Daily Archives

March 24, 2023

ରାହୁଲ ଗାନ୍ଧୀଙ୍କ ସଂସଦରେ ସଭ୍ୟ ପଦ ରଦ୍ଦ ମାମଲା: ମାର୍ଚ୍ଚ ୨୫ରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବ ଓଡ଼ିଶା କଂଗ୍ରେସ

ଭୁବନେଶ୍ବର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଂସଦରେ ସଭ୍ୟ ପଦ ରଦ୍ଦ ନେଇ ଓଡ଼ିଶା କଂଗ୍ରେସ ଶନିବାର ରାଜ୍ୟବ୍ୟାପି ପ୍ରତିବାଦ କରିବ। କଂଗ୍ରେସର ପ୍ରତିବାଦ ନେଇ ଭିଡିଓ ବାର୍ତ୍ତା ଜରିଆରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି। ପିସିସି…
ଅଧିକ ଖବର ଦେଖନ୍ତୁ...

ଇରାନରୁ ୩ ବର୍ଷ ପରେ ଫେରିଲେ ୫ ଭାରତୀୟ, ଡ୍ରଗ୍ସ ଚାଲାଣ ସନ୍ଦେହରେ କରାଯାଇଥିଲା ଗିରଫ

ନୂଆଦିଲ୍ଲୀ: ଶେଷରେ ୩ ବର୍ଷ ପରେ ନିଜ ଦେଶକୁ ଫେରିଛନ୍ତି ୫ ଜଣ ଭାରତୀୟ ଯୁବକ | ଏହି ଯୁବକମାନେ ପେସାରେ ମର୍ଚାଣ୍ଟ ନେଭିର ନାବିକ ହୋଇଥିବାବେଳେ ଏମାନଙ୍କୁ ଇରାନ ପୁଲିସର ଅନୁସନ୍ଧାନକାରୀ ସଂସ୍ଥା ଡ୍ରଗ୍ସ ଚାଲାଣ ସନ୍ଦେହରେ ଗିରଫ କରିଥିଲା | ଡ୍ରଗ୍ସ ଚାଲାଣ ମାମଲାରେ ଏମାନେ ବିଚାରାଧିନ…
ଅଧିକ ଖବର ଦେଖନ୍ତୁ...

ଅରମାନ କୋହଲିଙ୍କ ଭୁଲ ପାଇଁ ଶାହରୁଖ ହେଲେ ଷ୍ଟାର୍

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ସିନେମା ‘ପଠାନ’ର ଚର୍ଚ୍ଚା ଏବେ ଚାରିଆଡେ। ମାର୍ଚ୍ଚ ୨୨ରେ ଏହି ସିନେମାକୁ ଆମାଜନ ପ୍ରାଇମ ଭିଡିଓରେ ପ୍ରସାରଣ କରାଯାଇଥିଲା। ଶାହରୁଖଙ୍କୁ ବଲିଉଡର କିଙ୍ଗ ଖାନ ବୋଲି କୁହାଯାଉଛି। ତେବେ ଶାହରୁଖଙ୍କ ଜୀବନରେ ବି ଏମିତି ଏକ ସମୟ ଆସିଛି, ଯେଉଁ…
ଅଧିକ ଖବର ଦେଖନ୍ତୁ...

ଚକୋଲେଟ୍‌ରେ କେଶ ସଜାଇ ଭାଇରାଲ୍‌ ହେଲେ କନ୍ୟା, ପ୍ରାଥମିକ ସ୍କୁଲ୍‌ରୁ ବୁଲିଆସ ବୋଲି କମେଣ୍ଟ୍‌ ଦେଲେ ବ୍ୟବହାରକାରୀ

ନୂଆଦିଲ୍ଲୀ: ଭାରତୀୟ ବିବାହ ପ୍ରତି ସମ୍ମାନ ବିଶ୍ବ ସାରା ଲୋକଙ୍କ ମଧ୍ୟରେ ରହିଛି। ଅଧିକାଂଶ ସମୟରେ ଅନ୍ୟ ଦେଶର କିଛି ଲୋକ ଆମ ଦେଶକୁ ଆସି ଆମ ଶୈଳୀରେ ବିବାହ କରିଥିବାର ଉଦାହରଣ ବି ରହିିଛି। ବିବାହ ଯୋଜନା କରିବାକୁ ଆମକୁ ମାସ ମାସ ସମୟ ଲାଗିଯାଏ। ସାଜସଜ୍ଜାଠାରୁ ଆରମ୍ଭ କରି ଭୋଜନ…
ଅଧିକ ଖବର ଦେଖନ୍ତୁ...

ମୁଁ ଭାରତ ପାଇଁ ଲଢ଼ୁଛି, ଏଥିପାଇଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ : ରାହୁଲ

ନୂଆଦିଲ୍ଲୀ:  ଲୋକସଭାରୁ ନିଜର ସଦସ୍ୟତା ବାତିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏକ ଟୁଇଟ୍ କରି ସେ କହିଛନ୍ତି, ମୁଁ ଭାରତର ସ୍ୱର ପାଇଁ ଲଢ଼ୁଛି । ଏଥିପାଇଁ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ । ସଦସ୍ୟ ପଦ ରଦ୍ଦ ହେବା ପରେ ରାହୁଲ ନିଜ ମା’ ସୋନିଆ…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶରେ ୧୦ ମହଲା ବିଶିଷ୍ଟ ୧୦୦ କୋଟିର ଅତ୍ୟାଧୁନିକ ଦଳୀୟ କାର୍ଯ୍ୟାଳୟ କରୁଛି ବିଜେପି

ଭୋପାଳ: ଚଳିତ ବର୍ଷ ଶେଷ ଆଡ଼କୁ ନିର୍ବାଚନ ଆସୁଥିବାରୁ ମଧ୍ୟପ୍ରଦେଶ ରାଜ୍ୟ ବିଜେପିର ଭୋପାଳରେ ଥିବା ଦଳୀୟ କାର୍ଯ୍ୟାଳୟରେ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି। ୩୨ ବର୍ଷ ପରେ ବିଜେପି ପାଖାପାଖି ୧୦୦ କୋଟି ଟଙ୍କା ବ୍ୟୟରେ ୧୦ ମହଲା ବିଶିଷ୍ଟ ଏକ ଅତ୍ୟାଧୁନିକ ଦଳୀୟ କାର୍ଯ୍ୟାଳୟ ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ସେବେ ଜେଜେମା, ଆଜି ନାତିଙ୍କ ପାଳି

ନୂଆଦିଲ୍ଲୀ: ଗତକାଲି ପର୍ଯ୍ୟନ୍ତ ସାଂସଦ ଥିବା ରାହୁଲ ଗାନ୍ଧୀଙ୍କର ଆଜି ଲୋକସଭାର ସଦସ୍ୟତା ବାତିଲ ହୋଇଯାଇଛି । ତେବେ ଗାନ୍ଧୀ ପରିବାରରେ କେବଳ ରାହୁଲ ଗାନ୍ଧୀ ନୁହେଁ, ପୂର୍ବରୁ ତାଙ୍କୁ ଜେଜେ ମା ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ସମାନ ଦଶା ଭୋଗିବାକୁ ପଡିଥିଲା | କୋର୍ଟଙ୍କ ନିର୍ଦ୍ଦେଶ ପରେ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପୂର୍ବରୁ ଏୟାର ହୋଷ୍ଟେସ କରିଛନ୍ତି ଏଭଳି ଭାବବିହ୍ବଳ ପୋଷ୍ଟ

ନୂଆଦିଲ୍ଲୀ: ନିକଟରେ ଜଣେ ଏୟାର ହୋଷ୍ଟେସ ଜୀବନ ହାରିଦେବା ପୂର୍ବରୁ ଏକ ଭାବବିହ୍ବଳ ପୋଷ୍ଟ କରିଥିଲେ। ମୃତ୍ୟୁ ହୋଇଥିବା ଏୟାର ହୋଷ୍ଟେସ ଜଣକ କିନ୍ନର ଥିବା ବେଳେ ତାଙ୍କ ନାମ କାଏଲେ ସ୍କାର୍ଟ ବୋଲି ଜଣାପଡ଼ିଛି। କାଏଲେଙ୍କୁ ତାଙ୍କ ଘରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ…
ଅଧିକ ଖବର ଦେଖନ୍ତୁ...

ସ୍କଟ୍‌ଲ୍ୟାଣ୍ଡ୍‌ରେ ‘ବଡ଼େ ମିଆଁ ଛୋଟେ ମିଆଁ’ ସୁଟିଂ ସେଟ୍‌‌ରେ ଷ୍ଟଣ୍ଟ୍‌ କରୁଥିବା ବେଳେ ଅକ୍ଷୟଙ୍କ ଆଣ୍ଠୁରେ ଆଘାତ

ମୁମ୍ବ‌ାଇ: ଅଭିନେତା ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବଡ଼େ ମିଆଁ ଛୋଟେ ମିଆଁ’ର ସେଟରେ ଆଘାତ ପାଇବା ପରେ କାର୍ଯ୍ୟରୁ ବିରତି ନେଉଥିବା ଜଣାପଡିଛି। ତାଙ୍କ ଟିମ୍‌ ବର୍ତ୍ତମାନ ଉଭୟ ଅକ୍ଷୟ ଏବଂ ଟାଇଗର ଶ୍ରଫଙ୍କ ସହ ସ୍କଟଲ୍ୟାଣ୍ଡରେ ସୁଟିଂ କରୁଥିବା ବେଳେ ଷ୍ଟଣ୍ଟ କରିବା ସମୟରେ…
ଅଧିକ ଖବର ଦେଖନ୍ତୁ...

ରାହୁଲ ପ୍ରସଙ୍ଗରେ କଂଗ୍ରେସ-ବିଜେପି ମୁହାଁମୁହିଁ; ଗଣତନ୍ତ୍ରର ହତ୍ୟା ବୋଲି କହିଲା କଂଗ୍ରେସ

ନୂଆଦିଲ୍ଲୀ:  ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟ ପଦ ରଦ୍ଦ ହେବାକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ ହୋଇଛନ୍ତି । ଆଦାନୀ ପ୍ରସଙ୍ଗ ଉଠାଉଥିବା ରାହୁଲଙ୍କୁ ଚୁପ କରିବାକୁ ବିଜେପି ଏପରି କରିଛି ବୋଲି କଂଗ୍ରେସ କହିଛି । ଆଦାନୀ ପ୍ରସଙ୍ଗ, ମୁଦ୍ରାସ୍ପୀତି ଆଦି ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ…
ଅଧିକ ଖବର ଦେଖନ୍ତୁ...