ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦ୍ରାପଡ଼ା

ରାସ୍ତାରେ କୁମ୍ଭୀର, ପେଣ୍ଠରେ ଆତଙ୍କ

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ଏକମାତ୍ର ସମୁଦ୍ର ବେଳାଭୂମି ପେଣ୍ଠ ମୁଖ୍ୟରାସ୍ତାରେ ବଉଳା କୁମ୍ଭୀର ବୁଲୁଥିବ‌ା ଦେଖିବାକୁ ମିଳିଛି। ଖଣ୍ତାମରା-ପେଣ୍ଠ ଢଳେଇ ରାସ୍ତା ଉପରେ ଗତରାତିରେ ଏହି କୁମ୍ଭୀର ବୁଲୁଥିବା କିଛି ଯୁବକ ଦେଖିବାକୁ ପାଇଥିଲେ। ଯୁବକମାନଙ୍କ ପାଟି ଶୁଣି କୁମ୍ଭୀରଟି ରାସ୍ତା…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା ରାଜନୀତିରେ ହଟଚମଟ: ଅତ୍ୟନ୍ତ ଅନୁଗତ ଏବେ ପରମଶତ୍ରୁ!

ସୁବ୍ରତ କୁମାର ସାମଲ କେନ୍ଦ୍ରାପଡ଼ା: ଦିନେ ସେମାନେ ଏକାନ୍ତ ଅନୁଗତ ଥିଲେ। ନେତାଙ୍କ ପାଖେ ପାଖେ ରହି ସବୁ କାମର ଦାୟିତ୍ବ ନେଉଥିଲେ। ନେତା ବି ସେମାନଙ୍କୁ ଅଖଣ୍ଡ କ୍ଷମତା ଦେଇଥିଲେ। କିନ୍ତୁ ପରିବର୍ତ୍ତିତ ସ୍ଥିତିରେ ସେହି ଅନୁଗତମାନଙ୍କୁ ପରମ ଶତ୍ରୁ ଭଳି ଦୂରେଇ ଦେଇଛନ୍ତି ନେତା।…
ଅଧିକ ଖବର ଦେଖନ୍ତୁ...

ଜନଶୁଣାଣିରେ ଅକଳରେ ପଡ଼ିଗଲା ପ୍ରଶାସନ: ଜବାବ ମାଗିଲେ ଆଦିବାସୀ ବୃଦ୍ଧା ଦୁଃଖୀ ଭକ୍ତା

କେନ୍ଦ୍ରାପଡ଼ା: ‘ରାସ୍ତା ନାହିଁ। ସ୍କୁଲ କି ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ଅଧିକାଂଶ ଲୋକଙ୍କୁ ଭତ୍ତା କି ରାସନ୍‌ କାର୍ଡ ମିଳି ନଥିବା ବେଳେ ଆବାସ ଯୋଜନାରେ ଘର ସ୍ବପ୍ନ ପାଲଟିଛି। ନଳକୂପ ଅଛି, କିନ୍ତୁ ତାହା ଲୋକଙ୍କ ପିଇବା ପାଣିର ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ। କେବେ ଏ ସବୁ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କୁ ରାଖି ପଠାଇଲେ କମଳା: ଦିନେ ଭଉଣୀ କହି କାମକୁ କରିଥିଲେ ପ୍ରଶଂସା

କେନ୍ଦ୍ରାପଡ଼ା: ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାମକୁ ପ୍ରଶ˚ସା କରିଥିଲେ। ଆଉ ଏବେ ସେ ନିଜେ ବର୍ଜ୍ୟବସ୍ତୁରୁ ତିଆରି କରିଥିବା ରାଖି ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ବୃଦ୍ଧା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ବ୍ଲକ୍‌ ଗୁଲନଗର ପଞ୍ଚାୟତ ଖଇରାବାଦ୍…
ଅଧିକ ଖବର ଦେଖନ୍ତୁ...

୫-ଟି ସଚିବଙ୍କ ନାଁ କହି ଠକେଇ ମାମଲା: ଧରାପଡ଼ିବା ପରେ ଟଙ୍କା ଫେରାଇ ଖସିଯିବାକୁ ମସୁଧା

କେନ୍ଦ୍ରାପଡ଼ା/ମହାକାଳପଡ଼ା: ‘୫-ଟି ସଚିବ ଭି.କେ ପାଣ୍ତିଆନ୍‌ଙ୍କ ଅଫିସ୍‌ରୁ କହୁଛି’ କହି ମହାକାଳପଡ଼ାର ଜଣେ ଅସହାୟ ବିଧବାଙ୍କଠୁ ଟଙ୍କା ଠକି ନେବା ମାମଲା ନୂଆ ମୋଡ଼ ନେଇଛି। ‘ସମ୍ବାଦ’ରେ ଏ ସ˚କ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ ଠକ ଯୁବକଜଣକ ଟଙ୍କା ଫେରାଇ ଖସିଯିବାକୁ ଉଦ୍ୟମ କରିବା…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ଓ ୧୫ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ପୂର୍ବ ଭାଗ ଆଜି (ଶୁକ୍ରବାର) ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ପାଟନା, ବାଙ୍କୁରା ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି।…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ଅତିପ୍ରବଳ ବର୍ଷା; ୯ ଜିଲ୍ଲାରେ ପ୍ରବଳ ବର୍ଷା ଓ ୧୦ ଜିଲ୍ଲାରେ କାଳବୈଶାଖୀ ଜନିତ…

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖା ଆଜି (ଗୁରୁବାର) ପଞ୍ଜାବର ଫିରୋଜ଼ପୁରରୁ ବାହାରି କର୍ଣ୍ଣଲ, ମିରଟ, ଆଜମଗଡ, ପାଟନା, ମୁଙ୍ଗେର, ଦେଓଘର, ବାଙ୍କୁରା ମଧ୍ୟ ଦେଇ ପଶ୍ଚିମବଙ୍ଗର ଡାଇମଣ୍ଡ-ହାରବରରୁ ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୫ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସହ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖା ଆଜି (ବୁଧବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ରହିବା ସହ ପଞ୍ଜାବର ଫିରୋଜ଼ପୁରରୁ ବାହାରି ଆମ୍ବାଲା, ବରେଲୀ, ପାଟନା, ମଧ୍ୟ ଦେଇ ପଶ୍ଚିମବଙ୍ଗର ବାଲୁରଘାଟରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ମିଜୋରାମ ଯାଏଁ ଲମ୍ବିଛି। ଏହାର ପ୍ରଭାବରେ ଆଜି ସକାଳୁ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୧୮ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ସ୍ଥିତିରେ ରହିଛି। ତେଣୁ ରାଜ୍ୟରେ ମୌସୁମୀ ବର୍ଷାର ସମ୍ଭାବନା ନାହିଁ। ମୌସୁମୀ ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନରେ ହିମାଳୟ ପାଦଦେଶରେ ପ୍ରବାହିତ ହେଉଛି। ଏପରିସ୍ଥିତରେ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନଥିଲେ ମଧ୍ୟ ଆଗାମୀ ୨୪…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ସକ୍ରିୟ : ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା; ୧୩ ଜିଲ୍ଲାକୁ ଅରେଞ୍ଜ, ୧୭ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଗତକାଲି (ଗୁରୁବାର)ର ସକ୍ରିୟ ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ତତ-ସଂଲଗ୍ନ ଉତ୍ତର-ଓଡିଶା ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି ଏବଂ ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଯାଏଁ ବ୍ୟାପିଛି। ଏହା ଆଗାମୀ ୨ରୁ ୩ ଦିନ…
ଅଧିକ ଖବର ଦେଖନ୍ତୁ...