ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ଜଳୁଛି ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲ, ବଢୁଛି ତାତି 

ଦେବଗଡ଼: ଦେବଗଡ଼ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ଦେଖିବାକୁ ମିଳୁଛି। ଯାହାଫଳରେ ବର୍ତ୍ତମାନ ଜିଲ୍ଲାରେ ଉତ୍ତାପ ବୃଦ୍ଧି ପାଉଛି। ଶିଳ୍ପବିହୀନ ଜିଲ୍ଲାରେ ଦିନକୁ ଦିନକୁ ଉତ୍ତାପ ବୃଦ୍ଧି ପାଇବା ସହିତ ଆଜି ପ୍ରବଳ ତାତି ଅନୁଭୂତ ହେଉଥିବାବେଳେ ସନ୍ଧ୍ୟାରେ ପ୍ରଧାନ ପାଟ ସଂରକ୍ଷିତ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ସହକାରୀ କୃଷି ଅଧିକାରୀଙ୍କ ସହ ୫ କର୍ମଚାରୀ

ରିଆମାଳ:  ଦେବଗଡ଼-ଅନୁଗୁଳ ୫୩ ନମ୍ବର ଜାତୀୟ ରାଜପଥ ରିଆମାଳ ଥାନା ଅନ୍ତର୍ଗତ ନାଉଲିପଡା ପଞ୍ଚାୟତ ଭିତରପଦ ଗ୍ରାମ ନିକଟରେ ଶୁକ୍ରବାର ଅପରାହ୍‌ଣ ପ୍ରାୟ ୧ଟାରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗି ଯାଇଥିଲ। ଏଥିରେ କାରରେ ଥିବା ରିଆମାଳ ବ୍ଲକ ସହକାରୀ କୃଷି ଅଧିକାରୀଙ୍କ ସମେତ ୫ କର୍ମଚାରୀ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼ରୁ ପୁଣି କଲରାପତରିଆ ବାଘ ଛାଲ ଜବତ, ୩ ଗିରଫ

ଦେବଗଡ଼: ଦେବଗଡ଼ରେ ଜନ୍ତୁ ଶିକାର ଥମୁନି। ବିଭିନ୍ନ ସମୟରେ ଶିକାରୀ ଓ ବନ୍ୟପ୍ରାଣୀଙ୍କୁ ଅଙ୍ଗପ୍ରତ୍ୟଙ୍ଗ ଜବତ ହେଉଛି। ଗୁରୁବାର ଅପରାହ୍ଣରେ ପୁଣି ଏକ କଲରାପତରିଆ ବାଘର ଛାଲ ଜବତ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ମଧ୍ୟାହ୍ନରେ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ଏକ…
ଅଧିକ ଖବର ଦେଖନ୍ତୁ...

ମହୁଲ ଗଛରୁ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ରିଆମାଳ: ରିଆମାଳ ବ୍ଲକ କୁଣ୍ଢେଗୋଳା ଥାନା ଖଇରପାଲି ଫାଣ୍ଡି ଅନ୍ତର୍ଗତ ପଳସମା ଗ୍ରାମ ହନୁମାନ ମନ୍ଦିର ନିକଟରେ ଥିବା ଏକ ମହୁଲ ଗଛରୁ ଶନିବାର ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ଅପରାହ୍‌ଣ ୪ ଟାରେ ଶବ ଝୁଲୁଥିବା ଦେଖି ଗ୍ରାମବାସୀ  ଫାଣ୍ଡି ଅଧିକାରୀଙ୍କୁ ଜଣାଇଥିଲେ। ପୁଲିସ ଶବ…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଶଳା ଗୁରୁତର

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପଳସମା ଗ୍ରାମ ଦେବଗଡ଼-ବୁଢାପାଳ ରାଞ୍ଚି ବିଜୟୱାଡ଼ା ରାସ୍ତାରେ ବୁଧବାର ଅପରାହ୍‌ଣରେ ଏକ ବାଇକକୁ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଅନୁଗୁଳ ଜିଲ୍ଲା ନଙ୍ଗୁଳି ଗ୍ରାମର ବିଶ୍ବନାଥ ନାୟକ (୩୨)ଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଲାକ୍ଷାଧିକ ଟଙ୍କାର ଅଫିମ ଜବତ କଲା ପୁଲିସ, ୨ ଗିରଫ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ଉଟୁଣିଆମୁଣ୍ଡା ଗ୍ରାମରୁ ବେଆଇନ ଅଫିମ ଚାଷ ବଗିଚା ନଷ୍ଟ କରିବା ସହ ଲକ୍ଷାଧିକ ଟଙ୍କାର ଅଫିମ ଜବତ କରିଛି ଦେବଗଡ ଥାନା ପୁଲିସ। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉଟୁଣିଆମୁଣ୍ଡା‌ ଗ୍ରାମର ଦୁର୍ଗା ଲୁହୁରା(୨୪) ଓ ଶୁକରାମ…
ଅଧିକ ଖବର ଦେଖନ୍ତୁ...

ଠକେଇ ଅଭିଯୋଗରେ ମହିଳା ପୋଷ୍ଟମାଷ୍ଟର ଗିରଫ

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବସାଲଇ ଗ୍ରାମରେ ଥିବା ଶାଖା ଡାକଘରେ କାର୍ଯ୍ୟରତ ମହିଳା ପୋଷ୍ଟମାଷ୍ଟର ରେଣୁବାଳା ନାଏକଙ୍କୁ ଦେବଗଡ଼ ଥାନା ପୁଲିସ ଠକେଇ ଅଭିଯୋଗରେ ଗିରଫ କରିଛି। ପୁଲିସ୍‌ ସୂଚନାନୁସାରେ ରେଣୁବାଳା ଗତ ୨୦୧୯ ମସିହାରୁ ଉକ୍ତ ଡାକଘରେ କାର୍ଯ୍ୟ କରୁଥିବା ବେଳେ ଗାଁ’ର…
ଅଧିକ ଖବର ଦେଖନ୍ତୁ...

ମହୁଲ ଗୋଟାଇ ଯାଇଥିବା ବେଳେ ମହିଳାଙ୍କୁ ଦଳିଦେଲା ହାତୀ, ଘଟଣାସ୍ଥଳରେ ମୃତ୍ୟୁ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବନାଂଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ଖଣ୍ଡାଧୂଆଁ ଗ୍ରାମରେ ଜଙ୍ଗଲକୁ ମହୁଲ ଗୋଟାଇ ଯାଇଥିବା ବେଳେ ମହିଳାଙ୍କୁ ଦଳିଦେଲା ହାତୀ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗ୍ରାମର ପଦ୍ମଲାଭ ପ୍ରଧାନଙ୍କ ସ୍ତ୍ରୀ ପ୍ରମିଳା ପ୍ରଧାନ(୫୦)।…
ଅଧିକ ଖବର ଦେଖନ୍ତୁ...

ପିଏଲଏଫଆଇ ସଦସ୍ୟ ପରିଚୟ ଦେଇ ଲାକ୍ଷାଧିକ ଟଙ୍କା ଦାବି, ସରପଞ୍ଚ ସମେତ ୪ ଗିରଫ

ଦେବଗଡ଼: ବାରକୋଟ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଜେଲ ମୁକୁଳାଇବା ପାଇଁ ପିଏଲଏଫଆଇ ସଦସ୍ୟ ପରିଚୟ ଦେଇ ପିସ୍ତଲ ଦେଖାଇ ଭୟଭୀତ କରିବା ସହିତ ଲାକ୍ଷାଧିକ ଟଙ୍କା ଦାବି କରୁଥିବା ଘଟଣାରେ ଆଜି ପୁଲିସ ସରପଞ୍ଚ ସମେତ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୯ଟି ଏମଏମ ପିସ୍ତଲ, ୨ଟି…
ଅଧିକ ଖବର ଦେଖନ୍ତୁ...

ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ଦେବଗଡ଼ ଜିଲ୍ଲା

ବିଜୟୀ ପ୍ରାର୍ଥୀ   ଦଳ   ଭୋଟ   ନିକଟତମ ପ୍ରତିଦ୍ବନ୍ଦ୍ବୀ   ଦଳ   ଭୋଟ   ତୃତୀୟ ସ୍ଥାନରେ ଥିବା ପ୍ରାର୍ଥୀ   ଦଳ   ଭୋଟ ୧ ଦେବଗଡ଼ ମ୍ୟୁନିସିପାଲିଟି (ମୋଟ ୱାର୍ଡ ସଂଖ୍ୟା: ୧୧ ବିଜେଡି: ବିଜେପି: କଂଗ୍ରେସ: ଅନ୍ୟାନ୍ୟ: ) ଶାନ୍ତି ମଞ୍ଜରୀ ଦେଈ, ବିଜେଡି ୫୨୪୭,   ମାଧବୀ କୁମାରୀ…
ଅଧିକ ଖବର ଦେଖନ୍ତୁ...