Daily Archives

August 12, 2020

ଯୁକ୍ତ ୨ ପରୀକ୍ଷା ଫଳ: ଉତ୍ତର ଓଡ଼ିଶା ଜୋନ୍‌ରେ ମଧ୍ୟ କମିଲା ପାସ୍‌ହାର

ବାରିପଦା: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ତଥା ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ନେଇ ଗଠିତ ଉତ୍ତର ଓଡ଼ିଶା ଜୋନ୍‌ରେ ବିଜ୍ଞାନରେ ପାସ୍‌ହାର ଚଳିତ ବର୍ଷ ତଳକୁ ଖସିଛି। ଚଳିତ ବର୍ଷ ଏହା ୭୧.୭୧ ପ୍ରତିଶତ ରହିଛି। ଗତ ଶିକ୍ଷାବର୍ଷରେ ଏହା…
ଅଧିକ ଖବର ଦେଖନ୍ତୁ...

ଅଧ୍ୟକ୍ଷ ହେବାକୁ ରାହୁଲ ପ୍ରସ୍ତୁତ ନଥିଲେ ନିର୍ବାଚନ କରାଯାଉ: ଶଶି ଥରୁର

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ପୁଣି ଥରେ ପୂର୍ଣ୍ଣକାଳୀନ କଂଗ୍ରେସ ସଭାପତି ପଦ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି | କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଶଶି ଆଗେଇ ଆସିଛନ୍ତି। ଶଶି କହିଛନ୍ତି ଯେ କଂଗ୍ରେସର ନେତୃତ୍ୱକୁ ଆଗକୁ ବଢାଇବା ପାଇଁ ସ୍ପଷ୍ଟ ମାତ୍ର ଆବଶ୍ୟକତା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଯୋଜନା ଅନୁଯାୟୀ କାମ ଶୀଘ୍ର ପୂରା କରିନେବେ। ଦୂର ସ୍ଥାନକୁ ଯାତ୍ରାରେ ଯିବେ। ଧନଲାଭର ନୂଆ ମାର୍ଗ ଖୋଲିବ। ଜୀବନସାଥୀଙ୍କ ସହିତ ପୁରୁଣା ସ୍ମୃତି ମନେ ପକାଇବେ। ବୃଷ: ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ଚାକିରି ସ˚ପର୍କିତ ଭଲ ଖବର ପାଇବେ। କାହାରିକୁ…
ଅଧିକ ଖବର ଦେଖନ୍ତୁ...

ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ: ଅଭିରୂପ ମାଇତି ବାଲେଶ୍ୱର ଟପର, ଜିଲ୍ଲାର ପାସହାର ୮୪.୨୬ ପ୍ରତିଶତ

ବାଲେଶ୍ୱର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଚାଳିତ ସିଏଚଏସ୍‌ଇ ବିଜ୍ଞାନ ପରୀକ୍ଷାରେ ଚଳିତବର୍ଷ ବାଲେଶ୍ୱର ଜିଲ୍ଲାର ପାସହାର ୮୪.୨୬ ପ୍ରତିଶତ ରହିଛି। ଗତବର୍ଷ ତୁଳନାରେ ପାସହାର ୨.୩ ପ୍ରତିଶତ ହ୍ରାସ୍‌ ପାଇଥିଲେ ହେଁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...

କରୋନା କାଳରେ ଅନେକ ଜୀବିକା ହରାଇଥିବା ବେଳେ ଗରିବ ଅଟୋ ଚାଳକ ମହିଳାଙ୍କୁ ଫେରାଇଲେ ପାଇଥିବା ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ଲୋକ ଜୀବିକ ହରାଇ ଥିବା ବେଳେ ହାଇଦ୍ରାବାଦର ଜଣେ ଅଟୋ ଚାଳକ ଜଣେ ମହିଳା ଯାତ୍ରୀଙ୍କୁ ଲକ୍ଷାଧିକ ଟଙ୍କା ଫେରାଇ ଦେଇଥିବା ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ଉକ୍ତ ଅଟୋ ଚାଳକଙ୍କ ଫଟୋ ଭାଇରାଲ ହେବା ପରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଉକ୍ତ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ରାସ୍ତାକୁ ଫିଙ୍ଗିଦେଲେ ବସ୍ତା ବସ୍ତା ଶୁଖିଲା ମହାପ୍ରସାଦ; ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା

ପୁରୀ : ମହାପ୍ରଭୁଙ୍କ ମହାପ୍ରସାଦକୁ ଆଜି ଅଳିଆ ଗଦାରେ ଫିଙ୍ଗି ଦିଆଯାଇଛି। ଶ୍ରୀମନ୍ଦିର ମେଘନାଦ ପାଚେରୀ କଡ଼ରେ ପଡ଼ିଛି ବସ୍ତା ବସ୍ତା ଶୁଖିଲା ମହାପ୍ରସାଦ। କେଉଁଥିରେ ଖଜା, ଲୁଣି ଖୁରୁମା ତ’ କେଉଁଥିରେ ବଲ୍ଲଭ ଭୋଗ। ମହାପ୍ରଭୁଙ୍କ ମହାପ୍ରସାଦକୁ ଏଭଳି ଅସମ୍ମାନକୁ କେନ୍ଦ୍ର କରି ଭକ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୧୫ତାରିଖରୁ ଏମ୍‌କେସିଜି ବଡ଼ ଡାକ୍ତରଖାନାର ସାଧାରଣ ଓପିଡି ସେବା ଆରମ୍ଭ ହେବ

ଗଞ୍ଜାମ: ଜନସାଧାରଣଙ୍କ ସୁବିଧା ପାଇଁ ଆସନ୍ତା ୧୫ ତାରିଖରୁ ଏମ୍‌କେସିଜି ବଡ଼ ଡାକ୍ତରଖାନାର ସାଧାରଣ ଓପିଡି ସେବା ଆରମ୍ଭ ହେବା ନେଇ ଗଞ୍ଜାମ ଜିଲ୍ଲାପାଳ ବୁଧବାର ଟୁଇଟ କରି ସୂଚନା ଦେଇଛନ୍ତି। ଡାକ୍ତରଖାନାକୁ ଆସିବା ସମୟରେ ରୋଗୀମାନେ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ପିନ୍ଧିବାକୁ…
ଅଧିକ ଖବର ଦେଖନ୍ତୁ...

କର୍କଟ ରୋଗର ଚିକିତ୍ସା ପାଇଁ ଆମେରିକା ଯିବେ ସଞ୍ଜୟ ଦତ୍ତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ ତୃତୀୟ ପର୍ଯ୍ୟାୟ ଫୁସ୍‌ଫୁସ୍‌ କର୍କଟ ହୋଇଥିବା ଜଣାପଡ଼ିବା ପରେ ସଞ୍ଜୟ ଏବେ ଚିକିତ୍ସା ପାଇଁ ଆମେରିକା ଯିବେ ବୋଲି ସୂଚନା ରହିଛି। ପୂର୍ବରୁ ସଞ୍ଜୟ ଏକ ଟ୍ବିଟ୍‌ କରି କହିଥିଲେ କି ସେ କିଛି ଦିନ ନିଜର ସ୍ବାସ୍ଥ୍ୟ ସମସ୍ୟା ପାଇଁ ଅଭିନୟରୁ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥାବସ୍ଥାରେ ଆସୁନି ସୁଧାର; ଅବସ୍ଥା ଏବେ ବି ଗୁରୁତର : ହସ୍ପିଟାଲ…

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥାବସ୍ଥା ଏବେବି ଗୁରୁତର ରହିଛି। ସେ ଏବେ ଭେଣ୍ଟିଲେଟର ସହାୟତା ଉପରେ ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ଆଜି (ବୁଧବାର) ସନ୍ଧ୍ୟାରେ ହସ୍ପିଟାଲ ପକ୍ଷରୁ ଜାରି ଏକ ବୁଲେଟିନ୍‌ରେ…
ଅଧିକ ଖବର ଦେଖନ୍ତୁ...

ତାଲିମ ଚାଲିଥିବା ବେଳେ ମହାନଦୀରେ ବୁଡି ଗଲେ ଆଇଆରବି ଯବାନ

ବୌଦ୍ଧ: ବୁଧବାର ମହାନଦୀରେ ବୁଡି ବୌଦ୍ଧ ଜିଲ୍ଲା ବଲାସିଙ୍ଗାସ୍ଥିତ ଆଇଆରବି ପଞ୍ଚମ ବାଟାଲିଆନର ଜୈନିକ ଯବାନଙ୍କ ମୃତ୍ୟୁ ହୋଇଛି। ଆଜି ଆଇଆରବି ଓଡ୍ରାଫ୍‌ଟ୍‌ ଟିମ୍‌ ପକ୍ଷରୁ ମହାନଦୀସ୍ଥିତ ଅନୁଗୁଳ ଜିଲ୍ଲା କିଆକଟା ଥାନା ବାଙ୍କପାଳ ଘାଟରେ ମକ୍‌ଡ୍ରିଲ୍‌ କରୁଥିବା ବେଳେ ପୂର୍ବାହ୍ନ ପ୍ରାୟ…
ଅଧିକ ଖବର ଦେଖନ୍ତୁ...