Daily Archives

January 8, 2021

ତଥ୍ୟ ଲିକ ଅଭିଯୋଗରେ ସେବାନିବୃତ ଯବାନଙ୍କୁ ଗିରଫ କଲା ଏଟିଏସ

ନୂଆଦିଲ୍ଲୀ: ସେନାର ତଥ୍ୟ ଲିକ ଅଭିଯୋଗରେ ଗିରଫ ହେଲେ ସେନାର ପୂର୍ବତନ ଯବାନ | ଶୁକ୍ରବାର ଦିନ ମେରଟ ଏଟିଏସ(ଆଣ୍ଟି ଟେରୋରିଜିମ ସ୍କ୍ୱାର୍ଡ)ର ଏକ ଟିମ ଜଣେ ପୂର୍ବତନ ଯବାନଙ୍କୁ ଗିରଫ କରିଛି | ଏହି ଯବାନଙ୍କ ନାମ ସୌରଭ ଶର୍ମା ହୋଇଥିବାବେଳେ ତାଙ୍କୁ ଉତ୍ତରପ୍ରଦେଶର ହାପୁରରୁ ଗିରଫ କରାଯାଇଛି…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ମୃଦୁ ଭୂମିକମ୍ପ, ଲୋକେ ଭୟଭୀତ

ଦାରିଙ୍ଗବାଡ଼ି/ବାଲିଗୁଡ଼ା/ଭଞ୍ଜନଗର: କନ୍ଧମାଳ ଜିଲ୍ଲା ଓ ଏହାର ସୀମାନ୍ତ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଭାଗରେ ଆଜି ରାତି ୯ଟା ୪୯ ମିନିଟ୍‌‌ରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଦାରିଙ୍ଗବାଡ଼ି, ରାଇକିଆ, କ.ନୂଆଗାଁ, ତୁମୁଡ଼ିବନ୍ଧ ଓ ବାଲିଗୁଡ଼ା ସମେତ ଏହା ସୀମାବର୍ତ୍ତୀ ଗଞ୍ଜାମ…
ଅଧିକ ଖବର ଦେଖନ୍ତୁ...

ତେଜ ପ୍ରତାପ ରଖିଲେ ସର୍ତ୍ତ; ‘କରୋନା ଟିକାକୁ ପ୍ରଧାନମନ୍ତ୍ରୀ ପ୍ରଥମେ ନେବା ପରେ ଯାଇ ଆମେ ନେବୁ’

ପାଟନା: ଚୀନର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସମଗ୍ର ଭାରତରେ ସଂକ୍ରମଣ ହୋଇଛି।  ତେବେ ନୂଆ ବର୍ଷରେ ଏକ ଆଶ୍ବସ୍ତିର ଖବର ସାମ୍ନାକୁ ଆସିଛି। ଡିସିଜିଆଇ ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଭ୍ୟାକସିନର ଜରୁରୀକାଳିନସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜୁରୀ ଦେଇ ଦେଇଛି। ଏମିତିରେ…
ଅଧିକ ଖବର ଦେଖନ୍ତୁ...

କରୋନା କଟକଣା ଉଲ୍ଲଂଘନ: ୫ ସ୍କୁଲର ଶିକ୍ଷକ-କର୍ମଚାରୀଙ୍କ ଜାନୁଆରି ଦରମା ବନ୍ଦ

କେନ୍ଦୁଝର/ପାଟଣା: କେନ୍ଦୁଝର ଜିଲ୍ଲାରେ ଆଜି ୪୧୦ଟି ଉଚ୍ଚ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ୫ଟି ବିଦ୍ୟାଳୟରେ କରୋନା କଟକଣା ଉଲ୍ଲଂଘନ ପାଇଁ ଶିକ୍ଷକ, କର୍ମଚାରୀଙ୍କ ଜାନୁଆରି ମାସ ଦରମା ବନ୍ଦ କରାଯାଇଛି। ସେହିସବୁ ସ୍କୁଲଗୁଡ଼ିକ ହେଲେ ଝାଡବେଲଦା ସ୍ଥିତ ଏସ୍‌ଏମ୍‌ଆର ହାଇସ୍କୁଲ,…
ଅଧିକ ଖବର ଦେଖନ୍ତୁ...

ଉଦୟପୁର ବେଳାଭୂମିରେ ଧଳାଜହର କାରବାର: ୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

ଭୋଗରାଇ: ରାଜ୍ୟରେ ବ୍ରାଉନସୁଗାର ପେଣ୍ଠସ୍ଥଳ ଭାବେ ବଦନାମ୍‌ ମୁଣ୍ଡାଇଥିବା ଜଳେଶ୍ବରରୁ ଏବେ ଭୋଗରାଇ ଅଞ୍ଚଳକୁ ନୂଆ ଠିକଣା ଭାବେ ବାଛିଛନ୍ତି ନିଶା ମାଫିଆ। ତାଳସାରୀ ସାମୁଦ୍ରିକ ଥାନା ଅଧୀନରେ ଥିବା ଉଦୟପୁର ଏବଂ ତାଳସାରୀ ବେଳାଭୂମିରେ ଦିନ ଦ୍ବିପ୍ରହରେ ଚାଲିଛି ଏହି କାରବାର। ମାତ୍ର…
ଅଧିକ ଖବର ଦେଖନ୍ତୁ...

ନାଜାଲ ଭାକ୍ସିନର ପରୀକ୍ଷା ପାଇଁ ସରକାରଙ୍କୁ ଅନୁମତି ମାଗିଲା ଭାରତ ବାୟୋଟେକ

ନୂଆଦିଲ୍ଲୀ: ନାଜାଲ ଭାକ୍ସିନର ପରୀକ୍ଷଣ ପାଇଁ ଡିସିଜିଆଇ(ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ)କୁ ଅନୁମତି ମାଗିଛି ଭାରତ ବାୟୋଟେକ | ଡିସିଜିଆଇ ଅଧିକାରୀମାନେ କହିଛନ୍ତି ଯେ ନାଜାଲ ଟୀକାକରଣର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ଭାରତ ବାୟୋଟେକ ପକ୍ଷରୁ ଏକ ଆବେଦନ ପଠାଯାଇଛି। ତେବେ…
ଅଧିକ ଖବର ଦେଖନ୍ତୁ...

ସରପଞ୍ଚଙ୍କ ବିରୋଧରେ ଅନିୟମିତତା ଅଭିଯୋଗ : ଜନଶୁଣାଣି ଶିବିରରେ ପକ୍ଷ ରଖିଲେ ସରପଞ୍ଚ

ବାଲିଅନ୍ତା:ସ୍ଥାନୀୟ ପ୍ରତାପଶାସନ (ବାଳକାଟି) ପଞ୍ଚାୟତ ସରପଞ୍ଚ ଭାଗ୍ୟଧର ନନ୍ଦୀଙ୍କ ବିରୋଧରେ ଆଗତ ହୋଇଥିବା ବିଭିନ୍ନ ଅନିୟମିତତା ଅଭିଯୋଗ ଘଟଣା ନେଇ ଆଜି ଉକ୍ତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଜନ ଶୁଣାଣି ଶିବିରରେ ସଂପୃକ୍ତ ସରପଞ୍ଚ ନିଜର ପକ୍ଷ ରଖିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର; ଘର ଭିତରକୁ ପଶିଗଲା, ଜଣେ ମହିଳା ଶ୍ରମିକ ମୃତ

ବାରିପଦା: ଆଜି ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟଅସ୍ତିଆ ପୋଲ ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ଏହା ଫଳରେ ଏହି ଟ୍ରାକ୍ଟର ଡାଲାରେ ବସିଥିବା ଜଣେ ମହିଳା ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଚିପଟଅସ୍ତିଆରୁ ଓଡ଼ି-୧୧-ଏଫ-୫୬୪୨ ନମ୍ବର ବିଶିଷ୍ଟ ଚେଚିସ୍…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି, ଜାନୁଆରି ଶେଷ ପର୍ଯ୍ୟନ୍ତ ପୂର୍ବଭଳି ଭିଡିଓ କନଫରେନ୍ସିଂରେ ମାମଲା ଶୁଣାଣି

କଟକ : ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ଜାନୁଆରି ଶେଷ ପର୍ଯ୍ୟନ୍ତ ପୂର୍ବଭଳି କଟକଣା ଭିତରେ କାର୍ଯ୍ୟ କରିବ। କରୋନା ଭୂତାଣୁ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଫୁଲ୍ କୋର୍ଟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ଏପରି…
ଅଧିକ ଖବର ଦେଖନ୍ତୁ...

ତୃତୀୟ କରୋନା ଟିକା ଭାବେ ବ୍ରିଟେନରେ ବ୍ୟବହାର ଅନୁମତି ପାଇଲା ମଡର୍ଣ୍ଣା

ଲଣ୍ଡନ: ମଡର୍ଣ୍ଣା ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛି ଇଂଲଣ୍ଡ । ଫାଇଜର, ଅକ୍ସଫୋର୍ଡ ପରେ ବ୍ରିଟେନରେ ତୃତୀୟ କରୋନା ଟିକା ଭାବେ ମଡର୍ଣ୍ଣାକୁ ଅନୁମତି ମିଳିଛି । କରୋନାର ନୂଆ ଷ୍ଟ୍ରେନ୍ ଇଂଲଣ୍ଡରେ ଆତଙ୍କ ଖେଳାଇ ଦେଇଥିବା ବେଳେ ବ୍ୟାପକ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର…
ଅଧିକ ଖବର ଦେଖନ୍ତୁ...