ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ଜାଲ୍‌ ସାର୍ଟିଫିକେଟ ମାମଲା: ହିନ୍ଦୀ ଶିକ୍ଷୟିତ୍ରୀ ଗିରଫ

ବଲାଙ୍ଗୀର: ଜାଲ୍‌ ସାର୍ଟିଫିକେଟ ମାମଲାରେ ଜଣେ ଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତା ପୁଇଁତଳା ବ୍ଲକର ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ବୋଲି  ସୂଚନା ମିଳିଛି। ଏନେଇ ପୁଲିସ ଅଧିକ ତଥ୍ୟ ଦେଇନାହିଁ। ଘଟଣାର ଅଧିକ ତଦନ୍ତ ଚାଲିଛି। ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ…
ଅଧିକ ଖବର ଦେଖନ୍ତୁ...

ଦଶମ ଶ୍ରେଣୀର ୪ ଛାତ୍ରୀଙ୍କୁ ଶୌଚାଳୟ ଭିତରେ ତାଲା ମାରିବା ଘଟଣା: ଗିରଫ ହେଲେ ହାଇସ୍କୁଲର ସଭାପତି

କଣ୍ଟାବାଞ୍ଜି: ଦଶମ ଶ୍ରେଣୀର ୪ ଜଣ ଛାତ୍ରୀଙ୍କୁ ଶୌଚାଳୟ ଭିତରେ ତାଲା ମାରିବା ଘଟଣାରେ ହାଇସ୍କୁଲର ସଭାପତି ଗିରଫ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବୁରୋମାଲ ହାଇସ୍କୁଲର ପରିଚାଳନା କମିଟିର ସଭାପତି ସଦାନନ୍ଦ ବନଛୋରଙ୍କୁ ପୁଲିସ ଗିରଫ କରିଛି। …
ଅଧିକ ଖବର ଦେଖନ୍ତୁ...

ଦେବୀଙ୍କ କୋପ! ବଲାଙ୍ଗୀର ଜାମସର ଗାଁରେ ବରଯାତ୍ରୀ ମନା

ବଲାଙ୍ଗୀର: କେଉଁ ଆବାହମାନ କାଳରୁ ଗାଁର କେହି ବର ଶୋଭାଯାତ୍ରା କରନ୍ତି ନାହିଁ। ଗାଁର କୌଣସି ଯୁବକ ବାହା ହେଲେ ବରଯାତ୍ରୀ ଶୋଭାଯାତ୍ରାରେ ଯାଆନ୍ତି ନାହିଁ କି ଗାଁର କୌଣସି ଝିଅ ବାହାହେଲେ ସେ ଗାଁରୁ ବର ଶୋଭାଯାତ୍ରାରେ ଆସେ ନାହିଁ। ଏହି ନିୟମ ପିଢ଼ି ପରେ ପିଢ଼ି ପାଳନ କରି ଆସିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଅର୍ଥାଭାବରୁ ଗାଁକୁ ଆସିପାରିଲାନି ଶ୍ରମିକଙ୍କ ଶବ: ଅହମଦାବାଦରେ ହେଲା ଶେଷକୃତ୍ୟ

ସଇନ୍ତଳା: ଗୁଜରାଟର ଅହମ୍ମଦାବାଦକୁ ଦାଦନ ଖଟିବାକୁ ଯାଇଥିବା ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ ଶିଶ‌କେଲା ଗାଁର ଶ୍ରମିକ ଅନିଲ ରଣା (୩୭)ଙ୍କ ଗୁଜରାଟର ଅହମଦାବାଦରେ ମୃତ୍ୟୁ ହୋଇଛି। ଅର୍ଥାଭାବ ଯୋଗୁ ତାଙ୍କ ପରିବାର ଲୋକେ ସେଠାରୁ ତାଙ୍କ ଶବ ଗାଁକୁ ଆଣି ପାରିନାହାନ୍ତି। ଫଳରେ ସାଥୀ…
ଅଧିକ ଖବର ଦେଖନ୍ତୁ...

ନିମ୍ନ ସୁକତେଲ ପ୍ରକଳ୍ପ ଦେଖିଲେ ୫-ଟି ସଚିବ: ଗସ୍ତକୁ କଂଗ୍ରେସ ଓ ବିଜେପିର ବିରୋଧ

ବଲାଙ୍ଗୀର: ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନରେ ୫-ଟି ସଚିବ ଭି. କେ ପାଣ୍ଡିଆନ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହିତ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସକାଳୁ ବଲଙ୍ଗୀର ସମଲେଇ ମନ୍ଦିରରେ ଦର୍ଶନ ପରେ ପୂଜକ ଓ ଭକ୍ତଙ୍କ ସହ ଆଲୋଚନା କରି ମନ୍ଦିରର ଉନ୍ନତି…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବରେ ସହିଦ ହେଲେ ଓଡ଼ିଆ ଯବାନ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ମହଲାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଟାପାଲି ଗାଁର ଜଣେ ଆର୍ମି ଯବାନସହିଦ ହୋଇଥିବାର ଖବର ମିଳିଛି। ସେ ହେଲେ ସୁଧୀର ତ୍ରିପାଠୀ। ସେ ସୈନ୍ୟବାହିନୀରେ ପଞ୍ଜାବର ଚଣ୍ଡିଗଡ଼ ଗଙ୍ଗାନଗର ଠାରେ କାର୍ଯ୍ୟରତ ଥିବା ସମୟରେ ତାଙ୍କର ଅକାଳ ବିୟୋଗ…
ଅଧିକ ଖବର ଦେଖନ୍ତୁ...

୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ମୁହଁରେ କଲାପଟି ବାନ୍ଧି ବିରୋଧ କଲା କଂଗ୍ରେସ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସିଥିବା ୫ଟି ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ ବିଭିନ୍ନ ବ୍ଳକକୁ ଯାଇ ଅଭିଯୋଗ ଶୁଣୁଛନ୍ତି। ସାତ ଦିନ ଭିତରେ ଖୁସି ଖବର ଆସିବ ବୋଲି ଲୋକଙ୍କୁ କହୁଛନ୍ତି। କିନ୍ତୁ ଦେଓଗାଁ ବ୍ଳକ କଂଗ୍ରେସ କମିଟି ମୌନ ବ୍ରତ କରି ବିରୋଧ କରୁଛି। ୫-ଟି ସଚିବ ରବିବାର…
ଅଧିକ ଖବର ଦେଖନ୍ତୁ...

ଅପରାଧୀଙ୍କ ଟାର୍ଗେଟରେ ଦୋକାନୀ; ରାତିସାରା ବୁଲୁଛନ୍ତି, ସୁଯୋଗ ଦେଖି ନିଆଁ ଲଗାଉଛନ୍ତି

ବଲାଙ୍ଗୀର: ବଲାଙ୍ଗୀର ସହରରେ ଏବେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ବଲାଙ୍ଗୀର ସହରରେ ମଦ ଓ କଫ୍‌ସିରପ ସେବନକାରୀଙ୍କ ସଂଖ୍ୟା ବହୁ ଅଧିକ ହୋଇଥିବା ବେଳେ ପ୍ରତି ଅପରାଧିକ କାଣ୍ଡ ପଛରେ ଏମାନଙ୍କ ହାତ ଥିବା ପୂର୍ବରୁ ପ୍ରମାଣ ମିଳିସାରିଛି। ଗତକାଲି ରାତି ପ୍ରାୟ ୩.୪୫ ସମୟରେ…
ଅଧିକ ଖବର ଦେଖନ୍ତୁ...

ପାଟଣେଶ୍ବରୀ ମନ୍ଦିର ବିକାଶ ଦାବିରେ ଧାରଣା

ବଲାଙ୍ଗୀର: ବଲାଙ୍ଗୀର ସହରସ୍ଥିତ ମା’ ପାଟଣେଶ୍ବରୀ ମନ୍ଦିର ବିକାଶ ଦାବି କରି ଶନିବାର ଦେବାଳୟ ସୁରକ୍ଷା କମିଟି ତରଫରୁ ମନ୍ଦିର ସମ୍ମୁଖରେ ନିରବ ଧାରଣା ଦିଆଯାଇଥିଲା। କମିଟିର ଅଭିଯୋଗ ଅନୁସାରେ, ବହୁ ଦିନ ହେଲା ବିଭିନ୍ନ ଦେବାଳୟ ବର୍ଷାପାଣିରେ ଉବୁଟୁବୁ ହୋଇ ଅସୁରକ୍ଷିତ ଅବସ୍ଥାରେ ରହିଛି।…
ଅଧିକ ଖବର ଦେଖନ୍ତୁ...

ନିମ୍ନ ସୁକତେଲ ପାଣି ଘେରରେ ୯ ପରିବାର: କ୍ଷତିପୂରଣ ନପାଇଲେ ଜୀବନ ଦେବୁ, ଉଦ୍ଧାର ପାଇଁ ଉଦ୍ୟମ ନାହିଁ

ବଲାଙ୍ଗୀର: ସୋମବାର ନିମ୍ନ ସୁକତେଲ କାର୍ଯ୍ୟର ସମୀକ୍ଷା ପାଇଁ ୫-ଟି ସଚିବ ଡ୍ୟାମ୍‌ ନିକଟରେ ଓହ୍ଲାଇବେ। ଏଥିପାଇଁ ପ୍ରଶାସନ ଜୋର୍‌ସୋର ପ୍ରସ୍ତୁତି କରୁଥିବାବେଳେ ସ୍ପିଲ୍‌ୱେ ତଳେ ଟେଣ୍ଟ ମରାଯାଇ ପାଖରେ ଏକ ହେଲିପ୍ୟାଡ୍‌ ନିର୍ମାଣ କାମ ସଂପୂର୍ଣ୍ଣ ହୋଇଛି। ଅନ୍ୟପଟେ ପୋଡ଼ମୁଡ଼ ଗ୍ରାମର ୯…
ଅଧିକ ଖବର ଦେଖନ୍ତୁ...