Monthly Archives

September 2023

ମହିଳା ଅଭିଯୁକ୍ତଙ୍କୁ ବେଆଇନ ଅଟକ ରଖିବା ମାମଲା: ପୀଡ଼ିତାଙ୍କୁ ୧ଲକ୍ଷ କ୍ଷତିପୂରଣ ଦେବାକୁ ‌ହାଇକୋର୍ଟଙ୍କ ନିର୍ଦ୍ଦେଶ

ଖୋର୍ଦ୍ଧା: ଖୋର୍ଦ୍ଧା ଗୋପୀନାଥ ସାହିର ଜଣେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିବାର ୨୪ ଘଣ୍ଟା ମଧ୍ୟରେ କୋର୍ଟ ଚାଲାଣ ନକରି ବେଆଇନ ଭାବେ ୨୦ ଦିନ ଅଟକ ରଖିଥିଲେ। ଏନେଇ ଦାଖଲ ଏକ ରିଟ୍‌ ଆବେଦନର ବିଚାର କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ନେଇ ଖଣ୍ଡପୀଠ ପୁରୀ ବାସେଳି ସାହି…
ଅଧିକ ଖବର ଦେଖନ୍ତୁ...

ଆରଜେଡି ନେତାଙ୍କ ଲିପ୍‌ଷ୍ଟିକ୍‌ ଓ ବବ୍‌-କଟ୍‌ ବୟାନକୁ ନେଇ ବିଜେପିର ପ୍ରତିକ୍ରିୟା: କଂଗ୍ରେସ ଦଳ ମହିଳା ବିରୋଧୀ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍‌ ନାଁରେ ଲିପ୍‌ଷ୍ଟିକ୍‌ ଲଗାଇଥିବା ଓ ବବ୍‌-କଟ୍‌ କେଶବିନ୍ୟାସ କରିଥିବା ମହିଳାମାନେ ଆଗେଇ ଆସିବେ ବୋଲି ବରିଷ୍ଠ ‘ଆର୍‌ଜେଡି’ ନେତା ଅବ୍ଦୁଲ୍‌ ବାରି ସିଦ୍ଦିକି କହିବା ପରେ ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିହାରର ମୁଜାଫରପୁର ନଗରରେ ଏକ…
ଅଧିକ ଖବର ଦେଖନ୍ତୁ...

ଗୁଣୁପୁରରୁ ନୂଆଦିଲ୍ଲୀ ଗଞ୍ଜେଇ ଚୋରାଚାଲାଣ : ବିହାରର ଦୁଇ ବେପାରି ଗିରଫ

ରାଉରକେଲା: ନିୟମିତ ବ୍ୟବଧାନରେ ରାଉରକେଲା ଦେଇ ଟ୍ରେନ୍‌ରେ ଗଞ୍ଜେଇ ଚୋରାଚାଲାଣ ନିୟମିତ ହେଲାଣି। କୋରାପୁଟ, ସମ୍ବଲପୁର, ରେଢ଼ାଖୋଲ, ମାଲକାନଗିରି, ବଲାଙ୍ଗୀର ଅଞ୍ଚଳରୁ ବସ୍‌/ଟ୍ରେନ୍‌ରେ ରାଉରକେଲାକୁ ଗଞ୍ଜେଇ ଅଣାଯାଉଛି। ଏଠାରୁ ବିଭିନ୍ନ ଟ୍ରେନ୍‌ରେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ,…
ଅଧିକ ଖବର ଦେଖନ୍ତୁ...

ନିଜ ପ୍ରେମିକାଙ୍କୁ ନଭେମ୍ବର ମାସରେ ବିବାହ କରିବେ ‘ଲକ୍ ଅପ୍’ ଫେମ୍‌ ଶିବମ ଶର୍ମା

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ରିଆଲିଟି ସୋ 'ଲକ୍ ଅପ୍'ରେ ଦେଖାଯାଇଥିବା ଶିବମ ଶର୍ମାଙ୍କୁ ମନେ ରଖିଛନ୍ତି ତ? ସେହି ଶିବମଙ୍କ ବିଷୟରେ ଆମେ କହୁଛି, ଯିଏକି କଙ୍ଗନାଙ୍କ ସମ୍ମୁଖରେ ଗଭୀର ରହସ୍ୟ ପ୍ରକାଶ କରିଥିଲେ। ଏପରିକି ସେ କହିଥିଲେ କି ସେ ନିଜ ମାଆଙ୍କ ବାନ୍ଧବୀଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାର ୨ ଯୁବକ ଝାଡ଼ଖଣ୍ଡରେ ଗିରଫ ହେଲେ; ମହିଳାଙ୍କଠୁ ଲୁଟିଥିଲେ ଟଙ୍କା ଓ ସ୍କୁଟି

ରାଉରକେଲା/ବିଶ୍ରା: ଝାଡ଼ଖଣ୍ଡ ଚକ୍ରଧରପୁରସ୍ଥ ବନ୍ଧନ ବ୍ୟାଙ୍କରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ନକଲି ବନ୍ଧୁକ ଦେଖାଇ ନଗଦ ଟଙ୍କା ଓ ସ୍କୁଟି ଲୁଟ୍‌ ଘଟଣାରେ ସ୍ଥାନୀୟ ପୁଲିସ ତିନି ଜଣକୁ ଗିରଫ କରିଛି। ଆଜି ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦେଇଛି। ଏମାନଙ୍କ ମଧ୍ୟରେ ଦୁଇ ଯୁବକ ହେଲେ…
ଅଧିକ ଖବର ଦେଖନ୍ତୁ...

ହାତରେ ସମୟ କମ୍‌ ଥିଲେ ଏପରି ବନାନ୍ତୁ ‘ଗାର୍ଲିକ ବ୍ରେଡ୍‌’: ବନାଇବା ଯେତିକି ସହଜ, ସେତିକି ସୁସ୍ବାଦୁ

ଆଜିକାଲି ସମୟର ଅଭାବ ହେତୁ ଲୋକେ ଅଳ୍ପ ସମୟ ମଧ୍ୟରେ ବନି ପାରୁଥିବା ଖାଦ୍ୟ ତିଆରି କରିବାକୁ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି। ସେଥିପାଇଁ ତ ମ୍ୟାଗି ଓ ପାସ୍ତା ପରି ଖାଦ୍ୟର ଚାହିଦା ଢେର୍‌ ଅଧିକ ବଢ଼ିଯାଇଛି। ଆମେ ଆପଣଙ୍କୁ ଏପରି ଏକ ଡିସ୍‌ ବିଷୟରେ କହିବୁ, ଯାହାକୁ ମ୍ୟାଗି ଯେତିକି ସମୟ ଲାଗେ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସାଧୀନ କ୍ୟାନସର ଯୋଦ୍ଧା ଓ ତାଙ୍କ ପରିବାର ଦେଖିଲେ ‘ପୁଷ୍କରା’: ଉତ୍ସାହିତ କଲେ ନାୟକ ସବ୍ୟସାଚୀ

କଟକ: ଆଜି କଟକର ସଙ୍ଗମ ସିନେମାରେ କେତେକ ଚିକିତ୍ସାଧୀନ କ୍ୟାନସର ଫାଇଟର ଓ ତାଙ୍କ ପରିବାର ବହୁଚର୍ଚ୍ଚିତ ଓଡ଼ିଆ ଛବି ‘ପୁଷ୍କରା’ ଦେଖିଛନ୍ତି। ସେମାନଙ୍କୁ ସିନେମା ଶେଷରେ ଫିଲ୍ମର ନାୟକ ସବ୍ୟସାଚୀ ଭେଟିବାକୁ ଯାଇଥିଲେ। ଏହା ସେମାନଙ୍କ ପାଇଁ ଏକ ସରପ୍ରାଇଜ୍ ଥିଲା। ଜୀବନ ଓ ମୃତ୍ୟୁ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ମାନବାଧିକାର କମିସନରେ ସୁସ୍ମିତା ପ୍ରସଙ୍ଗ : ସହକାରୀ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା

ରାଉରକେଲା: ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁ ପ୍ରସଙ୍ଗ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ପହଞ୍ଚିଛି। ଆୟୋଗ ଏକ ଦଳ ଗଠନ କରି ଏହି ସ୍ପର୍ଶକାତର ମାମଲାର ତଦନ୍ତ କରାଇବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଏହାସହ…
ଅଧିକ ଖବର ଦେଖନ୍ତୁ...

ଗାଡ଼ିରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିଲେ ପୁଲିସ ବାବୁ, ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ବର: ଓଡ଼ିଶା ଷ୍ଟେଟ୍‌ ଆର୍ମ ପୁଲିସ (ଓଏସ୍‌ଏପି)ର ପ୍ରଥମ ବାଟାଲିୟନ କମାଣ୍ଡାଣ୍ଟ ସୁନୀଲ କୁମାର ବେହେରାଙ୍କ ୫ଟି ଠିକଣାରେ ଶନିବାର ରାତିରେ ଭିଜିଲାନ୍ସ ଚଢ଼ଉ କରିଛି। ଏଥିରେ ଢେଙ୍କାନାଳ, କଟକ, ଭୁବନେଶ୍ବର ଓ ପୁରୀର ଠିକଣା ସାମିଲ ରହିଛି। ସୂଚନା ଅନୁସାରେ ପୁଲିସ କର୍ମଚାରୀ ସୁନୀଲ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପର୍ଯ୍ୟଟକ ବସ୍ ଘାଟିରେ ଖସିପଡ଼ିବାରୁ ଆଠ ଜଣଙ୍କର ମୃତ୍ୟୁ

ଚେନ୍ନାଇ: ତାମିଲନାଡୁରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ୮ଜଣଙ୍କର ପ୍ରାଣହାନି ଘଟିଛି। ନୀଳଗିରି ଜିଲ୍ଲାର କୁନୁର ନିକଟରେ ଏକ ପର୍ଯ୍ୟଟକ ବସ୍ ଘାଟିରେ ଖସିପଡ଼ିବାରୁ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସର ସୂଚନାନୁସାରେ, ଦୁଇ ଡ୍ରାଇଭରଙ୍କ ସମେତ ବସରେ ୫୯…
ଅଧିକ ଖବର ଦେଖନ୍ତୁ...