ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ଘଟଣା: ଦଳୀୟ କର୍ମୀଙ୍କ ଥାନା ଘେରାଉ

ଦେବଗଡ଼: ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହେବା ପରେ ଦଳୀୟ କର୍ମୀମାନେ ଦେବଗଡ଼ ଥାନା ଘେରାଉ କରିଛନ୍ତି। ଏଥି ସହିତ ବିଜେପି କର୍ମୀମାନେ ଥାନା ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।  ଆଜି ସନ୍ଧ୍ୟାରେ ବିଜେପି କର୍ମୀମାନେ ଥାନା ଘେରାଉ କରିବା ସହ କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ତିଲେଇବଣି ବିଡିଓଙ୍କୁ ଆକ୍ରମଣ ଅଭିଯୋଗରେ ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ

ଦେବଗଡ଼: ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ଭୁବନେଶ୍ବର ଯାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ବିଧାୟକଙ୍କ ସହ ତାଙ୍କର ତିନି ସହଯୋଗୀ ଗିରଫ ହୋଇଥିବା ହୋଇଥିବାର ସୂଚନା ରହିଛି।…
ଅଧିକ ଖବର ଦେଖନ୍ତୁ...

ତିଲେଇବଣି ବିଡିଓଙ୍କ ସାଂଘାତିକ ଅଭିଯୋଗ : ଗାଡ଼ିରେ ଭର୍ତ୍ତି କଲେ, ନିସ୍ତୁକ ପିଟିଲେ ଦେବଗଡ଼ ବିଧାୟକ

ଦେବଗଡ଼: ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆଜି ପୂର୍ବାହ୍ନରେ ମରଣାନ୍ତକ ଆକ୍ରମଣ ହୋଇଛି। ବିଡିଓ ଶ୍ରୀ ଦଳପତିଙ୍କୁ ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆକ୍ରମଣ କରିଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହେବା ପରେ ଆହତ ଶ୍ରୀ ଦଳପତିଙ୍କୁ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌କୁ ପଛରୁ ଧକ୍କା ଦେଲା ମିନିଟ୍ରକ୍‌, ୨ ମୃତ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ବଣିଆକିଲିଣ୍ଡା ଗ୍ରାମ ନିକଟରେ ବୁଧବାର ଅପରାହ୍‌ଣରେ ଅଟକି ରହିଥିବା ଏକ  ମାଲ ବୋଝେଇ ଟ୍ରକ୍‌କୁ ପଛପଟୁ ଏକ ମିନିଟ୍ରକ ଧକ୍କା ଦେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି ଓ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଦେବଗଡ଼ କାରଗିଲ…
ଅଧିକ ଖବର ଦେଖନ୍ତୁ...

ମୁକ୍ତାକାଶ ରଙ୍ଗମଞ୍ଚରେ ଉଦ୍‌ଘାଟିତ ହେଲା  ଉତ୍ସବ ‘ପ୍ରଧାନପାଟ’

ଦେବଗଡ଼: ସଂସ୍କୃତି ବିଭାଗ ଓଡ଼ିଶା ସରକାର ଓ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ ୫ଦିନ ଧରି ଚାଲିବାକୁ ଥିବା ‘ଉତ୍ସବ ପ୍ରଧାନପାଟ-୨୦୨୨’ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଧାନପାଟ ଜଳପ୍ରପାତର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ସଂସ୍କୃତି…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ଜଳିଗଲା ବାଇକ, ଅଳ୍ପକେ ବର୍ତ୍ତିଲେ ବାଇକ୍‌ ଆରେହୀ

ଦେବଗଡ଼: ରାସ୍ତା ଉପରେ ଜଳିଗଲା ବାଇକ୍‌। ହଠାତ ନିଆଁ ଲାଗିବା ଦ୍ବାରା ହୁ ହୁ ହୋଇ ଜଳିଗଲା। ଅଳ୍ପକେ ବର୍ତ୍ତିଗଲେ ବାଇକ ଆରୋହୀ। ଏଭଳି ଘଟଣା ଘଟିଛି ଏସ୍‌ଏଚ ୧୦ ରାଜ୍ୟ ରାଜପଥର ବଲଣ୍ଡା ଘାଟି ନିକଟରେ। ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ଜାମ୍ବୁଡିହି ଗ୍ରାମର ଗୋପବନ୍ଧୁ ଓରାମ…
ଅଧିକ ଖବର ଦେଖନ୍ତୁ...

ଲୁହାପଥର ଚୋରା ଚାଲାଣ ବେଳେ ଟ୍ରକ୍‌ ଜବତ, ୨ ଗିରଫ

ଦେବଗଡ଼: ଲୁହାପଥର ଚୋରା ଚାଲାଣ ଘଟଣାରେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ପୁଲିସ ରବିବାର ୨ ଜଣଙ୍କୁ ଗିରଫ କରିବା ସହ ଏକ ଟ୍ରକ୍‌ ଜବତ କରିଛି। ପ୍ରାପ୍ତ ସୂଚନାନୁସାରେ ପୁରୁଣାପାଣି ଅଞ୍ଚଳରେ ଲୁହାପଥର ଚୋରା ଚାଲାଣ ହେଉଥିବା ନେଇ ବାରକୋଟ ପୁଲିସ୍‌ ବିଶେଷ ସୂତ୍ରରୁ ଖବର ପାଇଥିଲା। ସୂଚନା…
ଅଧିକ ଖବର ଦେଖନ୍ତୁ...

ଯୌତୁକ ଲାଗି ବଧୂହତ୍ୟା ଅଭିଯୋଗ, ୩ ଅଟକ 

ଦେବଗଡ଼: ‌ଯୌତୁକ ଲାଗି ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ବାରକୋଟ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ସଇଡା ଗ୍ରାମର ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ସୂଚନା ଅନୁଯାୟୀ, ୨୦୨୦ ମେ ମାସ ୧୨ ତାରିଖ ଦିନ ବାରକୋଟ ଥାନା ଅନ୍ତର୍ଗତ ସଇଡା ଗ୍ରାମର କୈବଲ୍ୟ…
ଅଧିକ ଖବର ଦେଖନ୍ତୁ...

ଶୀଲା ଟାୱାର୍‌ରୁ ଚୋରି ଘଟଣା: ରିଆମାଳରୁ ୩୨ ଲକ୍ଷ ଉଦ୍ଧାର, ଜଣେ ଗିରଫ

ସମ୍ବଲପୁର/ଦେବଗଡ଼: ହୋଟେଲ୍ ଶୀଲା ଟାୱାର୍‌ରୁ ଚୋରି ଘଟଣାରେ ସମ୍ବଲପୁର ପୁଲିସ୍ ତତ୍ପରତା ଦେଖାଇ ଅଧିକାଂଶ ଚୋରି ଟଙ୍କା ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ୍ କରିଛି। ସମ୍ବଲପୁର ପୁଲିସ୍‌ର ଏକ ଟିମ୍‌ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଗୁଣ୍ଡିଆପାଲି ପଂଚାୟତ ଅନ୍ତର୍ଗତ ବନାକାଲ ଗାଁର ରାକେଶ…
ଅଧିକ ଖବର ଦେଖନ୍ତୁ...

ଜିତେନ୍ଦ୍ର ସାହୁ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଦେବଗଡ଼: ଜିତେନ୍ଦ୍ର ସାହୁ ହତ୍ୟା ମାମଲାର ବିଚାର କରି ଶୁକ୍ରବାର ଜିଲ୍ଲା ଓ ଦୌରାଜଜ ବିଜୟ ପାତ୍ର ଅଭିଯୁକ୍ତ ଗୁରୁ ଚରଣ ଶବରକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦେବା ପାଇଁ ରାୟ ପ୍ରକାଶ କରିଛନ୍ତି। ଏହା ସହିତ ମୃତକ ପରିବାରକୁ କ୍ଷତିପୂରଣ ପାଇଁ ଜିଲ୍ଲା ଆଇନ ସେବା…
ଅଧିକ ଖବର ଦେଖନ୍ତୁ...