ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

ଠିକା କ୍ୟାମ୍ପ୍‌ରେ ମାଓବାଦୀଙ୍କ ଲଙ୍କାକାଣ୍ଡ

ଫୁଲବାଣୀ/ବାଲିଗୁଡ଼ା : କନ୍ଧମାଳରେ ପୁଣି ମାତିଲେ ମାଓବାଦୀ। ଗତକାଲି ରାତିରେ ୩୦ରୁ ୪୦ ଜଣ ମାଓବାଦୀ ସଂଘବନ୍ଧ ଭାବେ ବାଲିଗୁଡ଼ା ବ୍ଳକ ବାଲିମାହା ଠିକାସଂସ୍ଥା କ୍ୟାମ୍ପ ଉପରେ ଚଢ଼ଉ କରିଥିଲେ। ପ୍ରଥମେ ମ୍ୟାନେଜରଙ୍କୁ ପ୍ରବଳ ପିଟାପିଟି କରିଥିଲେ। ଏହାପରେ ମାଓବାଦୀ ଟ୍ରାକ୍ଟର, ଜେସିବି ଓ ମିକ୍ଚର…
ଅଧିକ ଖବର ଦେଖନ୍ତୁ...

ଫୁଲବାଣୀ: ରାସ୍ତା ନିର୍ମାଣକୁ ବିରୋଧ, ୩ ଟ୍ରାକ୍ଟର, ଗୋଟିଏ ଜେସିବି ପୋଡ଼ିଲେ ମାଓବାଦୀ

ଫୁଲବାଣୀ:  କନ୍ଧମାଳ ଜିଲ୍ଲାରେ ପୁଣି ସକ୍ରୀୟ ହୋଇ ଉଠିଛନ୍ତି ମାଓବାଦୀ। ଗତକାଲି ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ  ବାଲିମାହା- ଗୁମୁଡ଼ିମାହା ମଧ୍ୟରେ ନିର୍ମାଣାଧୀନ ଆରଡି ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଗଛରେ ପିଟି ହେଲା ବାଇକ୍‌, ୨ ଛାତ୍ର ମୃତ

ଫୁଲବାଣୀ : ଫୁଲବାଣୀରୁ ବଲସକୁମ୍ପା ରାସ୍ତା ବାରିଆଗୁଡ଼ା ନିକଟରେ ଆଜି ଅପରାହ୍ନରେ ବାଇକ୍‌ ଦୁର୍ଘଟଣାରେ ଫୁଲବାଣୀ ସ୍ୱୟଂଶାସିତ କଲେଜର ୨ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ୨ ଛାତ୍ର ହେଲେ ଅବନୀକାନ୍ତ ବେହେରା ଓ ରାଜେଶ ବେହେରା। ଅବନୀକାନ୍ତ ଓ ରାଜେଶ ଏକ ବାଇକରେ ବଲସକୁମ୍ପା ନିକଟ…
ଅଧିକ ଖବର ଦେଖନ୍ତୁ...

ଫୁଲବାଣୀ: କାର୍‌ରୁ ୧ କୁଇଣ୍ଟାଲ୍‌ ଗଞ୍ଜାଇ ଜବତ; ଡ୍ରାଇଭର୍‌ ଗିରଫ

ଫୁଲବାଣୀ: ଆଜି ସକାଳେ ଫୁଲବାଣୀ ସହରର ମାଷ୍ଟରପଡ଼ା ନିକଟରେ ଏକ କାର୍‌କୁ ଅଟକାଇ ସେଥିରୁ ୧ କୁଇଣ୍ଟାଲ୍‌ରୁ ଅଧିକ ଗଞ୍ଜାଇ ଉଦ୍ଧାର କରାଯାଇଛି। ଗଞ୍ଜାଇ ଚୋର ଚାଲାଣ ହେଉଥିବା କଥା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଟାଉନ୍‌ ଥାନା ପୁଲିସ ସନ୍ଦିଗ୍ଧ କାର୍‌ଟିକୁ ଅନୁସରଣ କରିବା ପରେ ମାଷ୍ଟରପଡ଼ା…
ଅଧିକ ଖବର ଦେଖନ୍ତୁ...

ସେବା ମନୋବୃତ୍ତିର ନିଦର୍ଶନ ଦେଖାଇଲେ ଡାକ୍ତର

ତୁମୁଡ଼ିବନ୍ଧ: ପୁଣି ଉତ୍ତମ ସେବା ମନୋବୃତ୍ତର ନିଦର୍ଶନ ଦେଖାଇଛନ୍ତି ଆଉ ଜଣେ ଡାକ୍ତର । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ପଲମ ଗ୍ରାମ ଜଙ୍ଗଲରେ ପହଞ୍ଚି ମହିଳାଙ୍କ ସୁରକ୍ଷିତ ପ୍ରସବ କରାଇଛନ୍ତି । ମାଲକାନାଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ ସରିଗେତା ଗ୍ରାମରେ ଗତ ଅକ୍ଟୋବର ମାସରେ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ମାଓ-ପୁଲିସ ଗୁଳି ବିନିମୟ

ଫୁଲବାଣୀ: କନ୍ଧମାଳରେ ମାଓବାଦୀ-ପୁଲିସ ବାହିନୀ ପୁଣି ମୁହାଁମୁହିଁ ହୋଇଛନ୍ତି। ଜିଲ୍ଲାରେ ଦୁର୍ବଳ ହୋଇ ପଡ଼ିଥିବା ସଂଗଠନ ଅଣ୍ଟା ସଳଖିବା ପରେ ଗତ କିଛି ମାସ ଭିତରେ ନିଜର ଉପସ୍ଥିତି ଜାହିର କରିଥିବା କେକେବିଏନ୍‌ ମାଓ ସଂଗଠନର ଏକ ପଲଟଣ ସହ ଏସ୍‌ଓଜି ବାହିନୀର ଗୁଳି ବିନିମୟ ହୋଇଛି। ଆଜି…
ଅଧିକ ଖବର ଦେଖନ୍ତୁ...

ଫୁଲବାଣୀ: ମାଓକ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଫୁଲବାଣୀ: ପୁଣି ମାଓବାଦୀମାନେ କନ୍ଧମାଳ ଜିଲ୍ଲାରେ ସେମାନଙ୍କ ଦବଦବା ବୃଦ୍ଧିି ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। କନ୍ଧମାଳର ଖଜୁରି ପଡ଼ା ଥାନା ଅଞ୍ଚଳରେ ମାଓବାଦୀମାନଙ୍କ ଏକ କ୍ୟାମ୍ପ ଉପରେ ଚଢ଼ାଉ କରି ସୁରକ୍ଷା କର୍ମୀମାନେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିବା ଘଟଣାରୁ ଏହା ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍ସ ନଆସିବାରୁ ଜଙ୍ଗଲ ରାସ୍ତାରେ ଶିଶୁ କନ୍ୟା ଜନ୍ମ କଲେ ମହିଳା

କନ୍ଧମାଳ: ରାଜ୍ୟ ସରକାର ମହିଳା ଓ ଶିଶୁ ମଙ୍ଗଳ ପାଇଁ ଏକାଧିକ ଯୋଜନା ଆରମ୍ଭ କରିଛନ୍ତି କିନ୍ତୁ ପରିଚାଳନା ଗତ ତ୍ରୁଟି ଯୋଗୁଁ ଏଥିରୁ ଦୁର୍ଗମ ଅଞ୍ଚଳରେ ରହୁଥିବା ମହିଳାଙ୍କୁ ସୁବିଧା ମିଳି ପାରୁ ନାହିଁ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅବସ୍ଥା ଆହୁରି ସାଂଘାତିକ ହୋଇ ପଡ଼ିଛି। ଏମିତି ଏକ…
ଅଧିକ ଖବର ଦେଖନ୍ତୁ...

ଗୁମୁଡ଼ୁମାହା ଗୁଳିକାଣ୍ଡ ଘଟଣା : ବିଚାର ବିଭାଗୀୟ କମିସନଙ୍କ ତଦନ୍ତ ରିପୋର୍ଟ ଦାଖଲ

ଫୁଲବାଣୀ : ଗୁମୁଡୁମାହା ଗୁଳିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ କମିସନ ଫୁଲବାଣୀ ଜିଲ୍ଲା ଦୌରାଜଜ୍‌ ମହମ୍ମଦ ଅଜ୍‌ମଲ ଆଜି ତାଙ୍କ ଚୂଡ଼ାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ୨୦୧୬ ଜୁଲାଇ ୮ ତାରିଖ ରାତି ସାଢେ ୮ଟାରେ ଘଟିଥିଲା ଲୋମହର୍ଷଣ ଗୁମୁଡୁମାହା ଗୁଳିକାଣ୍ଡ।…
ଅଧିକ ଖବର ଦେଖନ୍ତୁ...

ଗୁମୁଡୁମାହ ଗୁଳିକାଣ୍ଡ ମାମଲା: ରାଜ୍ୟ ସରକାରଙ୍କୁ ୧୦୪ ପୃଷ୍ଠା ତଦନ୍ତ ରିପୋର୍ଟ ଦାଖଲ କଲେ କମିସନ୍‌

କନ୍ଧମାଳ: କନ୍ଧମାଳ ଗୁମୁଡୁମାହ କମିସନ୍‌ ଜ୍ୟାନମ ମହମ୍ମଦ ଆଜମଲ ଗୃହ ବିଭାଗ ପାଖରେ ୧୦୪ ପୃଷ୍ଠାର ରିପୋର୍ଟ ଦାଖଲ କରିଛନ୍ତି । ଯେଉଁଥିରେ ୨୦ଟି ସରକାରୀ ଓ ବେସରକାରୀ ସତ୍ୟପାଠ ରହିଛି। ୨୦୧୬ ଜୁଲାଇ ୮ରେ ଗୁମୁଡୁମାହ ଗୁଳିକାଣ୍ଡରେ ଯବାନଙ୍କ ଗୁଳି ମାଡରେ ୬ଜଣ ନୀରିହ ଆଦିବାସୀ ପ୍ରାଣ…
ଅଧିକ ଖବର ଦେଖନ୍ତୁ...