Daily Archives

October 12, 2021

ମୋଦୀଙ୍କ ନିକଟରେ ଶେଷ ଇଚ୍ଛା ଜଣାଇ ଆତ୍ମହତ୍ୟା କଲେ ଡ୍ୟାନ୍ସର ହେବାର ସ୍ୱପ୍ନ ଦେଖୁଥିବା ଯୁବକ

ଇନ୍ଦୋର: ଭଲ ନୃତ୍ୟଶିଳ୍ପୀ ହେବାରେ ବିଫଳ ହେବା ପରେ ଜଣେ ୧୬ ବର୍ଷୀୟ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି | ମଧ୍ୟପ୍ରଦେଶର ଝାନ୍ସୀରେ ଏଭଳି ଏକ ଘଟଣା ଘଟିଛି | ତାଙ୍କ ଆତ୍ମହତ୍ୟା ନୋଟରେ ନାବାଳକ ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ଶେଷ ଇଚ୍ଛା ପୂରଣ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଆକାଶରୁ ହଠାତ ଘର ଉପରକୁ ଖସି ପଡ଼ିଲା ବିମାନ! ଦୁଇଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାର କାଲିଫର୍ଣ୍ଣିଆ ପ୍ରାନ୍ତରେ ଗତ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ବିମାନ ଆବାସିକ ଅଞ୍ଚଳରେ ଥିବା ଘର ଉପରେ ପଡିଯାଇଥିଲା। ଫଳରେ ଦୁର୍ଘଟଣାର କିଛି ଦୂରରେ ଥିବା ଏକ ବିଦ୍ୟାଳୟ ଏହା ଦ୍ବାରା ପ୍ରଭାବିତ ମଧ୍ୟ ହୋଇଛି। ରିପୋର୍ଟ ଲେଖାହେଲା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ଅଧାରୁ ଅଧିକ ଅଞ୍ଚଳରୁ ମୌସୁମୀର ପ୍ରତ୍ୟାବର୍ତ୍ତନ  

ଭୁବନେଶ୍ବର : ଓଡ଼ିଶାର ଆଉ କିଛି ଅଞ୍ଚଳରୁ ଅପସରିଯାଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜି ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ନୂଆପଡ଼ା, ବୌଦ୍ଧ, ଓ ନବରଙ୍ଗପୁରରୁ  ମୌସୁମୀ ଅପସରିଯାଇଛି । ସେହପରି ଅନୁଗୁଳ, କଳାହାଣ୍ଡିର ଆଉ କିଛି…
ଅଧିକ ଖବର ଦେଖନ୍ତୁ...

ପୂରା ବିଶ୍ୱର କ୍ରିକେଟକୁ ନିୟନ୍ତ୍ରଣ କରୁଛି ଭାରତ, କୌଣସି ଦେଶ ମ୍ୟାଚ ବାତିଲ କଥା ଭାବିବେ ନାହିଁ: ଇମ୍ରାନ ଖାନ

ଲାହୋର: ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)ର ନବ ନିର୍ବାଚିତ ଅଧ୍ୟକ୍ଷ ରମିଜ୍ ରାଜାଙ୍କ ବିସିସିଆଇକୁ ନେଇ ଦେଇଥିବା ବୟାନକୁ ସମର୍ଥନ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ | ଏକ ସାକ୍ଷାତକାରରେ ଇମ୍ରାନ ଖାନ ମଧ୍ୟ ବିସିସିଆଇକୁ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ…
ଅଧିକ ଖବର ଦେଖନ୍ତୁ...

ଆସିଲା ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ: ଶ୍ୱାସରୁଦ୍ଧ ହୋଇ ମନୀଷ ଅନୁରାଗଙ୍କ ମୃତ୍ୟୁ!

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ଘଟଣାର ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହୋଇ ମନୀଷ ଅନୁରାଗଙ୍କ ମୃତ୍ୟୁ ହୋଇଥିବା ନେଇ ଏଥିରୁ ସ୍ପଷ୍ଟ ହୋଇଛି । ଏସଂପର୍କରେ ଏମ୍ସ ପିଆରଓ ପ୍ରଭାସ ତ୍ରିପାଠୀ ସୂଚନା ଦେଇଛନ୍ତି। ମନୀଷଙ୍କ ଆହୁରି…
ଅଧିକ ଖବର ଦେଖନ୍ତୁ...

କଟକ ପର୍ଯ୍ୟଟନ ମାନଚିତ୍ରରେ ନୂଆ ଆକର୍ଷଣ, ମହାନଦୀରେ ଆରମ୍ଭ ହେଲା ଫ୍ଲୋଟି˚ ରେଷ୍ଟୁରାଣ୍ଟ୍‌

କଟକ: କଟକର ପର୍ଯ୍ୟଟନ ମାନଚିତ୍ରରେ ପୁଣି ଏକ ନୂଆ ଆକର୍ଷଣ ଯୋଡ଼ି ହୋଇ ଯାଇଛି। ମହାନଦୀର ନୀଳ ଜଳ ରାଶିରେ ପ୍ରଥମ ଥର ପାଇଁ ‘ଫ୍ଲୋଟିଂ ରେଷ୍ଟୁରାଣ୍ଟ୍’ ଉଦ୍‌ଘାଟିତ ହୋଇଛି। ମହାନଦୀ କୂଳରେ ଗଢି ଉଠିଥିବା ସିଲଭର୍‌ ସିଟି ବୋଟ୍‌ କ୍ଲବ୍‌ରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି)…
ଅଧିକ ଖବର ଦେଖନ୍ତୁ...

କଟକରୁ ଜବତ ହେଲାଣି ୫ କୋଟିର ଜହର, ଅନ୍‌ଲାଇନ୍‌ରେ ଗ୍ରାହକଙ୍କ ସହିତ କରାଯାଉଛି ଡିଲ୍‌

କଟକ: କଟକରେ ଏବେ ନିଶା‌ଖୋରଙ୍କ ପ୍ରଥମ ପସନ୍ଦ ପାଲଟିଛି ମିଆଁମାର୍ ବ୍ରାଉନସୁଗାର୍। ମିଆଁମାରରୁ ବାଙ୍ଗଲାଦେଶ-ପଶ୍ଚିମବଙ୍ଗ-ବାଲେଶ୍ବର ଦେଇ କଟକରେ ପହଞ୍ଚୁଥିବା ଏହି ବ୍ରାଉନସୁଗାର ମୂଲ୍ୟ ଦଶହରା ବଜାରରେ ଏବେ ଦୁଇ ଗୁଣା ଅଧିକ ଦରରେ ବିକ୍ରି ହେଉଛି। ଗୋଟିଏ ପଟେ ଅବକାରୀ ବିଭାଗ ଓ କମିସନରେଟ୍…
ଅଧିକ ଖବର ଦେଖନ୍ତୁ...

ତାରାତାରିଣୀ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ: ଦୀପ ଗୃହରେ ରଖାଯାଇଥିବା ଦୀପରୁ ଲାଗିଲା ନିଆଁ

ବ୍ରହ୍ମପୁର: ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିରରେ ଆଜି ବଡ଼ ଅଘଟଣ ଘଟିଥିବାର ଖବର ମିଳିଛି। ସେଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଦୀପ ଲଗାଇବା ସ୍ଥାନ ବା ଦୀପ ଗୃହରେ ଲାଗିଛି ନିଆଁ। ଫଳରେ ଦୀପ ଗୃହର ଭିତର ପୋଡ଼ି ଯାଇଥିବା ବେଳେ ସବୁ ଦୁଆରବନ୍ଧ କ୍ଷତି ଘଟିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ନୂଆ ଜୀବନ ପାଇଲେ ମହିଳା, ଫୁସ୍‌ଫୁସ୍‌ ତଳୁ ବାହାରିଲା ୨କିଲୋର ଟ୍ୟୁମର୍‌

କଟକ: ଜଗତପୁରସ୍ଥିତ ସଦଗୁରୁ ହସ୍ପିଟାଲ୍‌ରେ ବିଏସ୍‌କେୱାଇ ଯୋଜନାରେ ଜଣେ ମହିଳା ରୋଗୀ ପାଇଛନ୍ତି ନୂଆ ଜୀବନ। ଦୀର୍ଘମାସ ଧରି ଭୋଗୁଥିବା ଯନ୍ତ୍ରଣାରୁ ମୁକ୍ତି ପାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ୫୩ ବର୍ଷୀୟା ମହିଳା। ତାଙ୍କ ଛାତିରେ ଫୁସଫୁସ୍‌ ତଳେ ରହିଥିବା ୨…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାର ଖବର ମିଳିଛି। ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାମଲାରେ ନିମ୍ନ ଅଦାଲତରେ ତାଙ୍କର ଜାମିନ ଖାରଜ ହୋଇଥିବାରୁ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଯାଇଥିବା ଜଣାଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ…
ଅଧିକ ଖବର ଦେଖନ୍ତୁ...