Daily Archives

September 8, 2021

ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ : ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଓମାନ ଓ ୟୁଏଇରେ ହେବାକୁ ଥିବା ଟି-୨୦ ବିଶ୍ବକପ କ୍ରିକେଟ୍ ପାଇଁ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ପୂର୍ବତନ ଦ୍ରୁତ ବୋଲର ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ବୈଠକରେ ବିଶ୍ବକପ ପାଇଁ…
ଅଧିକ ଖବର ଦେଖନ୍ତୁ...

୩ ଦଫା ଦାବିରେ ଭାରତୀୟ କିଷାନ୍ ସଂଘର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଖୋର୍ଦ୍ଧା: ସର୍ବନିମ୍ନ ସହାୟକ ମୂଲ୍ୟ ବଦଳରେ କୃଷକଙ୍କୁ ଉତ୍ପାଦନର ଲାଭ ପ୍ରଦାନ କରିବା ଆଦି ୩ ଦଫା ଦାବିରେ ଆଜି ଭାରତୀୟ କିଷାନ୍ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର…
ଅଧିକ ଖବର ଦେଖନ୍ତୁ...

ତାଲିବାନ ଭୟରେ ପଳାଇ ଯାଇଥିବା ୨୦୦ ଆଫଗାନିସ୍ତାନ ନାଗରିକଙ୍କୁ ଫେରାଇ ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରି ନେବା ପରେ ଭୟରେ ପାକିସ୍ତାନ ପଳାଇଥିବା  ୨୦୦ ଆଫଗାନିସ୍ତାନ ନାଗରିକଙ୍କୁ ପାକିସ୍ତାନ ଫେରାଇ ଦେଇଛି। ଏଥିରେ ମହିଳା ଓ ଶିଶୁ ବି ସାମିଲ ଥିଲେ। ପାକିସ୍ତାନର କହିବାନୁସାରେ, ଏମାନେ ବେଆଇନ ଭାବେ ପାକିସ୍ତାନରେ ପ୍ରବେଶ କରିବାକୁ ଚେଷ୍ଟା…
ଅଧିକ ଖବର ଦେଖନ୍ତୁ...

ଲୁଟ୍ ଘଟଣାର ପର୍ଦାଫାଶ: ହିଞ୍ଜିଳିରୁ ଲୁଟେରା ଗିରଫ, ଉଦ୍ଧାର ସୁନା-ରୂପା ସାମଗ୍ରୀ ମାଲିକଙ୍କୁ ହସ୍ତାନ୍ତର

ରାୟଗଡ଼ା: ଗୁଣପୁର ବାବୁଲି ନଗରରୁ ହୋଇଥିବା ବଡ଼ ଧରଣର ଲୁଟ୍ ମାମଲାର ପର୍ଦାଫାଶ କରିଛି ପୁଲିସ୍। ସଂପୃକ୍ତ ଲୁଟେରାକୁ ପୁଲିସ୍ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁର ଗିରଫ କରିବା ସହ ସୁନା ଓ ରୂପା ସାମଗ୍ରୀକୁ ଜବତ କରିଛି। ଲୁଟରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ଥିବା ବେଳେ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କଟକ: ବିଧାନସଭା ଆଗରେ ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ହେଲେ ଦୁଷ୍ମନ୍ତ ଦାସ। ସେ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜ ଏବଂ ହସ୍‌ପିଟାଲ (ଏସ୍‌ସିବି)ରେ ଅବହେଳା ଅଭିଯୋଗ କରି…
ଅଧିକ ଖବର ଦେଖନ୍ତୁ...

୧୧ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ବଢିବ ବର୍ଷା

ଭୁବନେଶ୍ବର : ଗତ ୬ ତାରିଖରେ ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଭଲ ବର୍ଷା ହୋଇଥିଲା । ତେବେ ଆସନ୍ତା ୧୧ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ରହିଛି । ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ…
ଅଧିକ ଖବର ଦେଖନ୍ତୁ...

ଗଠନ ହେଲା ପିସିସି କମିଟି, କଂଗ୍ରେସର ଏହି ନେତାମାନଙ୍କୁ ମିଳିଲା ବଡ ଦାୟିତ୍ୱ

ଭୁବନେଶ୍ୱର: ବହୁ ବାଦ ବିବାଦ ଭିତରେ ଶେଷରେ ଗଠନ ହୋଇଛି ପିସିସି କମିଟି । ଯେଉଁଥିରେ ୧୨ ଜଣ ନେତାଙ୍କୁ ଉପସଭାପତି ପଦ ମିଳିଥିବାବେଳେ ୨୦ ଜଣଙ୍କୁ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିସହିତ ଏହି କମିଟିରେ ୪୬ ଜଣଙ୍କୁ ସମ୍ପାଦକ ପଦ ମଧ୍ୟ ଦିଆଯାଇଛି । କଂଗ୍ରେସ ସାଧାରଣ…
ଅଧିକ ଖବର ଦେଖନ୍ତୁ...

ଚିଳିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ବିଜେଡି ସୁପ୍ରିମୋ, ଦଳ ଓ ଜିଲ୍ଲା…

ଭୁବନେଶ୍ୱର: ବିଜେପି କର୍ମୀଙ୍କୁ ମାଡ଼ମାରିବା ଖୋର୍ଦ୍ଧା ଜିଲ୍ଲା ଚିଲିକା ବଧାୟକଙ୍କ ପାଇଁ ମହଙ୍ଗା ପଡ଼ିଛି। ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ବିଜୁ ଜନତା ଦଳ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ବିଜେଡରୁି ପ୍ରଶାନ୍ତ ନିଲମ୍ବିତ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ…
ଅଧିକ ଖବର ଦେଖନ୍ତୁ...

୨୭୦ କିଲୋ ଗଞ୍ଜେଇ ଜବତ,ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା।୨୭୦ କିଲୋ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଅବକାରୀ ଅଧିକ୍ଷକ ଅରୁଣ ପାଢୀଙ୍କ ନିର୍ଦେଶକ୍ରମେ ଇନସପେକ୍ଟର ଉଦୟ ନାୟକଙ୍କ ନେତୃତ୍ବରେ ଏକ ଟିମ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...