Daily Archives

August 5, 2022

ସାତସପନ ସରକାରୀ ଯୋଜନା: ଛିଣ୍ଡା ପଲିଥିନ ତଳେ ରିକ୍ସାବାଲାଙ୍କ ଜୀବନ

ରାଉରକେଲା: ରିକ୍ସା ଗଡିଲେ ପରିବାର ପେଟକୁ ଦାନା ମିଳୁଥିଲା। ସୁଖ ଦୁଃଖରେ ଚଳୁଥିଲା ସଂସାର। ସେତେବେଳେ ବି ସ୍ଥାନୀୟ ପ୍ରଶାସନ ତାଙ୍କ ଦୁଃଖ ବୁଝିଲେନି। ଏବେ ବୃଦ୍ଧ ବୟସରେ ପ୍ରଶାସନ ସମ୍ପୂର୍ଣ୍ଣ ପାସୋରି ଗଲେ। ଏମିତି ବିକଳ ଚିତ୍ର ଦେଖିବାକୁ ମିଳିଛି ସ୍ମାର୍ଟସିଟି ଅନ୍ତର୍ଗତ ବନ୍ଧମୁଣ୍ଡା…
ଅଧିକ ଖବର ଦେଖନ୍ତୁ...

ସାଫ ଅଣ୍ଡର ୨୦ ଫୁଟବଲ ଚାମ୍ପିୟନସିପ: ବାଂଲାଦେଶକୁ ୫-୨ ଗୋଲରେ ପରାସ୍ତ କରି ଟ୍ରଫି ହାତେଇଲା ଭାରତ

ଭୁବନେଶ୍ବର: ବାଂଲାଦେଶକୁ ହରେଇ ଭାରତ ଚାମ୍ପିୟାନ। କଳିଂଗ ଷ୍ଟାଡିୟମରେ ଖେଳାଯାଉଥିବା ସାଫ ଅଣ୍ଡର ୨୦ ଫୁଟବଲ ଚାମ୍ପିୟାନସିପରେ ବାଂଲାଦେଶକୁ ୫-୨ ଗୋଲରେ ହରେଇ ଟ୍ରଫି ହାତେଇଲା ଭାରତ। ଭାରତ ପକ୍ଷରୁ ଗୁରକିରତ ସିଂ ଆକର୍ଷଣୀୟ ଖେଳ ପାଦର୍ଶନ କରିବା ସହ ୪ଟି ଗୋଲ ସ୍କୋର କରିଥିଲେ। ସେହିପରି…
ଅଧିକ ଖବର ଦେଖନ୍ତୁ...

ତାଇୱାନକୁ ଦେଶ ବୋଲି କହି ଚୀନ ସାମ୍ନାରେ କ୍ଷମା ମାଗିଲା ଏହି ଚକଲେଟ କମ୍ପାନି

ବେଜିଙ୍ଗ: ତାଇୱାନ-ଚୀନ ମଧ୍ୟରେ ଏବେ ତିକ୍ତତା ଲାଗି ରହିଥିବାବେଳେ ଏବେ ଅଡୁଆରେ ଫସିଯାଇଛି ଆମେରିକାର ଏକ ଚକଲେଟ କମ୍ପାନି | ବାସ୍ତବରେ ତାଇୱାନକୁ ଦେଶ ବୋଲି କହିବା ଏହି ଚକଲେଟ କମ୍ପାନିକୁ ମହଙ୍ଗା ସାବ୍ୟସ୍ତ ହୋଇଛି | ମିଳିଥିବା ସୂଚନା ମୁତାବକ ସ୍ନିକର୍ସ ଚକଲେଟ କମ୍ପାନିକୁ ଚାଇନାକୁ…
ଅଧିକ ଖବର ଦେଖନ୍ତୁ...

‘ଦ୍ରୌପଦୀ’ ନେଇ ଆସୁଛନ୍ତି ପ୍ରକୃତି, ଓଡ଼ିଆ ଓ ହିନ୍ଦୀରେ ରିଲିଜ ହେବ ଫିଲ୍ମ

ଭୁବନେଶ୍ୱର: ଆସୁଛି ପ୍ରକୃତିଙ୍କ ‘ଦ୍ରୌପଦୀ’ । ହର ପଟ୍ଟନାୟକଙ୍କ ଝିଅ ଅନନ୍ୟା ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦ୍ରୌପଦୀ’ର ପୋଷ୍ଟର ରିଲିଜ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ପ୍ରକୃତି ମିଶ୍ର । ଏହି ଫିଲ୍ମଟି ଉଭୟ ହିନ୍ଦୀ ଓ ଓଡ଼ିଆରେ ରିଲିଜ ହେବ |ଫିଲ୍ମକୁ ନେଇ ପ୍ରକୃତି…
ଅଧିକ ଖବର ଦେଖନ୍ତୁ...

ବୋଲଗଡ଼ ବିଇଓ କାର୍ଯ୍ୟାଳୟରେ ଦୁର୍ନୀତି: ଶିକ୍ଷକ ସଂଘର ଦାବି ପରେ ତଦନ୍ତ ପାଇଁ ନିର୍ଦେଶ

ଖୋର୍ଦ୍ଧା: ରାଜ୍ୟର ଶିକ୍ଷା ବ୍ୟବସ୍ଥାର ପରିଚାଳନା ପାଇଁ ତଳସ୍ତରର ସର୍ବୋଚ୍ଚ କାର୍ଯ୍ୟାଳୟ ହେଉଛି ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ। ସାଧାରଣତଃ ଶିକ୍ଷକଶିକ୍ଷୟିତ୍ରୀ ପ୍ରାୟତଃ ନିଜର ବୃତ୍ତିର ଅଧିକାଂଶ କାମ ଏହି କାର୍ଯ୍ୟାଳୟରେ ହୋଇଥାଏ, କିନ୍ତୁ ଏଠାରେ ଯଦି ଶିକ୍ଷକମାନେ…
ଅଧିକ ଖବର ଦେଖନ୍ତୁ...

ଶନିବାର ଉପରାଷ୍ଟ୍ରପତି ନିର୍ବାଚନ : କିଏ କାହାକୁ ସମର୍ଥନ କରିବ ?

ନୂଆଦିଲ୍ଲୀ : ଆସନ୍ତା କାଲି ଅନୁଷ୍ଠିତ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଏଥିରେ ଏନଡିଏ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଓ ୟୁପିଏ ପକ୍ଷରୁ ମାର୍ଗାରେଟ୍ ଆଲଭାଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ରାଷ୍ଟ୍ରପତି ନିର୍ବାଚନରେ ହୋଇଥିବା ଗୋଳମାଳିଆ ପରିସ୍ଥିତି ପରେ ଏହି…
ଅଧିକ ଖବର ଦେଖନ୍ତୁ...

ମ୍ୟାଚ ଚାଲିଥିବାବେଳେ ଷ୍ଟାଡିୟମ ଦେଇ ଯାଏ ଟ୍ରେନ, ଜାଣିଛନ୍ତି କି କେଉଁଠାରେ ଅଛି ଏହି ସ୍ଥାନ

ସ୍ଲୋଭାକିଆ: ମନେ କରନ୍ତୁ ଆପଣ ଷ୍ଟାଡିୟମରେ ବସି ଖେଳ ଦେଖୁଛନ୍ତି ଓ ଆପଣଙ୍କ ସାମ୍ନାରେ ଏକ ଟ୍ରେନ ଯିବି | କଥାଟି ଶୁଣିବାକୁ ଅବାସ୍ତବ ଲାଗୁଥିଲେ ବି ଏକଥା ଏକଦମ ସତ | ବିଶ୍ୱରେ ଏମିତି ଏକ ଷ୍ଟାଡିୟମ ଅଛି ଯାହା ମଧ୍ୟ ଦେଇ ଟ୍ରେନ ଚଳାଚଳ କରିଥାଏ | ଷ୍ଟାଡିୟମରେ ଖଚାଖଚ ଦର୍ଶକଙ୍କ ଭିଡ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ବାରସିଙ୍ଗା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତା ମୃତ୍ୟୁ ଘଟଣା: ୫ ଜଣଙ୍କୁ କୋର୍ଟ ଚାଲାଣ

ନରସିଂହପୁର:  କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ବାରସିଙ୍ଗା ଜଙ୍ଗଲରେ ଗୁଳିବିଦ୍ଧ ମୃତ ଦନ୍ତାହାତୀ ଘଟଣାରେ ଆଜି ୫ ଜଣଙ୍କୁ ବନ ବିଭାଗ କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ଜୁଲାଇ ମାସ ୨୯ ତାରିଖ ଦିନ…
ଅଧିକ ଖବର ଦେଖନ୍ତୁ...

୨ଟି କ୍ଲେମର ପାଇପ ବୋମା ଉଦ୍ଧାର

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ଯବାନ ଦୁଇଟି କ୍ଲେମର ପାଇପ ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି। ଜିଲ୍ଲା ପୁଲିସ ଏବଂ ଆଇଟିବିପି ଯବାନ କହକମେଟା ଗ୍ରାମ ଠାରୁ କୁନ୍ଦଲା ଗ୍ରାମ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ କରୁଥିବା ବେଳେ କହକମେଟା ଠାରୁ ମାତ୍ର…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ‘କଳା ବିରୋଧ’ ଉପରେ ପ୍ରଶ୍ନ ଉଠାଇ ଗୃହମନ୍ତ୍ରୀ ଅମିତ ଶାହା କହିଲେ; ଏହା ପଛରେ ଅଛି ଅଲଗା ଖେଳ!

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି, ବେରୋଜଗାରୀ ଏବଂ ଜିଏସଟି ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଆଜି ଦେଶବ୍ୟାପୀ ‘କଳା ଦିବସ’ ପାଳନ ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରିଛି। ତେବେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି (ଅଗଷ୍ଟ ୫)ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ…
ଅଧିକ ଖବର ଦେଖନ୍ତୁ...