Daily Archives

June 15, 2021

ଅବସରପ୍ରାପ୍ତ ହାବିଲଦାର ଦୁଇ ପୁଅଙ୍କୁ ମାରିଲେ ଗୁଳି, ଜଣେ ମୃତ ଓ ଜଣେ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ରର ନବି ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଅବସରପ୍ରାପ୍ତ ପୁଲିସକର୍ମଚାରୀ ଭଗବାନ ପାଟିଲ ନିଜର ଦୁଇ ପୁଅଙ୍କୁ ଗୁଳି ମାରିଛନ୍ତି। ଏହି ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି। ଗୁରୁତର ପୁଅକୁ ଚିକିତ୍ସା ପାଇଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ବ୍ୟବସାୟରେ ସବୁ ଭଲ ହେବ। ବୃଷ: କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନାର ତଲାସ କରିବେ। କାହାରିକୁ ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ବନ୍ଧୁ ସହିତ…
ଅଧିକ ଖବର ଦେଖନ୍ତୁ...

ପିଆରଏମରେ ରୋଗୀ ଅବହେଳା ଅଭିଯୋଗ, ଚିକିତ୍ସାରେ ବିଳମ୍ବ ଯୋଗୁଁ ଆହତ ଗୁରୁତର

ବାରିପଦା: ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ଆସିଛି ରୋଗୀ ଅବହେଳା ଅଭିଯୋଗ। ହସ୍ପିଟାଲ କର୍ମଚାରୀଙ୍କ ଚରମ ଅବହେଳାର ଶିକାର ହୋଇ ଜଣେ ଆହତ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ କୋଣସି ପାରିବାରିକ କଳହକୁ ନେଇ ବାରିପଦା ସଦର ଥାନା ଅଧିନ ମହୁଲିଆ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ମାସରୁ ବଢିପାରେ ଟିଭି, ଏସି, ଫ୍ରିଜ ଓ ଲାପଟପର ମୂଲ୍ୟ

ନୂଆଦିଲ୍ଲୀ: ଯଦି ଆପଣ ଟିଭି, ଫ୍ରିଜ୍, ଏସି କିମ୍ବା ଲାପଟପ୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ମାସ କିଣନ୍ତୁ କାରଣ ଆସନ୍ତା ମାସରୁ ଏଗୁଡ଼ିକର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି | କମ୍ପାନୀଗୁଡିକ କହିଛନ୍ତି ଯେ କ୍ରମାଗତ ଭାବେ ଦ୍ରବ୍ୟ ମୂଲ୍ୟ ବଢିବା ସହ ଏବଂ ଅତ୍ୟାବଶ୍ୟକ ଉପାଦାନର ଅଭାବ…
ଅଧିକ ଖବର ଦେଖନ୍ତୁ...

ଗଛ ଉପରୁ ଗୋଖର ନାଗସାପ ଉଦ୍ଧାର

ଜୟପୁର:  ଆଜି ଦିନ ଗୋଟାଏ ବେଳେ ସହର ନିକଟସ୍ଥ ତେଲିଗୁଡ଼ା ଅଂଚଳରୁ ଜୈନେକ ବ୍ୟକ୍ତିଙ୍କ ଘର ପରିସରରେ ଥିବା ଗୋଟିଏ ଗଛ ଉପରେ ଗୋଗର ନାଗ ସାପ ଚଢ଼ି ଯାଇଥିଲା। ଗଛ ଉପରେ ଘର କରି ରହୁଥିବା ରାମି ଚଢ଼େଇର ୩ଟି ପିଲାଙ୍କୁ ସାପ ଖାଇ ସାରିଥିବା ବେଳେ ଆଉ ଗୋଟିଏକୁ ଅଧା ଖାଇବା ପରେ ତଳେ ପଡ଼ି…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ଘୋଷଣା ହେଲା ଭାରତୀୟ ଦଳ, ପଢନ୍ତୁ କାହାକୁ ଦଳରେ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ଏନେଇ ବିସିସିଆଇ ଟ୍ୱିଟ କରି ସୂଚନା deichi । ତେବେ ଦଳର ଅଧିନାୟକ ରହିଛନ୍ତି ବିରାଟ କୋହଲି ଓ ଉପ ଅଧିନାୟକ ରହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଔଷଧ, ସିଲିଣ୍ଡର ବାହାରେ ଗଡ଼ିବା ଘଟଣା: ଖବର ପ୍ରକାଶନ ପରେ ବଦଳିଗଲା ‘କ୍ୟାମ୍ପ’ର ଚିତ୍ର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଏକ ସ୍ବେଚ୍ଛାସେବୀ ସଂସ୍ଥା ‘କ୍ୟାମ୍ପ’ କାର୍ଯ୍ୟାଳୟରେ ଜୀବନ ରକ୍ଷାକାରୀ ଔଷଧ ଓ ଅକ୍ସିଜେନ ସିଲିଣ୍ଡର ବାହାରେ ଅଳିଆ ଗଦାରେ ଗଡ଼ୁଥିବା ଖବର ଫଟୋ ସହ ଗତ ୧୩ ତାରିଖ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଯାହା…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡି ଧକ୍କାରେ ଚିକିତ୍ସାଧୀନ ଥିବା ଯୁବକ ମୃତ

ବାରିପଦା: ଚଳିତ ମାସ ୧୧ ତାରିଖରେ ଶ୍ୟାମାଖୁଣ୍ଟା ବ୍ଲକ ପୋଡାଅସ୍ତିଆସ୍ଥିତ ଡିଭାଇନ କଲେଜ ସମ୍ମୁଖରେ ଶସାଙ୍କ ଶେଖର ଉପାଧ୍ୟାୟ (୪୬) ନାମକ ଜଣେ ବ୍ୟକ୍ତିଙ୍କୁ ଏକ ଅଜଣା ଗାଡି ଧକା ଦେଇଥିଲା। ଖୁଣ୍ଟା ଥାନା ଅଧିନ ନିଜ ଗ୍ରାମକୁ ଚମ୍ପାଗଡ଼ିକୁ ଫେରୁଥିବା ସମୟରେ ବିପରୀତ ପାର୍ଶ୍ୱରୁ ଆସୁଥିବା ଏକ…
ଅଧିକ ଖବର ଦେଖନ୍ତୁ...

କିଡନି ରୋଗରେ ଆକ୍ରାନ୍ତ ପୁଅକୁ ବଞ୍ଚାଇବାକୁ ମା’ ଦେବାକୁ ଚାହୁଁଛନ୍ତି କିଡନି, ଅର୍ଥ ସାଜିଛି ବାଧକ

ମାଲକାନଗିରି: ମା’ ହେଉଛି ଏ ସଂସାରର ସବୁଠାରେ ତ୍ୟାଗୀ, ସହିଷ୍ଣୁ, ସାହସୀ, ସ୍ନେହୀ। ମା’ପରି କିଏ ଆଉ କିଏ ହେବ। ଦଶ ମାସ ଦଶ ଦିନ ଧରି ଗର୍ଭରେ ରଖି ଅନେକ ଯନ୍ତ୍ରଣା ସହି ପିଲାଙ୍କୁ ଜନ୍ମ ଦେଇଥାଏ। କିନ୍ତୁ ପିଲାର କୌଣସି ଅସୁବିଧା ହୋଇଗଲେ ପ୍ରଥମେ ମା’ଙ୍କୁ ହି କଷ୍ଟ ହୋଇଥାଏ। ମା’କେତେ ଦରଦି…
ଅଧିକ ଖବର ଦେଖନ୍ତୁ...

କରୋନା କାଳରେ ଜେଲରୁ ପାରୋଲେରେ ଯାଇ ଫେରି ନାହାନ୍ତି ୧୫୩୬ କଏଦୀ, ୪୭ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ କରୋନା ସଂକଟ ସମୟରେ ସଂକ୍ରମଣ ଭୟରେ ଜେଲରୁ ପାରୋଲରେ ପଠାଇ ଦିଆଯାଇଥିବା କଏଦୀମାନଙ୍କ ମଧ୍ୟରୁ ଅନେକ କଏଦୀ ଜେଲକୁ ନଫେରିବା ନେଇ ଏବେ ଚର୍ଚ୍ଚା ହେଉଛି । କରୋନାର ପ୍ରଥମ ଲହର ବେଳେ ରାଜ୍ୟର ବିଭିନ୍ନ ଜେଲରୁ ୪୫୦୦ କଏଦୀଙ୍କୁ ପାରୋଲରେ ପଠାଇ ଦିଆଯାଇଥିଲା ।…
ଅଧିକ ଖବର ଦେଖନ୍ତୁ...