ପୁଲିସ

ରାଉରକେଲା: ମହାରାଷ୍ଟ୍ରରୁ ଚାଲି ଚାଲି ଫେରୁଥିବା ୨୫ ପ୍ରବାସୀ ଶ୍ରମିକଙ୍କୁ ପଶ୍ଚିମବଙ୍ଗ, ମୟୁରଭଞ୍ଜ ପଠାଇଲା ଜିଲ୍ଲା ପୁଲିସ। ପଶ୍ଚିମାଞ୍ଚଳ ଡିଆଇଜି କବିତା ଜାଲାନ,ଏସପି କେ.ଶିବା ସୁବ୍ରମଣିଙ୍କ ଉପସ୍ଥିତିରେ ଶ୍ରମିକମାନେ ପୁଲିସ ବସରେ ନିଜ ନିଜ ଗାଁକୁ ଫେରିଛନ୍ତି। ଆଜି ଦିନ ପ୍ରାୟ ୧୧ଟାରେ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ଆଇଜରରେ ହେବ କୋଭିଡ-୧୯ ନମୁନା ପରୀକ୍ଷା

ବ୍ରହ୍ମପୁର/ଭୁବନେଶ୍ୱର: ବ୍ରହ୍ମପୁରସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଅନୁସନ୍ଧାନ ସଂସ୍ଥାନ(ଆଇଜର)ରେ ମଧ୍ୟ କୋଭିଡ-୧୯ ପରୀକ୍ଷା ହେବ । ଏଥି ପାଇଁ ଭୁବନେଶ୍ୱର ଏମ୍ସ ପକ୍ଷରୁ ଆବଶ୍ୟକ ଅନୁମତି ପ୍ରଦାନ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଆଜି ଏହି…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ସମୟରେ ରାସ୍ତାରେ ଶିଶୁକୁ ଜନ୍ମ ଦେବା ପରେ ଭୋକର ଜ୍ୱାଳା ସହି ନପାରି ରାସ୍ତାରେ ଛାଡ଼ି ଚାଲିଗଲା ମା’

ରାଉରକେଲା: କରୋନା କରୁଣ ଚିତ୍ର ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ଘରେ ପହଂଚିବାକୁ ପିଲା ଛୁଆଙ୍କୁ ଧରି ଭୋକ ଉପାସରେ କିଏ ଶହ ଶହ କିଲୋମିଟର ଚାଲୁଛି ତ ପୁଣି କାହାର ଚାଲି ଚାଲି ବାଟରେ ଜୀବନ ଚାଲି ଯାଉଛି । ଆଉ କିଏ ଆଖି ପାଉ ନଥିବା ଲମ୍ବା ରାସ୍ତାରେ କୁନି ପୁଅକୁ ଚକାଲଗା  ସୁଟକେଶ…
ଅଧିକ ଖବର ଦେଖନ୍ତୁ...

ଖୁସି ଖବର: ସୁସ୍ଥ ହେଲେ ୨୪ ଜଣ, ସୁସ୍ଥଙ୍କ ସଂଖ୍ୟା ହେଲା ୨୨୦

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଆସିଛି । ଆଜି ୨୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୧୯ ଜଣ, ଯାଜପୁର ଜିଲ୍ଲାରୁ ୩ ଜଣ ଓ ବାଲେଶ୍ୱର ଜିଲ୍ଲାରୁ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…
ଅଧିକ ଖବର ଦେଖନ୍ତୁ...

‘ଅମ୍ଫାନ୍’ର ମୁକାବିଲା ପାଇଁ ଓଡିଶା ଓ ପଶ୍ଚିମବଙ୍ଗରେ ମୁତୟନ ହେଲା ୧୭ଟି ଏନଡିଆରଏଫ ଟିମ

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ସମୁଦ୍ରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା 'ଅମ୍ଫାନ୍' କ୍ରମଶଃ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି ଏବଂ ଏବେ ପାରାଦ୍ବୀପ ଠାରୁ ୯୯୦ କିଲୋମିଟର୍ ଦୂରରେ ରହିଛି। ବାତ୍ୟା 'ଅମ୍ଫାନ୍'କୁ ଦୃଷ୍ଟିରେ ରଖି ଜାତୀୟ ବିପର୍ଯ୍ୟୟ ମୁକାବିଲା…
ଅଧିକ ଖବର ଦେଖନ୍ତୁ...