ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

ନିମ୍ନ ସୁକତେଲ ପାଣି ଘେରରେ ୯ ପରିବାର: କ୍ଷତିପୂରଣ ନପାଇଲେ ଜୀବନ ଦେବୁ, ଉଦ୍ଧାର ପାଇଁ ଉଦ୍ୟମ ନାହିଁ

ବଲାଙ୍ଗୀର: ସୋମବାର ନିମ୍ନ ସୁକତେଲ କାର୍ଯ୍ୟର ସମୀକ୍ଷା ପାଇଁ ୫-ଟି ସଚିବ ଡ୍ୟାମ୍‌ ନିକଟରେ ଓହ୍ଲାଇବେ। ଏଥିପାଇଁ ପ୍ରଶାସନ ଜୋର୍‌ସୋର ପ୍ରସ୍ତୁତି କରୁଥିବାବେଳେ ସ୍ପିଲ୍‌ୱେ ତଳେ ଟେଣ୍ଟ ମରାଯାଇ ପାଖରେ ଏକ ହେଲିପ୍ୟାଡ୍‌ ନିର୍ମାଣ କାମ ସଂପୂର୍ଣ୍ଣ ହୋଇଛି। ଅନ୍ୟପଟେ ପୋଡ଼ମୁଡ଼ ଗ୍ରାମର ୯…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନତା ସଂଗ୍ରାମୀ ଧରମ ସିଂ ମାନ୍‌ଧାତାଙ୍କ ସ୍ମୃତି ରକ୍ଷା ପାଇଁ ପୌରାଧ୍ୟକ୍ଷାଙ୍କ ଦାବି

ବଲାଙ୍ଗୀର: ବଲାଙ୍ଗୀରର ସ୍ୱାଧୀନତା ସଂଗ୍ରାମୀ ଧରମ୍‌ ସିଂ ମାନ୍‌ଧାତାଙ୍କ ସ୍ମୃତିରକ୍ଷା ପାଇଁ ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁଙ୍କ ଅଧ୍ୟକ୍ଷତାରେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କୁ ଏକ ଦାବିପତ୍ର ଦିଆଯାଇଛି। ବିଜାଖମନ୍‌ଠାରେ ପ୍ରତିଷ୍ଠା ହେବାକୁ ଥିବା ଅଡିଟୋରିୟମ୍‌କୁ…
ଅଧିକ ଖବର ଦେଖନ୍ତୁ...

ନିମ୍ନ ସୁକତେଲ ପ୍ରକଳ୍ପ: ଗାଁ ମାଟିକୁ ପ୍ରତି ମୁହୂର୍ତ୍ତରେ ଝୁରୁଛନ୍ତି ବିସ୍ଥାପିତ

ପ୍ରଶାନ୍ତ ମିଶ୍ର ବଲାଙ୍ଗୀର: ନିମ୍ନ ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଗଡ଼ଶଙ୍କର ଡୁଙ୍ଗୁରିପାଲିବାସୀ ନିଜ ଗାଁ ଭିଟାମାଟିକୁ ପ୍ରତି ମୁହୂର୍ତ୍ତରେ ମନେ ପକାଉଛନ୍ତି। ପ୍ରକଳ୍ପ ଦ୍ବାରା ଗ୍ରାମର ୭୫୦ ପରିବାରକୁ ଝାଙ୍କରପାଲି ଥଇଥାନ ଓ ପୁନର୍ବାସ କଲୋନିରେ ରଖାଯାଇଛି। ଏଠାରେ…
ଅଧିକ ଖବର ଦେଖନ୍ତୁ...

ଅଢ଼େଇ ଲକ୍ଷରେ ଶିଶୁ ବିକ୍ରି, ମଧ୍ୟସ୍ଥି ଗିରଫ: ଆର୍ଥିକ ଅନଟନରୁ କଠୋର ନିଷ୍ପତ୍ତି ନେଲେ ବାପା-ମା’

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରରେ ପୁଣି ଏକ ନବଜାତ ଶିଶୁ ବିକ୍ରି ଅଭିଯୋଗ ହୋଇଛି। ଏହି ଘଟଣାରେ ରମଜାନ ଶେଖ ନାମକ ଜଣେ ବ୍ୟକ୍ତିକୁ ପୁଲିସ ଗିରଫ କରି ଶୁକ୍ରବାର ରାତି‌ ୧୦ଟାରେ କୋର୍ଟଚାଲାଣ କରିଛି। ପୁଲିସ ସୂଚନା ଅନୁସାରେ, ଟିଟିଲାଗଡ଼ ଝାଙ୍କରପଡ଼ାର ସନ୍ତୋଷ ପୁଟେଲ ଓ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀରର ମମିଆଁରେ ଝାଡ଼ାବାନ୍ତି: ୩ ମୃତ, ୮ରୁ ଅଧିକ ଆକ୍ରାନ୍ତ; ଗାଁରେ ପହଞ୍ଚିଲା ଡାକ୍ତରୀ ଦଳ

ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଝଲପ ପଞ୍ଚାୟତ ମମିଆଁ ଗାଁରେ ଗତ କିଛିଦିନ ହେଲା ଝାଡ଼ାବାନ୍ତି ବ୍ୟାପିଛି। ଗତ ସପ୍ତାହକ ମଧ୍ୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗାଁର ସୁନିଆ ସେଲମା (୭), ବିନାମ୍ବର ହିଆଲ (୬୨) ଓ କୈକେୟୀ ବେହେରା (୬୫)ଙ୍କ ମୃତ୍ୟୁ ଘଟିଛି। ଏବେ ବି…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର; ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ମଣ୍ଡଳ: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଡୁଡୁକାମାଲ ଗାଁରେ ହେମବତୀ ମାଝୀ ନାମ୍ନୀ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର ହୋଇଛି। ହେମବତୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ସ୍ବାମୀ ପୁରନ୍ଦର ମାଝୀ ପୁଲିସକୁ କହିଛନ୍ତି। ହେଲେ ଏହାକୁ ବିଶ୍ୱାସ କରୁନାହାନ୍ତି…
ଅଧିକ ଖବର ଦେଖନ୍ତୁ...

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଜାମୁଟ ଗାଁର ଡୁଙ୍ଗୁରି ଖେଳପଡ଼ିଆ ନିକଟ ଜମିରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗାଁର କିଛି ଯୁବକ ମୃତଦେହକୁ ଦେଖି ମୁରିବାହାଲ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ…
ଅଧିକ ଖବର ଦେଖନ୍ତୁ...

ଅଧାରେ ରହିଲା ରୋଜଗାର ସ୍ବପ୍ନ, ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଟିକ୍ରାପଡ଼ା: ରୋଜଗାରର ସ୍ବପ୍ନ ନେଇ ସ୍ଵପ୍ଣନଗରୀ ମୁମ୍ବାଇକୁ ଯାଇଥିବା ଜଣେ ଓଡ଼ିଆ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି | ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ ଜୁରାବନ୍ଧ ପଞ୍ଚାୟତ ଖମଗଡ଼ା ଗାଁର କ୍ଷମା ତମଲିଆଙ୍କ ପୁଅ ଆନନ୍ଦ ତମଲିଆ (୨୦ ବର୍ଷ) ରୋଜଗାର ଆଶାରେ ମୁମ୍ବାଇକୁ ଶ୍ରମିକ ଭାବେ…
ଅଧିକ ଖବର ଦେଖନ୍ତୁ...

ଲୋୟର ସୁକତେଲ ପ୍ରକଳ୍ପ ବସ୍ତୁତଃ କାର୍ଯ୍ୟକ୍ଷମ! ଜଳସମାଧି ନେଲେ ୯ ଗାଁ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନରେଖା କୁହାଯାଉଥିବା ବହୁ ପ୍ରତୀକ୍ଷିତ ନିମ୍ନ ସୁକତେଲ ପ୍ରକଳ୍ପ ବସ୍ତୁତଃ କାର୍ଯ୍ୟକ୍ଷମ ହୋଇଛି। ବଲାଙ୍ଗୀର ନିକଟ ମାଗୁରବେଡ଼ାଠାରେ ନଦୀଶଯ୍ୟାରେ ଡ୍ୟାମ୍‌ ନିର୍ମାଣ ହେବା ପରେ ଆଜି ପ୍ରଥମ ବନ୍ୟାଜଳକୁ ଏଠାରେ ଅଟକାଇବା ପାଇଁ ପ୍ରକଳ୍ପ ସମର୍ଥ ହୋଇଛି। ଗତ…
ଅଧିକ ଖବର ଦେଖନ୍ତୁ...

ଅଭିଯୋଗ ପରେ ବି ଲୋକଙ୍କୁ ମିଳୁନି ପଲିଥିନ୍‌: ବର୍ଷାରେ ଭିଜି ଧାରଣା ଦେଲେ ଜିଲ୍ଲା ପରିଷଦ ସଭ୍ୟା

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ ବିଲେଇମରା ଗାଁରେ ଲଗାଣ ବର୍ଷା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଭଙ୍ଗା ଦଦରା ଘରେ ବହୁ କଷ୍ଟରେ ଲୋକେ ରହୁଛନ୍ତି। ପଲିଥିନ ଯୋଗାଇ ଦେବାକୁ ପ୍ରଶାସନକୁ ଅନୁରୋଧ କଲେ ମଧ୍ୟ ତାହା ମିଳୁ ନାହିଁ। ତେଣୁ ଏହାର ପ୍ରତିବାଦରେ ବୁଧବାର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...