Daily Archives

September 25, 2022

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ବନ୍ଧୁଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକ ଆଗକୁ ବଢ଼ିବାର ଅବସର ପାଇବେ। ‌ ବୃଷ: ମୁଣ୍ଡରେ ଘୂରି ବୁଲୁଥିବା ନକାରାତ୍ମକ ଚିନ୍ତା ସମାପ୍ତ ହୋଇଯିବ। ଧନଲାଭର ନୂଆ ଉତ୍ସ ନଜର…
ଅଧିକ ଖବର ଦେଖନ୍ତୁ...

ଆଜବେଷ୍ଟସ୍‌ ଭାଙ୍ଗି ଜନସେବା କେନ୍ଦ୍ରରୁ ଚୋରି, ସିସିଟିଭିରେ କଏଦ ହେଲା ଚୋରି ସମୟର ଦୃଶ୍ୟ

ରିଆମାଳ: ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବଡଡଙ୍ଗାଘାଟ ଗ୍ରାମରେ ଥିବା ଜନସେବା କେନ୍ଦ୍ରରୁ ଶନିବାର ମଧ୍ୟରାତ୍ରିରେ ଲ୍ୟାପଟପ, ଲାମିନେସନ ମେସିନ, ନଗଦ ଟଙ୍କା ସହ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ଚୋରି ବେଳର ସମସ୍ତ ଭିଡିଓ ସିସି ଟିଭିରେ କଏଦ ହୋଇଛି । ରାତି…
ଅଧିକ ଖବର ଦେଖନ୍ତୁ...

ଏହି ୪ ଦିନ ମାତ୍ର ୧୦୦ ଟଙ୍କାରେ ଯେକୌଣସି ସିନେମା ହଲରେ ଦେଖିପାରିବେ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: 'ବ୍ରହ୍ମାସ୍ତ୍ର' ରିଲିଜ୍ ହେବାକୁ ପ୍ରାୟ ତିନି ସପ୍ତାହ ବିତିଗଲାଣି ଏବଂ ଚଳଚ୍ଚିତ୍ରଟି ଭଲ ରୋଜଗାର କରୁଛି। ଜାତୀୟ ସିନେମା ଦିବସ ଅବସରରେ ପ୍ରେକ୍ଷାଳୟରେ ମାତ୍ର ୭୫ ଟଙ୍କା ଟିକେଟ୍ ମିଳିବା ପରେ ଶୁକ୍ରବାର ଦିନ 'ବ୍ରହ୍ମାସ୍ତ୍ର'ର କଲେକ୍ସନ ଢେର ବଢିଯାଇଥିଲା | ଫିଲ୍ମଟି ସେହି ଦିନ…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଚପାରେ ଯୁବକ ମୃତ 

ଭଦ୍ରକ:  ଭଦ୍ରକର ୧୬ ନମ୍ୱର୍ ଜାତୀୟ ରାଜପଥର ଚରମ୍ପା ଦମକଳ କେନ୍ଦ୍ର ନିକଟରେ ଟ୍ରକ ଚାପରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏରେଇ ଅଞ୍ଚଳର ଯୁବକ ଶ୍ରୀକାନ୍ତ ପାଣିଗ୍ରାହୀ ଓରଫ ବାପୁନ୍ ଆଜି ରାତି ୭ଟା ୪୫ ସମୟରେ ଚାଲି ଚାଲି  ରାସ୍ତା ପାର ହେଉଥିବା ବେଳେ ବାଲେଶ୍ଵର ଆଡୁ ଭଦ୍ରକ…
ଅଧିକ ଖବର ଦେଖନ୍ତୁ...

ହେମା ମାଳିନୀଙ୍କୁ ରାକ୍ଷୀଙ୍କ ଜବାବ; ମୁଁ ଦ୍ବିତୀୟ ସ୍ମୃତି ଇରାନୀ ହେବି

ନୂଆଦିଲ୍ଲୀ: ମୁଁ ଦ୍ବିତୀୟ ସ୍ମୃତି ଇରାନୀ ହେବି। ଏଭଳି କହି ୭୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ହେମା ମାଳିନୀଙ୍କୁ ଜବାବ ଦେଇଛନ୍ତି ଅଭିନେତ୍ରୀ ରାକ୍ଷୀ ସାୱନ୍ତ। ମଥୁରାରୁ ଆଗାମୀ ନିର୍ବାଚନରେ ଅଭିନେତ୍ରୀ କଙ୍ଗନା ରାଣାୱତ ନିର୍ବାଚନ ଲଢ଼ିବେ ବୋଲି ଶନିବାର ହେମା ମାଳିନୀଙ୍କୁ ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...

୩ୟ ଟି-୨୦: ଭାରତକୁ ୧୮୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ; ଗ୍ରିନ୍‌ ଓ ଡେଭିଡ୍‌ଙ୍କ ଅର୍ଦ୍ଧଶତକ, ଅକ୍ଷର…

ହାଇଦ୍ରାବାଦ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ୩ୟ ତଥା ଅନ୍ତିମ ମୁକାବିଲା ଜାରି ରହିଛି। ହାଇଦ୍ରାବାଦ୍‌ସ୍ଥିତ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଟସ୍‌ ଜିଣି ଭାରତ ‌ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଅତିଥି ଦଳ ବ୍ୟାଟିଂ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଶ୍ମଶାନକୁ ନାହିଁ ସ୍ଥାୟୀ ରାସ୍ତା: ଆଣ୍ଠୁଏ ପାଣିରେ ଯାଇ ଶବ ଦାହ କଲେ ଗ୍ରାମବାସୀ

ରାୟଗଡ଼ା,୨: ଶ୍ମଶାନକୁ ନାହିଁ ରାସ୍ତା। ଫଳରେ ୧୨ ଘଣ୍ଟା ଘରେ ମୃତଦେହ ପଡ଼ି ରହିବା ପରେ ଆଣ୍ଠୁଏ ପାଣିରେ ଯାଇ ଅନ୍ତିମ ସଂସ୍କାର କରିଛନ୍ତି ଗ୍ରାମବାସୀ ଓ ପରିବାର ଲୋକ। ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର କାର୍ତ୍ତିକଗୁଡ଼ା ଗ୍ରାମରେ। ବର୍ଷା ଯୋଗୁ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ବୁଡ଼ିଯାଉଥିବା ଜାହାଜ ଓ ଲାଲୁଙ୍କ ଯୁଗ ଆଉ ନାହିଁ: ବିଜେପି ନେତା ସୁଶୀଲ ମୋଦୀ

ନୂଆଦିଲ୍ଲୀ: ମିଶନ ୨୦୨୪ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ସୁପ୍ରିମୋ ଲାଲୁ ଯାଦବ କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଆଉ ଏହାକୁ ନେଇ ବିଜେପିର ରାଜ୍ୟସଭା ସାଂସଦ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ହକିର ପୁରୁଣାଗଡ଼ରୁ ପୁଣି ଭଲ ପ୍ରତିଭା ବାହାର କରିବା ଦିଗରେ ବିଶେଷ ଦୃଷ୍ଟି ରହିବ: ଦିଲୀପ ତିର୍କୀ

ଭୁବନେଶ୍ୱର: ଭାରତର ସର୍ବାଧିକ ୪୧୨ ଆନ୍ତର୍ଜାତିକ ହକି ମ୍ୟାଚ୍‍ ଖେଳିବାର କୀର୍ତ୍ତିମାନ କରିଥିବା ପଦ୍ମଶ୍ରୀ ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ହେବା ପରେ ରବିବାର ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ତାଙ୍କ ବାସଭବନରେ ଓସ୍‌ଜାର…
ଅଧିକ ଖବର ଦେଖନ୍ତୁ...