ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଜାମୁନି ସରପଞ୍ଚ ସମର୍ଥକଙ୍କୁ ହତ୍ୟା ଘଟଣା: ଏତଲାରେ ତୁଙ୍ଗ ରାଜନେତାଙ୍କ ନାଁ, ଦୁଇ ହତ୍ୟାକାରୀ ଭାଇ ଚିହ୍ନଟ

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଜାମୁନି ଗ୍ରାମରେ ରାଜନୈତିକ ଶତ୍ରୁତା ଓ ବେଆଇନ ବାଲି ଉଠାଣକୁ କେନ୍ଦ୍ର କରି ଗତ ୭ ତାରିଖରେ କେଉଟ ସାହିର ଯୋଗେଶ ବେ‌ହେରା (୨୫)ଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାର ତଦନ୍ତକୁ ପୁଲିସ ତ୍ବରାନ୍ବିତ କରିଛି। ୫ ଜଣ ଅଟଙ୍କକୁ ଜେରା…
ଅଧିକ ଖବର ଦେଖନ୍ତୁ...

୮୫ ବର୍ଷର ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସି ଋଗ୍‌ଣ, ପାଣ୍ଠି ଅଭାବରୁ ଔଷଧ ତିଆରି ବନ୍ଦ

ଆସିକା : ରାଜ୍ୟର ସମବାୟ ସହର ଭାବେ ଗଞ୍ଜାମ ଜିଲ୍ଲାର ଆସିକା ସହର। ଦିନେ ସାରା ଓଡ଼ିଶାରେ ଗୌରବ ବହନ କରୁଥିବା ଆସିକାର ଅନେକ ସମବାୟ ଶିଳ୍ପ ଆଜି ପ୍ରୋତ୍ସାହନ ଅଭାବରୁ ରୁଗ୍‌ଣ ଅବସ୍ଥା ଦେଇ ଗତି କରୁଛି। କିଛି ବନ୍ଦ ହେବାକୁ ବସିଲାଣି। ଏମିତି ଏକ ପ୍ରତିଷ୍ଠାନ ହେଉଛି, ୧୯୩୭ ମସିହାରେ…
ଅଧିକ ଖବର ଦେଖନ୍ତୁ...

ଘରୋଇ କଳିରୁ ପତ୍ନୀର ଉନ୍ମତ୍ତ କାଣ୍ଡ, ପତି ଉପରେ ଗରମ ତେଲ ଢାଳି ହତ୍ୟା ଉଦ୍ୟମ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ସିଦ୍ଧେଶ୍ବର ପଞ୍ଚାୟତ ଗଣିଆନାଳ ଛକରେ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଳିରୁ ସଞ୍ଜୟ କୁମାର ସାହୁଙ୍କ ଦେହରେ ଗରମ ତେଲ ଢାଳି ତାଙ୍କ ପତ୍ନୀ ଲକ୍ଷ୍ମୀ ହତ୍ୟା ଉଦ୍ୟମ କରିଛନ୍ତି। ସଞ୍ଜୟଙ୍କୁ  ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ଥମୁନି ରାଜନୈତିକ ହିଂସା: ସରପଞ୍ଚ ସମର୍ଥକଙ୍କୁ ଗଳାକାଟି ହତ୍ୟା

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲାରେ ରାଜନୈତିକ ଗୋଷ୍ଠୀବିବାଦରୁ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ। ଜଣେ ସରପଞ୍ଚଙ୍କ ସମର୍ଥକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଏହିଭଳି ରାଜନୈତିକ ହିଂସାକାଣ୍ଡ ଘଟିଚାଲିଛି। ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ିଚାଲିଛି। ଗତ…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ମହାସାଗର ଦିବସ: ୧୦ ବର୍ଷରେ ୪ କି.ମି. ମାଡ଼ି ଆସିଲାଣି , ଗାଁ ଖାଉଛି ସମୁଦ୍ର

ବ୍ରହ୍ମପୁର : ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହାର ପ୍ରତିକୂଳ ପ୍ରଭାବରେ ପ୍ରକୃତି କରାଳ ରୂପ ଧାରଣ କରିବାରେ ଲାଗିଛି। ଦିନକୁ ଦିନ ସମୁଦ୍ର ଜନବସତି ଲଙ୍ଘି ଚାଲିଛି। ଏଥିପାଇଁ ଗଞ୍ଜାମ ଜିଲ୍ଲାର ୫ଟି ବ୍ଲକ୍‌ର ସମୁଦ୍ର କୂଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ବିପଦ ଘନେଇ ଆସୁଛି। ବିଶେଷ କରି…
ଅଧିକ ଖବର ଦେଖନ୍ତୁ...

ଧାନ ନେଇ ଚାଉଳ ଫେରାଉ ନାହାନ୍ତି, ୧୦ ମିଲର୍‌ଙ୍କୁ ନୋଟିସ୍‌ ଜାରି କଲେ ଜିଲ୍ଲାପାଳ

ବ୍ରହ୍ମପୁର : ଧାନ ନେଇ ଚାଉଳ ଦେଉ ନାହାନ୍ତି ମିଲର୍‌। ବର୍ଷ ନୁହେଁ ଦୁଇବର୍ଷ ନୁହେଁ ଫାଇଲିନ୍‌ ସମୟରେ ୨୦୧୨-୧୩ ଆର୍ଥିକ ବର୍ଷରୁ ସମ୍ପୃକ୍ତ ମିଲର୍‌ଙ୍କ ନାମରେ ବକେୟା ଟଙ୍କା ଗଡ଼ି ଆସୁଛି। ବାରମ୍ବାର ନୋଟିସ୍‌ ପରେ ସେମାନେ ଚାଉଳ ଫେରାଉ ନାହାନ୍ତି କି, ଧାନ ବାବଦ ଟଙ୍କା ଜମା କରୁନାହାନ୍ତି।…
ଅଧିକ ଖବର ଦେଖନ୍ତୁ...

ରକ୍ତରଞ୍ଜିତ ହେଉଛି ଗଞ୍ଜାମ ରାଜନୀତି; ୪ ମାସରେ ଗଡ଼ିଲାଣି ୭ ମୁଣ୍ଡ

ବ୍ରହ୍ମପୁର : ଗାଁ ଗାଁରେ ରାଜନୈତିକ ପ୍ରତିଶୋଧ, ହିଂସା ବଢ଼ିଚାଲିଛି। ପଞ୍ଚାୟତ ନିର୍ବାଚନରେ ହାରଜିତ, ସମର୍ଥନ ଓ ବିରୋଧକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଛି। ଜିଲ୍ଲାର ଆଇନଶୃଂଖଳା ବିଗିଡ଼ିବାରେ ଲାଗିଛି। ପ୍ରତିଦିନ ରକ୍ତର ହୋଲି ଖେଳୁଛନ୍ତି। କଥା କଥାରେ ଗାଁରେ…
ଅଧିକ ଖବର ଦେଖନ୍ତୁ...

ମାମଲା ରଫାଦଫା କରିବାକୁ ଲାଞ୍ଚ: ଫାଣ୍ଡି ଏଏସ୍‌ଆଇ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ସାହାଯ୍ୟ କରିବା ଏବଂ ଏହାକୁ ରଫାଦଫା କରିଦେବାକୁ ଲାଞ୍ଚ ନେଇ ଭିଜିଲାନ୍ସ୍ ଜାଲରେ ପଡ଼ିଛନ୍ତି ଖଲ୍ଲିକୋଟ ଥାନା ଅଧୀନ ଭେଜିପୁଟ ଫାଣ୍ଡିର ଏଏସ୍‌ଆଇ ମାନସ କୁମାର ରାଉତ। ଅଭିଯୋଗକାରୀଙ୍କ ଠାରୁ ଏଏସ୍‌ଆଇ ମାନସ…
ଅଧିକ ଖବର ଦେଖନ୍ତୁ...

ଦିଗପହଣ୍ଡିରେ ରାଜନୈତିକ ହିଂସା: ପୂର୍ବତନ ସରପଞ୍ଚ-ସରପଞ୍ଚ ଗୋଷ୍ଠୀ ହଣାହଣି

କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ରକ୍ତପାତ ଥମିବାର ନାଁ ନେଉନି। ମାସକ ଭିତରେ ଦୁଇ ଦୁଇଟି ଡବଲ୍‌ ମର୍ଡର ଓ ସୁପାରିକିଲିଂ ନିର୍ବାଚନମଣ୍ଡଳୀରେ ଆତଙ୍କ ଓ ଭୟର ବାତାବରଣ ଖେଳାଇ ଦେଇଛି। ଏପରିସ୍ଥଳେ ଗତକାଲି ବିଳମ୍ବିତ ରାତିରେ…
ଅଧିକ ଖବର ଦେଖନ୍ତୁ...

ଏକ ମାମଲାର ରଫାଦଫା କରିବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ ପୁଲିସ ଏଏସ୍‌ଆଇ, ମାଡ଼ିବସିଲା ଭିଜିଲାନ୍ସ

ବ୍ରହ୍ମପୁର: ତିନି ହଜାର ଟଙ୍କା ଲାଞ୍ଚ ନେଇ ଆଜି ଜଣେ ପୁଲିସ ଏଏସ୍‌ଆଇ ଭିଜିଲାନ୍ସ ହାତ‌ରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ଏଏସ୍‌ଆଇ ମାନସ କୁମାର ରାଉତ। ସୂଚନା ଅନୁସାରେ ଏକ ଗଣ୍ଡଗୋଳ ମାମଲାର ସମାଧାନ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...