ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

କଳାବ୍ୟାଜ୍‌ ପିନ୍ଧିଲେ ନର୍ସିଂ କର୍ମଚାରୀ

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ କାର୍ଯ୍ୟରତ ଷ୍ଟାଫନର୍ସମାନେ ସେମାନଙ୍କ ପ୍ରତି ସରକାରଙ୍କ ଅଣଦେଖା ବିରୋଧରେ କଳାବ୍ୟାଜ୍‌ ପରିଧାନ କରିଛନ୍ତି। ନର୍ସମାନଙ୍କ ପକ୍ଷରୁ ରୋଗୀସେବା ଜାରି ରହିଥିବା ବେଳେ ସେମାନଙ୍କ ୧୨ ଦଫା ଦାବିକୁ ସରକାର ଅଣଦେଖା କରୁଥିବା ନେଇ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ଘଟଣା: ୯ ମାସ ପରେ ଫେରାର ସ୍ବାମୀ ଗିରଫ

ତୁଷୁରା/ଦେଓଗାଁ: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ମକୁନ୍ଦପର ପଞ୍ଚାୟତ ରୁଗୁଡ଼ିପାଲି ନିକଟ ଏକ ବିଲରୁ ୯ ମାସ ତଳେ ଜୟନ୍ତୀ ଅମାତ ନାମ୍ନୀ ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା। ସେତେବେଳେ ମୃତ ମହିଳାଙ୍କ ବାପା ଲିଙ୍ଗ ମେର୍ଲି ଝିଅକୁ ତାଙ୍କ ଜ୍ବାଇଁ ଛତାପିପଲ ଗାଁର ଗଜେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ପାଣ୍ଡିଆନଙ୍କ ପରିଦର୍ଶନ ପରେ ଜଳଭଣ୍ଡାର ଖାଲି: ନିମ୍ନ ସୁକତେଲ ପ୍ରକଳ୍ପରେ ତରବରିଆ ଭାବେ କରାଯାଇଛି ଗାଁ ଉଚ୍ଛେଦ

ବଲାଙ୍ଗୀର: ବଲାଙ୍ଗୀରର ଜୀବନରେଖା କୁହାଯାଉଥିବା ନିମ୍ନ ସୁକତେଲ ପ୍ରକଳ୍ପକୁ ୫-ଟି ସଚିବ ଭିକେ ପାଣ୍ଡିଆନ ପରିଦର୍ଶନ କରି ଯିବାର ଏକ ମାସ ପୂରିଛି। ଜଳଭଣ୍ଡାର ପାଣି ଏବେ କମିଯାଇଛି। ବୁଡ଼ି ଯାଇଥିବା ଗାଁଗୁଡ଼ିକ ଏବେ ଶୁଖିଲା ପଡ଼ିଛି। ଯେଉଁ ଜଳଭଣ୍ଡାରରେ ୧୭.୫ ମିଟର ପାଣି ଥିଲା ସେଠାରେ ଆଜିର…
ଅଧିକ ଖବର ଦେଖନ୍ତୁ...

କଲେଜ ଛାତ୍ରୀଙ୍କୁ ମିନିଟ୍ରକ୍‌ ଦଳିଦେବା ଘଟଣା: କ୍ଷତିପୂରଣ ଦାବିରେ ଉପଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ

ପାଟଣାଗଡ଼: ଗତ ୧ ତାରିଖ ଦିନ ସ୍ଥାନୀୟ ଜବାହରଲାଲ କଲେଜର ଛାତ୍ରୀ ସ୍ମିତା ଶୁଭଦର୍ଶିନୀ ପ୍ରଧାନଙ୍କୁ ଦ୍ରୁତଗତିରେ ଆସୁଥିବା ମିନିଟ୍ରକ୍‌ (ଓଆର୍‌ ୦୩ ଏଫ୍‌ ୧୧୩୧) ଦଳି ଦେଇଥିଲା। ଏଥିରେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ୨ ତାରିଖ ଦିନ କଲେଜର ଛାତ୍ରଛାତ୍ରୀମାନେ ଶୋଯାତ୍ରାରେ ବାହାରିବାକୁ ଥିବା…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ; ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇପଡ଼ିଥିଲେ ସୁଦ୍ଧା ଏହା ସହ ଜଡିତ ଥିବା ଘୂର୍ଣ୍ଣିବଳୟ ଆଜି (ଗୁରୁବାର) ମଧ୍ୟ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

ପୁଣି ଗାଁକୁ ଫେରିବେ ନିମ୍ନ ସୁକତେଲ ବିସ୍ଥାପିତ! ଭିଟାମାଟିରେ ହେବ ନୂଆଁଖାଇ

ବଲାଙ୍ଗୀର: ଏଠି ଦିନ ଯାହା, ରାତି ବି ସେଇଆ। ପ୍ରଚଣ୍ଡ ରୌଦ୍ରତାପରେ ତାତି ଉଠୁଛି ଟିଣ। ଆଉ ଏହାର ତଳେ ଛୁଆପିଲା, ବୃଦ୍ଧ ବାପା-ମାଙ୍କୁ ନେଇ ଭୀଷଣ ଗରମରେ ସିଝିବା ପୂର୍ବଜନ୍ମର ପାପ ଛଡ଼ା ଆଉ କିଛି ନୁହେଁ ବୋଲି ବିଳାପ କରିଛନ୍ତି ବଲାଙ୍ଗୀର ନିମ୍ନ ସୁକତେଲ ବୁଡ଼ି ଅଞ୍ଚଳ ଅଧିବାସୀ। ନିମ୍ନ…
ଅଧିକ ଖବର ଦେଖନ୍ତୁ...

ପ୍ରମାଣ ଅଭାବରୁ ୪ ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବଲାଙ୍ଗୀର: ୨୦୧୨ ମସିହା ଫେବ୍ରୁଆରି ୧ ତାରିଖରେ ବଲାଙ୍ଗୀର ସଦର ଥାନା ଥପାପାଲି ଗାଁରେ ୱାର୍ଡସଭ୍ୟ ନିର୍ବାଚନକୁ କେନ୍ଦ୍ର କରି ପ୍ରାର୍ଥୀ ଏକାଦଶିଆ ମାଝୀଙ୍କୁ ସେହି ଗାଁ ଦେବେନ୍ଦ୍ର ଥପା, ଗୋପାଳ ଥପା, ଭାଗୀରଥି ଥପା, ମହେନ୍ଦ୍ର ଥପା ଓ ମାଡ୍ରାସି ଥପା ଅପହରଣ କରି ନେଇ ହତ୍ୟା କରିଥିବା…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ବଲାଙ୍ଗୀର: ମଙ୍ଗଳବାର ରାତିରେ ବିଜାଖମନସ୍ଥିତ ଟ୍ରକ୍‌ ଟର୍ମିନାଲ ନିକଟରେ ଏକ ଟ୍ରକ୍‌ ଧକ୍କାରେ ମାନସ ଦାଶ (୩୦ବର୍ଷ) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ମାନସଙ୍କ ଘର ନୟାଗଡ଼ ଜିଲ୍ଲା ଭଗବାନପୁରରେ ବୋଲି ଜଣାପଡ଼ିଛି। ମାନସ ଜୁନାଗଡ଼ରେ କୌଣସି ବ୍ୟବସାୟ କରୁଥିଲେ। ଗତକାଲି ବାଇକ୍‌ ଯୋଗେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଦକ୍ଷିଣ-ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଗତକାଲି (ମଙ୍ଗଳବାର) ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୃଷ୍ଟି ଆଜି (ବୁଧବାର) ଦୁର୍ବଳ ହୋଇ ପଡ଼ିଛି। କିନ୍ତୁ, ଲଘୁଚାପ…
ଅଧିକ ଖବର ଦେଖନ୍ତୁ...

ଥଣ୍ଡା ପାନୀୟରେ ନିଶା ଦେଇ ୪ ଛାତ୍ରଙ୍କଠାରୁ ଲୁଟ, କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି

କଣ୍ଟାବାଞ୍ଜି: ନିଶା ଦ୍ରବ୍ୟ ଦେଇ ରେଳ ଯାତ୍ରୀଙ୍କଠାରୁ ଲୁଟ | ଲୁଟେରାଙ୍କ ଟାର୍ଗେଟରେ ଛାତ୍ର | ବଲାଙ୍ଗୀର କଣ୍ଟାବାଞ୍ଜି ରେଳଷ୍ଟେସନ୍ରୁ ଅଚେତ ଅବସ୍ଥାରେ ଆଜି ୪ ଜଣ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବାବଦରେ ଜଣାପଡିଛି | ମିଳିଥିବା ସୂଚନା ମୁତାବକ ସମ୍ବଲପୁରରୁ ପରୀକ୍ଷା ଦେଇ…
ଅଧିକ ଖବର ଦେଖନ୍ତୁ...