Daily Archives

October 14, 2020

ପ୍ରେମୀ ଯୁଗଳଙ୍କୁ ଗଛରେ ବାନ୍ଧିଲେ ଗାଁଲୋକେ

ବ୍ରହ୍ମବରଦା: ଯାଜପୁର ଜିଲ୍ଲା ବ୍ରହ୍ମବରଦା ଫାଣ୍ଡି ଅନ୍ତର୍ଗତ ‌ବଉଳାଘାଇ ଦାଣ୍ଡି‌ଠାରେ ଆଜି ଏକ ପ୍ରେମୀ ଯୁଗଳଙ୍କୁ ଗାଁଲୋକେ ଗଛରେ ବାନ୍ଧି ଦେଇଥିବା ଦେଖିବାକୁ ମିଳିଥିଲା। ପରେ ଗାଁ ଲୋକେ ପ୍ରେମିକକୁ ପୁଲିସ ଜିମା ଦେଇଥିବା ବେଳେ ମହିଳାଙ୍କୁ ଛାଡ଼ି ଦେଇଥିଲେ। ଏହାକୁ ନେଇ ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ବେଟିଂ: ଯୁବକ ଗିରଫ, ମୋବାଇଲ ଓ ଟଙ୍କା ଜବତ

ରାଉରକେଲା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ବେଟିଂ କରୁଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପ୍ଲାଣ୍ଟସାଇଟ୍‌ ପୁଲିସ। ଗିରଫ ଯୁବକ ଜଣକ ହେଲେ ମହତାବ ରୋଡସ୍ଥିତ ଗଞ୍ଜାମ ବସ୍ତିର ବାବୁଲି ବିଶ୍ୱାଳ। ଗତକାଲି ରାତି ପ୍ରାୟ ୯ଟାରେ ତା’ ଘରେ ବେଟିଂ କରୁଥିବା ପୁଲିସ ସୂଚନା ପାଇ…
ଅଧିକ ଖବର ଦେଖନ୍ତୁ...

ବାପା ତୁମେ ଏକା ନୁହେଁ; କୌଳିକ ବୃତ୍ତିକୁ ଆଗେଇ ନେବା ମୁଁ ତୁମ ସହିତ ଅଛି ! ମୂର୍ତ୍ତି କାରିଗର ଅଭିମନ୍ୟୁଙ୍କୁ ଏମିତି…

ଭୁବନେଶ୍ବର: ଆଜିକାଲି ଝିଅମାନେ ବି କୌଣସି କାମରେ କମ ନୁହନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ସଫଳତା ଦେଖିବାକୁ ମିଳୁଛି। ଘରେ ପୁଅଟିଏ ଜନ୍ମ ହେଲେ ଭବିଷ୍ୟତରେ ବାପା ସହିତ କାନ୍ଧରେ କାନ୍ଧ ମିଳାଇ ଚାଲିବ ବୋଲି ଲୋକଙ୍କ ଧାରଣା ରହିଛି। କିନ୍ତୁ ଆଜିର ସମୟରେ ବି ଝିଅମାନେ ବାପାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଇତିହାସ ଅଧ୍ୟାପକ ନିଯୁକ୍ତି ବିବାଦ ଡିସେମ୍ବର ୩ର ରାୟ ରଦ୍ଦ, ସାନି ମେଧା ତାଲିକା ପ୍ରକାଶ ପାଇଁ ଏସ୍‌ଏସ୍‌ବିକୁ…

କଟକ: ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡିକରେ ଇତିହାସ ଅଧ୍ୟାପକ ନିଯୁକ୍ତି ପାଇଁ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ (ଏସ୍‌ଏସ୍‌ବି)କୁ ଆଉ ସାନି ପରୀକ୍ଷା କରିବାକୁ ପଡ଼ିବ ନାହିଁ। ଇତିହାସ ଅଧ୍ୟାପକ ନିଯୁକ୍ତି ପାଇଁ ମାର୍ଚ୍ଚ ୧୦ର ଲିଖିତ ପରୀକ୍ଷା ରଦ୍ଦ କରିବା ସହିତ ସାନି ପରୀକ୍ଷା ୬…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କେବଳ ନିଜ କାମରେ ଧ୍ୟାନ ଦିଅନ୍ତୁ। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ। କାରବାରରେ ଭଲ ଲାଭ ମିଳିବ। ବୃଷ: ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ, ଦିନଟି ଭଲରେ କଟିବ। ବ୍ୟବସାୟ କାମରେ ସହଯୋଗୀଙ୍କ ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନରେ ନିବିଡ଼ତା…
ଅଧିକ ଖବର ଦେଖନ୍ତୁ...

ଜାତିସଂଘ ରିଲିଫ୍ ଓ ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ଲାଗି କାମ କରୁଥିବା ୱାର୍କ ‌ଏଜେନ୍‌ସିକୁ ୧ ନିୟୁତ ଡଲାର୍ ପ୍ରଦାନ କଲା…

ରାମଲ୍ଲା: ଜାତିସଂଘ ରିଲିଫ୍ ଓ ନିୟର୍‌ ଇଷ୍ଟ୍‌ରେ ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ଲାଗି କାମ କରୁଥିବା ୱାର୍କ ‌ଏଜେନ୍‌ସିକୁ ବୁଧବାର ଦିନ ଭାରତ ୧ ନିୟୁତ ଆମେରିକୀୟ ଡଲାର୍‌ ପ୍ରଦାନ କରିଛି। ଶିକ୍ଷା, ସ୍ବାସ୍ଥ୍ୟ ସେବା, ରିଲିଫ୍‌ ଏବଂ ସାମାଜିକ ସେବା ସମେତ ଏଜେନ୍‌ସିର କାର୍ଯ୍ୟକ୍ରମ ଓ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ଆଗରେ ୧୬୨ ରନର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ

ଦୁବାଇ :  ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସ ଆଗରେ ୧୬୨ ରନର ବିଜୟ ଲକ୍ଷ୍ୟ ରଖିଛି । ଆଜି ଦିଲ୍ଲୀ ଟସ ଜିଣି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦିଲ୍ଲୀ ଦଳ ପ୍ରଥମରୁ…
ଅଧିକ ଖବର ଦେଖନ୍ତୁ...

ଆଗକୁ ସଂକ୍ରମଣ ଆଶଙ୍କା କମ ହେବ କାହିଁକି ? କାରଣ ଦର୍ଶାଇଛନ୍ତି ବିଶେଷଜ୍ଞ ଡାକ୍ତର

ଭୁବନେଶ୍ବର: ସେପ୍ଟେମ୍ବର ମାସ ଅପେକ୍ଷା ଅକ୍ଟୋବର ମାସରେ କମ ରହିଛି କରୋନା ସଂକ୍ରମଣ । ଗତ ମାସ ତୁଳନାରେ ପ୍ରତ୍ୟେକ ଦିନ କମ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ସଂକ୍ରମଣ ହାର କମିବା ପଛରେ କ’ଣ ରହିଛି କାରଣ । କାହିଁକି କମୁଛି କରୋନା ସଂକ୍ରମଣ ? ଏନେଇ ବିଭିନ୍ନ କାରଣ ଦର୍ଶାଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ନ୍ୟୁ ରାଜଧାନୀ ବସକୁ ୫ଲକ୍ଷ ୬୭ ହଜାର ଜରିମାନା, ବିନା ପରିମିଟରେ ଚାଲୁଥିଲା ବସ

ଜୟପୁର: କୋରାପୁଟ ଜିଲ୍ଲାରୁ ଭୁବନେଶ୍ବରକୁ ଚଳାଚଳ କରୁଥିବା ନ୍ୟୁ ରାଜଧାନୀ ବସ(ଓଡି-୧୦-ଏଫ-୦୪୦୯)କୁ ଭୁବନେଶ୍ବର-୨ ଆରଟିଓ ୫ ଲକ୍ଷ ୬୭ ହଜାର ଟଙ୍କା ଜରିମାନା କରିଛି। ବିନା ପରିମିଟ୍, ବିନା କର ଓ ବିନା ଫିଟନେସରେ ଏହି ବସ ପ୍ରତିଦିନ କୋରାପୁଟରୁ ଭୁବନେଶ୍ବରକୁ ଶହ ଶହ ଯାତ୍ରୀଙ୍କୁ ନେବା…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚୀନ ସେନାକୁ ରାଷ୍ଟ୍ରପତି ଜିନପିଙ୍ଗଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)କୁ ନିର୍ଦ୍ଦେଶ ଦେଇଛନ୍ତି । ଚୀନର ସିନହୁଆ ସମ୍ବାଦ ସରବରାହ ଏଜେନ୍ସିର ରିପୋର୍ଟକୁ ଉଦ୍ଧାର କରି…
ଅଧିକ ଖବର ଦେଖନ୍ତୁ...