Daily Archives

November 27, 2021

ଜିଲ୍ଲାରେ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟସେବା: କେବଳ ଜରୁରୀକାଳୀନ ସ୍ଥିତିରେ ସରକାରୀ ହସ୍ପିଟାଲ୍ ପସନ୍ଦ

ଖୋର୍ଦ୍ଧା: ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ । କୌଣସି ସରକାରୀ ଚିକିତ୍ସାଳୟରେ ଯେପରି ଏନେଇ କୌଣସି ଅବ୍ୟବସ୍ଥା ନହୁଏ ସେନେଇ ସରକାର ମଧ୍ୟ ନିୟମିତ ଭାବେ ନିର୍ଦ୍ଦେଶନାମା ଜାରି କରୁଛନ୍ତି । ରାଜ୍ୟ ରାଜଧାନୀର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ବାର୍‌ହା ପାଇଁ ବସିଥିଲା ଫାଶ: ଛନ୍ଦି ହୋଇ ପଡ଼ି ଗଲେ ୨ ଯୁବକ, ଜଣେ ମୃତ 

ବୁଗୁଡ଼ା:  ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କରଚୁଲି ପଞ୍ଚାୟତ କହ୍ନେଇପୁର ଗ୍ରାମରେ ବାର୍‌ହା ଶିକାର ପାଇଁ ପଡ଼ିଥିବା ବିଦ୍ୟୁତ୍ ଫାଶରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଜଣକ ହେଲେ, ଉକ୍ତ ଗ୍ରାମର ଦେବରାଜ ଗୌଡ଼ଙ୍କ ଏକମାତ୍ର ପୁଅ ଶ୍ରୀକାନ୍ତ ଗୌଡ଼ (୩୧)। ଏଥିରେ ପ୍ରକାଶ ଗ‌ୌଡ଼ ଆହତ…
ଅଧିକ ଖବର ଦେଖନ୍ତୁ...

ରକ୍ତଦାନ କରି ଡେଙ୍ଗୁ ଆକ୍ରାନ୍ତ ଝିଅର ଜୀବନ ବଂଚାଇଲେ ପୂର୍ବତନ ମନ୍ତ୍ରୀ

ଜୟପୁର: ରାତି ଅଧରେ ରକ୍ତଦାନ କରି ଜଣେ ଡେଙ୍ଗୁ ଆକ୍ରାନ୍ତ ଝିଅର ଜୀବନ ବଂଚାଇଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ। ଜୟପୁର ଡଙ୍ଗାଗୁଡ଼ାରେ ରହୁଥିବା ଧନଖରାଙ୍କ ଝିଅ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ କୋରାପୁଟ ଏସଏଲଏନ୍ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି। ତାଙ୍କର…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ହିଂସା: ରେଳ ଲାଇନ କାଟିଲେ ନକ୍ସଲ 

ମାଲକାନଗିରି: ଗତ କିଛି ଦିନ ତଳେ ମହାରାଷ୍ଟ୍ରରେ ପୁଲିସ ଏକାଉଣ୍ଟରରେ ୨୬ ଜଣ ନକ୍ସଲଲ ମୃତ୍ୟୁବରଣ କରିଥିବା ପ୍ରତିବାଦରେ ମାଓ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ୨୭ ତାରିଖ ଦିନ ନକ୍ସଲ ମଧ୍ୟ ରିଜନର ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ଓଡିଶା, ତେଲେଙ୍ଗାନା ଏବଂ…
ଅଧିକ ଖବର ଦେଖନ୍ତୁ...

ଜାଲ୍‌ କାଗଜପତ୍ରରେ ୪ କୋଟିର ବ୍ୟାଙ୍କ ଋଣ, ଏଜେଣ୍ଟ୍‌ ଗିରଫ

ବ୍ରହ୍ମପୁର : ଜାଲ୍‌ କାଗଜପତ୍ର କରି ବିଭିନ୍ନ ଲୋକଙ୍କ ନାଁରେ ପ୍ରାୟ ୪କୋଟି ଟଙ୍କା ଋଣ ଉଠାଣ କରିଥିବା ଅଭିଯୋଗରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କମାପଲ୍ଲୀ ରାମନଗର ପ୍ରଥମ ଲାଇନ୍‌ର ଗୁପ୍ତେଶ୍ବର ପଟ୍ଟନାୟକ(୪୭) ବୋଲି ଟାଉନ୍‌…
ଅଧିକ ଖବର ଦେଖନ୍ତୁ...

ଏଟିଏମ କାର୍ଡ଼ରେ ଅଢ଼େଇ ଲକ୍ଷ ଲୁଟ ଉଦ୍ୟମ ବିଫଳ, ଲୁଟେରା ମାଡ଼ରେ ବୃଦ୍ଧା ଆହତ

ବାଲିଅନ୍ତା: ଏଟିଏମ କାର୍ଡ଼ ଝାମ୍ପି ନେଇ ଲକ୍ଷାଧିକ ଟଙ୍କା ଲୁଟ ଉଦ୍ୟମ କରୁଥିବା ଜଣେ ପେସାଦାର ଏଟିଏମ ଲୁଟେରାକୁ ଜଣେ କଲେଜ ଛାତ୍ର କାବୁ କରିବାରେ ସକ୍ଷମ ହୋଇଛନ୍ତି। ତେବେ ଏଟିଏମ କାର୍ଡ଼ ନେଇଯିବା ପରେ ଟଙ୍କା ଉଠାଇ ନେବାକୁ ବାଳକାଟି ଏଟିଏମ କାଉଣ୍ଟର ଅଭିମୁଖେ ଫେରାର ହେବାକୁ ଉଦ୍ୟମ…
ଅଧିକ ଖବର ଦେଖନ୍ତୁ...

ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଭରଚୁଆଲ ମାଧ୍ୟମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। । ସ୍ବାସ୍ଥ୍ୟ କାର୍ଡ ଲୋକାର୍ପଣ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ବାସ୍ଥ୍ୟ ଆମ…
ଅଧିକ ଖବର ଦେଖନ୍ତୁ...

୨୨ ହଜାରେ ଟଙ୍କାର ବ୍ରାଉନସୁଗାର ଜବତ, ୨ ବେପାରୀ ଗିରଫ

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ପୁଲିସ ଆଜି ଚୋରା ବ୍ରାଉନସୁଗାର ଜବତ ମାମଲାରେ ଦୁଇଜଣ ଚୋରା ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ଗିରଫ ବେପାରୀ ଦ୍ବୟ ହେଲେ ବାଲିଅନ୍ତା ଥାନା ଭିଙ୍ଗାରପୁର ପଞ୍ଚାୟତ ଅଧୀନ ରାମଚନ୍ଦ୍ରପୁର ଗ୍ରାମର ମଦନମୋହନ ଭୋଇ(୩୫) ଏବଂ ଆଶୁତୋଷ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡାରେ ମାଓବାଦୀ ପୋଷ୍ଟର 

ରାଉରକେଲା: ମାଓବାଦୀ ନେତା ପ୍ରଶାନ୍ତ ବୋଷ ଓରଫ କିସନଜୀଙ୍କ ଗିରଫ ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ବେଶ୍‌ ସକ୍ରିୟ ହୋଇଛି ମାଓବାଦୀ ସଙ୍ଗଠନ। ସୀମାନ୍ତରେ ନିଜର ଉପସ୍ଥିତି ଜାହିର କରିବାକୁ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ଚାଲିଛି। ଆଗାମି ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

୩ ବର୍ଷରେ ୫୦୦୦ ହେକ୍ଟର ଜମିରେ ହେବ କଫି ଚାଷ: ମୁଖ୍ୟମନ୍ତ୍ରୀ

କୋରାପୁଟ: ସ୍ମାର୍ଟକାର୍ଡ ବଣ୍ଟନ ଅବସରରେ କୋରାପୁଟ କଫିର ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ୩ ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲାରେ ୫ହଜାର ହେକ୍ଟର ଜମିରେ କଫି ଚାଷ କରାଯିବ । ବାର୍ଷିକ ହଜାର ହଜାର ଟନ କଫି ଉତ୍ପାଦନ କରିବାକୁ ଲକ୍ଷ୍ୟ କରାଯାଇଛି ବୋଲି ବୋଲି…
ଅଧିକ ଖବର ଦେଖନ୍ତୁ...