Daily Archives

September 19, 2020

ପ୍ରତି ସୂଚନା ପିଛା ଚୀନରୁ ୫୦୦ ଡଲାର ପାଉଥିଲା ରାଜୀବ ଶର୍ମା

ନୂଆଦିଲ୍ଲୀ : ଚୀନକୁ ଭାରତୀୟ ସେନା ସଂପର୍କରେ ଗୋପନୀୟ ଓ ସଂବେଦନଶୀଳ ତଥ୍ୟ ପ୍ରଦାନ ଅଭିଯୋଗରେ ଗିରଫ ହୋଇଥିବା ସାମ୍ବାଦିକ ରାଜୀବ ଶର୍ମାକୁ ଜେରା ବେଳେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପାଇଛି ଦିଲ୍ଲୀ ପୁଲିସ । ପୁଲିସ ସୁତ୍ରରୁ ଜଣାପଡ଼ିଛି ଯେ ସେ ପ୍ରତି ସୂଚନା ପାଇଁ ୫୦୦ ଡଲାର ପାଉଥିଲା । ତାକୁ…
ଅଧିକ ଖବର ଦେଖନ୍ତୁ...

ମିଲିଟାରି କ୍ୟାଣ୍ଟିନ୍‌ରେ କେବଳ ‘ମେଡ୍‌ ଇନ୍ ଇଣ୍ଡିଆ’ ଉତ୍ପାଦ ବିକ୍ରି ଲାଗି ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ:…

ନୂଆଦିଲ୍ଲୀ: ସମଗ୍ର ଦେଶରେ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ପରିଚାଳିତ ମିଲିଟାରି କ୍ୟାଣ୍ଟିନ୍‌ରେ କେବଳ ‘ମେଡ୍‌ ଇନ୍‌ ଇଣ୍ଡିଆ’ ସାମଗ୍ରୀ ବିକ୍ରୟ ନିମନ୍ତେ ଏଯାବତ୍ ନିଷ୍ପତ୍ତି ହୋଇ ନ ଥିବା କଥା ଶନିବାର ଦିନ କେନ୍ଦ୍ର ସରକାର କହିଛନ୍ତି। ରାଜ୍ୟସଭାରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୪୦୯୦ ଜଣ ଆକ୍ରାନ୍ତ

ଭୁବନେଶ୍ୱର: କରୋନା ଭାଇରସ ମହାମାରୀରୁ ଆଜି ୪୦୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୧ ହଜାର ୬୫୭ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।…
ଅଧିକ ଖବର ଦେଖନ୍ତୁ...

କୋରାପୁଟରୁ ବାହାରକୁ ୧ ଟନ ଗଂଜେଇ ଚାଲାଣ ଉଦ୍ୟମ ବିଫଳ, ୫ ଯୁବକ ଗିରଫ

କୋରାପୁଟ: ଏକ ଟନ ଓଜନର ସବୁଜ ନିଶା ତଥା ଗଂଜେଇ ଚାଳାଣ ଉଦ୍ୟମ ବିଫଳ ହୋଇଛି । କେରାପୁଟ ଜିଲ୍ଲା ସମିଳିଗୁଡ଼ା ଅଂଚଳରୁ ଗତକାଲି ପୂର୍ବାହ୍ନରେ ୧ ଟନ ଗଂଜେଇ ଜବତ ହେବା ସହିତ ୫ ଜଣ ଅଭିଯୁକ୍ତ ଯୁବକ ଗିରଫ ହୋଇଛନ୍ତି । ଜବତ ହୋଇଥିବା ଗଂଜେଇର ମୂଲ୍ୟ କୋଟିଏ ଟଙ୍କା ହେବ । ଅଭିଯୁକ୍ତମାନେ ହେଲେ…
ଅଧିକ ଖବର ଦେଖନ୍ତୁ...

ସହି ପାରିଲେନି ଅପମାନ ! ଗୋଟିଏ ପରିବାରର ୪ ଜଣ ଏକାଠି କଲେ ଆତ୍ମହତ୍ୟା

ଜୟପୁର: ରାଜସ୍ଥାନ ରାଜଧାନୀ ଜୟପୁର କନୌତା ଥାନା ଅନ୍ତର୍ଗତ ଯାମରୋଲି ରାଧିକା ବିହାରରେ ଗୋଟିଏ ପରିବାରର ୪ଜଣ ଏକାସଙ୍ଗେ ଫାଶୀ ଲଗାଇ ଆତ୍ମହତ୍ୟା କରିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ମଧ୍ୟରେ ପରିବାରର ମୁଖ୍ୟ ସଦାଶିବ ଦେଶାଇ(୪୫),ତାଙ୍କ ପତ୍ନୀ(୪୧), ଦୁଇ ପୁଅ(୨୩ ଓ ୨୦…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ପଥର ଯୋଗାଉଥିବା ବେଆଇନ ଖାଦନଗୁଡ଼ିକୁ ଆଇନସିଦ୍ଧ କରିବେ ରାଜସ୍ଥାନ ସରକାର

ଜୟପୁର: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ପଥର ପଠାଯାଉଥିବା ଭରତପୁର ଜିଲ୍ଲାର ବନ୍ଧ ବନେଥା ବନ୍ୟପ୍ରାଣୀ ଅଭୟାରଣ୍ୟର ବଂଶୀ ପାହାଡ଼ପୁର ଅଞ୍ଚଳର ଖାଦନଗୁଡ଼ିକୁ ରାଜସ୍ଥାନ ସରକାର ଆଇନସିଦ୍ଧ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। କିଛି ଦିନ ହେବ ବଂଶୀ ପାହାଡ଼ପୁରରୁ ପଥର ଆଣୁଥିବା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ୨୦୨୦ : ଟସ ଜିଣି ବୋଲିଂ ନିଷ୍ପତ୍ତି ନେଲା ଚେନ୍ନାଇ

ଆବୁଧାବି : ଆଜିଠାରୁ ୟୁଏଇରେ ଆରମ୍ଭ ହେଉଛି ବହୁପ୍ରତୀକ୍ଷିତ ଇଣ୍ଡିଆନ ପ୍ରମିୟର ଲିଗ ବା ଆଇପିଏଲ । ଏଥର ଭାରତରେ କରୋନା ମହାମାରୀ ଯୋଗୁଁ ଆଇପିଏଲକୁ ୟୁଏଇକୁ ସ୍ଥାନାନ୍ତରିତ କରାଯାଇଛି । ଆଜିର ଉଦଘାଟନୀ ମ୍ୟାଚ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଛି । ଗତଥରର ଚାମ୍ପିୟନ ମୁମ୍ବାଇ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ଓ ତାଙ୍କ ପରିବାର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ବୀରମିତ୍ରପୁର ଥାନା ଅଧିକାରୀ

ରାଉରକେଲା: ପୁଲିସ ଅଧିକାରୀଙ୍କୁ ନିର୍ଯାତନା ଦେଉଛନ୍ତି ତାଙ୍କର ଅଧ୍ୟାପକ ସ୍ୱାମୀ ଓ ଶାଶୁ ଘର ଲୋକେ । ରାଉରକେଲାର ରଘୁନାଥପାଲି ଥାନାରେ ଏନେଇ ଅଭିଯୋଗ ଆଣିଛନ୍ତି ବୀରମିତ୍ରପୁର ଥାନା ଅଧିକାରୀ ସ୍ନିଗ୍ଧାରାଣୀ ସୁନା । ଆଇଆଇସି ସ୍ନିଗ୍ଧାରାଣୀଙ୍କ ଅଭିଯୋଗ ଅନୁସାରେ ସେ ବଲାଙ୍ଗୀର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

‘ମୁଁ କରୋନା ପଜିଟିଭ ଆଉ ବଞ୍ଚିବି ନାହିଁ ’‌ବୋଲି ପତ୍ନୀଙ୍କୁ କହି ପ୍ରେମିକା ସହ ସ୍ବାମୀ ଫେରାର

ମୁମ୍ବାଇ: ନଭି ମୁମ୍ବାଇର ଭାସି ଅଞ୍ଚଳ‌ରେ ଜୁଲାଇ ୨୪ ରାତିରେ ଜଣେ ୨୮ବର୍ଷର ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଡାକି କହିଥିଲେ,‘ ମୋର କରୋନା ରିପୋର୍ଟ ପଜିଟିଭ ଆସିଛି, ମୁଁ ଆଉ ବଞ୍ଚି ପାରିବି ନାହିଁ।’ ପତ୍ନୀ କିଛି ବୁଝିବା ପୂର୍ବରୁ ସ୍ୱାମୀଙ୍କ ଫୋନ୍ କାଟି ଦେଇଥିଲେ।| ବିଚଳିତ ହୋଇ ପତ୍ନୀ…
ଅଧିକ ଖବର ଦେଖନ୍ତୁ...

ପୋଲାଭରମ ପ୍ରକଳ୍ପ ନେଇ ଜାତୀୟ ଗ୍ରୀନ ଟ୍ରିବୁନାଲରେ ଶୁଣାଣି : ଓଡ଼ିଶା ସମେତ ଅନ୍ୟ ପ୍ରଭାବିତ ରାଜ୍ୟର ଚିନ୍ତା ଦୂର ପାଇଁ…

ନୂଆଦିଲ୍ଲୀ : ଗୋଦାବରୀ ନଦୀ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ନିର୍ମାଣାଧୀନ ପୋଲାଭରମ ନଦୀବନ୍ଧ ପ୍ରକଳ୍ପ ଉପରେ ନିଜର ରାୟ ଶୁଣାଇଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ । ଏହି ପ୍ରକଳ୍ପ ସଂପର୍କରେ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ ଚିନ୍ତା ଦୂରକରିବାକୁ ସେମାନଙ୍କ ସହ…
ଅଧିକ ଖବର ଦେଖନ୍ତୁ...