Monthly Archives

April 2021

ଝିଅକୁ ଖାଇବାକୁ ନଦେଇ ମାରି ଦେଲା ବାପା

ଜଲଗ୍ରାମ: ଝିଅମାନେ ବାପାମାନଙ୍କ ଅତି ପ୍ରିୟର ହୋଇଥାଆନ୍ତି। ଝିଅର ପ୍ରତିଟି ଇଚ୍ଛାକୁ ବାପା ପୂରଣ କରିବାକୁ ଚେଷ୍ଟା କରିଥାଆନ୍ତି। ତେବେ ମହାରାଷ୍ଟ୍ରର ଜଲଗ୍ରାମରେ ଏହାର ଏକ ଓଲଟା ଘଟଣା ଦେଖିବାକୁ ମିଳିଛି। ଜଲଗ୍ରାମର ରଜା କଲୋନିରେ ବସବାସ କରୁଥିବା ଜାଭଦେ ନିଜର ୧୧ବର୍ଷର ଝିଅକୁ…
ଅଧିକ ଖବର ଦେଖନ୍ତୁ...

ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଳୀ: କରୋନା ନେଲା ଆଉ ଏକ ସାମ୍ବାଦିକଙ୍କ ଜୀବନ, ଟିଭି ପରଦାରେ ଲୋକଙ୍କୁ ସଚେତନ କରାଉଥିବା ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ବିୟୋଗ ଘଟିଛି । ଗତ କିଛିଦିନ ହେବ କରୋନାରେ ସଂକ୍ରମିତ ଥାଇ ଚିକିତ୍ସିତ ହେଉଥିଲେ ରୋହିତ । କିନ୍ତୁ ହଠାତ୍ କରୋନା ନିଷ୍ଠୁର ସାଜି ଜଣେ ଜାତୀୟସ୍ତରରେ…
ଅଧିକ ଖବର ଦେଖନ୍ତୁ...

ମେ ୧ ଓ ୨ରେ ବନ୍ଦ ରହିବ ଟିକାକରଣ, ଟିକା ଆସିଲେ ୩ୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ : ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ବର :  ମେ ୧ରୁ ସାରା ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ବ ବର୍ଗର ଲୋକମାନଙ୍କ ଟିକାକରଣ ଆରମ୍ଭ ହେଉଥିବାବେଳେ ଓଡ଼ିଶାରେ ସପ୍ତାହାନ୍ତ ସଟଡାଉନ ଯୋଗୁଁ ଟିକାକରଣ ହେବ ନାହିଁ ବୋଲି ରାଜ୍ୟ ସ୍ବାସ୍ଥ୍ୟ ସଚିବ ପ୍ରଦିପ୍ତ ମହାପାତ୍ର କହିଛନ୍ତି । କରୋନା ସ୍ଥିତି ସମ୍ପର୍କରେ ରାଜ୍ୟବାସୀଙ୍କୁ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ଏହି ୧୦ ଜିଲ୍ଲାକୁ ରହିଛି କାଳବୈଶାଖୀ ଭୟ; ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ଦକ୍ଷିଣ, ଉତ୍ତର ଓ ଆଭ୍ୟନ୍ତରୀଣର ପ୍ରାୟ ୧୦ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ…
ଅଧିକ ଖବର ଦେଖନ୍ତୁ...

ମେ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ରୋକ ଲଗାଇଲା ଡ଼ିଜିସିଏ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କରୋନା ଭୂତାଣୁ ମହାମାରୀ ହେତୁ ୩୧ ମେ ୨୦୨୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ରୋକ ଲଗାଇଛି | ଡିଜିସିଏ ଦ୍ୱାରା ଏହି ଘୋଷଣା ପରେ ଆସନ୍ତା ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ।…
ଅଧିକ ଖବର ଦେଖନ୍ତୁ...

କରୋନା କାଳରେ ରୋଗୀଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ଯୁବ ଇଞ୍ଜିନିୟର, ତିଆରି କଲେ ବାଇକ ଆମ୍ବୁଲାନ୍ସ 

ଭୋପାଳ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୮୬ ହଜାର ଅତିକ୍ରମ କରି ପୁଣି ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଏହି ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏପ୍ରିଲରେ କରୋନାରେ ସଂକ୍ରମିତ ହୋଇ ୪୫ହଜାର ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

କଳା ଏପ୍ରିଲ: ମାସକରେ ଗଲାଣି ୪୫ ହଜାର ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି | କରୋନା କରାଳ ରୂପ ଭାରତରେ ଏବେ ଦେଖିବାକୁ ମିଳିଛି | ମହାମାରୀ ଏବେ ମୃତ୍ୟୁର ବିଭୀଷିକା ରଚାଇଥିବାବେଳେ ମାସକ ମଧ୍ୟରେ ପ୍ରାୟ ୪୫ ହଜାର ଲୋକଙ୍କ ଜୀବନ ନେଲାଣି | ଏପ୍ରିଲ ମାସର ପରିସଂଖ୍ୟାନକୁ ନଜର କଲେ କେବଳ ଏପ୍ରିଲ…
ଅଧିକ ଖବର ଦେଖନ୍ତୁ...

ଅଜବ ଘଟଣା: ବିୟୁଟି ପାର୍ଲରରୁ ସଜେଇ ହୋଇ କନ୍ୟା ବାହାରୁଥିବା ବେଳେ ଖବର ମିଳିଲା ବିବାହ ଭାଙ୍ଗି ଯାଇଛି

ନୂଆଦିଲ୍ଲୀ: ବିବାହକୁ ନେଇ ପ୍ରତ୍ୟେକ ପୁଅ ଓ ଝିଅଙ୍କ ମଧ୍ୟରେ  ଉତ୍ସାହ ଭରି ରହିଥାଏ। କାରଣ ବର ଓ କନ୍ୟା ବେଶରେ ସଜେଇ ହେବା ଦିନ ପୁଅ ଓ ଝିଅଙ୍କ ଜୀବନରେ ଥରଟିଏ ହିଁ ଆସିଥାଏ। ଏଥିପାଇଁ ବିବାହ ଦିନ ବର ଓ କନ୍ୟା ସଜେଇ ହୋଇଥାଆନ୍ତି। ନିକଟରେ କନ୍ୟା ନିଜର ବିବାହ ପାଇଁ ବିୟୁଟି ପାର୍ଲରୁ…
ଅଧିକ ଖବର ଦେଖନ୍ତୁ...

ପାଟଣାଗଡ଼: ମଝି ରାସ୍ତାରେ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ପାଟଣାଗଡ଼: ମଝି ରାସ୍ତାରେ ଜଳିଗଲା ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ପାଟଣାଗଡ଼ ଖପ୍ରାଖୋଲ ରାସ୍ତାରେ ଟ୍ରକଟି ଯାଉଥିବା ବେଳେ ବାଲିପଟା ଛକରେ ଜଳିଗଲା ଟ୍ରକ । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ସେହିପରି ଯାଜପୁର ଜିଲ୍ଲା କୋରଇ ଥାନା ୨୦ ନମ୍ବର ଜାତୀୟ ରାଜପଥର ଅନ୍ଧାରି…
ଅଧିକ ଖବର ଦେଖନ୍ତୁ...

‘ସ୍ୱର୍ଣ୍ଣାଦ୍ରି’ର କଥା ଓ କାହାଣୀ

ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଯେପରି ‘ନୀଳାଦ୍ରି’, ଏକାମ୍ରକ୍ଷେତ୍ରର ଶ୍ରୀଲିଙ୍ଗରାଜ ମନ୍ଦିର ସେପରି ‘ସ୍ୱର୍ଣ୍ଣାଦ୍ରି’। ତେଣୁ ଅଶୋକାଷ୍ଟମୀ ରଥଯାତ୍ରା ସାରି ଶ୍ରୀଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଶ୍ରୀଚନ୍ଦ୍ରଶେଖର, ଶ୍ରୀଦୁର୍ଗା ଓ ଶ୍ରୀଦୋଳଗୋବିନ୍ଦଙ୍କୁ ନେଇ ଯେଉଁଦିନ ମନ୍ଦିରକୁ ଫେରନ୍ତି,…
ଅଧିକ ଖବର ଦେଖନ୍ତୁ...