Daily Archives

November 28, 2020

ଗଞ୍ଜାମ ଓକିଲ ସଂଘ ନିର୍ବାଚନ: ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା, ମଇଦାନରେ ୧୦ ପ୍ରାର୍ଥୀ

ବ୍ରହ୍ମପୁର: ଗଞ୍ଜାମ ଓକିଲ ସ˚ଘ ନିର୍ବାଚନ ପାଇଁ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଚଳିତ ବର୍ଷ ନିର୍ବାଚନର ବିଭିନ୍ନ ପଦ ପାଇଁ ନିର୍ବାଚନୀ ମଇଦାନରେ ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିବେ। ଆସନ୍ତା ଡିସେମ୍ବର ୧୨ ତାରିଖରେ ଭୋଟ୍‌ ଗ୍ରହଣ କରାଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

ବାର୍‌ହା ଦାନ୍ତ ଯୋଡ଼ାକୁ ଲକ୍ଷେ ! ପ୍ରାଣୀ ଅଙ୍ଗ ରାକେଟ୍ ସକ୍ରିୟ, ଝାଡ଼ଖଣ୍ଡ ଓ ରାଉରକେଲାକୁ ଚୋରା ଚାଲାଣ

କୁତ୍ରା (ସୁନ୍ଦରଗଡ଼): ସୁନ୍ଦରଗଡ଼ର କୁତ୍ରା ଅଞ୍ଚଳରେ ବର୍ତ୍ତମାନ ବ‌ାର୍‌ହା ଦାନ୍ତ ବିକ୍ରିକୁ ନେଇ ମାହୋଲ ପୂରା ସରଗରମ ରହିଛି। ମନ୍ତ୍ର, ତନ୍ତ୍ର ଓ ବିଭିନ୍ନ ଔଷଧ ତିଆରିରେ ଏହାର ଚାହିଦା ଥିବାରୁ ଏହାକୁ ନେଇ ବେପାରୀମାନେ ଭଲ ଲାଭ କରୁଛନ୍ତି । ବାର୍‌ହା ଦାନ୍ତ ଯୋଡ଼ାକୁ ଏକ ଲକ୍ଷ ଟଙ୍କାରେ…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟରେ ଚାଲିଗଲା ବାଳଶ୍ରମିକଙ୍କ ଜୀବନ: ୫ ଦିନ ହସ୍ପିଟାଲ ଶବଗୃହରେ ପଡି ରହିବା ପରେ ଗାଁକୁ ଶବ ଧରି ଫେରୁଛି ବାପା

ରାଉରକେଲା: ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଗୁଜୁରାଟ ଯାଇଥିବା ସୁନ୍ଦରଗଡର ଜଣେ ବାଳକ ଶ୍ରମିକଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ମୃତ ବାଳଶ୍ରମିକ ଜଣକ ହେଲେ କୁଆରମୁଣ୍ଡା ଜମୁନାଢ଼ିପା ଅଞ୍ଚଳର। ଗତ ୨୩ ତାରିଖ ସନ୍ଧ୍ୟାରେ ପାଣି ମୋଟର ଷ୍ଟାର୍ଟ କରୁଥିବା ବେଳେ ବିଦ୍ୟୁତ୍‌…
ଅଧିକ ଖବର ଦେଖନ୍ତୁ...

‘ମ୍ୟାନ୍‌ହୋଲ୍‌’, ‘ସୁଏଜ୍’ ଏବଂ ‘ପଟ୍‌ହୋଲ୍‌’ କାରଣରୁ ଘଟୁଥିବା ମୃତ୍ୟୁ ଘଟଣାରେ ସରକାରଙ୍କୁ ରିପୋର୍ଟ ମାଗିଲେ…

ନୂଆଦିଲ୍ଲୀ: ସମଗ୍ର ଭାରତରେ ‘ମ୍ୟାନ୍‌ହୋଲ୍‌’, ‘ସୁଏଜ୍’ ଏବଂ ‘ପଟ୍‌ହୋଲ୍‌’ କାରଣରୁ ଘଟୁଥିବା ମୃତ୍ୟୁ ସଂକ୍ରାନ୍ତରେ ନୋଟିସ୍‌ ଜାରି କରିବା ସହ ଜାତୀୟ ମାନବାଧିକାର କମିସନ୍‌ (ଏନ୍‌ଏଚ୍‌ଆର୍‌ସି) ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ସଚିବଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ପିକଅପ ଭ୍ୟାନରେ ଧକ୍କାରେ ନାବାଳକ ମୃତ୍ୟୁ, ଚାଳକ ଅଟକ

ବାଲିଅନ୍ତା:ହଂସପାଳ –ଅଭୟମୁଖୀ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ବାଲିକାନ୍ଥିଆ ନିକଟରେ ଆଜି ସଂଧ୍ୟା ୫ଟା ସମୟରେ ଏକ ଦ୍ରୁତଗାମୀ ପିକଅପ ଭ୍ୟାନ ଧକ୍କାରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ସ୍ଥାନୀୟ ସରକଣା ପଞ୍ଚାୟତ ଅଧୀନ ଛନ୍ଦୋଳ ଗ୍ରାମର ପ୍ରତାପ କୁମାର ଦାଶଙ୍କ ପୁଅ ସାର୍ଥକ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ କାକା-ପୁତୁରା ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାଜପଥ ଅବରୋଧ

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍‌ ଦେବାହାଲଠାରେ ଶୁକ୍ରବାର ରାତିରେ ଦୁର୍ଘଟଣା ଘଟିିଛି। କୌଣସି ଗାଡ଼ି ଧକ୍କାରେ ବାଇକ୍‌ ଆରୋହୀ କକା-ପୁତୁରାଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ହିଁ କାକା ରାଜେନ୍ଦ୍ର କଲେତ(୫୦)ଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ପୁତୁରା ହେମକାନ୍ତ କଲେତ…
ଅଧିକ ଖବର ଦେଖନ୍ତୁ...

ବିଷ ପିଇ ନାବାଳିକାର ଆତ୍ମହତ୍ୟା

ରାଇରଙ୍ଗପୁର/ବହଳଦା: ମୟୂରଭଞ ଜିଲ୍ଲା ବହଳଦା ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି | ସୂଚନା ଅନୁଯାୟୀ ବହଳଦା ନିକଟସ୍ଥ ଇନ୍ଦଟାଣ୍ଡି ଗ୍ରାମର ବାଲିଆ ହେମ୍ବ୍ରମଙ୍କ ଝିଅ ଛିତା ହେମ୍ବ୍ରମ୍ (୧୪) ଆଜି ଦିନ ୪ଟା ବେଳେ କୌଣସି କାରଣରୁ ବିଷପାନ କରିଦେଇଥିଲେ | ପରିବାର ଲୋକେ ଘଟଣା ବିଷୟରେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମେ ଦୁଷ୍କର୍ମ, ପରେ ବିବାହ ପ୍ରତିଶ୍ରୁତି ଓ ପ୍ରତାରଣା, ଅଭିଯୁକ୍ତ ସମ୍ପର୍କୀୟ ଯୁବକ ଗିରଫ

ବାରିପଦା : ପ୍ରଥମେ ଦୁଷ୍କର୍ମ, ପରେ ବିବାହର ପ୍ରତିଶ୍ରୁତି ଏବଂ ପ୍ରତାରଣା। ଏ ନେଇ ବାରିପଦା ଟାଉନ ଥାନା ପୁଲିସ ଅଭିଯୁକ୍ତ ଯୁବକ ଶୁଳିଆପଦା ଥାନା ଅନ୍ତର୍ଗତ ଡୁମ୍ବୁରଡିହା ଗ୍ରାମର ଶିବ ବିନ୍ଧାଣୀ(୨୨)କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ଗତ ଅଗଷ୍ଟ ୩୦ ସନ୍ଧ୍ୟା ୭ଟା ସମୟରେ…
ଅଧିକ ଖବର ଦେଖନ୍ତୁ...

କୋହଲା ଓ ଝିପି ଝିପି ବର୍ଷାରେ ବେହାଲ ଚାଷୀ, ମଣ୍ଡିରେ ଅବ୍ୟବସ୍ଥା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ କୋହଲା ଓ ଝିପି ଝିପି ବର୍ଷାରେ ମଣ୍ଡିକୁ ଧାନ ଆଣିଥିବା ଚାଷୀମାନେ ବେହାଲ ହୋଇପଡିଛନ୍ତି । ବହୁ ମଣ୍ଡି ମାନଙ୍କରେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଛାଉଣୀ ନ ଥିବା ଯୋଗୁଁ ଚାଷୀମାନେ ଏବେ ଅଡୁଆରେ ପଡିଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି…
ଅଧିକ ଖବର ଦେଖନ୍ତୁ...

୩ ମୃତ କୋଭିଡ଼୍ ଯୋଦ୍ଧା ପରିବାରକୁ ଦିଆଗଲା ୫୦ଲକ୍ଷ ଲେଖାଏଁ ସହାୟତା

ବ୍ରହ୍ମପୁର : କରୋନା ଲଢେଇରେ ସାମିଲ ହୋଇ ମୃତ୍ୟୁ ବରଣ କରିଥିବା ୩ଜଣ ଶିକ୍ଷକ ତଥା କୋଭିଡ଼୍ ଯୋଦ୍ଧାଙ୍କ ପରିବାରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ରିଲଫ୍ ପାଣ୍ଠିରୁ ୫୦ଲକ୍ଷ ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ମୃତ ଶିକ୍ଷକଙ୍କ ପରିବାର ସଦସ୍ୟମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ…
ଅଧିକ ଖବର ଦେଖନ୍ତୁ...