Daily Archives

May 7, 2022

ବିନା ପରମିଟରେ ଗଡ଼ୁଥିଲା ବସ୍; ୧.୯୬ ଲକ୍ଷ ଜରିମାନା କଲା ପରିବହନ ବିଭାଗ

ରାୟଗଡ଼ା: ପରିବହନ ବିଭାଗର ଯାଞ୍ଚ ସମୟରେ ବିନା ପରମିଟରେ ଗଡ଼ୁଥିବା ବସ୍ ଠାବ ହୋଇଛି। ଫିଟନେସ୍ ଓ ଇନସ୍ୟୁରାନ୍ ନ ଥାଇ ବସ ଚାଲୁଥିବାରୁ ପରିବହନ ବିଭାଗ ୧ ଲକ୍ଷ ୯୬ ହଜାର ଟଙ୍କାର ଜରିମାନା ଆଦାୟ ପାଇଁ ବସ୍ ମାଲିକ ନାଁରେ ଚାଲାଣ କାଟିଛି। ରାମନାଗୁଡ଼ା ଫାଣ୍ଡିରେ ବସଟିକୁ ପରିବହନ ବିଭାଗ ଅଟକ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ବଢ଼ିଚାଲିଛି କରୋନା ସଂକ୍ରମଣ, ଗତ ୨୪ ଘଣ୍ଟାରେ ୧୪୦୭ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଡରାଇଲାଣି କରୋନା। ଦେଶର ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା କରୋନା ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି। କିଛି ଦିନ ହେଲାଣି ସଂକ୍ରମଣ ବଢ଼ୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୦୭ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦୁଇଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ଜଣେ ମୃତ 

ଭଦ୍ରକ: ଭଦ୍ରକ ଜିଲ୍ଲା ଓଲଙ୍ଗ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ବଜ୍ରପାତରେ ଜଣଙ୍କର ମୃତ। ଚିକତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରିବା ମାତ୍ରେ ଡ଼ାକ୍ତର ଉକ୍ତ ବ୍ୟକ୍ତିଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ସୂଚନାଅନୁଯାୟୀ, ସଲଙ୍ଗ ଗ୍ରାମର ଗୁରୁଆ ମହନ୍ତ(୫୫)। ଆଜି ଅପରାହ୍ନରେ ନିଜ ବିଲରେ…
ଅଧିକ ଖବର ଦେଖନ୍ତୁ...

ଗଂଜେଇ ମାଫିଆ ଡରରେ ଫେରିଲା ପ୍ରଶାସନର ଜେସିବି

ଖୋର୍ଦ୍ଧା: ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶରେ ଦଙ୍ଗାକାରୀ, ଅପରାଧୀ, ମାଫିଆଙ୍କ ବେଆଇନ ସମ୍ପତ୍ତିକୁ ସରକାରୀ ଜେସିବି ବିଧ୍ୱସ୍ତ କରିବାରେ ସଫଳ ହେଉଥିବା ବେଳେ ଖୋର୍ଦ୍ଧାରେ କିନ୍ତୁ ପ୍ରଶାସନର ଜେସିବି ଜଣେ ସାଧାରଣ ଗଂଜେଇ ଓ ଜମି ମାଫିଆର ଭୟରେ ପଛଘୁଂଚା ଦେଇ ଫେରି ଆସିଛି । ଖୋର୍ଦ୍ଧାରେ…
ଅଧିକ ଖବର ଦେଖନ୍ତୁ...

ବାଣ କାରଖାନାରେ ବିସ୍ଫୋରଣ, ଦୁଇ ଭାଇଙ୍କ ସମେତ ଚାରିଜଣଙ୍କର ମୃତ୍ୟୁ

ଲଖନଉ: ଆଜି ସନ୍ଧ୍ୟାରେ ଉତ୍ତରପ୍ରଦେଶର ସାହାରନପୁରରେ ଏକ ବାଣ କାରଖାନାରେ ବଡଧରଣର ବିସ୍ଫୋରଣ ଘଟିଛି | ଏହି ବିସ୍ଫୋରଣରେ ଜଣେ ନାବାଳିକାଙ୍କ ସମେତ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କାରଖାନାର ଅନେକ ଶ୍ରମିକ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ସମ୍ପର୍କୀୟ ଭାଇ ମଧ୍ୟ ଥିଲେ। ଭୟଙ୍କର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ପୂର୍ବ ବିବାଦ ସମ୍ମୁଖକୁ ଆସିପାରେ। ମଙ୍ଗଳ ଓ ବୁଧବାର: ମାନସିକ ରୂପେ ଖୁସି ରହିବେ। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: ପ୍ରେମରେ ସଫଳତା ପାଇବେ। ରବି ଓ ସୋମବାର: ବୈବାହିକ ଜୀବନ ଖୁସିଭରା ରହିବ। ମଙ୍ଗଳ ଓ ବୁଧବାର: ସମ୍ମାନିତ ଲୋକଙ୍କ ସହ ମିଶିବେ।…
ଅଧିକ ଖବର ଦେଖନ୍ତୁ...

‘ସହଯୋଗ’ ପକ୍ଷରୁ ପାଠପଢ଼ା ସାମଗ୍ରୀ, ରେସନ୍ ଓ ଶାଢ଼ି ବଣ୍ଟନ

କଟକ: କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଉରାଢ଼ ପଞ୍ଚାୟତର ତଣ୍ଡିକଣା ଗ୍ରାମର ମା ସପ୍ତଫଣୀ ପୀଠରେ ସହଯୋଗ ସଂଗଠନ ପଞ୍ଚାୟତର ଶତାଧିକ ଗରିବ ଅସହାୟ ବ୍ୟକ୍ତି ଏବଂ ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ପାଠପଢ଼ା ସାମଗ୍ରୀ, ମାସିକିଆ ରାସନ୍ ସମଗ୍ରୀ ଓ ଶାଢ଼ି ବାଣ୍ଟିଛି। ଡ଼ ଗଙ୍ଗାଧର ସ୍ୱାଇଁଙ୍କ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : କୋଲକାତା ଆଗରେ ୧୭୭ରନର ବିଜୟ ଲକ୍ଷ୍ୟ ରଖିଲା ଲକ୍ଷ୍ନୌ

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ ର ୫୩ତମ ମ୍ୟାଚରେ କୋଲକାତା ଆଗରେ ୧୭୭ ରନର ଲକ୍ଷ୍ୟ ରଖିଛି ଲକ୍ଷ୍ନୌ । ଏହି ମ୍ୟାଚରେ କୋଲକାତା ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷୟିତ୍ରୀଙ୍କ ଘରୁ ସୁନା ଚୋରି କଲା ଛାତ୍ରୀ, ବଡ଼ଭଉଣୀ ମାଧ୍ୟମରେ ବ୍ୟାଙ୍କକୁ ଗଲା ଅଳଙ୍କାର

ଜୟପୁର: ତିନି ବର୍ଷ ତଳେ ଚୋରି ହୋଇଥିବା ୧୨୦ଗ୍ରାମ ସୁନା ଅଳଙ୍କାରକୁ ନାଟକୀୟ ଭାବେ ଜୟପୁର ଟାଉନ ପୁଲିସ ୩ଟି ବ୍ୟାଙ୍କରେ ବନ୍ଧକ ଭାବେ ଥିବା ବେଳେ ଉଦ୍ଧାର କରିଛି। ଏହା ସହ ଉଦ୍ଧାର ସୁନା ଅଳଙ୍କାରକୁ ସାନା କ୍ରୀଷ୍ଣା ଓତାଙ୍କ ପରିବାରର ଜିମାରେ ଦିଆଯାଇଛି ବୋଲି କହିଛନ୍ତି ଜୟପୁର…
ଅଧିକ ଖବର ଦେଖନ୍ତୁ...

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନାଟୋର ସଂପ୍ରସାରଣ କରୁଛି ଆମେରିକା : ଚୀନ

ବେଜିଂ : ଆମେରିକା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ନାଟୋର ସଂପ୍ରସାରଣ କରୁଛି । ବାରମ୍ବାର ତାଇଓ୍ବାନ ପ୍ରସଙ୍ଗକୁ ଉଠାଇ ଚୀନର ଧୈର୍ଯ୍ୟ ପରୀକ୍ଷା କରୁଛି ବୋଲି ଚୀନର ଉପ ବୈଦେଶିକ ମନ୍ତ୍ରୀ ଲି ୟୁଚେଙ୍ଗ କହିଛନ୍ତି ।  ଆମେରିକା ଚୀନର ଲାଲ ରେଖା ଟପିବାକୁ ଉଦ୍ୟମ କରୁଛି ବୋଲି ସେ…
ଅଧିକ ଖବର ଦେଖନ୍ତୁ...