ଅନୁସନ୍ଧାନ କରୁଥିବା ବର୍ଗ

କନ୍ଧମାଳ

କନ୍ଧମାଳ:ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଫୁଲବାଣୀ: ୨୦୧୫ ମସିହାରେ ବହି କିଣିବାକୁ ଆସିଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରୁ ଅପହରଣ କରି ନେଇ ଜି ଉଦୟଗିରି ଥାନା ଶ୍ରୀରାମପଦା ଜଙ୍ଗଲରେ ଗଣ ଦୁଷ୍କର୍ମ କରିବା ଘଟଣାରେ ଫୁଲବାଣୀ ପୋକ୍ସୋ କୋର୍ଟ ୪ ଜଣ ଅଭିଯୁକ୍ତ ସଞ୍ଜୟ ନାୟକ, ଚିକୁନ ପ୍ରଧାନ,…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ୩୬ କିଲୋ ଗଞ୍ଜେଇ ଜବତ, ୩ ଗିରଫ

କନ୍ଧମାଳ: ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଫିରିଙ୍ଗିଆ ପୁଲିସ ରବିବାର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଫିରିଙ୍ଗିଆ ବଜାର ନିକଟରେ ଥିବା ନୋଡାଲ ସ୍କୁଲ ଛକରେ ଜଗି ବସିଥିଲା। ସେହି ସମୟରେ ଏକ ଧଳା ରଙ୍ଗର…
ଅଧିକ ଖବର ଦେଖନ୍ତୁ...

ଅଯୋଗ୍ୟ ହାତେଇଛନ୍ତି ଇନ୍ଦିରା ଆବାସ, ଯୋଗ୍ୟ ଭକୁଆ

ଫୁଲବାଣୀ: ଗରିବ ଓ ଅସହାୟଙ୍କ ପାଇଁ ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଉଛି। ଗ୍ରାମସଭାରେ ହିତାଧିକାରୀ ଚୟନ ପରେ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି। ହେଲେ, କିଛି ସରକାରୀ ବାବୁ ଓ ଶାସକ ଦଳର ନେତାଙ୍କ ସଲାସୁତରା ଯୋଗୁଁ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ୍‌…
ଅଧିକ ଖବର ଦେଖନ୍ତୁ...

ଫୁଲବାଣୀ: ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୁକ୍ତଦ୍ୱୟଙ୍କୁ ଆଜୀବନ କାରାଦଣ୍ଡ

ଫୁଲବାଣୀ: ଗୁଣିଗାରେଡି ସନ୍ଦେହରେ ୨୦୧୬ ମସିହା ମେ ୯ ତାରିଖ ରାତିରେ ଖଗେଶ୍ୱର କହଁର ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ଅଭିଯୋଗରେ ଆଜି ଫୁଳବାଣୀ ଜିଲ୍ଲା ଜଜ୍‌ ଜନାବ ମହମ୍ମଦ ଆଜମଲ ଅଭିଯୁକ୍ତ ପ୍ରାଣବନ୍ଧୁ କହଁର ଓ ରତ୍ନାକର କହଁରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଫୁଲବାଣୀ: ଜଣେ ୧୦ ଶ୍ରେଣୀ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଓ ଏହି ସମ୍ପର୍କରୁ ନାବାଳିକା ଜଣକ ମାଆ ହେବା ପରେ ତାଙ୍କୁ ବିବାହ ନ କରି ପ୍ରତାରଣା କରିବା ଅଭିଯୋଗରେ ଆଜି କନ୍ଧମାଳ ପୋକ୍‌ସୋ କୋର୍ଟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଭୋଇଙ୍କୁୁ ଆଜୀବନ କାରାଦଣ୍ଡରେ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ଦେଶୀ ମଦ, ୧୨ଶହ ଲିଟର ପୋଚ ଜବତ, ୨ ଗିରଫ

କନ୍ଧମାଳ: ଆଜି ସକାଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୁଲିସ ଗୁରୁପଡ଼ା ଗ୍ରାମ ଓ ଗ୍ରାମ ନିକଟସ୍ଥ ପାହାଡ଼ ଉପରେ ଚଢ଼ାଉ କରି ୨୦ ଲିଟର ଦେଶୀ ମଦ ସହିତ ୧୨ଶହ ଲିଟର ମହୁଲ ପୋଚ ଜବତ କରିଛି। ୬୦ଟି ପ୍ଲାଷ୍ଟିକ୍‌ ଜାରକିନ୍‌ରେ ଥିବା ଏହି ୧୨ଶହ ଲିଟର ପୋଚକୁ ନଷ୍ଟ କରି ଦିଆଯାଇଛି। ଏହି ଘଟଣାରେ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ୯୫,୦୦୦ ଗଞ୍ଜେଇ ଗଛ ନଷ୍ଟ

କନ୍ଧମାଳ: ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ପୁଲିସ ପକ୍ଷରୁ ରବିବାର ସ୍ଲୁମ୍ବି, କୁଲିକୁଡ଼ା ଓ ବାଲିଗୁଡ଼ା ଗ୍ରାମରେ ଚଢ଼ାଉ କରାଯାଇ ୯୫,୦୦୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। କାର୍ଯ୍ୟକାରୀ ମାଜିଷ୍ଟ୍ରେଟ୍‌ ବିଜୟ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିିତିରେ ୬୦ ଜଣ ସିଆରପିଏଫ୍‌ ଯବାନ ଓ…
ଅଧିକ ଖବର ଦେଖନ୍ତୁ...

ଜାଡ଼ କବଳରେ ଓଡ଼ିଶା: ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ଶୀତ ପ୍ରକୋପ ଜାରି, ଘୁ. ଉଦୟଗିରିରେ ପାରା ୩.୫ ଡିଗ୍ରି

ଘୁ.ଉଦୟଗିରି/କନ୍ଧମାଳ: ଗତ କିଛି ଦିନ ହେବ ସମଗ୍ର ଓଡ଼ିଶାରେ ଶୀତ ଜାରି ରହିଥିବା ବେଳେ କନ୍ଧମାଳ ଜିଲ୍ଲାରେ ସ୍ଥିତି ଆହୁରି ଖରାପ ରହିଛି। ଚଳିତ ଶୀତ ଋତୁରେ ଦ୍ୱିତୀୟ ଥର ପାଇଁ ଘୁ.ଉଦୟଗିରି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ଶନିବାର ତାପମାତ୍ରା ୩.୫ ଡିଗ୍ରିକୁ ଖସିଛି।…
ଅଧିକ ଖବର ଦେଖନ୍ତୁ...

ଘରକୁ ଆସିଥିବା ଯୁବକକୁ ହତ୍ୟା

ଚକାପାଦ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ପସରା ପଞ୍ଚାୟତ ନନ୍ଦିନୀ ଗ୍ରାମରେ ଭଗବାନ ପ୍ରଧାନ ନାମକ ଜଣେ ଯୁବକଙ୍କୁ କାଠ ଫାଳିଆରେ ପିଟି ଓ ପଥର ଛେଚି ହତ୍ୟା କରାଯାଇଛି। ଏହି ମାମଲାରେ ପୁଲିସ ପଡୋଶୀ କୁନି ମହାପାତ୍ର ଓ ତାଙ୍କ ସହଯୋଗୀ ଅକ୍ଷୟ ରଣାଙ୍କୁ ଅଟକ ରଖିିଛି। ପୁଲିସ ହତ୍ୟାରେ ବ୍ୟବହୃତ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ମାଓ ପୋଷ୍ଟର

ଫୁଲବାଣୀ : ନୂଆ ବର୍ଷ ପ୍ରଥମ ଦିନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ମାଓବାଦୀ ପୁଣି ସେମାନଙ୍କ ଉପସ୍ଥିତି ଜାହିର କରିବାକୁ ଉଦ୍ୟମ କରିଛନ୍ତି। ବିଶେଷକରି ମହିଳା କ୍ୟାଡର୍‌ ମାଓବାଦୀ ଇଂ. ରୁପା ଓରଫ ଫୁଲ ପୁଲିସ ଗୁଳିରେ ନିହତ ହେବା ପରେ ମାଓ ସଂଗଠନ ଅଧିକ ପ୍ରତିହିଂସା…
ଅଧିକ ଖବର ଦେଖନ୍ତୁ...