ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ବିକାଶ ନାଁରେ ଘୁମୁସର ଜଙ୍ଗଲର ବିନାଶ, ସଂକଟରେ ବନ୍ୟଜନ୍ତୁ, ଜଙ୍ଗଲ ସଂପଦ

ଭଞ୍ଜନଗର (ବିଶ୍ବମ୍ବର ଜେନା): ଗତ ଦୁଇବର୍ଷ ଧରି କରୋନା ମହାମାରୀର ପ୍ରାଦୁର୍ଭାବ ସାରା ବିଶ୍ବକୁ ହୋହଲାଇ ଦେଇଥିଲା। ଲକ୍ଷାଧିକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଭାବେ ସଂକ୍ରମିତ ହେଲେ। ଆଉ ଅମ୍ଳଜାନ ଅଭାବରୁ ଅଧିକାଂଶ ସଂକ୍ରମିତଙ୍କ ଜୀବନଦୀପ ଲିଭିଯିବା ଭଳି ଅନେକ ଘଟଣା…
ଅଧିକ ଖବର ଦେଖନ୍ତୁ...

ବିଚାରାଧୀନ ବନ୍ଦୀ ମୃତ୍ୟୁ ଘଟଣା: ଥାନାରେ ଥାର୍ଡ଼ ଡିଗ୍ରି!

ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପୁଲିସ ଗିରଫ କରିଥିବା ଜଣେ ଯୁବକଙ୍କୁ ଜେଲ୍‌ ପଠାଇବାର ଦିନକ ପରେ ମୃତ୍ୟୁକୁ ନେଇ ପୁଣି ବିବାଦ ଘେରକୁ ଆସିଥିଲା ଗୋଳନ୍ଥରା ଥାନା। ତାଙ୍କୁ ଥାନାରେ ଥାର୍ଡ଼ ଡିଗ୍ରି ନିର୍ଯାତନା ଦେବାରୁ ତାଙ୍କର ମୃତ୍ୟୁ ଘଟିଛି ଏବଂ ଏହା ପଛରେ ମଦ ମାଫିଆଙ୍କର…
ଅଧିକ ଖବର ଦେଖନ୍ତୁ...

ସ୍ବାଭିମାନର ସହ ବଞ୍ଚିବାକୁ ପୂର୍ବତନ ସରପଞ୍ଚ ରାଜନୀତି ଛାଡ଼ି ଚାହା ଦୋକାନୀ

ପାତ୍ରପୁର : କୌଣସି ଅଭାବ କି, ଅସୁବିଧା ନାହିଁ। ବରଂ ସ୍ବାଭିମାନର ସହ ସ୍ବାବଲମ୍ବୀ ହେବା ଓ ନିଜ ପରିବାର ପ୍ରତିପୋଷଣ ପାଇଁ ଚାହା ଦୋକାନ କରି ଦିନ କାଟୁଛନ୍ତି ପୂର୍ବତନ ସରପଞ୍ଚ। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପାତ୍ରପୁର ବ୍ଲକ୍ ବି.ନୂଆଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଧବଳେଶ୍ବର ସାହୁ (୪୨)…
ଅଧିକ ଖବର ଦେଖନ୍ତୁ...

୧୩ ବର୍ଷ ହେଲା ପର ଘର ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି  କେନ୍ଦ୍ର

ପ୍ରତାପୁର : ବର୍ଷେ କି ଦୁଇବର୍ଷ ନୁହେଁ, ଦୀର୍ଘ ୧୩ ବର୍ଷ ହେଲା ପର ଘରର ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ବିଭିନ୍ନ ପର୍ଯ୍ୟାୟରେ ଶିଶୁଙ୍କୁ ଗୋଟିଏରୁ ବାରଣ୍ଡାରୁ ଆଉ ଗୋଟିଏ ବାରଣ୍ଡାକୁ ଏପଟସେପଟ କରି ଅଙ୍ଗନବାଡ଼ି କର୍ମୀ ଥକିଗଲେଣି। ହେଲେ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ…
ଅଧିକ ଖବର ଦେଖନ୍ତୁ...

କୋଟିପତି ନିଶା ବେପାରୀ ରଜନୀକାନ୍ତର ଅମାପ ସମ୍ପତ୍ତି ବାଜ୍ୟାପ୍ତ

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଖୋଜାପଲ୍ଲୀ ବଡ଼ଦାଣ୍ତ ସାହିର କୋଟିପତି ନିଶା ବେପାରୀ ରଜନୀକାନ୍ତ ପଟ୍ଟନାୟକର କୋଟି କୋଟି ଟଙ୍କାର ଅମାପ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ କେନ୍ଦ୍ରୀୟ ଅର୍ଥନୈତିକ ସଂସ୍ଥା ବାଜ୍ୟାପ୍ତ କରିଛି। ଏନେଇ ଖଲ୍ଲିକୋଟ ଥାନାଧିକାରୀ ଜଗନ୍ନାଥ ମଲ୍ଲିକ…
ଅଧିକ ଖବର ଦେଖନ୍ତୁ...

ଲୁଣ ବସ୍ତା ଭିତରେ ୫ କୋଟିର ଗଞ୍ଜେଇ; ୩ ଗିରଫ, ୭୦ ବସ୍ତା ଲୁଣ ସହ ଟ୍ରକ୍‌ ଜବତ

ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ତ ପୁଲିସକୁ ମିଳିଛି ବଡ଼ ସଫଳତା। ଏକ ଲୁଣ ବୋଝେଇ ଟ୍ରକ୍‌ରେ ଚାଲାଣ ହେଉଥିବା ୫ କୋଟି ଟଙ୍କାର ଗଞ୍ଜେଇ ପୁଲିସ ଜବତ କରିବା ସହ ୩ ଜଣଙ୍କୁ ଗରଫ କରିଥିବା କୋରାପୁଟ ଅତିରିକ୍ତ ଏସ୍‌ପି ବିମଳକାନ୍ତ ବ୍ରହ୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରକ୍ତଦାନ ଆନ୍ଦୋଳନର ପୁରୋଧା ଡା. ରାଜେଶ୍ବର ରାଜୁଙ୍କ ପରଲୋକ

ବ୍ରହ୍ମପୁର/ଦିଗପହଣ୍ଡି : ଜାତୀୟସ୍ତରରେ ରକ୍ତଦାନ ଆନ୍ଦୋଳନକୁ ଲୋକପ୍ରିୟ ତଥା ସଫଳ କରାଇଥିବା ସେନାପତି ଡା. ଭି. ରାଜେଶ୍ବର ରାଜୁ(୯୦)ଙ୍କ ଆଜି ପରଲୋକ ହୋଇଛି। ଦିଗପହଣ୍ଡି ମାଟିର ଏହି ତ୍ୟାଗୀ ପୁଅ ଖେମୁଣ୍ଡି ସ୍ବେଚ୍ଛାକୃତ ରକ୍ତଦାତା ସଂଘର ଉପଦେଷ୍ଟା ଥିବା ବେଳେ ବ୍ରହ୍ମପୁର ରକ୍ତଭଣ୍ଡାର…
ଅଧିକ ଖବର ଦେଖନ୍ତୁ...

ଏମ୍‌ଡିଏମ୍‌ ଆକାଉଣ୍ଟ୍‌ ପିଏନ୍‌ବିରେ ଖୋଲିବାକୁ ନିର୍ଦ୍ଦେଶ

ବେଲଗୁଣ୍ଠା : ସ୍କୁଲରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ(ଏମ୍‌ଡିଏମ୍‌) ପାଇଁ ଆସୁଥିବା ସରକାରୀ ଅନୁଦାନର ଆକାଉଣ୍ଟ ପଞ୍ଜାବ୍ ନ୍ୟାସନାଲ୍ ବ୍ୟାଙ୍କ୍‌ରେ ଖୋଲିବା ପାଇଁ ଚଳିତ ବର୍ଷ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯାହା ବର୍ତ୍ତମାନ ଶିକ୍ଷକଙ୍କ ମୁଣ୍ଡବ୍ୟଥା ବଢାଇ ଦେଇଛି। ବିଶେଷ…
ଅଧିକ ଖବର ଦେଖନ୍ତୁ...

ଝାଡ଼ାବାନ୍ତିରେ ୨ ମାସରେ ହଜାରେରୁ ଅଧିକ ଆକ୍ରାନ୍ତ, ୧୦ ମଲେଣି

ଶେରଗଡ଼ :  ଶେରଗଡ଼ ବ୍ଲକ୍‌ରେ ଥମୁନି ଝାଡ଼ାବାନ୍ତି। ବରଂ ଦିନକୁ ଦିନ ଏହା ଗାଁକୁ ଗାଁ ବ୍ୟାପିବାରେ ଲାଗିଛି।  ଗତ ୨ ମାସ ମଧ୍ୟରେ ବ୍ଲକ୍‌ର ବିଭିନ୍ନ ଗ୍ରାମାଞ୍ଚଳରେ ଏକ ହଜାରରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏହାସହ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୧୦ ଜଣଙ୍କ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ପ୍ରଗତିଶୀଳ ରାଜ୍ୟ ଗଠନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପ୍ରଶଂସନୀୟ: ମନ୍ତ୍ରୀ ଆରୁଖ

ବ୍ରହ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଅଣାଯାଇଛି। ୫-ଟି ଉପକ୍ରମରେ ହାଇସ୍କୁଲ ଗୁଡିକର ରୂପାନ୍ତରିତ କରାଯାଇଛି। ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଧାରା ସମଗ୍ର ରାଜ୍ୟରେ ଜାରି ରହିଛି। ଆଜି ଗଞ୍ଜାମ…
ଅଧିକ ଖବର ଦେଖନ୍ତୁ...