Daily Archives

September 26, 2020

ଭାରସାମ୍ୟ ହରାଇ ବାଇକରୁ ପଡି ଯୁବକଙ୍କ ମୃତ୍ୟୁ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବୁଢୀଦର ମଣ୍ଡି ଠାରେ ଜଣେ ଯୁବକ ଭାରସାମ୍ୟ ହରାଇ ବାଇକରୁ ପଡି ମୃତ୍ୟୁ ବରଣ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କୋକସରା ଥାନା ଅନ୍ତର୍ଗତ ସର୍ଗିଗୁଡା ଗ୍ରାମର କ୍ଷିତିଶ ତେଜି(୨୭) କୌଣସି…
ଅଧିକ ଖବର ଦେଖନ୍ତୁ...

୮୮ ବର୍ଷରେ ପଦାର୍ପଣ କଲେ ମନମୋହନ ସିଂହ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ନେତା ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବର୍ଷୀୟାନ କଂଗ୍ରେସ ନେତା ମନମୋହନ ସିଂହ ଆଜି (ଶନିବାର) ୮୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ବହୁ ନେତା ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘ ଜୀବନ…
ଅଧିକ ଖବର ଦେଖନ୍ତୁ...

୧୪୦ ଲିଟର ଦେଶୀ ମଦ ଓ ୮୦୦ କିଲୋ ମହୁଲ ପୋଚ ଜବତ, ଜଣେ ଅଟକ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସାମୁଏଲ୍‌ ଏକାଙ୍କର ନିର୍ଦ୍ଦେଶ କ୍ରମେ ଆଜି ଉଲୁଣ୍ଡା ବ୍ଲକର ଏସ୍‌ ପତ୍ରାପାଲି ଅଂଚଳରେ ଥିବା ଜଙ୍ଗଲରୁ ୧୪୦ ଲିଟର ମଦ ଓ ୮୦୦ କିଲୋ ମହୁଲ ପୋଚ ଜବତ ହୋଇଛି। ମଦ କାରବାର ସହିତ ଜଡ଼ିତ ଜଣେ ଅଭିଯୁକ୍ତକୁ ଅବକାରୀ ବିଭାଗ ଅଟକ ରଖି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ସୁସମ୍ବାଦ ପାଇବେ। ସୋମ, ମଙ୍ଗଳ ଓ ବୁଧବାର ଜୀବନରେ ଆଗକୁ ବଢ଼ିଚାଲିବେ। ଗୁରୁ ଓ ଶୁକ୍ରବାର: ଘରର ଆବଶ୍ୟକତା ଉପରେ ଧୢାନ ଦିଅନ୍ତୁ। ଶନିବାର: ଧନଲାଭ ହେବ। ରବିବାର: ସୁସମ୍ବାଦ ପାଇବେ। ସୋମ, ମଙ୍ଗଳ ଓ ବୁଧବାର ଜୀବନରେ ଆଗକୁ ବଢ଼ିଚାଲିବେ। ଗୁରୁ ଓ ଶୁକ୍ରବାର: ଘରର…
ଅଧିକ ଖବର ଦେଖନ୍ତୁ...

କୋଲକାତାକୁ  ୧୪୩ ରନର ଟାର୍ଗେଟ ଦେଲା  ହାଇଦ୍ରାବାଦ

ଦୁବାଇ : ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୦ର ୮ମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ କୋଲକତାକୁ ୧୪୩ ରନର ଟାର୍ଗେଟ ଦେଇଛି । ଆଜି ହାଇଦ୍ରାବାଦ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଅଧିନାୟକ ଡେଭିଡ ୱାର୍ନର ଓ ଜନି…
ଅଧିକ ଖବର ଦେଖନ୍ତୁ...

ଦୀପିକାଙ୍କୁ ଏନ୍‌ସିବି ସମନ ପଠାଇବା ପରେ ଟ୍ବିଟ୍‌ରରେ ଟ୍ରେଣ୍ଡ୍ ହେଉଛନ୍ତି ସ୍ବାମୀ ରଣବୀର

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନ୍‌ସିବି) ବେଆଇନ୍‌ ଡ୍ରଗ୍ସ କାରବାର ମାମଲାର ତଦନ୍ତ କରି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ ଜାରି କରିବା ପରେ ଏବେ ମାଇକ୍ରୋବ୍ଲଗିଂ ସାଇଟ୍‌ରେ ଟ୍ରେଣ୍ଡ୍‌ ହେବାରେ ଲାଗିଛନ୍ତି ତାଙ୍କ ଅଭିନେତା ସ୍ବାମୀ ରଣବୀର ସିଂହ।…
ଅଧିକ ଖବର ଦେଖନ୍ତୁ...

ପ୍ରଶାସନ ଶୁଣିଲାନି, ପାହାଡ କାଟି ୨ କିଲୋମିଟର ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ବାଙ୍ଗିରିପୋଷି: ଲୋକଙ୍କ ନିବେଦନ ପ୍ରଶାସନ ଶୁଣିଲା ନାହିଁ। ବାଧ୍ୟ ହୋଇ ତିନି ଫଚାୟତର ଶତାଧିକ ଗ୍ରାମବାସୀ ସପ୍ତାହରେ ଗୋଟିଏ ଦିନ ଶ୍ରମ ଦାନ କରି ମୟୂରଭଂଜ ଜିଲ୍ଲାର ଶିମିଳିପାଳ ପାଦଦେଶର ମଝିଗାଁ ଠାରୁ ଜାମତଳିଆ ପାହାଡ କାଟି ନିର୍ମାଣ କରିଛନ୍ତି ରାସ୍ତା। ବାଙ୍ଗିରିପୋଷି ବ୍ଲକ ବ୍ରାହ୍ମଣ…
ଅଧିକ ଖବର ଦେଖନ୍ତୁ...

ଅଫିସ୍‌ ବୟରୁ ଷ୍ଟାର୍ଟଅପ୍‌ ନିର୍ମାତା! ଜାଣନ୍ତୁ ତାଙ୍କ ସଫଳତାର କାହାଣୀ

ମୁମ୍ବାଇ: ଇଚ୍ଛା ଶକ୍ତି ଥିଲେ କୌଣସି ବି କାର୍ଯ୍ୟ ଅସମ୍ଭବ ନୁହେଁ। ଏପରି ପ୍ରମାଣ କରି ଦେଖାଇଛନ୍ତି ମହାରାଷ୍ଟ୍ରର ବିଡ୍‌ ସହରର ୨୯ ବର୍ଷିଅ ଯୁବକ ଦାଦାସାହେବ ଭାଗବତ। ସେ ସାମାନ୍ୟ ଜଣେ ଅଫିସ୍‌ ବୟରୁ ଯେପରି ଭାବେ ଏକ ଷ୍ଟାର୍ଟଅପ୍‌ର ନିର୍ମାତା ସାଜି ପାରିଛନ୍ତି ତାହା ନିଶ୍ଚିତ ଭାବେ ଏକ…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୨୧୭ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ଅଂଚଳରୁ ୯୮ ଜଣ ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ମୋଟ ୨୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୧୯ ଜଣ ଓ ସ୍ଥାନୀୟ ଅଂଚଳରୁ ୯୮ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୪୪…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ଗୁହାରୀ କଲେ ସ୍ତ୍ରୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ଜଣେ ମହିଳା ନିଜ ସ୍ୱାମୀଙ୍କର ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଳାପାଳଙ୍କୁ ଗୁହାରୀ କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାରୁ ପ୍ରକାଶ ଯେ, ଗତ ୧୬ ତାରିଖ…
ଅଧିକ ଖବର ଦେଖନ୍ତୁ...