ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଧାମରା: ଧାମରା ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହେବା ଘଟଣା ଧାମରା ଅଞ୍ଚଳର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗତକାଲି ମା ଧାମରାଇଙ୍କ ପବିତ୍ର ମକର ସଂକ୍ରାନ୍ତି ଓ ଧାମରାର ଅଧିଷ୍ଠାତ୍ରୀ ଦେବୀ ମା ଧାମରାଇଙ୍କ ପବିତ୍ର ପର୍ବ ହେତୁ ସେଠାରେ ନାହିଁ ନ ଥିବା…
ଅଧିକ ଖବର ଦେଖନ୍ତୁ...

‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ର ଲୋଗୋ ଉନ୍ମୋଚିତ; କର୍ମକର୍ତ୍ତାଙ୍କ ନାମ ଘୋଷିତ

ଭଦ୍ରକ: ପୁସ୍ତକ ପ୍ରକାଶନ ସଂସ୍ଥା ‘ଟାଇମପାସ’ ଭୁବନେଶ୍ୱର ପକ୍ଷରୁ ଭଦ୍ରକରେ ପ୍ରଥମ ଥର ପାଇଁ ଏକ ସୃଜନଶୀଳ ସାହିତ୍ୟ ମହୋତ୍ସବ ଆୟୋଜିତ ହେବାକୁ ଯାଉଛି। ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ ଶୀର୍ଷକରେ ଜାନୁଆରି ୨୭ ଓ ୨୮ ଦୁଇଦିନ ଧରି ସ୍ଥାନୀୟ ଶହୀଦ ସ୍ମୃତି ଭବନଠାରେ ଆୟୋଜିତ ହେବାକୁ ଥିବା…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ନାଟ୍ୟ ମହୋତ୍ସବ ଉଦଘାଟିତ

ଭଦ୍ରକ: ଭଦ୍ରକ ଟାଉନ୍ ହଲ ଠାରେ ଆଜି ସନ୍ଧ୍ୟାରେ ନାଟ୍ୟ ମହୋତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଥମ ସନ୍ଧ୍ୟାରେ ମଞ୍ଚସ୍ଥ ନାଟକ ଭସ୍ମାସୁର କଥା’  ଅତି ସୁନ୍ଦର ଭାବରେ କଳାକାରମାନେ ପ୍ରଦଶନ କରିଛନ୍ତି। ଭଦ୍ରକ ମାଟିରୁ ନାଟକ ଲୋପ ପାଇବାକୁ ବସିଥିବା ବେଳେ  ଭଦ୍ରକର ନଟରାଜ ସାଂସ୍କୃତିକ ଅନୁଷ୍ଠାନ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ବେଦାନ୍ତ ଫେକରରେ ଜଣ ଶୁଣାଣି: ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ପରିବେଶ ଉପରେ ଗୁରୁତ୍ବ ଦେବାକୁ ଦାବି  

ଭଦ୍ରକ: ଭଦ୍ରକ ତହସିଲ ଅନ୍ତର୍ଗତ ରାନ୍ଦିଆ ଠାରେ ଅବସ୍ଥିତ ଫେକର ବେଦାନ୍ତ କମ୍ପାନି ତାର କାରଖାନାର ସମ୍ପ୍ରସାରଣ ନିମନ୍ତେ ରାଜ୍ୟ ପ୍ରଦୂଷଣ ବୋର୍ଡ ଠାରେ ସ୍ୱୀକୃତି ପାଇଁ ଆବେଦନ କରିଥିଲା। କାରଖାନା ଆଖପାଖ ଦଶ କିଲୋମିଟର ପରିଧିରେ ଥିବା ଜନ ବସତି ବା ପଞ୍ଚାୟତ ଗୁଡିକ ପ୍ରଭାବିତ ହବାର…
ଅଧିକ ଖବର ଦେଖନ୍ତୁ...

ରେଳବାଇ କନେଷ୍ଟବଳଙ୍କ ମହାନତା, ଚଳନ୍ତା ଟ୍ରେନରୁ ନିଶ୍ଚିତ ବିପଦ ମୁଖରୁ ବଞ୍ଚାଇଲେ ମହିଳାଙ୍କ ଜୀବନ

ଭଦ୍ରକ: ରେଳବାଇ କନେଷ୍ଟବଳଙ୍କ ମହାନତା, ଚଳନ୍ତା ଟ୍ରେନରୁ ନିଶ୍ଚିନ୍ତ ବିପଦ ମୁଖରୁ ବଞ୍ଚାଇଲେ ମହିଳାଙ୍କ ଜୀବନ। କାର୍ଯ୍ୟରତ କନେଷ୍ଟବଳଙ୍କ ଏଭଳି ଉଦାରତା ଦେଖି ଚାରିଆଡୁ ସାବାସୀର ସୁଅ ଛୁଟିଛି। ଏଭଳି ବଡ଼ ଅଘଟଣ ହେବା ପୂର୍ବରୁ କେଉଁଭଳି କନେଷ୍ଟବଳ ଜଣକ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି ତାହା…
ଅଧିକ ଖବର ଦେଖନ୍ତୁ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ଆରୋହୀଙ୍କ ଜୀବନ ଗଲା, ଆରଜଣକ ଗୁରୁତର

ବାସୁଦେବପୁର: ଭଦ୍ରକ ଜିଲ୍ଲା ଥାନା ବେତଡ଼ା ନିକଟସ୍ଥ ବିଷ୍ଣୁବିନ୍ଧା ନିକଟରେ ଗତ ଶନିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ବାଇକ ଅରୋହୀ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକ ବାଲେଶ୍ଵର ଅଞ୍ଚଳର ପ୍ରଣୟ…
ଅଧିକ ଖବର ଦେଖନ୍ତୁ...

ଆବାସ ଦୁର୍ନିତି ପ୍ରସଙ୍ଗ: ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭଦ୍ରକ: ଭଦ୍ରକ ବ୍ଲକ ଅନ୍ତର୍ଗତ ଦୈସିଂ ଗ୍ରାମପଞ୍ଚାୟତରେ ବାସଗୃହ ଯୋଜନାରେ ବ୍ୟାପକ ଅନିୟମିତତା ଓ ଅର୍ଥ ଆତ୍ମସାତ୍ ଘଟଣାରେ ମାନ୍ୟବର ଲୋକାୟୁକ୍ତ ନିଜର ତଦନ୍ତକାରୀ ସଂସ୍ଥାକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉକି ଦୈସିଂ ଗ୍ରାମ ପଞ୍ଚାୟତରେ ୪ ଜଣ…
ଅଧିକ ଖବର ଦେଖନ୍ତୁ...

ବିକଶିତ ଭାରତ ସଂକଳ୍ପ ରଥକୁ ଭଙ୍ଗାରୁଜା: ଥାନା ସମ୍ମୁଖରେ ବିଜେପିର ପ୍ରତିବାଦ

ଧାମନଗର: କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାର ପ୍ରଚାର ପାଇଁ ପରିଭ୍ରମଣ କରୁଥିବା ବିକଶିତ ଭାରତ ସଂକଳ୍ପ ରଥକୁ ଗତକାଲି କେତେକ ଦୁର୍ବୃତ୍ତ ଧାମନଗର ବ୍ଲକ୍‌ ଚୁଡାକୁଟିଠାରେ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ଧାମନଗର ପୁଲିସ ୨ ଜଣ ଯୁବକଙ୍କୁ ଅଟକ ରଖିଛି। ଗିରଫ ଅଭିଯୁକ୍ତ ହେଲେ ରଞ୍ଜିତ…
ଅଧିକ ଖବର ଦେଖନ୍ତୁ...

ଗାଁରେ ଆତଙ୍କ ଖେଳାଇଲେ ଭାଲୁ ଓ ଶିଆଳ: ଯାହାକୁ ଦେଖିଲେ କାମୁଡ଼ିଲେ, ୮ କ୍ଷତାକ୍ତ

ଭଦ୍ରକ/ତିହିଡ଼ି/ନୀଳଗିରି: ଗାଁ ଭିତରକୁ ପଶି ଆସିଲେ ଭାଲୁ ଓ ଶିଆଳ। ଯାହାକୁ ଦେଖିଲେ ଗୋଡ଼େଇ କାମୁଡ଼ିଲେ। ପିଲାଠୁ ବୁଢ଼ା ସମସ୍ତଙ୍କ ମଧ୍ୟରେ ଆତଙ୍କ। ଘରେ ଘରେ ତାଟିକବାଟ ପଡ଼ିଗଲା। ଏମିତିକି ଜୀବନ ବଞ୍ଚାଇବାକୁ ଯାଇ କିଛି ଲୋକ ପାଣିକୁ ଡେଇଁ ପଡ଼ିଥିବା ଖବର ମିଳିଛି। ବନ୍ୟଜନ୍ତୁ ଆକ୍ରମଣରେ…
ଅଧିକ ଖବର ଦେଖନ୍ତୁ...

ଶିଆଳ କାମୁଡ଼ାରେ ୮ ଜଣ ଲୋକ ଆହତ

ଭଦ୍ରକ: ଭଦ୍ରକ ଜିଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଦୁମୁକା ଗ୍ରାମରେ ପାଗଳ ଶିଆଳ କାମୁଡ଼ାରେ ୮ ଜଣ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଆହତମାନଙ୍କ ମଧ୍ୟରେ ୨ମହିଳା, ୩ ମହିଳା ଓ ଜଣେ ନାବାଳିକା ଥିବା ଜଣାପଡିଛି।…
ଅଧିକ ଖବର ଦେଖନ୍ତୁ...