Daily Archives

September 28, 2020

ଭତ୍ତା ଟଙ୍କା ବଣ୍ଟନରେ ଅନିୟମିତତା: ରାୟଗଡ଼ା ପୌର ପରିଷଦରେ ପଶିଲା ଭିଜିଲାନସ୍

ରାୟଗଡ଼ା: ରାୟଗଡ଼ା ପୌର ପରିଷଦରେ ଭତ୍ତା ବଣ୍ଟନରେ ହୋଇଛି ଅନିୟମିତତା। ମୃତ ଓ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ହିତାଧିକାରୀଙ୍କ ନାଁରେ ହଡପ କରାଯାଇଛି ଲକ୍ଷାଧିକ ଟଙ୍କା। ୨୦୧୮-୧୯ ଆର୍ଥିକ ବର୍ଷରେ ହୋଇଥିବା ଏହି ଅନିୟମିତତାର ତଦନ୍ତ ଆରମ୍ଭ କରିଛି ରାୟଗଡ଼ା ଭିଜିଲାନସ୍। ଆଜି ପୌର ପରିଷଦ…
ଅଧିକ ଖବର ଦେଖନ୍ତୁ...

ଷ୍ଟେଟ୍ ବ୍ୟାଙ୍କର ନୂଆ ଅଫର : କାର୍, ସୁନା, ବ୍ୟକ୍ତିଗତ ଋଣ ଉପରେ ପ୍ରୋସେସିଂ ଫି’ ଛାଡ଼

ଭୁବନେଶ୍ୱର: ଚଳିତ ପାର୍ବଣ ଋତୁରେ ଖୁଚୁରା ବର୍ଗର ଗ୍ରାହକମାନଙ୍କୁ ଖୁସି କରିବା ଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ କେତେକ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ୟୋନୋ ଜରିଆରେ କାର୍, ସୁନା କିମ୍ବା ବ୍ୟକ୍ତିଗତ ଋଣ ପାଇଁ ଆବେଦନ କରୁଥିବା ଗ୍ରାହକମାନଙ୍କ ପାଇଁ ପ୍ରୋସେସିଂ ଫି’…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦିବ୍ୟାଙ୍ଗ ମନୀଷା ଭତ୍ତା ଯୋଜନାରେ ସାମିଲ ହେବ କେବେ

ଖଡ଼ିଆଳ: ସରକାର ଦିବ୍ୟାଙ୍ଗମାନଙ୍କ ପାଇଁ ଅନେକ ଜନମଙ୍ଗଳକାରୀ ଯୋଜନା ପ୍ରଣୟନ କରିଛନ୍ତି। ଏହାର ଉଦ୍ଦେଶ୍ୟ ଦିବ୍ୟାଙ୍ଗମାନେ ସେସବୁର ସୁବିଧା ପାଇ ଉପକୃତ ହେବେ। ହେଲେ ପଞ୍ଚାୟତସ୍ତରରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀମାନଙ୍କ ବେପରୁଆ ମନୋବୃତ୍ତି ଯୋଗୁ ସେସବୁ ଯୋଜନାର ଲାଭ ପ୍ରକୃତ…
ଅଧିକ ଖବର ଦେଖନ୍ତୁ...

ଦେଶରେ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୫୦ ଲକ୍ଷ ଟପିଲା; ୧୧ ଦିନରେ ସୁସ୍ଥ ହେଲେ ୧୦ ଲକ୍ଷ

ନୂଆଦିଲ୍ଲୀ: ଆଜି (ସୋମବାର) ଦେଶରେ କରୋନା ସଂକ୍ରମଣରୁ ଆରୋଗ୍ୟଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୫୦,୧୬,୫୨୦ ଅତିକ୍ରମ କରିଛି। ସଂପ୍ରତି ପ୍ରତ୍ୟେକ ଦିନ ଅଧିକରୁ ଅଧିକ କରୋନା ରୋଗୀ ସୁସ୍ଥ ହେଉଥିବା ବେଳେ ଦୈନିକ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୪,୮୯୩ ଆକ୍ରାନ୍ତ…
ଅଧିକ ଖବର ଦେଖନ୍ତୁ...

ଶରୀରରୁ ଅତିରିକ୍ତ ଚର୍ବି ଖସାଇବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ

ଓଜନକୁ ନିଜ ଆୟତ୍ତରେ ରଖିବାକୁ ଆଜିକାଲି ଲୋକେ ବହୁ ପଦ୍ଧତି ଆପଣାଉଛନ୍ତି। ଓଜନ ବଢ଼ିବା ଯେତେ ସହଜ ହୋଇଥାଏ ଓଜନ କମିବା ଆଦୌ ବି ସେତିକି ସହଜ ହୋଇ ନଥାଏ। ଓଜନ କମାଇବା ପାଇଁ ଲୋକଙ୍କୁ ବହୁ  କସରତ୍‌ କରିବାକୁ ପଡ଼ିଥାଏ। ମୋଟାପଣ ଅନେକଗୁଡ଼ିଏ ରୋଗର କାରଣ। ଆପଣ ଏକଥା ନିଶ୍ଚୟ ଜାଣିଥିବେ ଯେ ପତଳା…
ଅଧିକ ଖବର ଦେଖନ୍ତୁ...

ରଣବୀରଙ୍କ ଜନ୍ମଦିନରେ ପ୍ରଥମ ସାକ୍ଷାତର ଏକ ଲଜ୍ଜାଜନକ ମୁହୂର୍ତ୍ତକୁ ମନେ ପକାଇଲେ ଆଲିଆ

ମୁମ୍ବାଇ: ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପ୍ରେମ ସଂପର୍କ ବିଷୟରେ ଆପଣ ଜାଣିଥିବେ ନିଶ୍ଚୟ। ଏହି ଯୋଡ଼ି ଦୀର୍ଘ ଦିନ ହେବ ପରସ୍ପର ସହ ସଂପର୍କରେ ଅଛନ୍ତି। ସୋସିଆଲ୍‌ ମିଡିଆରେ ଏହି ଯୋଡ଼ି ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇ ଚାଲିଛନ୍ତି। ଆଗାମୀ ଦିନରେ ସେମାନଙ୍କ ବିବାହ…
ଅଧିକ ଖବର ଦେଖନ୍ତୁ...

ଦଉଡ଼ା ଧରି ଚମତ୍କାର ଷ୍ଟଣ୍ଟ୍‌ ପ୍ରଦର୍ଶନ କଲେ ୪ ବନ୍ଧୁ, ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ପୂର୍ବରୁ ଆପଣ ଅନେକ ଭାଇରାଲ୍‌ ଭିଡିଓ ଦେଖିଥିବେ। ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଆପଣ ୟୁଟ୍ୟୁବ୍‌ କିମ୍ବା ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଦେଖିବାକୁ ପାଇଥିବେ। ନିକଟରେ ୪ ଜଣ ଯୁବକଙ୍କର ଏକ ଷ୍ଟଣ୍ଟ୍‌ ଭିଡିଓ ଟ୍ବିଟ୍‌ରରେ ଭାଇରାଲ୍‌ ହେବା ପରେ ଭିଡିଓଟି ବେଶ୍‌ ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ଚାକିରି ଛାଡ଼ି ଚାଷ କାମକୁ ଆପଣେଇଲେ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟ ଛାତ୍ର, ପିଜୁଳି ବିକି ଦିନକୁ ରୋଜଗାର କରୁଛନ୍ତି ୧୦…

ମୁମ୍ବାଇ: କଥାରେ ଅଛି ଦୃଢ଼ ଇଚ୍ଛା ଶକ୍ତି କୌଣସି ବି କାର୍ଯ୍ୟରେ ସଫଳତା ଦେଇପାରେ। ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ୩୪ ବର୍ଷିୟ ବିଜିନେସ୍‌ ମ୍ୟାନେଜମେଣ୍ଟ୍‌ ଛାତ୍ର ଶିତଲ ସୂର୍ଯ୍ୟବଂଶୀ। ପରିବାରର ବିରୋଧ ସତ୍ତ୍ବେ ନିଜ ଉପରେ ଥିବା ଆତ୍ମବିଶ୍ବାସକୁ ସାଥିରେ ଧରି ଚାକିରି ଛାଡ଼ି…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବର ୧୨ରୁ ୨୨ ଯାଏଁ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୨ ତାରିଖ ଠାରୁ ପିଜି ପ୍ରବେଶିକା ପରୀକ୍ଷା ହେବ। ଏହି ପ୍ରବେଶିକା ପରୀକ୍ଷା ଅକ୍ଟୋବର ୨୨ରେ ଶେଷ ହେବ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ଶିକ୍ଷା ବିଭାଗର ସୂଚନା ଅନୁସାରେ ଦିନକୁ ୩ଟି ସିଫ୍ଟରେ ପ୍ରବେଶିକା ପରୀକ୍ଷା ହେବ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ହର୍ଷ ଉଲ୍ଲାସରେ ଭରି ରହିବ। କୌଣସି ଜରୁରୀ କାମ ସ˚ପୂର୍ଣ୍ଣ ହୋଇଯିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ଛାତ୍ରଙ୍କୁ ବଡ଼ ପ୍ରୋଜେକ୍ଟ ମିଳିବ। ବୃଷ: ଆଗକୁ ବଢ଼ିବାର ଦିନଟିଏ। ମାନସିକ ଚିନ୍ତା ଦୂର ହେବ। ରାଜନୀତିରେ ପରିସର ବଢ଼ାଇବେ। ବେପାରରେ ନୂଆ ଚୁକ୍ତିପତ୍ର…
ଅଧିକ ଖବର ଦେଖନ୍ତୁ...