Daily Archives

March 11, 2024

ସିଏପିଏଫ ଯବାନଙ୍କୁ ସରକାରଙ୍କ ଉପହାର: କ୍ୟାଣ୍ଟିନ ସାମଗ୍ରୀ ଉପରେ ୫୦ ପ୍ରତିଶତ ଜିଏସଟି ଛାଡ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସର ୧୧ ଲକ୍ଷ ଯବାନଙ୍କ ପାଇଁ ଖୁସି ଖବର ଆସିଛି। ସରକାର ସେମାନଙ୍କୁ ଏକ ବଡ଼ ଉପହାର ପ୍ରଦାନ କରିଛନ୍ତି। ଗୃହ ମନ୍ତ୍ରଣାଳୟ କହିଛି ଯେ ସିଏପିଏଫ କ୍ୟାଣ୍ଟିନରେ ଉପଲବ୍ଧ ସାମଗ୍ରୀ ଉପରେ ୫୦ ପ୍ରତିଶତ ଜିଏସଟି ଛାଡ କରାଯିବ। କେନ୍ଦ୍ରୀୟ ପୋଲିସ କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...

ସିଏଏ, ଏନଆରସି ନାଁରେ କାହାକୁ ତାଙ୍କ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ : ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି ଯେ ଯଦି ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ଏବଂ ନାଗରିକତା ସଂଶୋଧନ ଆଇନ ସିଏଏ ନାମରେ ଲୋକଙ୍କୁ ଡିଟେନସନ୍ କ୍ୟାମ୍ପକୁ ପଠାଯାଏ ତେବେ ସେ ପ୍ରତିବାଦ କରିବେ। ମମତା ବାନାର୍ଜୀ କହିଛନ୍ତି ଯେ ସିଏଏ, ଏନଆରସି…
ଅଧିକ ଖବର ଦେଖନ୍ତୁ...

କେଜ୍ରୀୱାଲଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: କ୍ଷମା ମାଗିବାକୁ ଚାହୁଁଛନ୍ତି କି?

ନୂଆଦିଲ୍ଲୀ: ମାନହାନୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରୀୱାଲଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ ପଚାରିଛନ୍ତି ଆପଣ ଅଭିଯୋଗ କରିଥିବା ପ୍ରତିପକ୍ଷଙ୍କୁ କ୍ଷମା ମାଗିବାକୁ ଚାହୁଁଛନ୍ତି କି? ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ କେଜ୍ରୀୱାଲଙ୍କ ବିରୋଧରେ ସମନ ଜାରି…
ଅଧିକ ଖବର ଦେଖନ୍ତୁ...

ଦେଢ଼ଶୁର-ଭାଇବୋହୂ ଶାରୀରିକ ସଂପର୍କ ରଖୁଥିଲେ; ଦେଖିଦେଲେ ବୋଲି ବୃଦ୍ଧାଙ୍କୁ ହାଣି କୂଅରେ ଫିଙ୍ଗିଦେଲେ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ସଦର ପଞ୍ଚାୟତ ହିଳୁଙ୍ଗ ଗାଁରେ ଗତମାସ ୧୦ ତାରିଖରେ ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର ମାମଲାର ନୂଆ ମୋଡ଼ ନେଇଛି। ଭାଇବୋହୂ ସହିତ ଶାରୀରିକ ସଂପର୍କ ରଖୁଥିବା ବେଳେ ଶୋଭା ‌ଭୋଇ ଦେଖି ଦେବାରୁ ତାଙ୍କୁ ହତ୍ୟା କରାଯାଇ କୂଅରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅର୍ଡର ସପ୍ଲାଇଙ୍କୁ ଭଲ ଲାଭ ହେବ। କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠଙ୍କର ସହଯୋଗ ପାଇବେ। ପରିବାର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ବନ୍ଧୁ ସହିତ ମିଶି ମଉଜମସ୍ତି କରିପାରନ୍ତି। ବୃଷ: ନିଜର ପରିସର ବଢ଼ାଇବା ଲାଗି ଯଥା ସମ୍ଭବ ଚେଷ୍ଟା କରିବେ। କାର୍ଯ୍ୟ କ୍ଷେତ୍ରରେ ବନ୍ଧୁ ଠାରୁ…
ଅଧିକ ଖବର ଦେଖନ୍ତୁ...

କାଳିଆ ସହାୟତା ପାଇଲେ ୪୬ ଲକ୍ଷ ଚାଷୀ

ଭୁବନେଶ୍ବର: ଖରିଫ ଚାଷ ପାଇଁ ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ସହାୟତା। ୯୩୩.୭ କୋଟି ଟଙ୍କାର କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାଷୀ ଭାଇଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାଳିଆ ସହାୟତା ବାବଦରେ ୨ ହଜାର…
ଅଧିକ ଖବର ଦେଖନ୍ତୁ...

ମୁସଲମାନମାନଙ୍କୁ ଦ୍ବିତୀୟ ଶ୍ରେଣୀ ନାଗରିକ କରିବାକୁ ଚାହୁଁଛି ବିଜେପି : ଓୱେସି

ହାଇଦ୍ରାବାଦ : କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦୀ ସରକାର ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ 'ନାଗରିକତା ସଂଶୋଧନ ଆଇନ(ସିଏଏ), ୨୦୧୯ ଲାଗୁ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି । ଓୱେସି…
ଅଧିକ ଖବର ଦେଖନ୍ତୁ...

କାହିଁକି ବଢୁଛି ଦିନ କୁ ଦିନ ସୁନା ଦର, ଆମେରିକା ଅବା ଚୀନ୍ କିଏ ଦାୟୀ? କେଉଁ ଦେଶ ପାଖରେ ରହିଛି ଅଧିକ ସୁନା

ନୂଆଦିଲ୍ଲୀ: ସୁନାର ଦର ରେକର୍ଡସ୍ତରରେ ପହଞ୍ଚିଛି। ଗତ ଶୁକ୍ରବାର ଭାରତରେ ସୁନା ୧୦ ଗ୍ରାମ୍ ପିଛା ମୂଲ୍ୟ ୬୭,୫୦୦ ଟଙ୍କାରେ ପହଞ୍ଚିଥିଲା। ଗୋଟିଏ ଦିନରେ ସୁନା ଦରରେ ୯୦୦ ଟଙ୍କା ବୃଦ୍ଧି ପାଇଥିଲା। ତେବେ ସୁନା ଦର ଦିନ କୁ ଦିନ ବଢୁଥିବାର କାରଣ ନେଇ ଅର୍ଥନୈତିକ ବିଶେଷଜ୍ଞ କହିଛନ୍ତି ଯେ,…
ଅଧିକ ଖବର ଦେଖନ୍ତୁ...

ସେନାରେ ସାମିଲ ହେଲେ ସହିଦଙ୍କ କନ୍ୟା: ପିନ୍ଧିଲେ ବାପାଙ୍କ ପୋଷାକ

ନୂଆଦିଲ୍ଲୀ: ସହିଦ ପରିବାର ପ୍ରତି ଦେଶ ତଥା ଦେଶବାସୀଙ୍କ ସର୍ବଦା ସମ୍ମାନ ରହିଥାଏ। ତେବେ ଦେଖାଯାଏ ସହିଦ ହୋଇଥିବା ବାପାଙ୍କ ଝିଅ ହୁଅନ୍ତୁ ଅବା ପୁଅ ବଡ଼ ହୋଇ ସେନାରେ ଯିବାକୁ ଚାହିଁଲେ କିଛି ପରିବାର ବାରଣ କରିଥାଆନ୍ତି। କିନ୍ତୁ ଏପରି ବି ପରିବାର ଅଛନ୍ତି ଯେଉଁ ପରିବାରରେ ବାପା ଦେଶ ପାଇଁ…
ଅଧିକ ଖବର ଦେଖନ୍ତୁ...

କେବେ ଫେରିବେ ସାମି? ଜଣାଇଲେ ବିସିସିଆଇ ସଚିବ ଜୟ ଶାହ

ନୂଆଦିଲ୍ଲୀ: ଗୋଇଠି ସର୍ଜରୀ ହେବା ପରେ ଏବେ ବିଶ୍ରାମ ନେଉଛନ୍ତି ଭାରତର ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ସାମି। ଗତ ମାସରେ ବ୍ରିଟେନରେ ନିଜର ଅସ୍ତ୍ରୋପଚାର କରାଇଥିଲେ ସାମି। ଏକ୍ସରେ ନିଜର ଏକ ଫଟୋ ପୋଷ୍ଟ କରି ଅସ୍ତ୍ରୋପଚାର ସଫଳ ହୋଇଥିବା ସାମି କହିଥିଲେ। ହେଲେ ସେ କେବେ ପଡ଼ିଆକୁ ଫେରିବେ…
ଅଧିକ ଖବର ଦେଖନ୍ତୁ...