Daily Archives

February 22, 2021

ବ୍ୟବସାୟୀ ସଂଘର ବନ୍ଦ ଡାକରା ନେଇ ଦାବିପତ୍ର 

ଖୋର୍ଦ୍ଧା: ଜିଏସଟି ଆଇନର ସଂଶୋଧନ, ଅନ୍ଲାଇନ୍ ବ୍ୟବସାୟ ଉପରେ ଆଇନ ପ୍ରଣୟନ, ଖାଦ୍ୟ ନିରାପତ୍ତା ମାନ ଆଇନରେ ନିୟମ ପରିବର୍ତନ ଆଦି ଦାବି ନେଇ ଆସନ୍ତା ୨୬ ତାରିଖରେ ସିଏଆଇଟି ଭାରତ ବନ୍ଦର ଡାକରା ଦେଇଛି। ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇ ଆଜି ଖୋର୍ଦ୍ଧା ଜିଲ୍ଲା ବ୍ୟବସାୟୀ ସଂଘର କର୍ମକର୍ତା…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ଚମ୍ପୁଆ: ଚାଷୀଙ୍କ ବଇରି ସାଜିଛି ନବୀନ ସରକାର। ମଣ୍ଡିରେ ଚାଲିଛି ବିଜେଡି ନେତା ଓ ଦଲାଲଙ୍କ ମଧୁ ଚନ୍ଦ୍ରିକା। ଏଭଳିି ନାରା ଦେଇ ଆଜି ବିଜେପି ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି। ଟୋକନ ଅଛି ଟାର୍ଗେଟ ନାହିଁ। ମଣ୍ଡିରେ ଚାଷୀଙ୍କ ଧାନ ନିଆ ଯାଉ ନାହିଁ । ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

କୁଲଡିହାରେ ପୁଣି ଏକ ହାତୀଛୁଆର ମୃତ୍ୟୁ, ରିଷିଆ ଡ୍ୟାମ୍‌ରୁ ମିଳିଲା ମୃତଦେହ

ନୀଳଗିରି: ବାଲେଶ୍ବର ଜିଲ୍ଲା କୁଲଡିହା ଅଭୟାରଣ୍ୟରେ ପୁଣି ଏକ ଅଣ୍ଡିରା ହାତୀ ଶାବକର ମୃତ୍ୟୁ ହୋଇଛି। ତେବେ କେଉଁ ପରିସ୍ଥିତିରେ ହାତୀ ଶାବକର ମୃତ୍ୟୁ ଘଟିଲା, ସେ ସଂପର୍କରେ ବନ ବିଭାଗ କିଛି ସ୍ପଷ୍ଟ କରିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁ କାରଣ ଜଣାପଡ଼ିବ ବୋଲି ରେଞ୍ଜର ବିଜୟ…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତ ଗ୍ରାମର ସୀମାହୀନ କଥା! ବିବାହ ଓ ଚାକିରୀ ପାଇଁ ବି ଆନ୍ଧ୍ର ଭରସା

ରାୟଗଡ଼ା: ପୁରୁଷ ପୁରୁଷ ଧରି ଓଡ଼ିଶାରେ ବସବାସ କରି ଆସୁଥିବା ୮୦ ପ୍ରତିଶତ ସୀମାନ୍ତବାସୀଙ୍କୁ ଆସୁନି ଓଡ଼ିଆ। କଥାବାର୍ତ୍ତାର ପ୍ରମୁଖ ମାଧ୍ୟମ ପାଲଟିଛି ତେଲୁଗୁ। ଯେଉଁ କିଛି ଲୋକ ଓଡ଼ିଆ କହୁଛନ୍ତି ତାହା ସଂପୂର୍ଣ୍ଣ ଓ ଆକ୍ଷରିକ ନୁହେଁ। କେବଳ ଭାଷା ନୁହେଁ ଜୀବିକା ଏବଂ ଜୀବନସାଥୀର ସନ୍ଧାନ…
ଅଧିକ ଖବର ଦେଖନ୍ତୁ...

ସାନ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତତର୍ଗତ ଫୁଲଝର ପଞ୍ଚାୟତ ରଙ୍ଗମାଟିଆ ଗ୍ରାମରେ ଆଜି ପୁଣି ଆଉ ଏକ ବୀଭତ୍ସ କାଣ୍ଡ ଘଟିଛି। ବଡ଼ ଭାଇ ତାର ସାନ ଭାଇକୁ ଟଙ୍କିଆରେ ହାଣି ଅତି ନୃଶଂସ ଭାବରେ ହତ୍ୟା କରିଛି । ମିଳିଥିବା ସୂଚନା ଅନୁଯାୟୀ, ରଙ୍ଗମାଟିଆ ଗ୍ରାମର ଲୁଣ୍ଡା ମୁଣ୍ଡା ଆଜି…
ଅଧିକ ଖବର ଦେଖନ୍ତୁ...

ସାନଲୁକୁଟି ପରେ ପାଲମତୁଳସୀରେ ଆନ୍ଧ୍ରର ଦାଦାଗିରି; ଓଡ଼ିଶା ଲୋକଙ୍କ ଜମି ଅକ୍ତିଆର କରି କରୁଛି ରାସ୍ତା

ରାୟଗଡ଼ା: ସାନଲୁକୁଟି ପରେ ଏବେ ପାଲମତୁଳସୀରେ ଆନ୍ଧ୍ରର ଦାଦାଗିରି ଦେଖିବାକୁ ମିଳିଛି। ନିଜର ୩ଟି ଗାଁକୁ ରାସ୍ତା ସଂଯୋଗୀକରଣ ପାଇଁ ଆନ୍ଧ୍ର ସରକାର ଓଡ଼ିଶା ଲୋକଙ୍କ ଚାଷ ଜମିକୁ ଅକ୍ତିଆର କରି ରାସ୍ତା ତିଆରି ପାଇଁ ଯୋଜନା କରିଛି। ପ୍ରାଥମିକ ପର୍ଯ୍ୟାୟରେ ଜମି ଚିହ୍ନଟକରଣ ପ୍ରକ୍ରିୟା ସହ…
ଅଧିକ ଖବର ଦେଖନ୍ତୁ...

ସମବାୟ ସମିତିର ବିଚିତ୍ର ନୀତି; ବେପାରୀଙ୍କ ଧାନ ଧାନ ଉଠୁଛି, ଅସଲ ଚାଷୀ ହାତାଶ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଖରିଫ୍ ଧାନ କିଣାରେ ଚାଲିଛି ବ୍ୟାପକ ହରିଲୁଟ୍। ମିଳି ମିଶି ଲୁଟି ନେବାକୁ ବସିଛନ୍ତି ଚାଷୀର ଧାନ ଟଙ୍କା। ଏଭଳି ଲୁଟ୍ କରିବା ପାଇଁ ଦାୟୀତ୍ବ ନେଇଛନ୍ତି କିଛି ସେବା ସମବାୟ ସଂସ୍ଥା। ସମବାୟ ସମିତିର ସଂପାଦକ ମାନଙ୍କର ବିଚିତ୍ର ନୀତିକୁ ନେଇ ଟୋକନ୍ ଧାରୀ ଅସଲ ଚା‌ଷୀ…
ଅଧିକ ଖବର ଦେଖନ୍ତୁ...

ଘରର କବାଟ ଭାଙ୍ଗିଲା ହାତୀ

ଜଗମୋହନପୁର : ତେଲକୋଇ ବ୍ଲକ୍‌ ଜଗମୋହନପୁର ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। ଦନ୍ତାହାତୀ ପାଇଁ ଲୋକେ ତ୍ରାହିତ୍ରାହି ଡାକିଲେଣି। ଗତକାଲି ରାତି ପ୍ରାୟ ସାଢ଼େ ୨ଟାବେଳେ ଜଗମୋହନପୁର ପଞ୍ଚାୟତ ଶିଙ୍କୁଳବାହାଳ ଗ୍ରାମର ନନ୍ଦକିଶୋର ନାୟକଙ୍କ ଘରର କବାଟ ଭାଙ୍ଗିଛି ଦନ୍ତା।…
ଅଧିକ ଖବର ଦେଖନ୍ତୁ...

ନିର୍ମାଣାଧୀନ ଜଳ ପ୍ରକଳ୍ପରେ ଅଗ୍ନିକାଣ୍ଡ

ଦଶରଥପୁର : ଦଶରଥପୁର ବ୍ଲକ୍‌ ତଳିହା ପଞ୍ଚାୟତ ସିଦ୍ଧେଶ୍ୱର ଗ୍ରାମରେ ନିର୍ମାଣାଧୀନ ଜଳପ୍ରକଳ୍ପରେ ଅଗ୍ନିକାଣ୍ଡ ଘଟି ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ପାଇପ୍ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ଅପରାହ୍‌ଣ ୪ଟାରେ ପାଇପ୍ ଜଳୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ।…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ପରେ ଦେଶରେ ସବୁଠୁ ଅଧିକ ବେଗରେ ବଢିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା, ୨୪ଘଂଟାରେ ବଢିଲେ ୪ହଜାର ୪୨୧ ରୋଗୀ

ନୂଅରଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ପ୍ରାୟ ଏକ ମାସ ପରେ ଫେବ୍ରୁଆରୀ ୨୦ତାରିଖରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୪ହଜାର ପାଖାପାଖି ହୋଇଥିବା ବେଳେ ଗତ ଦୁଇ ଦିନ ହେଲା ଏହି ସଂଖ୍ୟା ୧୪ହଜାର ଉପରେ ରହୁଛି । ଗତ ୨୪ ଘଂଟାରେ ଦେଶରେ ୧୪ହଜାର ୧୯୯ ନୂଆ କରୋନା…
ଅଧିକ ଖବର ଦେଖନ୍ତୁ...