Daily Archives

March 13, 2024

ଉତ୍ତରପ୍ରଦେଶରେ ୭୭ଟି ଆସନ ଜିତିବ ବିଜେପି : ନ୍ୟୁଜ-୧୮ ସର୍ଭେ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନ୍ୟୁଜ୍-୧୮ ନେଟୱର୍କ ଦେଶର ୨୧ଟି ରାଜ୍ୟରେ ଏକ ଜନମତ ସର୍ଭେ କରିଛି। ଏହି ଜନମତ ସର୍ଭେ ଅନୁଯାୟୀ, ଉତ୍ତର ପ୍ରଦେଶର ୮୦ଟି ଲୋକସଭା ଆସନ ମଧ୍ୟରୁ ଏନଡିଏ ୭୭ଟିରେ ବିଜୟୀ ହେବାର ସମ୍ଭାବନା ରହିଛି। ୟୁପିରେ ଇଣ୍ଡିଆ ମେଣ୍ଟକୁ ୨ଟି ଆସନ ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ମତେ ଧମକ ମିଳିଲେ ବ୍ୟବହାର କରିବି ଆଣବିକ ଅସ୍ତ୍ର: ପୁଟିନଙ୍କ ଚେତାବନୀ

ମସ୍କୋ: ରୁଷିଆ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ ଆମେରିକା ଉଦ୍ଦେଶ୍ୟରେ କହିଛନ୍ତି ଯେ, ମତେ ଯଦି ଧମକ ମିଳ‌େ ତେବେ ମୁଁ ଏହାର ଜବାବ ଦେବାକୁ ଯାଇ ବାଧ୍ୟ ହୋଇ ଆଣବିକ ଅସ୍ତ୍ର ବ୍ୟବହାର କରିବି। ଏନେଇ ରୁଷିଆ ସର୍ବଦା ପ୍ରସ୍ତୁତ ରହିଛି। ରୁଷିଆର ସାର୍ବଭୌମତ୍ବ ପ୍ରତି ବିପଦ ସୃଷ୍ଟି ହେଲେ…
ଅଧିକ ଖବର ଦେଖନ୍ତୁ...

ୟୁନିଭର୍ସିଟି ଆଇନ୍ ମହାବିଦ୍ୟାଳୟର ସମସ୍ତ ନାମଲେଖାକୁ ନିୟମିତ କଲେ ଭାରତୀୟ ବାର କାଉନସିଲ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ୟୁନିଭର୍ସିଟି ଆଇନ୍ ମହାବିଦ୍ୟାଳୟର ନାମାଙ୍କନ ସମ୍ଵନ୍ଧୀୟ ସମସ୍ତ ପ୍ରକାର ଦ୍ୱନ୍ଦର ଅବସାନ ଘଟିଛି | ଆଜି ଭାରତୀୟ ବାର କାଉନସିଲ ଏକ ପତ୍ର ମାଧ୍ୟମରେ ତିନି ବର୍ଷିୟା ଅନର୍ସ ଏବଂ ପାଞ୍ଚ ବର୍ଷିୟା ଅନର୍ସ ପାଠ୍ୟକ୍ରମର ୨୦୨୩-୨୪ ଶିକ୍ଷା ବର୍ଷ ପର୍ଯ୍ୟନ୍ତ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଜରିମାନା ଓ ଜବତ ସୁନା ଦେଲାନି ମାଲିକ

ରାଉରକେଲା: ପ୍ରାୟ ୬୭ ଲକ୍ଷ ଟ୍ୟାକ୍ସ ଓ ଜରିମାନା ନ ଦେବାରୁ ରାଉରକେଲା ଟ୍ୟାକ୍ସି ଷ୍ଟାଣ୍ଡ ନିକଟସ୍ଥ କନକ ଅଳଙ୍କାର ସୋ’ରମକୁ ରାଉରକେଲା ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସିଲ୍‌ କରିଛି। ଗତକାଲି ଜବତ ସୁନା ଅଳଙ୍କାର ଓ ଜରିମାନା ନ ଦେବାରୁ ଜିଏସ୍‌ଟି ଅଧିକାରୀ ଓ ସୁନା ଅଳଙ୍କାର ବ୍ୟବସାୟୀ…
ଅଧିକ ଖବର ଦେଖନ୍ତୁ...

ଚତୁର୍ଥ ରେଳଲାଇନ ସମ୍ପ୍ରସାରଣ କାର୍ଯ୍ୟକୁ ବିରୋଧ

ରାଉରକେଲା: ସେକ୍ଟର-୨୧ଠୁ ବନ୍ଧମୁଣ୍ଡା କୁକୁଡା ଗେଟ୍ ପର୍ଯ୍ୟନ୍ତ ରେଳବିଭାଗ ଚତୁର୍ଥ ଲାଇନ୍ ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ କରିବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି କରାଯାଇଛି। ପ୍ରତିବାଦରେ ଶତାଧିକ ଲୋକ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ବୀରମିତ୍ରପୁରର…
ଅଧିକ ଖବର ଦେଖନ୍ତୁ...

ସରଣ୍ଡାରୁ ୧୦ ଲ୍ୟାଣ୍ଡମାଇନ ଜବତ 

ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ସୀମାବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂଭୂମ ଜିଲ୍ଲାସ୍ଥିତ ସରଣ୍ଡା ଜଙ୍ଗଲରେ ସିଆର୍‌ପିଏଫ୍‌ ଯବାନଙ୍କ ଦ୍ଵାରା ନକ୍ସଲ ବିରୋଧୀ ଅପରେସନ ଚାଲି ଥିବାବେଳେ ୧୦ଟି ଲ୍ୟାଣ୍ଡମାଇନ ଜବତ ହେଇଛି। ନକ୍ସଲମାନେ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ପାଇଁ ଏହି…
ଅଧିକ ଖବର ଦେଖନ୍ତୁ...

ଦିନ ଦ୍ବିପ୍ରହରରେ ଲକ୍ଷାଧିକ ଟଙ୍କା ଚୋରି

ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା କେନ୍ଦ୍ରିକଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉପରପଡ଼ା ଗ୍ରାମରେ ବଡ ଧରଣର ଚୋରି ହୋଇଛି। ସୂଚନା ଅନୁସାରେ ଉପରପଡ଼ା ଗ୍ରାମ ମୁଖ୍ୟ ରାସ୍ତାକଡ଼ରେ ଗଣନାଥ ତ୍ରିପାଠୀ ଘର କରି ରହୁଛନ୍ତି। ଉଭୟ ସ୍ବାମୀ ସ୍ତ୍ରୀ ପେଶାରେ ଶିକ୍ଷକତା କରୁଥିବା ବେଳେ କିଛି ଦିନ…
ଅଧିକ ଖବର ଦେଖନ୍ତୁ...

୧୧ବର୍ଷ ପରେ ଦୁଇଛାତ୍ରଙ୍କ ସାହାଯ୍ୟ ପାଇଁ ଘରକୁ ଯାଇ ପାରିଲେ କଲେଜ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନିକଟରେ ଜଣେ ସୁରକ୍ଷାକର୍ମୀ ଓ କିଛିଛାତ୍ରଙ୍କୁ ନେଇ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ, ଛାତ୍ରମାନେ କୌଣସି ଏକ କାମ ନେଇ କଲେଜର ସୁରକ୍ଷାକର୍ମୀ ଜେମ୍ସଙ୍କ ପାଖକୁ ଯାଇଥିଲେ। ଜେମ୍ସଙ୍କ ସହିତ କଥା ହେଉହେଉ…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନ କାଉଣ୍ଟଡାଉନ ଆରମ୍ଭ: ମାର୍ଚ୍ଚ ୧୬ ଅବା ୧୭ରେ ହୋଇପାରେ ତାରିଖ ଘୋଷଣା, ଅଧିକାରୀଙ୍କୁ ଇସି ଦେଲେ…

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ନିର୍ବାଚନ ତାରିଖ ଯେକୌଣସି ସମୟରେ ଘୋଷଣା ହୋଇପାରେ। ତେବେ ମିଳୁଥିବା ସଙ୍କେତ ଅନୁସାରେ ମାର୍ଚ୍ଚ ୧୬ ଅବା ୧୭ରେ ତାରିଖ ଘୋଷଣା ହୋଇପାରେ। ୨୦୧୯ ଲୋକସଭା ନିର୍ବାଚନ ତାରିଖ ମାର୍ଚ୍ଚ ୧୦ରେ…
ଅଧିକ ଖବର ଦେଖନ୍ତୁ...

ବାପା ସୁପ୍ରିମକୋର୍ଟ ବିଚାରପତିଙ୍କ ରୋଷେୟା, ଝିଅକୁ ଆମେରିକାରୁ ମିଳିଲା ୪୧ ଲକ୍ଷର ଛାତ୍ରବୃତ୍ତି, ଜାଣନ୍ତୁ ଓଡ଼ିଆ ଝିଅ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜଣେ ବିଚାରପତିଙ୍କ ବାସଭବନରେ କାମକରୁଥିବା ଓଡ଼ିଆ ରୋଷେୟା ଅଜୟ କୁମାର ସାମଲଙ୍କ ଝିଅ ପ୍ରଜ୍ଞା ସାମଲଙ୍କ ପ୍ରସଂଶା କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ । ପ୍ରଜ୍ଞାଙ୍କୁ ଆମେରିକାର ୪ଟି ପ୍ରସିଦ୍ଧ ଲ’ସ୍କୁଲରୁ ଏଲଏଲଏମରେ ନାମ ଲେଖାଇବାକୁ…
ଅଧିକ ଖବର ଦେଖନ୍ତୁ...