ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: କାର୍ଯ୍ୟରେ ସଫଳତା ପାଇବେ। ମଙ୍ଗଳ ଓ ବୁଧବାର: ଶିକ୍ଷଣୀୟ କାର୍ଯ୍ୟରେ ମନ ଲାଗିବ। ଗୁରୁ, ଶୁକ୍ର ଓ ଶନିବାର: ବ୍ୟବସାୟରେ ଅନୁକୂଳତା ବଜାୟ ରହିବ।

ରବି ଓ ସୋମବାର: ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ମଙ୍ଗଳ ଓ ବୁଧବାର: ସମ୍ମାନଜନକ ଲୋକଙ୍କ ସହ ମିଶିବେ। ଗୁରୁ, ଶୁକ୍ର ଓ ଶନିବାର: ପରିଶ୍ରମ ବଳରେ ପ୍ରଶଂସା ପାଇବେ।

ରବି ଓ ସୋମବାର: ଜୀବନ ଭଲ ଢଙ୍ଗରେ ଜିଇବା ପାଇଁ ପ୍ରୟାସ କରିବେ। ମଙ୍ଗଳ ଓ ବୁଧବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଗୁରୁ, ଶୁକ୍ର ଓ ଶନିବାର: ଜୀବନସାଥୀଙ୍କୁ ଉପହାର ଦେବେ।

ରବି ଓ ସୋମବାର: ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ଜୀବନସାଥୀର ସହଯୋଗ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ସକାରାତ୍ମକ ଲୋକଙ୍କ ପରାମର୍ଶରେ ଲାଭ ହେବ।

ରବି ଓ ସୋମବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ମଙ୍ଗଳ ଓ ବୁଧବାର: ଉନ୍ନତି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ଗୁରୁ, ଶୁକ୍ର ଓ ଶନିବାର: ବୈବାହିକ ଜୀବନ ସୁଖମୟ ହେବ।

ରବି ଓ ସୋମବାର: କାମର ବୋଝ ଅଧିକ ରହିବ। ମଙ୍ଗଳ ଓ ବୁଧବାର: ସୋସିଆଲ୍‌ ମିଡିଆରେ ବନ୍ଧୁ ବଢ଼ିବେ। ଗୁରୁ, ଶୁକ୍ର ଓ ଶନିବାର: ମନ ଚାହୁଁଥିବା କାମରେ ସଫଳତା ମିଳିପାରେ।

ରବି ଓ ସୋମବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ମଙ୍ଗଳ ଓ ବୁଧବାର: ଦାୟିତ୍ବକୁ ଭଲ ଭାବେ ନିର୍ବାହ କରିବେ। ଗୁରୁ, ଶୁକ୍ର ଓ ଶନିବାର: ଆପଣଙ୍କ ଭିତରେ ପ୍ରବଳ ଉତ୍ସାହ ରହିବେ।

ରବି ଓ ସୋମବାର: ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ। ମଙ୍ଗଳ ଓ ବୁଧବାର: ରାଜନୀତିକ କାର୍ଯ୍ୟକ୍ରମରେ ରୁଚି ନେବେ। ଗୁରୁ, ଶୁକ୍ର ଓ ଶନିବାର: କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ।

ରବି ଓ ସୋମବାର: ନିଜର ବ୍ୟବହାର ମାର୍ଜିତ କରିବାକୁ ଚେଷ୍ଟା କରିବେ। ମଙ୍ଗଳ ଓ ବୁଧବାର: ପରିଶ୍ରମ ଫଳ ସଂପୂର୍ଣ୍ଣ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ସମ୍ବନ୍ଧରେ ମଧୁରତା ବଢ଼ିବ।

ରବି ଓ ସୋମବାର: ଲେଖାପଢ଼ାରେ ମନ ଲାଗିବ। ମଙ୍ଗଳ ଓ ବୁଧବାର: ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ଗୁରୁ, ଶୁକ୍ର ଓ ଶନିବାର: ପରିଶ୍ରମ ତୁଳନାରେ ଯଥେଷ୍ଟ ଲାଭ ପାଇବେ।

ରବି ଓ ସୋମବାର: କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ମଙ୍ଗଳ ଓ ବୁଧବାର: ରାଜନୀତିରେ ସଫଳତା ପାଇବେ। ଗୁରୁ, ଶୁକ୍ର ଓ ଶନିବାର: ଆପଣଙ୍କ କାମରେ ଉପରିସ୍ଥ କର୍ମଚାରୀ ଖୁସି ହେବେ।

ରବି ଓ ସୋମବାର: ନୂଆକଥା କିଛି ଜାଣିପାରିବେ। ମଙ୍ଗଳ ଓ ବୁଧବାର: ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ। ଗୁରୁ, ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟରେ ମାନସମ୍ମାନ ପାଇବେ।

ସମ୍ବନ୍ଧିତ ଖବର