Monthly Archives

September 2023

ଜିଏସ୍‌ଟି ଚଢ଼ଉ, ୯୯ ହଜାର ଜରିମାନା ଆଦାୟ

ଦେଓଗାଁ: ବରଗଡ଼-ବରିଗୁମା ଏନ୍‌ଏଚ୍‌-୨୬ର ବିଭିନ୍ନ ସ୍ଥାନରେ ବଲାଙ୍ଗୀର ଜିଏସ୍‌ଟି ଟିମ୍‌ ଚଢ଼ଉ କରି ୩ଟି ଗାଡ଼ିରୁ ୯୯ ହଜାର ଟଙ୍କା ଜରିମାନା ଆଦାୟ କରିଛି। ସୂଚନା ଅନୁସାରେ, ବଲାଙ୍ଗୀର ସିଟି ଏଣ୍ଡ ଜିଏସ୍‌ଟି ଏନ୍‌ଫୋ‌ର୍ସମେଣ୍ଟ ମୋବାଇଲ ୟୁନିଟ ରାସ୍ତାରେ ମାଲ୍‌ ବୋଝେଇ ବିଭିନ୍ନ ଗାଡ଼ିକୁ…
ଅଧିକ ଖବର ଦେଖନ୍ତୁ...

ସାନ୍ତାଳୀ-ଓଡ଼ିଆ-ଇଂରାଜୀ ଶଦ୍ଦକୋଷର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶନିବାର ନବୀନ ନିବାସ ଠାରେ ଜନଜାତି ଭାଷା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ପ୍ରକାଶିତ ସାନ୍ତାଳୀ-ଓଡ଼ିଆ-ଇଂରାଜୀ ଶଦ୍ଦକୋଷକୁ ଲୋକାର୍ପଣ କରିଛନ୍ତି। ଏଥିସହିତ ସୌରା, କୁଇ, କୁଭି, ଗୋଣ୍ଡି ଓ ମୁଣ୍ଡା ଭାଷାର ପ୍ରାଥମିକ ଶ୍ରେଣୀ ନିମନ୍ତେ ୨୧ଟି…
ଅଧିକ ଖବର ଦେଖନ୍ତୁ...

ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ମହିଳାଙ୍କ ମୁଣ୍ଡ କାଟିଲେ ବାପ-ପୁଅ

ଲକ୍ଷ୍ନୌ: ସନ୍ଦେହ କରାଇଲା ଅପରାଧ। ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ମହିଳାଙ୍କ ମୁଣ୍ଡ କାଟିଲେ ବାପ-ପୁଅ। ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। କିଛି ଦିନ ତଳେ ଜଣେ ମହିଳାଙ୍କ ମୁଣ୍ଡ କାଟି ଦିଆଯାଇଥିଲା ଏବଂ ତାଙ୍କ ଆଙ୍ଗୁଠି କାଟି ଧାନ ବିଲରେ ଫିଙ୍ଗି…
ଅଧିକ ଖବର ଦେଖନ୍ତୁ...

ଏହାଠୁ ଭଲ କି ମୁଁ ମରିଯାଏ; ଜାଣନ୍ତୁ କାହିଁକି ଏଭଳି କହିଲେ ଶେହନାଜ ଗିଲ୍

ମୁମ୍ବାଇ: ନିଜକୁ ପଞ୍ଜାବର କଟ୍ରିନା କୈଫ ବୋଲି କହୁଥିବା ଶେହନାଜ ଗିଲଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ରିଆଲିଟି ସୋ 'ବିଗ୍ ବସ୍ ୧୩'ରେ ପ୍ରତିଯୋଗୀ ହୋଇ ଆସିବା ପରେ ତାଙ୍କୁ ଏକ ଭିନ୍ନ ପରିଚୟ ମିଳିଥିଲା। ରିୟାଲିଟି ସୋ’ ପରେ ତାଙ୍କ ଲୋକପ୍ରିୟତା ବଢ଼ିଥିଲା ଏବଂ ସେ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ଗ୍ୱାଲିଅର୍ ରେଳ ଷ୍ଟେସନର ପ୍ରଶଂସକ, ଜାଣନ୍ତୁ ମୋଦୀ ଏହାକୁ କାହିଁକି ପ୍ରଶଂସା କଲେ?

ନୂଆଦିଲ୍ଲୀ: ଅକ୍ଟୋବର୨ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ୱାଲିଅର୍ ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ତାଙ୍କର ଗସ୍ତ ପୂର୍ବରୁ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଟ୍ୱିଟକୁ ରିଟ୍ୱିଟ କରିଛନ୍ତି। ଯେଉଁଥିରେ ଗ୍ୱାଲିଅର୍ ରେଳ ଷ୍ଟେସନର ଐତିହ୍ୟର ଦୃଶ୍ୟର…
ଅଧିକ ଖବର ଦେଖନ୍ତୁ...

ଦାବି ପୂରଣ ନେଇ ସରକାର ମାଗିଲେ ମହଲତ, ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର: ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଶନିବାର ସ୍ଥଗିତ ହୋଇଛି। ପ୍ରତିଶ୍ରୁତି ମିଳିବା ପରେ ସାମୟିକ ଭାବେ ଆନ୍ଦୋଳନକୁ ସ୍ଥଗିତ ରଖିଛି। ଦାବି ପୂରଣ ନେଇ ସରକାର ମହଲତ ମାଗିଛନ୍ତି। ଆସନ୍ତା ଆନ୍ତମନ୍ତ୍ରୀସ୍ତରୀୟ ବୈଠକରେ ସଂଘର ଦାବି ନେଇ ଆଲୋଚନା ହେବ ବୋଲି ସଂଘ କହିଛି।…
ଅଧିକ ଖବର ଦେଖନ୍ତୁ...

ଚାକିରିର ପ୍ରଥମ ଦିନରେ ହେଲା ଦୁର୍ଘଟଣା, ୨ପୁଅକୁ ହରାଇଲେ ପରିବାର

ଧୌଲପୁର: ଚାକିରିର ପ୍ରଥମ ଦିନରେ ହେଲା ଦୁର୍ଘଟଣା। ୨ପୁଅକୁ ହରାଇଲେ ପରିବାର। ରାଜସ୍ଥାନର ଧୌଲପୁରରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ସରକାରୀ ଶିକ୍ଷକ ଭାବେ ଚାକିରି ହେବା ପରେ ବଡ଼ ଭାଇକୁ ସ୍କୁଲ ଛାଡ଼ିବାକୁ ଯାଉଥିଲେ ସାନ ଭାଇ। ଏହା ପରେ ତାଙ୍କ ବାଇକ୍, ଟ୍ରକ୍ ସହିତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: କାର୍ଯ୍ୟରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ଶିକ୍ଷଣୀୟ କାର୍ଯ୍ୟରେ ମନ ଲାଗିବ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସାୟରେ ଅନୁକୂଳତା ବଜାୟ ରହିବ। ରବି ଓ ସୋମବାର: ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ମଙ୍ଗଳ ଓ ବୁଧବାର: ସମ୍ମାନଜନକ ଲୋକଙ୍କ ସହ ମିଶିବେ। ଗୁରୁ,…
ଅଧିକ ଖବର ଦେଖନ୍ତୁ...

ଅତୀତରେ ନିଜ କେଶ ପାଇଁ ଚର୍ଚ୍ଚାରେ ରହିଥିବା ଧୋନିଙ୍କ ନୂଆ ‘ହେୟାର୍‌ ଷ୍ଟାଇଲ୍‌’କୁ ପୁଣି ପସନ୍ଦ କଲେ ପ୍ରଶଂସକ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଏକ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ତାଙ୍କର ଏହି ଆକର୍ଷଣୀୟ ଲୁକ୍‌ ତାଙ୍କ ପ୍ରଶଂସକମାନଙ୍କ ମନକୁ ଛୁଇଁଛି। ଭିଡିଓରେ ଧୋନିଙ୍କୁ ଏକ ନିଆରା ‘ହେୟାର୍‌ ଷ୍ଟାଇଲ୍‌’…
ଅଧିକ ଖବର ଦେଖନ୍ତୁ...

ସଞ୍ଜୟ ଲୀଲା ଭଁସାଲୀଙ୍କ ଫିଲ୍ମରେ କାମ କରି ବି ଅଭିନେତା ଅସଫଳ: ଆଲିଆଙ୍କ ନାୟକ ହୋଇ ବି ମିଳୁନି ସିନେମା

ମୁମ୍ବାଇ: ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲୀଙ୍କ ଫିଲ୍ମରେ କାମ କରି ବି ଅଭିନେତା ଶାନ୍ତନୁ ମାହେଶ୍ୱରୀଙ୍କୁ ସେଭଳି ଆଖିଦୃଶିଆ ସଫଳତା ଏଯାଏ ମିଳିନି। ସେ ସଞ୍ଜୟ ଲୀଲା ଭଁସାଲୀଙ୍କ 'ଗଙ୍ଗୁବାଇ କାଠିଆୱାଡି'ରେ ଆଲିଆ ଭଟ୍ଟଙ୍କ ନାୟକ ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ,…
ଅଧିକ ଖବର ଦେଖନ୍ତୁ...