ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

ପରସ୍ପରଠାରୁ ଅଲଗା ହେବା ପରେ ପ୍ରଥମ ଜନ୍ମଦିନକୁ ନିଡାରମ୍ବରରେ ପାଳିଲେ ଜଗା ଓ ବଳିଆ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ମିଲୁପଡ଼ାର ଯୋଡାମୁଣ୍ଡ ଶିଶୁ ଜଗା ଓ ବଳିଆଙ୍କୁ ନୂଆଦିଲ୍ଲୀର ଏମ୍ସରେ ବିରଳ ଅସ୍ତ୍ରୋପଚାର ପରେ ସଫଳତା ସହ ଅଲଗା କରାଯାଇଥିଲା। ତେବେ ବଳିଆଠାରୁ ଜଗା ଅଧିକ ସୁସ୍ଥ ହେବ ବୋଲି ସୂଚନା ମିଳିଛି। ଜଗା ୯୫ ପ୍ରତିଶତ ସୁସ୍ଥ ହେବା ସମ୍ଭାବନା ଥିବା ବେଳେ ବଳିଆ ୬୦ରୁ ୭୦…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ଯୁବକଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ୍‌

କନ୍ଧମାଳ: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବସଷ୍ଟାଣ୍ଡରେ ସମ୍ମୁଖ ଗତକାଲି ରାତିରେ ଏକ ବାଲି ବୋଝେଇ ଟ୍ରକ୍‌ ଚଢ଼ିିଯିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଯେସନ୍ତ ପ୍ରଧାନ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେବା ସହିତ ଘୁ ଉଦୟଗିରି ବଜାରର ଦୋକାନ ବଜାର ବନ୍ଦ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ନାବାଳିକାଙ୍କୁ ଅସଦାଚରଣ କରିଥିବା ୩ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ

କନ୍ଧମାଳ: ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ କନ୍ଧମାଳୁ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ତଥା ପୋକ୍ସୋ କୋର୍ଟ ଜଜ୍‌ ସୁଶାନ୍ତ କୁମାର ପଟେଲ ୩ ଜଣ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡ ଓ ୫ ହଜାର ଟଙ୍କା ଲେଖାଏ ଜରିମାନାରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତମାନଙ୍କ ଠାରୁ ଯେଉଁ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୧୫ ବର୍ଷର ସଶ୍ରମ କାରାଦଣ୍ଡ

କନ୍ଧମାଳ: ନିଜ ସମ୍ପର୍କୀୟ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ କନ୍ଧମାଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ତଥା ପୋକ୍‌ସୋ କୋର୍ଟ ଜଜ୍‌ ସୁଶାନ୍ତ କୁମାର ପଟେଲ ଅଭିଯୁକ୍ତ ପୂର୍ଣ୍ଣଜୀବିତ ଦିଗାଲଙ୍କୁ ୧୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ମାତିଲେ କଳାପଲସର୍ ଲୁଟେରା : ସ୍କୁଲ ମ୍ୟାନେଜରଙ୍କଠାରୁ ଲୁଟିନେଲେ ୫ ଲକ୍ଷ ୨୫ ହଜାର ଟଙ୍କା

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପାଟାଙ୍ଗି ନିକଟରେ ମଙ୍ଗଳବାର ସକାଳ ୯ଟା ପାଖାପାଖି ସମୟରେ ଜଣେ ଇଂରାଜୀ ମଡିୟମ ସ୍କୁଲର ମ୍ୟାନେଜରଙ୍କ ଠାରୁ ଦୁଇଜଣ ଦୁର୍ବୃତ୍ତ ୫ଲକ୍ଷ ୨୩ହଜାର ୯୩୩ଟଙ୍କା ଲୁଟି ନେଇଯାଇଛନ୍ତି। ଏନେଇ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଛନ୍ତି ମ୍ୟାନେଜର ।…
ଅଧିକ ଖବର ଦେଖନ୍ତୁ...

ସାଧାରଣ ପିଲାଙ୍କ ଭଳି ଖିଆପିଆ କରିବା ସହିତ ଶିଢ଼ି ଚଢ଼ୁଛି ଜଗା

ଭୁବନେଶ୍ୱର:  ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଥିବା କନ୍ଧମାଳ ଜିଲ୍ଲାର ଜଗାବଳିଆଙ୍କ ସ୍ୱସ୍ଥ୍ୟାବସ୍ଥାରେ ଦିନକୁ ଦିନରେ ଉନ୍ନତି ଦେଖା ଦେଉଛି। ଜଗା ଏଇ କିଛିଦିନ ହେବ ସାଧାରଣ ପିଲାଙ୍କ ଭଳି ଖିଆପିଆ କରିବା ସଙ୍ଗେ ଡାକ୍ତର ଓ ନର୍ସଙ୍କ ସହ ଖେଳିବା ଏବଂ ଏମ୍‌ସ ପରିସରରେ ଶିଡି ବି ଚଢ଼ି ପାରୁଛି…
ଅଧିକ ଖବର ଦେଖନ୍ତୁ...

ଠିକା କ୍ୟାମ୍ପ୍‌ରେ ମାଓବାଦୀଙ୍କ ଲଙ୍କାକାଣ୍ଡ

ଫୁଲବାଣୀ/ବାଲିଗୁଡ଼ା : କନ୍ଧମାଳରେ ପୁଣି ମାତିଲେ ମାଓବାଦୀ। ଗତକାଲି ରାତିରେ ୩୦ରୁ ୪୦ ଜଣ ମାଓବାଦୀ ସଂଘବନ୍ଧ ଭାବେ ବାଲିଗୁଡ଼ା ବ୍ଳକ ବାଲିମାହା ଠିକାସଂସ୍ଥା କ୍ୟାମ୍ପ ଉପରେ ଚଢ଼ଉ କରିଥିଲେ। ପ୍ରଥମେ ମ୍ୟାନେଜରଙ୍କୁ ପ୍ରବଳ ପିଟାପିଟି କରିଥିଲେ। ଏହାପରେ ମାଓବାଦୀ ଟ୍ରାକ୍ଟର, ଜେସିବି ଓ ମିକ୍ଚର…
ଅଧିକ ଖବର ଦେଖନ୍ତୁ...

ଫୁଲବାଣୀ: ରାସ୍ତା ନିର୍ମାଣକୁ ବିରୋଧ, ୩ ଟ୍ରାକ୍ଟର, ଗୋଟିଏ ଜେସିବି ପୋଡ଼ିଲେ ମାଓବାଦୀ

ଫୁଲବାଣୀ:  କନ୍ଧମାଳ ଜିଲ୍ଲାରେ ପୁଣି ସକ୍ରୀୟ ହୋଇ ଉଠିଛନ୍ତି ମାଓବାଦୀ। ଗତକାଲି ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ  ବାଲିମାହା- ଗୁମୁଡ଼ିମାହା ମଧ୍ୟରେ ନିର୍ମାଣାଧୀନ ଆରଡି ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଗଛରେ ପିଟି ହେଲା ବାଇକ୍‌, ୨ ଛାତ୍ର ମୃତ

ଫୁଲବାଣୀ : ଫୁଲବାଣୀରୁ ବଲସକୁମ୍ପା ରାସ୍ତା ବାରିଆଗୁଡ଼ା ନିକଟରେ ଆଜି ଅପରାହ୍ନରେ ବାଇକ୍‌ ଦୁର୍ଘଟଣାରେ ଫୁଲବାଣୀ ସ୍ୱୟଂଶାସିତ କଲେଜର ୨ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ୨ ଛାତ୍ର ହେଲେ ଅବନୀକାନ୍ତ ବେହେରା ଓ ରାଜେଶ ବେହେରା। ଅବନୀକାନ୍ତ ଓ ରାଜେଶ ଏକ ବାଇକରେ ବଲସକୁମ୍ପା ନିକଟ…
ଅଧିକ ଖବର ଦେଖନ୍ତୁ...

ଫୁଲବାଣୀ: କାର୍‌ରୁ ୧ କୁଇଣ୍ଟାଲ୍‌ ଗଞ୍ଜାଇ ଜବତ; ଡ୍ରାଇଭର୍‌ ଗିରଫ

ଫୁଲବାଣୀ: ଆଜି ସକାଳେ ଫୁଲବାଣୀ ସହରର ମାଷ୍ଟରପଡ଼ା ନିକଟରେ ଏକ କାର୍‌କୁ ଅଟକାଇ ସେଥିରୁ ୧ କୁଇଣ୍ଟାଲ୍‌ରୁ ଅଧିକ ଗଞ୍ଜାଇ ଉଦ୍ଧାର କରାଯାଇଛି। ଗଞ୍ଜାଇ ଚୋର ଚାଲାଣ ହେଉଥିବା କଥା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଟାଉନ୍‌ ଥାନା ପୁଲିସ ସନ୍ଦିଗ୍ଧ କାର୍‌ଟିକୁ ଅନୁସରଣ କରିବା ପରେ ମାଷ୍ଟରପଡ଼ା…
ଅଧିକ ଖବର ଦେଖନ୍ତୁ...