ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ବିଦ୍ୟାଳୟରୁ ଫେରିବା ବାଟରେ ହୃଦ୍‌ଘାତରେ ଚାଲିଗଲା ଶିକ୍ଷକଙ୍କ ଜୀବନ

ଖଲ୍ଲିକୋଟ : ବିଦ୍ୟାଳୟରୁ ଘରକୁ ଫେରିବା ବାଟରେ ହିଁ ହୃଦ୍‌ଘାତ ହେଲା। ଶିକ୍ଷକ ବିପ୍ରଚରଣ ବେହେରା(୪୫)ଙ୍କ ଏଭଳି ଦୁଃଖଦ ମୃତ୍ୟୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ତଳରାମପାଲ୍ଲୀ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଗ୍ରାମର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ…
ଅଧିକ ଖବର ଦେଖନ୍ତୁ...

ବିଚାରାଧୀନ ବନ୍ଦୀଙ୍କ ସନ୍ଦେହଜନକ ମୃତ୍ୟୁ, ପୁଲିସ ମାଡ଼ ମାରିଥିବା ଅଭିଯୋଗ

ବ୍ରହ୍ମପୁର: ପୁଣିଥରେ ବିବାଦ ଘେରକୁ ଆସିଛି ବ୍ରହ୍ମପୁର ପୁଲିସ ଜିଲ୍ଲାର ଗୋଳନ୍ଥରା ଥାନା। ପୁଲିସ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାରବର୍ଗ ଅଭିଯୋଗ କରିଛନ୍ତି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଗୋଳନ୍ଥରା ଥାନା ଇନ୍ଦ୍ରାକ୍ଷୀ ଗ୍ରାମର ମିଟୁ ବେହେରା(୩୬)। ମିଟୁଙ୍କ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ମାସିକ ୮ ଲକ୍ଷ ଟଙ୍କାର କିରାସିନି ଘୋଟାଲା: ଚେତା ପଶିଲା, ତଦନ୍ତ ହେବ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ପିଡିଏସ୍‌ କିରାସିନି କୋଟା ଯୋଗାଣରେ ବଡ଼ଧରଣର ଦୁର୍ନୀତି ହୋଇଛି! ଜିଲ୍ଲାର ଯେତିକି ସଂଖ୍ୟକ ଖାଉଟିଙ୍କ ପାଇଁ କିରାସିନି କୋଟା ଆସୁଛି, ମାସିକିଆ କୋଟାରୁ ୧୦ହଜାର ଲିଟର୍‌ କିରାସିନି ବଣ୍ଟା ହେଉନି। ପ୍ରତି ମାସରେ ଏ ୧୦ ହଜାର ଲିଟର୍‌ କିରାସିନି କୁଆଡ଼େ…
ଅଧିକ ଖବର ଦେଖନ୍ତୁ...

କାର୍ ଦୁର୍ଘଟଣାରେ ଯୁବ ଇଞ୍ଜିନିୟର ମୃତ

ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ-ସୋରଡ଼ା ରାସ୍ତା ମରେଇପ‌ାଟ ଛକରେ ଆଜି ଅପରାହ୍‌ଣ ସାଢ଼େ ୫ଟାରେ ମର୍ମନ୍ତୁଦ କାର୍ ଦୁର୍ଘଟଣାରେ ଜଣେ ଯୁବ ଇଞ୍ଜିନିୟର୍ ପ୍ରାଣ ହରାଇଛନ୍ତି। ମୃତକଜଣକ ହେ‌ଲେ, କାଳିଆଗୁଡ଼ା ଗ୍ରାମର ଦେବାଶିଷ ପ୍ରଧାନ ଓରଫ୍ ଲିଟୁ (୩୨)।…
ଅଧିକ ଖବର ଦେଖନ୍ତୁ...

ବଡ଼ ଧରଣର ଡକାୟତ ଯୋଜନା ପଣ୍ଡ; ୭ ନାବାଳକ ସମେତ ୧୪ ଜଣଙ୍କୁ କାବୁ କଲା ପୁଲିସ

ଭଂଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୁଲିସକୁ ବଡ଼ ସଫଳତା ମିଳିଛି । ଡକାୟତି ଯୋଜନା କରୁଥିବା ବେଳେ ପୁଲିସ ୧୪ ଜଣଙ୍କୁ କାବୁ କରିଛି। ଏମାନଙ୍କ ମଧ୍ୟରେ ୭ ଜଣ ନାବାଳକ ରହିଥିବା ପୁଲିସ ପ୍ରକାଶ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ୩୧ଟି ମୋବାଇଲ ଫୋନ, ଗୋଟିଏ ଲ୍ୟାପଟପ,୨ଟି ଜୀବନ୍ତ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠଙ୍କୁ ନେଲେ, କନିଷ୍ଠଙ୍କୁ ଦେଲେ; ଏମ୍‌କେସିଜିରେ ୩୫ ପିଜି ଡାକ୍ତରଙ୍କୁ ନିଯୁକ୍ତି

ବ୍ରହ୍ମପୁର: ଡାକ୍ତର ଅଭାବ ସାଙ୍ଗକୁ ଦୀର୍ଘଦିନ ଧରି ଗୁରୁତର ସ୍ବାସ୍ଥ୍ୟସେବା ସମସ୍ୟାରେ ଛନ୍ଦି ହୋଇଥିବା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ ପ୍ରତି ସରକାର ଦୟା ଦେଖାଇଛନ୍ତି। ଜନସାଧାରଣ, ବିଭିନ୍ନ ସଂଗଠନର ଧାରଣା, ଦାବି, ବିକ୍ଷୋଭ ପରେ ଶେଷରେ ୩୫ଜଣ ପିଜି…
ଅଧିକ ଖବର ଦେଖନ୍ତୁ...

ସତ୍ୟଙ୍କ ଚକ୍‌ଖଡ଼ିରେ ୫୧ ଐତିହ୍ୟସ୍ଥଳୀ, ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡ଼ସକୁ ମନୋନୀତ 

ବ୍ରହ୍ମପୁର: ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣାଙ୍କ ଆଉ ଏକ କୃତିତ୍ବ କୀର୍ତ୍ତିମାନ ଲାଭ କରିବାକୁ ଯାଉଛି। ସେ ଚକ୍‌ଖଡ଼ିରେ ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ୫୧ଟି ଐତିହ୍ୟସ୍ଥଳୀର କ୍ଷୁଦ୍ର ପ୍ରତିକୃତି ଗଢ଼ିଥିଲେ। କୋଣାର୍କ, ଲାଲ୍‌କିଲା, ତାଜମହଲ, ଇଣ୍ଡିଆ ଗେଟ୍, ଧଉଳି, ଗେଟ୍‌ୱେ ଅଫ…
ଅଧିକ ଖବର ଦେଖନ୍ତୁ...

ସମସ୍ୟା ଯେମିତି କି ସେମିତି: ରାଜନୀତିର ପଶାପାଲିରେ ଏମ୍‌କେସିଜି ମେଡିକାଲ କଲେଜ

ବ୍ରହ୍ମପୁର : ଦିନ ଥିଲା ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ଏମ୍‌କେସିଜି ମେଡିକାଲ କଲେଜ ରାଜ୍ୟରେ ସୁନାମ ଅର୍ଜନ କରିଥିଲା। ଏହି ବଡ଼ ଡାକ୍ତରଖାନା ଉପରେ କେବଳ ଦକ୍ଷିଣ ଓଡ଼ିଶା ନୁହେଁ ପଡୋଶୀ ଆନ୍ଧ୍ରପ୍ରଦେଶର ରୋଗୀ ନିର୍ଭର କରୁଥିଲେ। ଏବେ କିନ୍ତୁ ପରିସ୍ଥିତି ଓଲଟା। ବ୍ରହ୍ମପୁରରେ ଏତେ ବଡ଼…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ୫ ମୃତ ଓ ୧୦ ଗୁରୁତର, ମା’ ଆଗରେ ଶିଶୁପୁତ୍ର ଉପରେ ଚଢ଼ିଗଲା ‌ବୋଲେରୋ

ପୁରୁଣାକଟକ/ବୋରିଗୁମ୍ମା/ସୋରଡା: ବୌଦ୍ଧ, କୋରାପୁଟ ଓ ଗଂଜାମ ଜିଲ୍ଲାର ୪ଟି ସ୍ଥାନରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଆଜି ମୋଟ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି। ସବୁଠାରୁ ଲୋମଟାଙ୍କୁରା ସଡ଼କ ଦୁର୍ଘଟଣା ଘଟିଛି ଗଂଜାମ ଜିଲ୍ଲାର ସୋରଡା ଅଞ୍ଚଳରେ। ଏଠାରେ ମା’…
ଅଧିକ ଖବର ଦେଖନ୍ତୁ...

ହସ୍ତଶିଳ୍ପ ପ୍ରଦର୍ଶନୀ ବିଦ୍ୟୁତ୍‌ ଦୁର୍ଘଟଣା: ଖେଳଣା ବିକୁଥିବା ନାବାଳକ ମୃତ

ପଦାରେ ପଡ଼ିଲା ବ୍ୟାପକ ଅବ୍ୟବସ୍ଥା ପ୍ରବେଶ, ପ୍ରସ୍ଥାନ ଗୋଟିଏ ରାସ୍ତା; ଅଗ୍ନି ନିରାପତ୍ତାକୁ ଅଣଦେଖା ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଆର୍‌ଏମ୍‌ସି ପରିସରରେ ଚାଲିଥିବା ଅରୂପା ହସ୍ତଶିଳ୍ପ ପ୍ରଦର୍ଶନୀରେ ଗତକାଲି ରାତି‌ରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ତାର…
ଅଧିକ ଖବର ଦେଖନ୍ତୁ...