Monthly Archives

September 2022

୧୪ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆରଏସ୍‌

ଝାରସୁଗୁଡ଼ା/ଭୁବନେଶ୍ବର: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଆରଏସ। ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କନକତୋରା ପଞ୍ଚାୟତର ଜିଆରଏସ ମନୋଜ କୁମାର ସାହୁ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି। କନକତୋରା ଗ୍ରାମର ସୁବାଷ…
ଅଧିକ ଖବର ଦେଖନ୍ତୁ...

ଦୁଇ ସିଡିଏସଙ୍କ ମଧ୍ୟରେ କଣ ସମାନତା ରହିଛି ?

ନୂଆଦିଲ୍ଲୀ : ଭାରତ ସରକାର  ଜେନେରାଲ ଅନୀଲ ଚୌହାନଙ୍କୁ ଦେଶର ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ନିଯୁକ୍ତ କରିଛନ୍ତି । ଶୁକ୍ରବାରଦିନ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁର ୯ ମାସ ପରେ ନୂଆ ସିଡିଏସ କାର୍ଯ୍ୟଭାର ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ମମିତା ମେହେର ହତ୍ୟା ମାମଲା: ଦ୍ବିତୀୟ ଦିନରେ ସାକ୍ଷ୍ୟ ଗ୍ରହଣ

କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୋର୍ଟରେ ଗତକାଲି ଠାରୁ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ସହଯୋଗୀ ରାଧେଶ୍ୟାମ ଚଣ୍ଡି ଏଡିଜେ କୋର୍ଟରେ ହାଜର ହେବା ସହ ମମିତା…
ଅଧିକ ଖବର ଦେଖନ୍ତୁ...

ମୋ ବ୍ୟାଗରେ ବୋମା ଅଛି: ଦିଲ୍ଲୀରୁ ମାଲେସିଆ ଯାଉଥିବା ବିମାନରେ ବୋମା ଗୁଜବ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏକ ସାମାନ୍ୟ ଯୁକ୍ତିତର୍କ ପାଇଁ ଯାତ୍ରୀଙ୍କ ସହ ସୁରକ୍ଷାକର୍ମୀଙ୍କୁ ନାକେଦମ ହେବାକୁ ପଡିଛି | ମାଲେସିଆ ଅଭିମୁଖେ ଯିବାକୁ ଥିବା ଏକ ବିମାନରେ ବୋମା ଥିବାର ସୂଚନା ମିଳିବା ପରେ ବିମାନରେ ଯାତ୍ରା କରୁଥିବା…
ଅଧିକ ଖବର ଦେଖନ୍ତୁ...

ଇନ୍‌ଷ୍ଟାରେ ବୁଲୁଛି ‘ବଟ୍‌ର ଚିକେନ୍‌ ଆଇସ୍‌କ୍ରିମ୍‌ ଉଇଥ୍‌ ଗ୍ରୀନ୍‌ ଚଟ୍‌ନି’ର ଭିଡିଓ, ସ୍ବାଦ ନେଇ ସମସ୍ତେ ଉତ୍ସୁକ

ନୂଆଦିଲ୍ଳୀ: ଖାଇବାର ଇଚ୍ଛା ପ୍ରତ୍ୟେକ ମଣିଷ ଭିତରେ ଥାଏ। କିଏ ନିଜେ ରେ‌ାଷେଇ କରି ଖାଇବାକୁ ପସନ୍ଦ କରନ୍ତି, କିଏ ଅନ୍ୟର ହାତରନ୍ଧା ଖାଇବାକୁ ପସନ୍ଦ କରନ୍ତି। କିଏ ପୂର୍ବରୁ ଖାଇ ଆସୁଥିବା ଖାଦ୍ୟ ସବୁକୁ ବାରମ୍ବାର ଖାଇବାକୁ ପସନ୍ଦ କରନ୍ତି ତ ପୁଣି କିଏ ନୂଆ ନୂଆ ଖାଦ୍ୟ ଖାଇବାକୁ ପସନ୍ଦ…
ଅଧିକ ଖବର ଦେଖନ୍ତୁ...

ଚାଲିଚାଲି ଡାକ୍ତରଖାନା ଯାଉଥିଲେ ୭୦ ବର୍ଷୀୟ ରୋଗୀ, ଖଟିଆରେ ବୋହିନେଲେ ବିଏସଏଫ୍‌ ଯବାନ୍‌ 

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଜି ନକ୍ସଲ ମୂଳପୋଛ ହେବାର ମୁଖ୍ୟ କାରଣ ହେଲା ବିଏସଏଫ। ଜିଲ୍ଲାରେ ପ୍ରାୟ ୩୦ଟି ବିଏସଏଫ କ୍ୟାମ୍ପ ଦୁର୍ଗମରୁ ଅତି ଦୁର୍ଗମ ଅଂଚଳରେ ଅବସ୍ଥାପିତ ହୋଇ ନକ୍ସଲଙ୍କୁ ଜିଲ୍ଲାରୁ ତଡିବାରେ ସଫଳ ହୋଇଛନ୍ତି। ଆଜି ଜିଲ୍ଲା ନକ୍ସଲ କବଳରୁ ମୁକୁଳିପାରିଛି ବିଏସଏଫ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ଆଇଜର୍‌ ନିର୍ଦ୍ଦେଶକଙ୍କ ଆମେରିକାରେ ହୃଦ୍‌ଘାତରେ ପରଲୋକ

ବ୍ରହ୍ମପୁର: ବ୍ରହ୍ମପୁର ଆଇଜର୍‌ (ଇଣ୍ଡିଆନ ଇଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚ)ର ନିର୍ଦ୍ଦେଶକ ପ୍ରଫେସର କେ. ଭେଙ୍କଟ ରମଣ ଚାରୀ(୬୮)ଙ୍କ ହୃଦ୍‌ଘାତରେ ବିୟୋଗ ଘଟିଛି। ପ୍ରଫେସର ଚାରୀ ୟୁଏସ୍‌ଏରେ ରହୁଥିବା ତାଙ୍କ ପୁଅ ଘରକୁ ଯାଇଥିଲେ। ଆଜି ଅପରାହ୍‌ଣ ପ୍ରାୟ ୩ଟା ୧୫…
ଅଧିକ ଖବର ଦେଖନ୍ତୁ...

‘ଜୀବନ ସାରା ପାଠ ପଢ଼ି ବୁଢ଼ା ହେଇଯିବି’ କହି ପାଠ ପଢ଼ିବିନି କହୁଥିବା କୁନି ପିଲାର ଭିଡିଓ ଭାଇରାଲ୍‌

ନୂଆଦିଲ୍ଳୀ: ସୋସିଆଲ୍‌ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ୍‌ ହେବାର ଆପଣ ଦେଖିଥିବେ। ଏପରି କିଛି ଭିଡିଓ ଅଛି, ଯାହାକୁ ଦେଖିବା ପରେ ଆପଣଙ୍କ ମନ ଏକଦମ ହାଲୁକା ହୋଇଯିବ। ସୋସିଆଲ୍‌ ମିଡିଆରେ ଆପଣ ଅନେକ ଛୋଟ ଛୁଆଙ୍କ ଭିଡିଓ‌ ଦେଖିଥିବେ। ନିକଟରେ ବି ଜଣେ ଶିଶୁର ଭିଡିଓ…
ଅଧିକ ଖବର ଦେଖନ୍ତୁ...

୨ଟି ସନ୍ତାନ ନୀତି ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇପାରିବୁ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସମାଜରେ ଥିବା ସମସ୍ୟାଗୁଡ଼ିକର ସମାଧାନ ଆବଶ୍ୟକ, କିନ୍ତୁ ସବୁ ସମସ୍ୟାର ସମାଧାନ କୋର୍ଟରେ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଜନସଂଖ୍ୟା ନିୟନ୍ତ୍ରଣ ସଂପର୍କିତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି । ଦେଶରେ ଜନସଂଖ୍ୟା…
ଅଧିକ ଖବର ଦେଖନ୍ତୁ...

ଇସ୍ତାହାରରେ ଭାରତର ‘କ୍ଷତବିକ୍ଷତ’ ମାନଚିତ୍ର ପ୍ରକାଶ କରିଥିବାରୁ କଂଗ୍ରେସ ସଭାପତି ପ୍ରାର୍ଥୀ ଥରୁରଙ୍କୁ କଟାକ୍ଷ କଲା…

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶଶି ଥରୁର ନିଜ ଇସ୍ତାହାରରେ ଭାରତର ଏକ ‘କ୍ଷତବିକ୍ଷତ’ ମାନଚିତ୍ର ପ୍ରକାଶ କରିଥିବାରୁ ତାଙ୍କୁ କଟାକ୍ଷ କରିଛି ବିଜେପି। ବିଜେପି କହିଛି ଯେ ଥରୁର ତାଙ୍କ ଇସ୍ତାହାରରେ ଜମ୍ମୁ- କଶ୍ମୀରର କିଛି ଅଂଶ ନଥିବା ଏକ…
ଅଧିକ ଖବର ଦେଖନ୍ତୁ...