ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

ଜଗା ୯୫, ବଳିଆ ୬୦ରୁ ୭୦ ପ୍ରତିଶତ ସୁସ୍ଥ ହେବା ସମ୍ଭାବନା

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ମିଲୁପଡ଼ାର ଯୋଡାମୁଣ୍ଡ ଶିଶୁ ଜଗା ଓ ବଳିଆଙ୍କୁ ନୂଆଦିଲ୍ଲୀର ଏମସ୍‌ରେ ବିରଳ ଅସ୍ତ୍ରୋପଚାର ପରେ ସଫଳତା ସହ ଅଲଗା କରାଯାଇଥିଲା। ତେବେ ବଳିଆଠାରୁ ଜଗା ଅଧିକ ସୁସ୍ଥ ହେବ ବୋଲି ସୂଚନା ମିଳିଛି। ଜଗା ୯୫ ପ୍ରତିଶତ ସୁସ୍ଥ ହେବା ସମ୍ଭାବନା ଥିବା ବେଳେ ବଳିଆ ୬୦ରୁ ୭୦…
ଅଧିକ ଖବର ଦେଖନ୍ତୁ...

ଘୁ.ଉଦୟଗିରିରେ ତୁଷାରପାତ ଜାରି

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲାରେ ଶୀତଲହରୀ ସାଙ୍ଗକୁ ବିଭିନ୍ନ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି। ବିଶେଷ କରି ଘୁ.ଉଦୟଗିରି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ରହୁଥିବା ବେଳେ ଗଲା ତିନି ଦିନ ଧରି କ୍ରମାଗତ ତୁଷାରପାତ ଲାଗି ରହିଛି। ଶୀତପ୍ରବାହ ଓ ଥଣ୍ଡାର ପ୍ରକୋପ ଯୋଗୁଁ ସାଧାରଣ…
ଅଧିକ ଖବର ଦେଖନ୍ତୁ...

୩ ଡିଗ୍ରିରେ ଥରୁଛି କନ୍ଧମାଳ

ଭୁବନେଶ୍ୱର : ଜାଡ଼ରେ ଥରୁଛି ଅଭ୍ୟନ୍ତରୀଣ ଓଡ଼ିଶା। ଲଗାତାର ତୃତୀୟ ଦିନ ପାଇଁ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ରେକର୍ଡ ହୋଇଛି। ସମଗ୍ର କନ୍ଧମାଳ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଦୁଇରୁ ତିନୋଟି ସ୍ଥାନରେ ହାଲକା ତୁଷାରପାତ ବି ହୋଇଥିବା ଜଣାପଡ଼ିଛି। ସେହିପରି…
ଅଧିକ ଖବର ଦେଖନ୍ତୁ...

ଦୁଇ ବାଇକ୍‌ ଧକ୍କା: ୩ ମୃତ

କୋଟଗଡ଼ : ସଂଧ୍ୟା ସାଢ଼େ ଛଅଟା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ମହାବୀର ଛକ ନିକଟରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ବାଲିଗୁଡ଼ାରୁ ଏକ…
ଅଧିକ ଖବର ଦେଖନ୍ତୁ...

ପଲ୍‌ସର-ଗ୍ଲାମର ମୁହାଁମୁହିଁ ଧକ୍କା, ପତି-ପତ୍ନୀ ସମେତ ୩ ମୃତ

କୋଟଗଡ଼/କନ୍ଧମାଳ: ପଲ୍‌ସର ଓ ଗ୍ଲାମର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଶୁକ୍ରବାର ସନ୍ଧ୍ୟାରେ ପତି-ପତ୍ନୀ ସମେତ ୩ ଜଣଙ୍କର ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ଦେଖାଯାଇଛି। ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଥାନା…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ:ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ଵାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ପାରିଜାତ କଲ୍ୟାଣ ମଣ୍ଡପଠାରେ ଆଜି କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। କନ୍ଧମାଳ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମକର୍ତ୍ତା…
ଅଧିକ ଖବର ଦେଖନ୍ତୁ...

ପୁଣି ଖସିଲା ପାରା: ଥରେଇଲା ଶୀତ, ଘୁ. ଉଦୟଗିରିରେ ତାପମାତ୍ରା ୩.୩ ଡିଗ୍ରି

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମସର୍‌ ଉଦୟଗିରିରେ ଗୁରୁବାର ପୁଣି ଥରେ ପାରା ଖସିଛି। ଅପରାହ୍ନ ୨ଟା ପରେ ଲୋକମାନେ ଘରୁ ବାହାରିବାକୁ ପସନ୍ଦ କରୁ ନଥିବାରୁ ରାସ୍ତାଘାଟ ଜନଶୂନ୍ୟ ଦେଖାଯାଉଛି। ସେହିଭଳି ଏହି ଅଞ୍ଚଳରେ ସକାଳୁ ତାପାମାତ୍ରା ୩.୩ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ୨ୟ ଥର…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲା : ୪ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳର ଜଣେ ନାବଳିକାଙ୍କୁ ଗତ ୨୦୧୫ ସେପ୍‌ଟେମ୍ବର ୨୯ରେ ଅପହରଣ କରାଯିବା ପରେ ଘୁ.ଉଦୟଗିରି ଥାନା ଅଧୀନ ଶ୍ରୀରାମପଦା ଜଙ୍ଗଲରେ ଗଣଦୁଷ୍କର୍ମ କରାଯିବା ଘଟଣା ସାରା ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଥିଲା। ଏହି ମାମଲାର ରାୟ ଆଜି ପ୍ରକାଶ ପାଇଛି।…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ:ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଫୁଲବାଣୀ: ୨୦୧୫ ମସିହାରେ ବହି କିଣିବାକୁ ଆସିଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରୁ ଅପହରଣ କରି ନେଇ ଜି ଉଦୟଗିରି ଥାନା ଶ୍ରୀରାମପଦା ଜଙ୍ଗଲରେ ଗଣ ଦୁଷ୍କର୍ମ କରିବା ଘଟଣାରେ ଫୁଲବାଣୀ ପୋକ୍ସୋ କୋର୍ଟ ୪ ଜଣ ଅଭିଯୁକ୍ତ ସଞ୍ଜୟ ନାୟକ, ଚିକୁନ ପ୍ରଧାନ,…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ୩୬ କିଲୋ ଗଞ୍ଜେଇ ଜବତ, ୩ ଗିରଫ

କନ୍ଧମାଳ: ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଫିରିଙ୍ଗିଆ ପୁଲିସ ରବିବାର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଫିରିଙ୍ଗିଆ ବଜାର ନିକଟରେ ଥିବା ନୋଡାଲ ସ୍କୁଲ ଛକରେ ଜଗି ବସିଥିଲା। ସେହି ସମୟରେ ଏକ ଧଳା ରଙ୍ଗର…
ଅଧିକ ଖବର ଦେଖନ୍ତୁ...