ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

କର୍କଶ ଶବ୍ଦ କରୁଥିବା ବୁଲେଟ୍‌ ଜବତ

ବଲାଙ୍ଗୀର: ବୁଲେଟର ସାଇଲେନ୍ସର ବଦଳାଇ କର୍କଶ ଶବ୍ଦ କରୁଥିବା ସାଇଲେନ୍ସର ଲଗାଇବା ଗାଡ଼ି ମାଲିକମାନଙ୍କୁ ମହଙ୍ଗା ପଡ଼ିଛି। ଏହା ବିରୋଧରେ ବଲାଙ୍ଗୀର ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ଏଭଳି ବୁଲେଟ ଜବତ କରିଛି। ସାଇଲେନ୍ସର ବଦଳାଯିବା ପରେ ବୁଲେଟ ମାଲିକଙ୍କୁ ଫାଇନ ଗଣିବାକୁ ପଡ଼ିଛି। ତେବେ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀରରେ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ନବାନ୍ନ ଲାଗି ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ କରାଯିବା ସହିତ ଘୋଷଣା କରାଯାଇଛି। ଚିରାଚରିତ ପ୍ରଥାନୁଯାୟୀ ସମଗ୍ର ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭାର ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିର ସିଦ୍ଧାନ୍ତକ୍ରମ‌େ ପୂର୍ବତନ ପାଟଣାଷ୍ଟେଟ ତଥା…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟିଲା କାର; ଅଳ୍ପକେ ବର୍ତ୍ତିଲେ ବାପ-ପୁଅ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼-କଣ୍ଟାବାଞ୍ଜି ମୁଖ୍ୟରାସ୍ତାରେ ଥିବା ସାଲେପାଲି ଛକ ନିକଟରେ ଏକ କାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଛି।  ଏଥିରେ ବସିଥିବା ବାପ-ପୁଅ ସାମାନ୍ୟ ଆହତ ହୋଇଛନ୍ତି। ଉଭୟ ବାପ ଓ ପୁଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ଚକା ଫାଟି ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ; ଜଣେ ଗୁରୁତର, ୬ଆହତ

କଣ୍ଟାବାଞ୍ଜି: ନୂଆପଡ଼ା ଜିଲ୍ଲା ଖରିଆରରୁ କଣ୍ଟାବାଞ୍ଜି ଆସୁଥିବା ବେଳେ ବଙ୍ଗୋମୁଣ୍ଡା ଥାନା ଅଧୀନ ଜୁଏରପଡା ପାଖରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଫାଟି ଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର ସାମ୍ନା କରିଥିବା ଯାତ୍ରୀବାହୀ ବସ୍‌ର ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ୬ ଜଣ…
ଅଧିକ ଖବର ଦେଖନ୍ତୁ...

ଜାଲ୍‌ ସାର୍ଟିଫିକେଟ ମାମଲା: ୪ ଶିକ୍ଷକ ବହିଷ୍କୃତ

ବଲାଙ୍ଗୀର: ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ୪ ଜଣ ଶିକ୍ଷକ ଧରାପଡ଼ିବା ପରେ ଏମାନଙ୍କ ନାମରେ ପୁଲିସରେ ମାମଲା ରୁଜୁ କରାଯାଇଥିଲା। ପୁଲିସ ଏହି ମାମଲାରେ ଗତ ସପ୍ତାହରେ ପୁଇନ୍ତଲା ବ୍ଲକ୍‌ ରଣ୍ଡା ୟୁଜି ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗିରଫ କରି କୋର୍ଟ…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ସକ୍ରିୟ : ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା; ୧୩ ଜିଲ୍ଲାକୁ ଅରେଞ୍ଜ, ୧୭ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଗତକାଲି (ଗୁରୁବାର)ର ସକ୍ରିୟ ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ତତ-ସଂଲଗ୍ନ ଉତ୍ତର-ଓଡିଶା ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି ଏବଂ ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଯାଏଁ ବ୍ୟାପିଛି। ଏହା ଆଗାମୀ ୨ରୁ ୩ ଦିନ…
ଅଧିକ ଖବର ଦେଖନ୍ତୁ...

ନକଲି ସାର୍ଟିଫିକେଟ୍‌ ଦେଇ ବର୍ଷ ବର୍ଷ ଚାକିରି କରୁଥିଲେ, ବିଦାହେଲେ ୪ ହାଇସ୍କୁଲ ଶିକ୍ଷକ

ବଲାଙ୍ଗୀର: ନକଲି ଶିକ୍ଷକଙ୍କ ବିରୁଦ୍ଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି। ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ନକଲି ସାର୍ଟିଫିକେଟ୍‌ ଦେଇ ହାଇସ୍କୁଲରେ ଚାକିରି କରୁଥିବା ୪ ଜଣ ଶିକ୍ଷକ ବହିଷ୍କୃତ ହୋଇଛନ୍ତି। ବହିଷ୍କୃତ ଶିକ୍ଷକମାନେ ହେଲେ ଗଣ୍ଡପତ୍ରାପାଲିର ସଂଜୀତ ପାଣି ମହାନନ୍ଦ,…
ଅଧିକ ଖବର ଦେଖନ୍ତୁ...

ଚାଷ ଜମିରେ ଟ୍ରାକ୍ଟର ଓଲଟି ତିନି ଗୁରୁତର

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ କୁତୁର୍ଲା ପଞ୍ଚାୟତର ବହଲି ଗାଁରେ ଧାନ ରୋଇବା ପାଇଁ କାଦୁଅ କରୁଥିବା ବେଳେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ତିନି ଜଣ ଗୁରୁତର ହୋଇଛନ୍ତି। ଗୁରୁତର ତିନିଜଣ ହେଲେ ଡ୍ରାଇଭର ରାକେଶ ପୋଢ଼, ଶ୍ରମିକ ମନୋଜ ପୋଢ଼ ଏବଂ ଓମ ନାଏକ। ଡ୍ରାଇଭର…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ମାଫିଆଙ୍କ ଘରେ ବୁଲିଲା ବୁଲ୍‌ଡୋଜର, ମାଟିରେ ମିଶିଲା ଆଲିସାନ କୋଠା

ସଇନ୍ତଳା: ଗଞ୍ଜେଇ ମାଫିଆ ବିରୋଧ‌ରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସଇନ୍ତଳା ବ୍ଲକ୍‌ ଫପସି ଛକସ୍ଥିତ ଗଞ୍ଜେଇ ମାଫିଆ ଘନଶ୍ୟାମ ଜେନାର ଆଲିସାନ କୋଠାକୁ ବୁଧବାର ବୁଲ୍‌ଡୋଜର ଲଗାଇ ମାଟିରେ ମିଶାଇ ଦେଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ସିରିଜ୍‌ ବାଇକ୍‌ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକ

ପାଟଣାଗଡ଼: ବଲାଙ୍ଗୀରରୁ ପାଟଣାଗଡ଼ ରାସ୍ତାର ବାନ୍ଧନବାଡ଼ି ଛକ ନିକଟରେ ବୁଧବାର ରାତିରେ ସିରିଜ୍‌ ବାଇକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିଲେ। ମୃତକଙ୍କ ପରିବାର ଓ ଆହତଙ୍କୁ କ୍ଷତିପୂରଣ ଦାବି କରି ଗୁରୁବାର ସକାଳୁ ବାନ୍ଧନବାଡ଼ି ଛକଠାରେ ଗ୍ରାମବାସୀ…
ଅଧିକ ଖବର ଦେଖନ୍ତୁ...