Daily Archives

March 8, 2021

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସବୁ କାମ ମନ ମୁତାବକ ସ˚ପୂର୍ଣ୍ଣ ହେବ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ବୃଷ: ପ୍ରଭୁଙ୍କ ଧୢାନରେ ମନକୁ ଶାନ୍ତି ମିଳିବ। ବିଲ୍‍ଡର୍ସଙ୍କୁ ଅଚାନକ ଧନଲାଭ ହୋଇପାରେ। ଉପରିସ୍ଥ କର୍ମଚାରୀ ଆପଣଙ୍କୁ ଉପଯୋଗୀ ବସ୍ତୁ…
ଅଧିକ ଖବର ଦେଖନ୍ତୁ...

ଏଣିକି ନିଜେ ଚାହିଁଲେ ଆପଣ ବି କରିପାରିବେ ମିଟର ରିଡିଂ ଆଉ ପ୍ରସ୍ତୁତ କରିପାରିବେ ବିଦ୍ୟୁତ ବିଲ

ପାଟନା: ଆପଣଙ୍କର ବିଦ୍ୟୁତ ମିଟର ରିଡିଂ କରିବାକୁ ଠିକ ସମୟରେ ବିଦ୍ୟୁତ ବିଭାଗର କର୍ମଚାରୀ ଆସୁନାହାନ୍ତି କି, ତେବେ ଆଉ ଚିନ୍ତା କରିବାର କାରଣ ନାହିଁ | କାରଣ ଏଣିକି ଜଣେ ଚାହିଁଲେ ନିଜେ ମିଟର ରିଡିଂ କରିବା ସହ ବିଦ୍ୟୁତ ବିଲ ମଧ୍ୟ ପ୍ରସ୍ତୁତ କରିପାରିବେ | ବିହାରରେ ବିଦ୍ୟୁତ ବିତରଣ…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକଙ୍କୁ ଆକ୍ରମଣ, ଯୁବକ ଗିରଫ

ଚଣ୍ତିଖୋଲ : ବାଲିଚନ୍ଦ୍ରପୁର ଅଞ୍ଚଳର ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ  ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଏହି ଥାନା ଅନ୍ତର୍ଗତ ଅରେଇକଣା ଗ୍ରାମର ସୀତାନାଥ ରାୟଙ୍କ ପୁଅ ସଲିଳ(୨୫) । ଅଭିଯୋଗ ଅନୁଯାୟୀ, ବାଲିଚନ୍ଦ୍ରପୁର-ବରୁହାଁ ପୂର୍ତ୍ତ ବିଭାଗ ରାସ୍ତାର ଅଣକା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରୁ ଆଜି ୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଆଜି ରାଜ୍ୟରୁ ୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ଏହାର ସୂଚନା ଦେଇଛନ୍ତି। ଝାରସୁଗୁଡ଼ାରୁ ଆଜି ୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦ଜଣ, ସମ୍ବଲପୁରରୁ ୯ଜଣ, ବାଲେଶ୍ବରରୁ ୭ଜଣ,…
ଅଧିକ ଖବର ଦେଖନ୍ତୁ...

ଅଦା ବୋଝେଇ ଟ୍ରକରୁ ୧୯୦ କେଜି ଗଞ୍ଜେଇ ଜବତ 

ରାୟଗଡ଼ା: ଅଦା ବୋଝେଇ ଟ୍ରକରୁ ରାୟଗଡ଼ା ପୁଲିସ୍ ଆଜି ୧୯୦ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣରେ ସଂପୃକ୍ତ ଟ୍ରକର ଡ୍ରାଇଭର, ହେଲପରକୁ ପୁଲିସ୍ ଗିରଫ କରିଛି। ଜବତ ଟ୍ରକରେ ୨୦ ଟନ୍ ଅଦା ଥିବା ବେଳେ ଟ୍ରକଟି କୋରାପୁଟରୁ ଉତ୍ତରପ୍ରଦେଶ ଅଭିମୁଖେ ଯାଉଥିବା ପୁଲିସର ପ୍ରାଥମିକ ତଦନ୍ତରୁ…
ଅଧିକ ଖବର ଦେଖନ୍ତୁ...

ପେଟକୁ ଦୁଇମୁଠା ଦାନା ଦେବା ପାଇଁ କଅଁଳ ଶିଶୁକୁ କୋଳରେ ଧରି ଅଟୋ ଚଲାଉଛନ୍ତି ଏହି ମା’

ନୂଆଦିଲ୍ଲୀ: ସମାଜରେ ମହିଳାଙ୍କ ଭୂମିକା ଅବର୍ଣ୍ଣୀୟ। ଆଜି ‘ଅନ୍ତର୍ଜାତୀୟ ମହିଳା ଦିବସ’ ଅବସରରେ ଛତିଶଗଡ଼ର ଅମ୍ବିକାପୁର ସହରର ଜଣେ ମହିଳା ଚର୍ଚ୍ଚାରେ ରହିଛନ୍ତି। ତାରା ପ୍ରଜାପତି ନାମକ ଜଣେ ମହିଳା ନିଜ କୋଳରେ ପିଲାକୁ ଧରି ଅଟୋ ରିକ୍ସା ଚଲାଉଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ ଜିଲ୍ଲାରୁ ୩ ନୂଆ ଆକ୍ରାନ୍ତ ଚିହ୍ନଟ

ବାରିପଦା: ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ୫୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ମୟୂରଭଞ୍ଜରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୨୨୮ରେ ପହଞ୍ଚିଛି । ସେହିପରି ଗତକାଲି ସୁଦ୍ଧା ଜିଲ୍ଲାରୁ ୧୪,୧୦୧ଜଣ ସୁସ୍ଥ ହୋଇସାରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପଘାକାଟି ଗୁହାଳରୁ ନେଇଗଲେ ୧୬ ମେଣ୍ଢା

ବାଲିପାଟଣା : କିଛି ଦିନର ନିରବତା ପରେ ପୁଣି ମାତିଲେ ମେଣ୍ଢା ଚୋର । ଗତକାଲି ରାତିରେ ବାଲିପାଟଣା ଥାନା ବଦଳା ପଚିଶଖଣ୍ଡ ଗ୍ରାମର ପ୍ରଦୀପ୍ତ ମାଝିଙ୍କ ଗୁହାଳୁ ୧୬ ଗୋଟି ମେଣ୍ଢା ଚୋରି ହୋଇଛି । ମେଣ୍ଢା ମାନଙ୍କ ପଘା କାଟି ନେଇଯାଇଛନ୍ତି | ଆଜି ସକାଳୁ ଘର ଲୋକ ଗୁହାଳକୁ ଯିବା ସମୟରେ ପଘା…
ଅଧିକ ଖବର ଦେଖନ୍ତୁ...

ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା ମାମଲା : ୬ ଅଭିଯୁକ୍ତ ଗିରଫ

ପଦ୍ମପୁର:  ରାୟଗଡା ଜିଲ୍ଲା ପଦ୍ମପୁର ଥାନା ପାଜିଲିବନ୍ଧ ନିକଟ ଏକ କୁଡିଆରେ ରାମ ମୁଳିଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିଲା l ପ୍ରମାଣ ନଷ୍ଟ କରିବା ପାଇଁ ହତ୍ୟାକାଣ୍ଡ ପରେ ସେହି ଗାଁର ନାଳ ନିକଟରେ ମୃତ ଶରୀର ପୋଡିଦେଇଥିବା ଅଭିଯୋଗ ହୋଇଥିଲା । ରାୟଗଡା ସାଇଣ୍ଟିଫିକ୍ ଟିମ୍…
ଅଧିକ ଖବର ଦେଖନ୍ତୁ...

ଚନ୍ଦାହାଣ୍ଡି ଲ୍ୟାମ୍ପ ଚାଷୀ ପଞ୍ଜିକରଣ ଦୁର୍ନୀତି ପ୍ରତିବାଦରେ ୧୨୫ କିମି ଚାଲିଲେ ଚାଷୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକରେ ନକଲି ଚାଷୀ ପଞ୍ଜିକରଣ ମାମଲାରେ ସୁଦୂର ଚନ୍ଦାହାଣ୍ଡିରୁ ବାହାରିଥିବା କିଷାନ ପଦ ଯାତ୍ରା ନବରଙ୍ଗପୁରରେ ଶେଷ ହୋଇଛି । ଚନ୍ଦାହାଣ୍ଡିରୁ ବାହାରିଥିବା କିଷାନ ପଦ ଯାତ୍ରା ୧୨୫ କିମି ଚାଲି ଚାଲି ନବରଙ୍ଗପୁରରେ ଆସି ପହଞ୍ଚିଥିଲେ ।…
ଅଧିକ ଖବର ଦେଖନ୍ତୁ...