ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ଭଦ୍ରକ ଟାଉନ କଂଗ୍ରେସ ପକ୍ଷରୁ ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ

ଭଦ୍ରକ: ଭଦ୍ରକ ପୌରପାଳିକା ଅନ୍ତର୍ଗତ ୧୯ ନମ୍ବର ଓ୍ଵାର୍ଡରେ ଥିବା  ଖେଳପଡ଼ିଆରେ ନିର୍ମାଣ ହେବାକୁ ଥିବା ହଷ୍ଟେଲ ଗୃହକୁ ଭଦ୍ରକ ଟାଉନ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇ ଭଦ୍ରକ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ଵରେ ଏକ ଦାବିପତ୍ର ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ…
ଅଧିକ ଖବର ଦେଖନ୍ତୁ...

ପାହାଡ଼ର ଛାତି ଚିରି ଉତ୍ତରକାଶୀ ସୁଡ଼ଙ୍ଗ ଭିତରୁ ବାହାରିଲେ ସମସ୍ତ ଓଡ଼ିଆ ଶ୍ରମିକ, ପରିବାରରେ ଖୁସିର ଲହରୀ

ଭୁବନେଶ୍ବର/ବାଙ୍ଗିରିପୋଷି/ଡାବୁଗାଁ: ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲ୍କୟାରା ସୁଡଙ୍ଗ ଭୁଶୁଡ଼ି ପଡ଼ିବା ଯୋଗୁଁ ଫସିଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ସମେତ ୪୧ ଜଣ ଉଦ୍ଧାର ହୋଇଛନ୍ତି। ଦୁର୍ଗମ ଅଞ୍ଚଳରେ ପାହାଡ଼ର ଛାତି ଚିରି ସୁଡ଼ଙ୍ଗ ଭିତରୁ ଏନ୍‌ଡିଆରଏଫ,ଏସ୍‌ଡିଆରଏଫ୍‌, ସେନାର କର୍ମଚାରୀମାନେ…
ଅଧିକ ଖବର ଦେଖନ୍ତୁ...

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ: ପୋଖରୀରେ ବୁଡ଼ିଗଲେ ନାବାଳିକା, ସମୁଦ୍ରରେ ବୁଡ଼ି ନାବାଳକ ମୃତ

ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମାରେ ରାଜ୍ୟର ଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଭଦ୍ରକ ଜିଲ୍ଲା ବାସୁବେଦପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ପୋଖରୀରେ ବୁଡ଼ି ଯାଇଥିବା ବେଳେ ପୁରୀ ସମୁଦ୍ରରେ ଜଣେ ନାବାଳକର ମୃତ୍ୟୁ ‌ହୋଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଢ଼ୁଆଁ ଗାଁରେ କାର୍ତ୍ତିକ…
ଅଧିକ ଖବର ଦେଖନ୍ତୁ...

ଡଙ୍ଗା ଆଣିବାକୁ ଯାଇ ପୋଖରୀରେ ବୁଡ଼ିଗଲା ନାବାଳିକା

ସୋର: ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଢ଼ୁଆଁ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। କାର୍ତ୍ତିକ ପୂର୍ଣ୍ଣିମାରେ ପୋଖରୀରେ ଭସଯାଇଥିବା ଡଙ୍ଗା କାଢ଼ିବାକୁ ଯାଇ ଜଣେ ନାବାଳିକା ବୁଡିଯାଇଛି। ନାବାଳିକା ଜଣଙ୍କ ହେଲେ ରତ୍ନାକର ମହାଳିକଙ୍କ ଝିଅ ଝାନସୀ ରାଣୀ ମହାଳିକ(୧୩)। ତେବେ ନାବାଳିକା ଜଣକ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଭଦ୍ରକ ଜିଲ୍ଲାସ୍ତରୀୟ ସାଇକେଲ ପ୍ରତିଯୋଗିତା ଅନୁଷ୍ଠିତ

ଭଦ୍ରକ: ଭଦ୍ରକ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ପ୍ରଥମ ସାଇକ୍ଲିଂ ପ୍ରତିଯୋଗିତା ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ସକାଳ ଏହି ପ୍ରତିଯୋଗିତା ଧାମରା ରେଲୱେ ଫ୍ଲାଇଓଭର୍ ଠାରୁ ଆରମ୍ଭ ହୋଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଶେଷ ହୋଇଥିଲା।  ସାଇକେଲ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ବିଧାନସଭା ଆସନ: ଏଥର କଡ଼ା ଟକ୍କର

ଭଦ୍ରକ (ଡ. ହରିହର ନାୟକ) : ଭଦ୍ରକ ବିଧାନସଭା କ୍ଷେତ୍ରରୁ ବିଜେଡି-ବିଜେପି ଓ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ, ତାକୁ ନେଇ ମାନସମନ୍ଥନ ଆରମ୍ଭ ହୋଇଗଲାଣି। ବିଶେଷ କରି ତିନି ପ୍ରମୁଖ ଦଳ ମଧ୍ୟରୁ ଶାସକ ବିଜେଡି ଉପରେ ସମସ୍ତଙ୍କର ନଜର ରହିଛି। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧାଙ୍କ ଉପରେ ଚଢ଼ିଗଲା ଘରୋଇ ବସ୍, ଷଣ୍ଢ ଆକ୍ରମଣରେ ଚାଲିଗଲା ଜଣେ ମହିଳାଙ୍କ ଜୀବନ

ଭଦ୍ରକ: ଭଦ୍ରକରେ ଆଜି ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ଦୁଇ ମହିଳାଙ୍କ ଜୀବନ ଯାଇଛି। ପ୍ରଥମ ଘଟଣାଟି ବନ୍ତ ଛକରେ ଘଟିଛି। ଏଠାରେ ଜଣେ ମହିଳାଙ୍କ ଉପରେ ଚଢ଼ିଗଲା ଘରୋଇ ବସ୍। ମୃତ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ କନକଲତା ଦାସ(୫୫) ଓ ତାଙ୍କ ଘର ଅଗରପଡ଼ା ବିଶଲପଟା…
ଅଧିକ ଖବର ଦେଖନ୍ତୁ...

ଭୁଜାଲିରେ ହାଣି ହତ୍ୟା କରିଥିଲା, ହତ୍ୟାକାରୀକୁ ଆଜୀବନ ଜେଲଦଣ୍ଡ ମିଳିଲା

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ମିର୍ଜାପୁର ଗ୍ରାମର ଅରୁଣ ମହାରଣା ଓରଫ ବାଙ୍ଗୁଙ୍କୁ ୩୦୨ ଦଫାରେ ଦୋଷୀ ସାବ୍ୟସ୍ତ୍ୟ କରି ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ ଆଶିଷ କୁମାର ତ୍ରିପାଠୀ ଆଜୀବନ ଜେଲ ସହ ୫୦୦୦ ଟଙ୍କା ଜରିମାନ ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ପୁଣି ୬ ମାସ ସଶ୍ରମ କାରାଦଣ୍ଡ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ପୁରୁଣାବଜାରରେ ବିପୁଳ ପରିମାଣର ଜର୍ଦ୍ଦା ଜବତ

ଭଦ୍ରକ: ଭଦ୍ରକ ସହରରେ ଦୀର୍ଘଦିନ ହେବେ ପୁରୁଣାବଜାର ଅଂଚଳ ନକଲି ଜର୍ଦାର ହବ ପାଲଟିଛି। ନକଲି ଜର୍ଦ୍ଦାକୁ ଯେତେଥର ପୁଲିସ ଜବତ କରୁଛି। ଅଧିକ ଲୋକ ଏଇ ବେଆଇନ କାର୍ଯ୍ୟରେ ସଂପୃକ୍ତ ରହିଛନ୍ତି। ଏହି ବେଆଇନ କାର୍ଯ୍ୟରେ କିନ୍ତୁ ମୂଳ ପ୍ରଚ୍ଛଦ ପଟରେ କିଏ ରହୁଛି ତାକୁ ଧରିବାର ସଫଳ ହେଉନାହିଁ…
ଅଧିକ ଖବର ଦେଖନ୍ତୁ...

ଅଧା ରହିଲା ଜଗାଦର୍ଶନ: ଅଟୋକୁ ଧକ୍କା ଦେଲା ଅଜଣା ଗାଡ଼ି, ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ

ଯାଜପୁର: ଶ୍ରୀଜଗନ୍ନାଥ ଦର୍ଶନ ଲାଗି ଅଟୋରେ ବାହାରିଥିଲେ ତିନି ପରିବାରର ୧୦ଜଣ ସଦସ୍ୟ। ହେଲେ ୧୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ପାଣିକୋଇଲି ଶର୍ମା ପେଟ୍ରୋ ପମ୍ପ ନିକଟରେ ସେହି ଅଟୋକୁ ଧକ୍କା ଦେଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହେବା ସହ ୮ ଜଣ ଗୁରୁତର ହୋଇଛନ୍ତି । ମୃତକ…
ଅଧିକ ଖବର ଦେଖନ୍ତୁ...