Daily Archives

August 6, 2020

ପ୍ରଥମ ଥର ପାଇଁ ପାକ୍ ସୀମାରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ସୁରକ୍ଷା ଦେଲେ ଆସାମ ରାଇଫଲ୍ସର ମହିଳା ଯବାନ୍, ସମର୍ଥନ…

ଶ୍ରୀନଗର: ଭାରତୀୟ ସେନା ପ୍ରଥମ ଥର ପାଇଁ ପାକିସ୍ତାନ ସୀମାର ପ୍ରକୃତ  ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ମହିଳାମାନଙ୍କୁ ନିୟୋଜିତ କରିବାର ନିଷ୍ପତ୍ତି ନେଇଛି। ଆସାମ ରାଇଫଲ୍ସର କିଛି ମହିଳା ଯବାନ ଭ‌ାରତ-ପାକିସ୍ତାନ ସୀମାରେ ଥିବା ନିୟନ୍ତ୍ରଣ ରେଖାରେ ନିୟୋଜିତ ହୋଇ ଏବେ ପୁରୁଷ ଯବାନମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଭଉଣୀକୁ କୁକୁର ମୁହଁରୁ ବଞ୍ଚାଇବାକୁ ନିଜକୁ ବିପଦକୁ ଠେଲି ଦେଇଥିବା ଏହି ଆମେରିକୀୟ ଭାଇ ହାତରେ ରାକ୍ଷୀ ବାନ୍ଧିଲା…

ୱାଶିଂଟନ: ଭାଇ-ଭଉଣୀଙ୍କ ସଂପର୍କକୁ ଆହୁରି ନିବିଡ଼ କରିଥାଏ ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ଦିନରେ ଭାଇ ହାତରେ ଭଉଣୀ ବାନ୍ଧିଥାଏ ତା’ ସ୍ନେହର ଡୋରି। ପ୍ରତ୍ୟେକ ଭାରତୀୟ ପରିବାରରେ ଏହି ଦିନ ପ୍ରତିି ଗୁରୁତ୍ବ ରହିଥାଏ। ମାତ୍ର ନିକଟରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରି ଚର୍ଚ୍ଚାକୁ…
ଅଧିକ ଖବର ଦେଖନ୍ତୁ...

ସୁନାମି ସତର୍କତା ବ୍ୟବସ୍ଥା କାର୍ଯ୍ୟକାରୀ ଲାଗି କାଲି ରାଜ୍ୟର ଦୁଇ ଗାଁକୁ ମିଳିବ ଅନ୍ତର୍ଜାତୀୟ ପ୍ରମାଣପତ୍ର

ଭୁବନେଶ୍ୱର: ସୁନାମି ସତର୍କତା ଅବଲମ୍ବନ ଏବଂ ତଦନୁସାରେ ପ୍ରସ୍ତୁତ ରହି ଧନଜୀବନ ହାନିକୁ ହ୍ରାସ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ପ୍ରଥମ ଗ୍ରାମଭାବେ ଓଡ଼ିଶାର ଦୁଇଟି ଗାଁ ଆସନ୍ତାକାଲି ଆନ୍ତର୍ଜାତିକ ପ୍ରମାଣପତ୍ର ଲାଭ କରିବେ। ଏହି ଦୁଇ ଗାଁ ହେଲା ଗଞ୍ଜାମ ଜିଲାର…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଏଫ୍‌ଆଇଆର୍‌ ଦର୍ଜ କଲା ସିବିଆଇ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଉଭୟ ମୁମ୍ବାଇ ଓ ପାଟ୍‌ନା ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ଏହାର ସିବିଆଇ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲା। ସୁଶାନ୍ତଙ୍କ ବାପା କେକେ ସିଂହ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ବିରୁଟ୍‌ରେ ଭୟାବହ ବିସ୍ଫୋରଣ ପରେ ରକ୍ତାକ୍ତ ମୃତଦେହଗୁଡ଼ିକ ମଝିରେ ଅସହାୟ ନବଜାତଙ୍କୁ ସ୍ତନ୍ୟପାନ କରାଇଲେ ନର୍ସ

ବିରୁଟ୍‌ : ଗତ ମଙ୍ଗଳବାର ଲେବାନନ ରାଜଧାନୀ ବିରୁଟ୍‌ର ଏକ ବନ୍ଦର ନିକଟରେ ଘଟିଥିବା ଭୟାବହ ବିସ୍ଫୋରଣର ଦୃଶ୍ୟ ଦେଖି ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି। ଏହି ବିସ୍ଫୋରଣ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ଭିଡିଓରେ ବିସ୍ଫୋରଣ କେତେ ଭୟାବହ ଥିଲା, ତାହାର ଆକଳନ କରାଯାଇ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ ୨୪ ଆକ୍ରାନ୍ତ, ୨୪ ସୁସ୍ଥ: ପଜିଟିଭ୍ ଚିହ୍ନଟ ହେବା ପରେ ବିଶୋଧନ ହେଉନି ଅଞ୍ଚଳ

ବାରିପଦା: ଆଜି ମୟୂରଭଞ୍ଜରେ ଗୋଟିଏ ଦିନରେ ୨୪ଜଣ ନୂଆ ଆକ୍ରାନ୍ତ ହେବା ସହିତ ୨୪ଜଣ ସୁସ୍ଥ ହୋଇଛନ୍ତି। ଆଜିର ନୂଆ କରୋନା ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮୮ରେ ପହଞ୍ଚିଛି। ସେହିପରି ୨୪ ନୂଆ ସୁସ୍ଥଙ୍କୁ ମିଶାଇ ସୁସ୍ଥ ସଂଖ୍ୟା ୫୮୭ରେ ପହଞ୍ଚିଛି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ପରିଶ୍ରମର ସୁବର୍ଣ୍ଣ ଫଳ ମିଳିବ। ବ୍ୟବସାୟ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିବେ। ପରିବାରରେ ଖୁସିର ପରିବେଶ ରହିବ। ବୃଷ: ଜୀବନସାଥୀ ଆପଣଙ୍କୁ ବହୁତ ପ୍ରଶ˚ସା କରିବେ। ଆୟ ପାଇଁ ନୂତନ ଉତ୍ସର ସନ୍ଧାନ ମିଳିବ। ରାଜନୀତଜ୍ଞଙ୍କ ଲାଗି ଦିନଟି ଭଲ।…
ଅଧିକ ଖବର ଦେଖନ୍ତୁ...

ରାମ ମନ୍ଦିର ଭୂମି ପୂଜନ ପାଇଁ ଉତ୍ସବମୁଖର ଦେଶ, ରାମତୀର୍ଥରେ ମନେପଡ଼ିଲେ ରଘୁନନ୍ଦନ

ବାଲେଶ୍ୱର(ରୁଦ୍ରରଂଜନ ଶେଜପଡ଼ା): ଦୀର୍ଘ ୪୯୨ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଜନ୍ମଭୂମି ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ମର୍ଯାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର। ତେବେ ଗତକାଲି ସେହି ମନ୍ଦିରର ଭୂମିପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ସଂପନ୍ନ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ୱେବସାଇଟରୁ ଲେଖା ହଟେଇଦେଲେ ସତ ବଦଳି ଯିବନାହିଁ : ମୋଦୀ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ : ଭାରତୀୟ ସୀମା ମଧ୍ୟକୁ ଚୀନ ସେନାଙ୍କ ଅନୁପ୍ରବେଶକୁ ନେଇ ପୁଣି ଥରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି । ବିଶେଷକରି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଚୀନର ଅନୁପ୍ରବେଶକୁ ସ୍ୱୀକାର କରି ନିଜ ୱେବସାଇଟରେ ଲେଖା ପ୍ରକାଶ ପାଇବା ପରେ…
ଅଧିକ ଖବର ଦେଖନ୍ତୁ...

ନୀତି ଆୟୋଗର ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ସଫଳତାକୁ ନେଇ ସଦ୍ୟ ପ୍ରକାଶିତ ପୁସ୍ତକରେ ଓଡ଼ିଶାର ୬ ଜିଲ୍ଲାର କାହାଣୀ

ନୂଆଦିଲ୍ଲୀ: ନୀତି ଆୟୋଗଦ୍ୱାରା ଦେଶର ଆକାଂକ୍ଷୀ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟ ଓ ପୋଷଣ, ଶିକ୍ଷା, କୃଷି ଓ ଜଳସମ୍ପଦ, ଦକ୍ଷତାବିକାଶ, ଆବଶ୍ୟକୀୟ ଭତ୍ତିଭୂମି ତଥା ପ୍ରଶାସନ ଆଧାରିତ କ୍ଷେତ୍ରରେ ସଫଳ କାହାଣୀଗୁଡ଼ିକୁ ନେଇ ‘ବେଷ୍ଟ ପ୍ରାକ୍ଟିସେସ୍‌; ଆସ୍‌ପିରେସ୍‌ନାଲ୍‌ ଡିସ୍‌ଷ୍ଟିକ୍‌ସ୍‌’ ନାମକ…
ଅଧିକ ଖବର ଦେଖନ୍ତୁ...