ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଫୁଲବାଣୀ: ଜଣେ ୧୦ ଶ୍ରେଣୀ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଓ ଏହି ସମ୍ପର୍କରୁ ନାବାଳିକା ଜଣକ ମାଆ ହେବା ପରେ ତାଙ୍କୁ ବିବାହ ନ କରି ପ୍ରତାରଣା କରିବା ଅଭିଯୋଗରେ ଆଜି କନ୍ଧମାଳ ପୋକ୍‌ସୋ କୋର୍ଟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଭୋଇଙ୍କୁୁ ଆଜୀବନ କାରାଦଣ୍ଡରେ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ଦେଶୀ ମଦ, ୧୨ଶହ ଲିଟର ପୋଚ ଜବତ, ୨ ଗିରଫ

କନ୍ଧମାଳ: ଆଜି ସକାଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୁଲିସ ଗୁରୁପଡ଼ା ଗ୍ରାମ ଓ ଗ୍ରାମ ନିକଟସ୍ଥ ପାହାଡ଼ ଉପରେ ଚଢ଼ାଉ କରି ୨୦ ଲିଟର ଦେଶୀ ମଦ ସହିତ ୧୨ଶହ ଲିଟର ମହୁଲ ପୋଚ ଜବତ କରିଛି। ୬୦ଟି ପ୍ଲାଷ୍ଟିକ୍‌ ଜାରକିନ୍‌ରେ ଥିବା ଏହି ୧୨ଶହ ଲିଟର ପୋଚକୁ ନଷ୍ଟ କରି ଦିଆଯାଇଛି। ଏହି ଘଟଣାରେ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ୯୫,୦୦୦ ଗଞ୍ଜେଇ ଗଛ ନଷ୍ଟ

କନ୍ଧମାଳ: ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ପୁଲିସ ପକ୍ଷରୁ ରବିବାର ସ୍ଲୁମ୍ବି, କୁଲିକୁଡ଼ା ଓ ବାଲିଗୁଡ଼ା ଗ୍ରାମରେ ଚଢ଼ାଉ କରାଯାଇ ୯୫,୦୦୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। କାର୍ଯ୍ୟକାରୀ ମାଜିଷ୍ଟ୍ରେଟ୍‌ ବିଜୟ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିିତିରେ ୬୦ ଜଣ ସିଆରପିଏଫ୍‌ ଯବାନ ଓ…
ଅଧିକ ଖବର ଦେଖନ୍ତୁ...

ଜାଡ଼ କବଳରେ ଓଡ଼ିଶା: ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ଶୀତ ପ୍ରକୋପ ଜାରି, ଘୁ. ଉଦୟଗିରିରେ ପାରା ୩.୫ ଡିଗ୍ରି

ଘୁ.ଉଦୟଗିରି/କନ୍ଧମାଳ: ଗତ କିଛି ଦିନ ହେବ ସମଗ୍ର ଓଡ଼ିଶାରେ ଶୀତ ଜାରି ରହିଥିବା ବେଳେ କନ୍ଧମାଳ ଜିଲ୍ଲାରେ ସ୍ଥିତି ଆହୁରି ଖରାପ ରହିଛି। ଚଳିତ ଶୀତ ଋତୁରେ ଦ୍ୱିତୀୟ ଥର ପାଇଁ ଘୁ.ଉଦୟଗିରି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ଶନିବାର ତାପମାତ୍ରା ୩.୫ ଡିଗ୍ରିକୁ ଖସିଛି।…
ଅଧିକ ଖବର ଦେଖନ୍ତୁ...

ଘରକୁ ଆସିଥିବା ଯୁବକକୁ ହତ୍ୟା

ଚକାପାଦ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ପସରା ପଞ୍ଚାୟତ ନନ୍ଦିନୀ ଗ୍ରାମରେ ଭଗବାନ ପ୍ରଧାନ ନାମକ ଜଣେ ଯୁବକଙ୍କୁ କାଠ ଫାଳିଆରେ ପିଟି ଓ ପଥର ଛେଚି ହତ୍ୟା କରାଯାଇଛି। ଏହି ମାମଲାରେ ପୁଲିସ ପଡୋଶୀ କୁନି ମହାପାତ୍ର ଓ ତାଙ୍କ ସହଯୋଗୀ ଅକ୍ଷୟ ରଣାଙ୍କୁ ଅଟକ ରଖିିଛି। ପୁଲିସ ହତ୍ୟାରେ ବ୍ୟବହୃତ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ମାଓ ପୋଷ୍ଟର

ଫୁଲବାଣୀ : ନୂଆ ବର୍ଷ ପ୍ରଥମ ଦିନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ମାଓବାଦୀ ପୁଣି ସେମାନଙ୍କ ଉପସ୍ଥିତି ଜାହିର କରିବାକୁ ଉଦ୍ୟମ କରିଛନ୍ତି। ବିଶେଷକରି ମହିଳା କ୍ୟାଡର୍‌ ମାଓବାଦୀ ଇଂ. ରୁପା ଓରଫ ଫୁଲ ପୁଲିସ ଗୁଳିରେ ନିହତ ହେବା ପରେ ମାଓ ସଂଗଠନ ଅଧିକ ପ୍ରତିହିଂସା…
ଅଧିକ ଖବର ଦେଖନ୍ତୁ...

ହାସିନା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅମୃତଲାଲ ଗିରଫ, ହତ୍ୟାରେ ବ୍ୟବହୃତ ହାତୁଡି ଜବତ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏକ ଆଦିବାସୀ ମହିଳା ହାସିନା ପ୍ରଧାନଙ୍କୁ ହତ୍ୟା ପରେ ପୋଡି ମାରିଥିବା ଏକ ଜଘନ୍ୟ ଅପରାଧର ଅଭିଯୁକ୍ତ ଅମୃତଲାଲ ନାୟକ ଓରଫ ବୁଟୁକୁ ପୁଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି। ମାଲିକାପୋଡ଼ି ପଞ୍ଚାୟତର ବଡିଙ୍ଗିଆ ନେଡିନାଜୁ…
ଅଧିକ ଖବର ଦେଖନ୍ତୁ...

ଗୁଣି ସନ୍ଦେହରେ ହତ୍ୟା କରି ପୋଡ଼ି ଦେଲେ

ଦାରିଙ୍ଗବାଡ଼ି : ଗୁଣି ସନ୍ଦେହରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଧୀନ ବାଡ଼ାବାଙ୍ଗା ଗ୍ରାମରେ ଆଜି ପୂର୍ବାହ୍ନରେ ସୁବାସ ଚନ୍ଦ୍ର ମାଝୀ (୪୦) ନାମକ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ପିଟି ପିଟି ହତ୍ୟା ଓ ପୋଡ଼ି ଦେବା ଘଟଣା ଚାଞ୍ଚଲ୍ୟ ସୃୃଷ୍ଟି କରିଛି। ଏନେଇ…
ଅଧିକ ଖବର ଦେଖନ୍ତୁ...

ବେଲଘରରେ ତୁଷାରପାତ

ତୁମୁଡ଼ିବନ୍ଧ : ବର୍ଷ ଶେଷ ହେବାକୁ ଆସୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ଜାଡ଼ର ପରିମାଣ ବଢିବାରେ ଲାଗିଛି। ଥଣ୍ଡାର ପ୍ରକୋପରେ ସମଗ୍ର ଜିଲ୍ଲା ଥରୁଥିବା ବେଳେ ତୁମୁଡ଼ିବନ୍ଧ ବ୍ଲକ ବେଲଘରରେ ତୁଷାରପାତ ଅନୁଭୂତ ହୋଇଛି। ଗତ ୪ରୁ ୫ ଦିନ ହେଲା ଏଭଳି ସ୍ଥିତି ଜାରି ରହିଛି। ବେସରକାରୀ ଭାବେ…
ଅଧିକ ଖବର ଦେଖନ୍ତୁ...

ନିଖୋଜ ଯୁବକର ଝୁଲନ୍ତା ମୃତଦେହ ଗଛରୁ ଉଦ୍ଧାର

କନ୍ଧମାଳ: ଦୁଇ ସପ୍ତାହ ପୂର୍ବରୁ ନିଖୋଜ ଥିବା ଜଣେ ଯୁବକର ମୃତଦେହକୁ ବୁଧବାର କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ପୁଲିସ ଏକ ଗଛରୁ ଉଦ୍ଧାର କରିଛି। କଟରିଙ୍ଗା ଗ୍ରାମର ହାଡ଼ି ଓରଫ ସନ୍ତୋଷ କୁମାର ଖେତି ଡିସେମ୍ବର ୧୨ରେ ନିଖୋଜ ହୋଇ ଯାଇଥିଲେ। ପୁଲିସ ସନ୍ତୋଷଙ୍କ ମୃତଦେହ କାମପଦର ଜଙ୍ଗଲରୁ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...